ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲିବ୍ଲକ ସାରଳା ଉଚ୍ଚ ବିଦ୍ୟାଳୟରେ ଭଦ୍ରକ ଜିଲ୍ଲାର 5ଟି ଉପକ୍ରମରେ ୨ୟ ପର୍ଯ୍ୟାୟରେ ୮୦ଟି ହାଇସ୍କୁଲର ଲୋକାର୍ପଣ କରାଯାଇଛି l ଭିଡିଓ କଫେରେନସ ମାଧ୍ୟ୍ୟମରେ ଲୋକାର୍ପଣ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲାର ୮୦ଟି ବିଦ୍ୟାଳୟକୁ ଲୋକାର୍ପଣ କରିଥିଲେ l ଭଦ୍ରକ ଜିଲ୍ଲାର ଏହି ଜିଲ୍ଲା ସ୍ଥରୀୟ କାର୍ଯ୍ୟକ୍ରମରେ ଚାନ୍ଦବାଲି ବ୍ଲକ ସାରଳା ଉଚ୍ଚ ବିଦ୍ୟାଳୟରେ ଭଦ୍ରକ ଜିଲ୍ଲାର ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ […]
odianews
ସଞ୍ଜୟ ଶତପଥୀ(କଟକ):କଟକର ଅଭିନବ ବିଡାନାସୀ କଟକର ୧୩ ନମ୍ବର ସେକ୍ଟରରେ ଜମି ଦୁର୍ନୀତିର ନିରପେକ୍ଷ ତଦନ୍ତ କରିବା ଲାଗି ରାଷ୍ଟ୍ରୀୟ ପଛୁଆ ବର୍ଗ ମହାସଂଘ ତରଫରୁ ଏକ ଦାବୀ ପତ୍ର ମହାସଂଘ ର ରାଜ୍ଯ ପ୍ରଭାରୀ ତଥା କଟକର ଜଣାଶୁଣା ସମାଜସେବୀ ସଞ୍ଜିତ୍ ସାମଲଙ୍କ ନେତୃତ୍ବ ରେ ମହାନିର୍ଦ୍ଦେଶକ, ଦୁର୍ନୀତି ନିବାରଣ ବିଭାଗ ଙ୍କୁ ପ୍ରଦାନ କରାଯାଇଛ। ବିଶ୍ବସ୍ତ ସୂତ୍ର ରୁ ପ୍ରକାଶ ଯେ ଅଭିନବ ବିଡାନାସୀ କଟକର ୧୩ […]
ପ୍ରମୋଦ ନାୟକ(ଭୁବନେଶ୍ୱର): ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ମଇ ୨୯ ତାରିଖ ୨୦୨୨ରୁ ଆରମ୍ଭ ହୋଇଥିବା ୧୫ ଦିନିଆ ଶିଶୁଶ୍ରମ ଉଚ୍ଛେଦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିଶୁଶ୍ରମ ବିରୋଧରେ ଏକ ପଦଯାତ୍ରା ସ୍ଥାନୀୟ ରାମମନ୍ଦିର ଛକରୁ ମାଷ୍ଟରକାଣ୍ଟିନ୍ ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି ପଦଯାତ୍ରାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଏନ୍ଏସ୍ଏସ୍ ସ୍ବେଚ୍ଛାସେବୀ, ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧି, ବିଶିଷ୍ଟ ସିନେତାରକାଙ୍କ ସହିତ କର୍ମକର୍ତ୍ତା ମଧ୍ୟ ସାମିଲ […]
ପ୍ରମୋଦ ନାୟକ(ଭୁବନେଶ୍ୱର): ଅଗ୍ନିଙ୍କୁ ସାକ୍ଷୀରଖି ପତ୍ନୀଙ୍କୁ ସୁରକ୍ଷା ଦେବେ ବୋଲି ପ୍ରତିଜ୍ଞା କରି ବିବାହ କରିଥିଲେ ସରୋଜ କୁମାର ଦାସ। ହେଲେ ନିଶା ଖାଇବାକୁ ଟଙ୍କା ନଦେବାରୁ ସୋଶାଲ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ଦେଲା ସରୋଜ ।ଏଭଳି ହୀନ କାର୍ଯ୍ୟ କରିଥିବା ବ୍ୟକ୍ତିକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୁଲିସ। ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ ସରୋଜକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି। […]
ପ୍ରମୋଦ ନାଏକ(ଭୁବନେଶ୍ୱର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳ ର ଆଜି ନବୀକରଣ କରିଛନ୍ତି । ନବଗଠିତ ମନ୍ତ୍ରିମଣ୍ଡଳକୁ ନେଇ ରାଜନୀତି ଓ ବିଭିନ୍ନ ମହଲରେ ଆଲୋଚନା ହୋଇଛି । କୁହାଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “କଳଙ୍କ ନଲଗାଇ, କଳଙ୍କ ଛଡାଇଲେ” । ବାଦ ପଡିଥିବା ମନ୍ତ୍ରୀଙ୍କ ଭିତରୁ ଯେଉଁମାନେ ବିବାଦୀୟ ହୋଇପଡିଥିଲେ ସେମାନଙ୍କ ଭିତରୁ ଅଧିକାଂଶକୁ ମନ୍ତ୍ରିମଣ୍ଡଳ ଶପଥ ଉତ୍ସବରେ ଦେଖିବାକୁ ମିଳିନଥିଲା।ଏ କଥା ବି କୁହାଯାଉଛି ବିରୋଧୀଙ୍କ […]
