ସଂଜୟ ଶତପଥୀ(କଟକ): ବହୁ ପୁରାତନ ଆଧ୍ୟାତ୍ମିକ ପୀଠ କଟକ ଶେଖ୍ ବଜାର ର ଶ୍ରୀ ରଘୁନାଥ ଜୀଉଙ୍କ ବିଜେ ପୀଠସ୍ଥଳୀ ଲାଲାମଠ ଠାରେ ପବିତ୍ର ହିନ୍ଦୁ ଧର୍ମର ପ୍ରଚାର ଓ ସନାତନ ଧର୍ମ ର ପ୍ରସାର ଉଦ୍ଦେଶ୍ୟରେ ଏକଦିବସୀୟ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ର ଲୀଳା ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ପ୍ରସିଦ୍ଧ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ଅନିରୁଦ୍ଧ ସେନାପତି ଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଟକର […]
Cuttack
ସଂଜୟ ଶତପଥୀ(କଟକ): କଟକ ଜିଲ୍ଲା ମୂଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଡ଼ିଥିବା ଅଳିଆ ଆବର୍ଜ୍ଜନାରୁ କଟକ ସହରର ସ୍ବାସ୍ଥ୍ୟ ସେବା କେମିତି ଚାଲିଛି ଅନୁମାନ କରାଯାଇପାରେ। ଏହି କାର୍ଯ୍ୟାଳୟ ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଜଣେ ଦକ୍ଷ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା ବେଳେ ଏହି କାର୍ଯ୍ୟାଳୟ ରୁ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ମିଳେନା, ପ୍ରଥମ ଅପିଲ୍ ର ତାରିଖ ଧାର୍ଯ୍ୟ ହୁଏନା, ଗୋଟିଏ […]
ସଂଜୟ ଶତପଥୀ(କଟକ) : ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ଆସନ୍ତା ଏପ୍ରିଲ ୧୫ ତାରିଖରେ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ ଏଥର ୧୬୭ଟି ବୁଥ୍ରେ ଭୋଟ ଗ୍ରହଣ କରାଯିବ। ରାଜ୍ୟ ଆଇନଜୀବୀ ପରିଷଦର ୨୫ଟି ସଦସ୍ୟ ପଦ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ଲାଗି ପ୍ରକାଶିତ ଭୋଟର ତାଲିକାରେ ୩୪ହଜାର ୯୦୮ଜଣ ଆଇନଜୀବୀ ଭୋଟ ଦେବା ପାଇଁ ତାଲିକାଭୁକ୍ତ ହୋଇଛନ୍ତି। ଏହି ନିର୍ବାଚନରେ କଟକ […]
ସଂଜୟ ଶତପଥୀ(କଟକ):ବିଜୁ ଜନତା ଦଳ ର ଛାମୁଆ କର୍ମକର୍ତ୍ତାଙ୍କୁ ସହ ନିଜେ ଇ ବାଇକ ଚଲେଇ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ନିଜ ୱାର୍ଡ ୪୭ନମ୍ବର ପରିକ୍ରମା କରିଛନ୍ତି ପ୍ରାକ୍ତନ ବିଧାୟକ ଡା. ପ୍ରଭାତ ରଞ୍ଜନ ବିଶ୍ୱାଳ। ଶନିବାର ସକାଳୁ ମହାନଦୀ ବିହାର ଅଂଚଳର ବିଭିନ୍ନ ଉନୟନ କାର୍ଯ୍ୟର ସମୀକ୍ଷା କରିବା ସହିତ ଚା ଖଟିରେ ଚା ପିଇ ଲୋକଙ୍କ ଭଲ ମନ୍ଦ ବୁଝିବା ସହିତ ୱାର୍ଡର ସମସ୍ୟା […]
ସଂଜୟ ଶତପଥୀ(କଟକ): ଆଗକୁ ରଙ୍ଗ ଖେଳିବାର ପର୍ବ ହୋଲି ଉତ୍ସବ ଓ ଜନସାଧାରଣଙ୍କର ଉତ୍ସୁକତାକୁ ଦେଖୂ ଚଳଚଞ୍ଚଳ ହୋଇଉଠିଛନ୍ତି କିଛି ନକଲି ରଙ୍ଗ ବେପାରୀ।ଅନୁଶୋଚନା ନାହିଁ କିଛି ଅର୍ଥ ଉପାର୍ଜନ ଲାଗି କେତେ ଦୁର୍ମୂଲ୍ୟ ମନୁଷ୍ୟ ଜୀବନ ସହ ସେମାନେ ଖେଳ ଖେଳିବାକୁ ଯାଉଛନ୍ତି।ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ହୃଦୟଙ୍ଗମ କରିବା ସହ ଅମୂଲ୍ୟ ମନୁଷ୍ୟ ଜୀବନ କୁ ରକ୍ଷା କରିବାକୁ ଆଜି କଟକ କମିଶନରେଟ୍ ପୋଲିସ୍ ଅଣ୍ଟାଭିଡି ସଜାଗ ହୋଇଉଠିଛି। […]
