ନବରଙ୍ଗପୁର:୦୩/୦୭-ସ୍ମାର୍ଟ ସ୍କୁଲରୁ ସ୍ମାର୍ଟ ଚୋରି,ଧୁମ୍ ଫିଲ୍ମ୍ ଷ୍ଟାଇଲରେ ଚୋର କଲେ ଚୋରି । ଚୋରି କରି ବ୍ଲାକ ବୋର୍ଡ ରେ ଲେଖିଲେ ଇଟ୍ସ୍ ଧୁମ୍ ୪ କମିଙ୍ଗ୍ ସୁନ୍ । ଏପରି ଲେଖିଗଲେ “ସ୍କୁଲ ପିଲା ଧରିପାରିଲେ ଧର ” । ଯାହା ଏବେ ଚର୍ଚ୍ଚା ପାଲଟିଛି । ଏପରି ଲେଖି ପୋଲିସକୁ ଖୁଲମ ଖୁଲା ଚ୍ୟାଲେଞ୍ଜ କରିଗଲେ ଚୋର l ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଇନ୍ଦ୍ରାବତୀ ସ୍ଥିତ […]
odianews
ଭୁବନେଶ୍ବର :ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଜୁଲାଇ ୪ରୁ ଆରମ୍ଭ ହେବ ।ଏହି ପରୀକ୍ଷା ୩ଟି ସିଫ୍ଟରେ କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ମାଧ୍ୟମରେ କରାଯିବ ଏବଂ ୫ ଦିନ ଧରି ଚାଲିବ । ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଦ୍ବିତୀୟ ସିଫ୍ଟ ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ୩୦, ତୃତୀୟ ସିଫ୍ଟ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ଅନୁଷ୍ଠିତ ହେବ। […]
ପ୍ରମୋଦ ନାୟକ(ଭୁବନେଶ୍ୱର): ରାଜ୍ୟ କଂଗ୍ରେସକୁ ଲାଗିବକି ଝଟ୍କା ? ଗୋଟିଏ ପଟେ ଦଳ ସଜାଡିବାକୁ ଉଦ୍ୟମ ଜାରି ରହିଥିବା ବେଳେ ଆଉ ଗୋଟିଏ ପଟେ ଦଳ ର ତୁଙ୍ଗ ନେତା ଛାଡିବେ କି ଦଳ ? । ଦଳର ବରିଷ୍ଠ ନେତା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଓ ତାଙ୍କ ଭାଇ ତଥା ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ଏବେ ଜୋର ଧରିଛି।ଏହି ଦୁଇ […]
ପ୍ରମୋଦ ନାୟକ(ଭୁବନେଶ୍ବର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଇଟାଲୀରେ ପହଞ୍ଚିବା ପରେ ଆଜି ନିଜ ଗସ୍ତର ପ୍ରଥମ ଦିନରେ ରୋମ ସହର ବୁଲି ଦେଖିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜଣାପଡିଛି । ରୋମ ଗସ୍ତ ଆରମ୍ଭ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ରୋମର ପିଆଜା ଗାନ୍ଧୀଠାରେ ଥିବା ମହାତ୍ମା ଗାନ୍ଧୀ ମେମୋରିଆଲ ଷ୍ଟାଚ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମ ଜାତିର ପିତା ମହାତ୍ମା […]
ନବୀନ ଦାଶ(ବରଗଡ଼):ବରଗଡ଼ ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ,ହେଲେ ବରଗଡ଼ ଜିଲ୍ଲାରେ ଏବେ ପାଣି ସଙ୍କଟ।ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଧୋକା ଦେଉଛି ବର୍ଷା, ବରଗଡ଼ ଜିଲ୍ଲାର ପଂଜିକୃତ ଚାଷୀ ସଂଖ୍ୟା ୧,୩୪,୫୯୧। ଅର୍ଥାତ ରାଜ୍ୟର ୧୦ ପ୍ରତିଶତ ଚାଷୀ କେବଳ ବରଗଡ଼ ଜିଲ୍ଲାର। ଜିଲ୍ଲାର ୧୨ଟି ବ୍ଲକ ମଧ୍ୟରୁ ୯ଟି ବ୍ଲକ୍ ଅଣଜଳସେଚିତ। ଅଣଜଳସେଚିତ ବ୍ଲକ୍ ର ଚାଷୀମାନେ କେବଳ ବର୍ଷା ଉପରେ ନିର୍ଭର କରି କୃଷି […]
