ଉଦ୍‌ଯାପିତ ହେଲା ‘ରିଭିଜିଟ୍ ମିଶନ୍ ଏଫ୍‌.ଏମ୍‌.ୟୁ.-୨୦୨୬‘ ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି):୩୧/୭- ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ‘ରିଭିଜିଟ୍ ମିଶନ୍ ଏଫ୍‌.ଏମ୍‌.ୟୁ.-୨୦୨୬’ ଅଂଶୀଦାର ପରାମର୍ଶ ବୈଠକ ଗୁରୁବାର ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ବୈଠକରୁ ପ୍ରାପ୍ତ ମତାମତ ଓ ପ୍ରସ୍ତାବକୁ ଆଧାର କରି ବିଶ୍ୱବିଦ୍ୟାଳୟ ନିଜର ଭବିଷ୍ୟତ ବିକାଶ ପାଇଁ ଏକ ସୁଦୂରପ୍ରସାରୀ ଦିଗନିର୍ଦ୍ଦେଶ ଗ୍ରହଣ କରିଛି। ଜାତୀୟ ଶିକ୍ଷାନୀତି–୨୦୨୦ ଏବଂ ବିଶ୍ୱସ୍ତରୀୟ ଉଚ୍ଚଶିକ୍ଷା ମାନଦଣ୍ଡ ସହ ସମନ୍ୱୟ […]

ବାଲେଶ୍ବର(କୃଷ୍ଣ କୁମାର ମହାନ୍ତି): ସୋମବାର ଦିନ ବ୍ୟାଙ୍କ ଅଫ୍ ବରୋଦା ତାର ୧୧୯ତମ ପ୍ରତିଷ୍ଠା ଦିବସ ବଡ଼ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଦେଶର ସମସ୍ତ ଶାଖା ଓ କାର୍ଯ୍ୟାଳୟ ସହ ମିଶି ବାଲେଶ୍ବର ମୁଖ୍ୟ ଶାଖା ମଧ୍ୟ ଏହି ଅବସରକୁ ବିଶେଷ ଭାବେ ପାଳନ କରିଥିଲା। ଏ ବର୍ଷ ପ୍ରତିଷ୍ଠା ଦିବସର ଥିମ୍ ଥିଲା ‘ବିଶ୍ବାସ ସହିତ ନେତୃତ୍ବ’। ଏହି ଅବସରରେ ବ୍ୟାଙ୍କ ତରଫରୁ କର୍ପୋରେଟ୍ ସାମାଜିକ ଦାୟିତ୍ବ […]

ପ୍ରଶାନ୍ତ ଦାସ(ବାଲେଶ୍ବର): ଆଇସିୟୁରେ ଭର୍ତ୍ତି ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଗତ ସପ୍ତାହେ ହେଲା ସାଂସଦ ଶ୍ରୀ ଷଡ଼ଙ୍ଗୀ ଜ୍ବରରେ ପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଓ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଆଜି (ସୋମବାର) ଅପରାହ୍ନରେ ବାଲେଶ୍ବର ଜିଲ୍ଲା ବଡ଼ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ନିମୋନିଆ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷିଣ ନଜର ରଖିଛନ୍ତି […]

Pin It on Pinterest