ସଂଜୟ ଶତପଥୀ(କଟକ): କଟକ ରାଜା ବଗିଚାର ଜଣାଶୁଣା ଘରୋଇ ବିଦ୍ୟାଳୟ, ଫନ୍ ଆଣ୍ଡ ଲର୍ଣ୍ଣ ପ୍ଲେ ସ୍କୁଲର ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ଏହା କଟକର କର୍ମବୀର ଗୈାରୀଶଙ୍କର ରାୟ ଟାଉନ୍ ହଲ୍ ପରିସରରେ ସ୍କୁଲର ସଭାପତି ଶ୍ରୀ ଯୋଗେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଡ଼ଃ ରମେଶ ଚନ୍ଦ୍ର ଦାସ ଯୋଗଦେଇଥିଲା ବେଳେ ମୂଖ୍ୟ ଅତିଥି ଶ୍ରୀ ବିକାଶ ଦାସ, ସମ୍ମାନିତ ଅତିଥି […]
ସଂଜୟ ଶତପଥୀ(କଟକ):ଆଜି ଜାନୁଆରୀ ୨୩ ତାରିଖ,ଆମ ଦେଶର ସ୍ବାଧୀନତା ସଂଗ୍ରାମର ଅନ୍ୟତମ କର୍ଣ୍ଣଧାର ତଥା କଟକର ବୀରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପୂଣ୍ୟ ଜନ୍ମଜୟନ୍ତୀ ।ସାରା ଦେଶ ଆଜି ତାଙ୍କୁ ଜଣାଇବ ଶ୍ରଦ୍ଧାଞଳୀ । ଏହି ଅବସରର ସୁଭାଷଙ୍କର ୧୨୬ତମ ଜନ୍ମଜୟନ୍ତି ପାଳନ କରିବାକୁ ଓଡ଼ିଶା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କଟକ ଓଡ଼ିଆ ବଜାରସ୍ଥିତ ଜାନକୀନାଥ ଭବନ ତରବରିଆ ଭାବେ ଚଳଚଞ୍ଚଳ ହୋଇଉଠିଚି। ଫାଟକ ଠାରୁ […]
ସଂଜୟ ଶତପଥୀ(କଟକ)୨୮।୧୨ : କଟକ ୪୭ନଂ ୱାର୍ଡ ସ୍ଥିତ ମହାନଦୀ ବିହାର ବରିଷ୍ଠ ନାଗରିକ ମଂଚର ଅଷ୍ଟମ ବାର୍ଷିକୋତ୍ସବସଭାପତି ରବିନ୍ଦ୍ର ନାଥ ମହାନ୍ତିଙ୍କ ସଭାପତିତ୍ଵରେ ମହାନଦୀବିହାର ସ୍ଥିତ ମହାନଦୀ ଭବନଠାରେ ଅନୁଷ୍ଠିତହୋଇଯାଇଛି । ଏହି ବାର୍ଷିକୋତ୍ସବରେ ଚୌଦ୍ଵାର କଟକ ପ୍ରାକ୍ତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ଵାଳ ମୁଖ୍ୟଅତିଥିଭାବେ ଯୋଗଦେଇ ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ଅମୂଲ୍ୟ ସମ୍ପଦ ।ତେଣୁ ଏହି ସମ୍ପଦକୁ ସଦାସର୍ବଦା ଯତ୍ନ ନେବା ନିହାତି ଆବଶ୍ୟକ […]
ସଂଜୟ ଶତପଥୀ(କଟକ): ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ତଥା ବିଶେଷ କରି କଟକ ଜିଲ୍ଲାର ଶିକ୍ଷାର ବିକାଶ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ଉଦାହରଣ ସୃଷ୍ଟି କରିଥୂବା ଏବଂ ଏକ ଘରୋଇ ବିଦ୍ୟାଳୟ ଭାବରେ ଦୀର୍ଘ ୩୫ ବର୍ଷ ଧରି ନିଷ୍ଠାର ସହ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଶିକ୍ଷା,କଳା ଓ ସଂସ୍କୃତି ର ବହୁ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାର ପ୍ରୟାସ ଜାରି ରଖୂଥୂବା କଟକ ତେଲେଙ୍ଗା ବଜାରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିଶୁ ଭାରତୀ ଉଚ୍ଚ […]
ସଂଜୟ ଶତପଥୀ(କଟକ):ଆଜି କଟକ ମହାନଗର ନିଗମ ପକ୍ଷରୁ କଟକର ମଲାଚଣ୍ଡିଆ ଛକ ଠାରୁ ବାଦାମବାଡ଼ି ଛକ ପର୍ଯ୍ୟନ୍ତ ଉଠାଦୋକାନୀ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ନିଜର ପେଟ ଚାଖଣ୍ଡକ ଲାଗି ରାସ୍ତା କଡ଼ରେ ନିଜର ବେପାର ପସରା ଖୋଲିଥିବା ବହୁତ ଗରୀବ ଲୋକମାନେ ଏହି କାର୍ଯ୍ୟକ୍ରମରେ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଆଗକୁ ହେବାକୁ ଥିବା ବିଶ୍ବକପ୍ ହକି ଖେଳ, ବାଦାମବାଡ଼ି ବସଷ୍ଟାଣ୍ଡର ନବୀକରଣ ଏବଂ କଟକ ସହରରେ ୪ ଲେନ୍ […]