ଭୁବନେଶ୍ୱର : ଭାରତର ମହାଲେଖା ନିୟନ୍ତ୍ରକ ଓ ମହାପରୀକ୍ଷକ (ସିଏଜି ) ଆନୁକୂଲ୍ୟରେ ଓ ଭାରତୀୟ ଫୁଟବଲ ମହାସଂଘ ସହଯୋଗରେ ସିଏଜି ଓ ଭାରତୀୟ ଯୁବ ଫୁଟବଲ ଦଳ ମଧ୍ୟରେ ଏକ ବନ୍ଧୁତାପୂର୍ଣ୍ଣ ଦିବା ରାତ୍ର ଫୁଟବଲ ମ୍ୟାଚ ସ୍ଥାନୀୟ 3 ନମ୍ବର କ୍ୟାପିଟାଲ ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଅଛି l ଏହି ମ୍ୟାଚକୁ ପ୍ରଧାନ ମହାଲେଖାକାର ରାଜ କୁମାର ମୁଖ୍ୟ ଅତିଥି, ମହାଲେଖାକାର ବିଶ୍ୱନାଥ ସିଂହ […]
ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ପିଛା ଛାଡ଼ିବା ମୁଡରେ ନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଛନ୍ତି ରାହୁଲ ଗାନ୍ଧି। କ୍ରମାଗତ ତୃତୀୟ ଦିନକୁ ମିଶାଇ ୨୯ ଘଣ୍ଟା ରାହୁଲଙ୍କୁ ଜେରା କରିଥିଲେ ମଧ୍ୟ ଇଡି ଆହୁରି କିଛି ଜାଣିବାକୁ ଚାହୁଁଛି । ସେଥିପାଇଁ ପୁଣି ଶୁକ୍ରବାର ଦିନ ୧୧ଟା ବେଳକୁ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ରାହୁଲଙ୍କୁ ହାଜର ହେବାକୁ ନୋଟିସ କରିଛି ଇଡି। ନ୍ୟାଶନାଲ […]
ନୂଆଦିଲ୍ଲୀ: ଯଦି ଇଣ୍ଟରନେଟର ସାମ୍ପ୍ରତିକ ଗତି ଆପଣଙ୍କ ପାଇଁ ଧୀର ମନେହୁଏ ଏବଂ ଆପଣ ସୁପରଫାଷ୍ଟ ଇଣ୍ଟରନେଟ୍ ପାଇଁ ଅପେକ୍ଷା କରନ୍ତି, ତେବେ ଶୀଘ୍ର ଆପଣଙ୍କର ଅପେକ୍ଷା ସମାପ୍ତ ହୋଇପାରେ | ସୁପରଫାଷ୍ଟ ଇଣ୍ଟରନେଟ ଆଣିବା ଦିଗରେ ମୋଦୀ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। 5G ସ୍ପେକ୍ଟ୍ରମର ନିଲାମରେ ସରକାର ଏହାର ଷ୍ଟାମ୍ପ ଲଗାଇଛନ୍ତି। 5G ର ଆଗମନ ସହିତ, ଉପଭୋକ୍ତାମାନେ 4G ଅପେକ୍ଷା ୧୦ ଗୁଣ ଦ୍ରୁତ […]
ନବୀନ ଦାଶ(ବରଗଡ଼): ୧୫/୦୬-ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ରେ ସରକାରଙ୍କ ଆଲୋକୀ କରଣ ବ୍ୟବସ୍ଥା ଫେଲ ମାରିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ଲୋକେ ଅନ୍ଧାରରେ ଦିନ କାଟୁଛନ୍ତି। ଅତାବିରା ଏନ୍ଏସି ଦୀର୍ଘ ୯ବର୍ଷ ରୁ ଉର୍ଦ୍ଧ୍ବ ହେବ ୧୨ଟି ୱାର୍ଡ କୁ ନେଇ ଗଠିତ ହୋଇ କୋଟି କୋଟି ଟଙ୍କା ବ୍ୟୟ ବରାଦ ରେ ଅଞ୍ଚଳ ବାସୀ ଙ୍କ ପାଇଁ ଖର୍ଚ୍ଚ ହେଇ ଆସୁଥିଲେ […]
ପ୍ରମୋଦ ନାୟକ(ଭୁବନେଶ୍ୱର): ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ଆତଙ୍କ ଖେଳାଇଛି ଡେଙ୍ଗୁ । ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ଡମଣା ଗ୍ରାମର ହୃଦାନନ୍ଦ ବାରିକ୍(୬୫) । ହୃଦାନନ୍ଦଙ୍କ ପୁଅଙ୍କ କହିବା ଅନୁଯାଇ ତାଙ୍କ ବାପା ଗତ ଶନିବାର ଠାରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । […]


