ବରଗଡ଼୦୮.୦୫.୨୦୨୫(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଲାଦେର ପାଲି ଛକ ତ୍ରୁଟି ପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ଚାରି ଥାକିଆ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ରେ ତିନି ଯୁବକ ଏକ ବାଇକ୍ ପ୍ଲାଟିନା ନଂ-ଓଡି ୧୭ ଏସି ୯୭୮୧ ରାଜରାସ୍ତା ରେ ଯିବା ସମୟରେ ବରଗଡ଼-ସମ୍ବଲପୁର ୱେ ସମ୍ବଲପୁର ଅଭିମୁଖେ ଏକ ଦୃତ ଗାମୀ ଅଜଣା ଟ୍ରକ୍ ରେ ପାଖାପାଖି ସକାଳ ସାଢେ଼ ୬ଘଣ୍ଟା ସମୟରେ ଜୋର୍ […]
Cuttack
ସଂଜୟ ଶତପଥୀ(କଟକ): ଆଜି କଟକ ର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁରୋଗ ସ୍ନାତକୋତ୍ତର ସଂସ୍ଥାନ ପରିସରରେ ଥିବା ଶ୍ରୀସାଇ ମନ୍ଦିର ପ୍ରାଙ୍ଗଣରେ ଓ.ପି.ପିଏନ୍.ବି, ଓଡ଼ିଶା ପକ୍ଷରୁ ରାଜ୍ୟରେ ଶିଶୁ ବାଟିକା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ଲାଗି ଏକ ଆନ୍ଦୋଳନ ସଂଘ ସଭାନେତ୍ରୀ ଯୋଗସ୍ମିତା ଦାଶଙ୍କ ସଭାପତିତ୍ବ ବହୁ କର୍ମୀ ଙ୍କ ଯୋଗଦାନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଆନ୍ଦୋଳନର ପ୍ରଥମ ବୈଠକରେ ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ମନୋଜ ଖଟୁଆ, […]
ବାସ୍ତବବ୍ୟୁରୋ(ଭୁବନେଶ୍ୱର)୨୭/୦୪: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ କାର୍ଯ୍ୟକ୍ରମର ୧୨୧ ତମ ସଂସ୍କରଣରେ କଶ୍ମୀରର ପହଲଗାମରେ ଆତଙ୍କବାଦୀ ବର୍ବୋରଚିତ ଆକ୍ରମଣ ଘଟଣାକୁ ମନେ ପକାଇ ଦୁଃଖବ୍ୟକ୍ତ କରିଛନ୍ତି । ପୀଡ଼ିତ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ପୀଡ଼ିତଙ୍କ ପରିବାରକୁ ନିଶ୍ଚିନ୍ତ ନ୍ୟାୟ ମିଳିବ ଏବଂ ଆତଙ୍କବାଦୀମାନଙ୍କୁ କଡ଼ା ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଭରସା ଦେଇଛନ୍ତି । ଆତଙ୍କବାଦୀ ବିରୋଧ ଲଢ଼େଇରେ ପୁରା […]
କଟକ(ସଂଜୟ ଶତପଥୀ)ତା୨୭।୦୪ : ମହାନଦୀବିହାର ଡେଭଲପମଂଟ୍ ଆସୋସିଏସନ୍ (ଏମଡିଏ) ଆନୁକୁଲ୍ୟରେ ମହାନଦୀବିହାର ପେନସନର୍ସ ଆସୋସିଏସନର, ବରିଷ୍ଠ ନାଗରିକ ମଂଚ ଏବଂ ମହିଳା ସମିତିର ମିଳିତ ସହଯୋଗରେ ମହାନଦୀବିହାର ସ୍ଥିତ ମହାନଦୀଭବନ ପରିସରରେଏକ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମେଡ଼ିସିନ, ଗ୍ୟାଷ୍ଟ୍ରୋ, ଜେରିଆଟିକ, ଚର୍ମ, କାର୍ଡିଓଲୋଜି, ଦାନ୍ତ, ସ୍ଥିପିଂ ଡିଜଅର୍ଡର, ପେଡିଆଟିକ, ଅର୍ଥୋପେଡିକ ଆଦି ବିଭାଗର ଅଭିଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ରୋଗୀମାନଙ୍କୁ […]
ବରଗଡ଼୨୧/୪(ନବୀନ କୁମାର ଦାଶ): ବରଗଡ଼ ଜିଲ୍ଲା ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀମତୀ ସାହୁଙ୍କ ସମେତ ଜିଲ୍ଲାପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା,ବରଗଡ଼ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପଦାରବିନ୍ଦ ତ୍ରିପାଠୀ,ବରପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ୍ତ କୁମ୍ଭାର ଏବଂ ବ୍ଲକ ଅଧ୍ୟକ୍ଷା ରୀନା […]
