ଆମ୍ ଆଦମୀ ପାର୍ଟି ଅତାବିରା ର ମିଶ୍ରଣ ପର୍ବ…

ଅତାବିରା(ବାସ୍ତବ କଥା):ଆମ୍ ଆଦମୀ ପାର୍ଟି ଅରବିନ୍ଦ କେଜ୍ରିୱାଲ୍ , ନିଶିକାନ୍ତ ମହାପାତ୍ର, ଭବାନି ପ୍ରସାଦ ସାହୁ ଙ୍କ ନେତୃତ୍ୱ ଏବଂ ଆମ୍ ଆଦମୀ ପାର୍ଟି ର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ବିଜୁଳି ଓ ପାଣି କେନ୍ଦ୍ରିକ ଜନହିତକର ରାଜନୀତିରେ ପ୍ରଭାବିତ ହୋଇ ଅତାବିରା ବିଧାନସଭା ଅନ୍ତର୍ଗତ ଝିଲିମିଣ୍ଡା ପଞ୍ଚାୟତର ବିଜେଡି ,ବିଜେପି, କଂଗ୍ରେସ୍ ପାର୍ଟି ର ସଦସ୍ୟତା ଛାଡ଼ି୧୦୦ ରୁ ଅଧିକ ଯୁବକ ଆମ୍ ଆଦମୀ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି ।

ଓଡ଼ିଶା ରେ ଏବେ ସଦସ୍ୟତା ଅଭିଯାନ ଚାଲୁଛି ୯୯୩୮୭୧୦୧୦୧ ନମ୍ୱର୍ ରେ ମିସ୍ କଲ୍ କରିକି ପାର୍ଟି ର ସଦସ୍ୟ ହୋଇପାରିବେ। ଏହି ମିଶ୍ରଣ ପର୍ବ ରେ ଅତାବିରା ବିଧାନ ସଭା ବିଧାୟକ ପ୍ରାଥି ଜୟକ୍ରିଷ୍ଣା ଛୁରିଆ,ଜିଲ୍ଲା ସଭାପତି ଯଦୁମଣି ପ୍ରଧାନ, ଅତାବିରା ବ୍ଲକ୍ ଯୁବା ସଭାପତି ଧର୍ମରାଜ ମେହେର,ଅତାବିରା ବ୍ଲକ୍ ସମ୍ପାଦକ ସୂର୍ଯ୍ୟନାରାୟଣ ଭୋଇ, ଗୌତମ ମହାନନ୍ଦ, ଓ ପାର୍ଟି ର ଅନ୍ୟ ସଦସ୍ୟ ଙ୍କ ଅନୁକୁଲ୍ୟ ରେ ମିଶ୍ରଣ ପର୍ବ ହୋଇଥିଲା

ସେୟାର କରନ୍ତୁ

You May Like

Pin It on Pinterest