ସଂଜୟ ଶତପଥୀ(କଟକ): ଏପ୍ରିଲ ଅଠର ତାରିଖ ଶୁକ୍ରବାର କଟକ ନଗର ର ବାରବାଟି କଟକ ନିର୍ବାଚନ ମଣ୍ଡଳୀର ସକ୍ରିୟ ସଦସ୍ୟ ସମ୍ମିଳନୀ ଦେଉଳ ସାହି ସ୍ଥିତ ମୋନାଲିସା ପ୍ୟାଲେସ ରେ ଅପରାହ୍ନ ଚାରି ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ର ପୂର୍ବତନ ଜ଼ିଲ୍ଲା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ସମ୍ମିଳନୀ ରେ ରାଜ୍ୟରୁ ମୁଖ୍ୟ ବକ୍ତା ଭାବେ ଶ୍ରୀ ସରୋଜ କୁମାର ମିଶ୍ର ଓ […]
ରାଜ୍ୟ କାର୍ଯ୍ୟାଳୟରେ ୧୩୫ତମ ଆମ୍ବେଦକର ଜୟନ୍ତୀ ପାଳନଭାରତବର୍ଷ ତଥା ଓଡିଶାକୁ ସମୃଦ୍ଧ ଓ ବିକଶିତ କରି ଆମ୍ବେଦକରଜୀଙ୍କର ସ୍ୱପ୍ନକୁ ସାକାର କରିବା: ମନମୋହନ ସାମଲ ବାବାସାହେବଙ୍କୁ ତାଙ୍କ ଜୀବନ କାଳରେ କଂଗ୍ରେସ ଦଳ ଏବଂ କଂଗ୍ରେସ ନେତୃବୃନ୍ଦ ବାରମ୍ବାର ଅପମାନିତ କରିଛନ୍ତି ଭାରତ ସମ୍ବିଧାନର ପ୍ରଣେୟତା ବାବାସାହେବ ନିଷ୍ପେସିତ ଲୋକଙ୍କ ସ୍ୱର ସାଜି ଅବହେଳିତ, ବଂଚିତ ଓ ଶୋଷିତ ଲୋକଙ୍କୁ ଯେଉଁ ଉତ୍ଥାନ କରିଛନ୍ତି, ତାହା ଅକଳ୍ପନୀୟ ଓ ଅବିଶ୍ୱନୀୟ […]
ସଂଜୟ ଶତପଥୀ(କଟକ): ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”।ସମାଜର ଦୁର୍ବଳ ଶ୍ରେଣୀ, ଅବହେଳିତ, ନିଷ୍ପେସିତ, ମହିଳା ଓ ଶିଶୁଙ୍କୁ ଉପଯୁକ୍ତ ପୋଲିସ ସେବା ଯୋଗାଇ ଦେବା ଆମ ସମସ୍ତଙ୍କ ପ୍ରାଥମିକ କର୍ତ୍ତବ୍ୟ । ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ କରିବାରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର […]
ସଂଜୟ ଶତପଥୀ(କଟକ)୨୫.୩.୨୦୨୫: ଆସନ୍ତା ଏପ୍ରିଲ ୧୨ତାରିଖ କଟକ ଠାରେ ହେବାକୁ ଯାଉଥିବା ପେନସନର ମହାସଂଘର ୬ଷ୍ଠ ସମ୍ମିଳନୀକୁ ସଫଳ କରିବାକୁ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ସି ଡି ଏ ଯୋନର ଏକ ପ୍ରସ୍ତୁତି ସଭା ମାର୍ଚ୍ଚ ୨୪ତାରିଖ ସନ୍ଧ୍ୟାରେ ସେକ୍ଟର -୮ଶିବ ମନ୍ଦିର ପ୍ରାଙ୍ଗଣରେ ଯୋନ ସଭାପତି ଶ୍ରୀ ଧୀରେନ୍ଦ୍ର କୁମାର ନାୟକ ଅସୁସ୍ଥତା ନେଇ ଆସି ପାରିବେନି ବୋଲି ଜଣାଇବା ପରେ ବରିଷ୍ଠ ସଦସ୍ୟ ଶ୍ରୀ […]
ସଂଜୟ ଶତପଥୀ(କଟକ): ଓଡ଼ିଶା ର ସର୍ବପୁରାତନ ଶିକ୍ଷାନୁଷ୍ଠାନ କଟକର ପ୍ୟାରୀମୋହନ ଏକାଡେମୀ ର ପ୍ରାକ୍ତନ ଛାତ୍ର ତଥା ବିଶିଷ୍ଟ ଫଟୋ ସାମ୍ବାଦିକ ଶ୍ରୀ ହୃଦୟନାଥ ଦାଶ ଓ ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ପାଣ୍ଡବ ଭାଇ ଙ୍କ ଅକାଳ ବିୟୋଗ ରେ ପ୍ୟାରୀମୋହନ ଏକାଡେମୀ ପୁରାତନ ଛାତ୍ର ସଂସଦ (ପାଓସା) ପକ୍ଷରୁ ବିଦ୍ୟାଳୟ ର ପ୍ରାକ୍ତନ ଛାତ୍ରୀ ତଥା ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଆଭାରାଣୀ ବୋଷ ଙ୍କ ସଭାପତିତ୍ବରେ ବିଦ୍ୟାଳୟ […]