ବାସ୍ତବବ୍ୟୁରୋ:ଦେଶରେ ଏପରି ଏକ ଗାଁ ଅଛି ଯେଉଁଠାରେ କେବେ ସନ୍ଧ୍ୟା ହୁଏ ନାହିଁ | ତେଲେଙ୍ଗାନାର ପେଡାପାଲ୍ଲୀ ଜିଲ୍ଲାରେ ଅବସ୍ଥିତ କୋଡୁରୁପାକା ଗାଁ ଏକଦା ନିଜାମ ଶାସକମାନଙ୍କ ପରିଦର୍ଶନ ପାଇଁ ଏକ ବିଶେଷ କ୍ଷେତ୍ର ଭାବରେ ବିବେଚନା କରାଯାଉଥିଲା। ସମ୍ପ୍ରତି, ଏହି ଗାଁ ପୁଣି ଥରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି | ଏହି ଗାଁରେ ସନ୍ଧ୍ୟା ନାହିଁ | ଦିନରାତି ଗଠିତ ୨୪ ଘଣ୍ଟା ମଧ୍ୟରେ, କେବଳ ସକାଳ, […]
ପ୍ରମୋଦ ନାଏକ (ଭୁବନେଶ୍ୱର): ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ଦ୍ୱନ୍ଦ ନିର୍ବାଚିତ ହେଲେ ନିରଞ୍ଜନ ବିଶି । ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେଡି ର ପ୍ରାର୍ଥୀ ହୋଇଥିଲେ ନିରଞ୍ଜନ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ରହିଥିଲା ଶେଷ ତାରିଖ । ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ଥିଲା । ସଂଖ୍ୟା ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇନଥିଲେ । ଯାହା ଦ୍ୱାରା ନିରଞ୍ଜନ ବିଶି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ […]
ବାସ୍ତବବ୍ୟୁରୋ(ଭୁବନେଶ୍ବର): ନବୀନ ନିବାସରେ ବିଦାୟୀ ମନ୍ତ୍ରୀ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଦାୟୀ ମନ୍ତ୍ରୀ। ବିକ୍ରମ କେଶରୀ ଆରୁଖଙ୍କ ବ୍ୟତିର ଅନ୍ୟ ସମସ୍ତ ବିଦାୟୀ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିଥିବା ଜଣାଯାଇଛି। ଏହି ଅବସରରେ ବିଦାୟୀ ମନ୍ତ୍ରୀଙ୍କୁ ସଂଗଠନ ଦାୟିତ୍ୱ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପରଫରର୍ମନ୍ସ ଯୋଗୁଁ ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇନି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମନ୍ତ୍ରିମଣ୍ଡଳ ବଦଳିବା ସ୍ୱାଭାବିକ ପ୍ରକ୍ରିୟା। କୋଭିଡ […]
ଜୟନ୍ତ ଶତପଥୀ(ଡେରାବିଶି):୬।୬- ଆଜି ସକାଳ ୧୦ଟା ସମୟରେ ଏକ ମର୍ମାନ୍ତୁତ ସଡକ ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ହାଟବାଣପୁର ପୋଲ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।ଏକ ହାଇୱା ଗାଡି ଧକ୍କା ରେ ମୃତ ଛାତ୍ରୀ ସ୍ଥାନୀୟ ବସପୁର୍ ଗ୍ରାମର ସୁବାଷ ଲେଙ୍କାଙ୍କ ଝିଅ ଗୁଡି ବୋଲି ଜଣାପଡିଛି । ଖବର ଅନୁଯାଇ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବସପୁର୍ ଗ୍ରାମର ନବମ […]
ପ୍ରମୋଦ ନାଏକ(ଭୁବନେଶ୍ୱର): ୦୫।୦୬ ରାଜ୍ୟ ମନ୍ତ୍ରୀମଣ୍ଡଳରେ ନୂଆ ପୁରୁଣା ମୁହଁ । ଆଜି(ରବିବାର) ଲୋକସେବା କନ୍ଭେନ୍ସନ୍ ହଲ୍ରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । ଶପଥ ଗ୍ରହଣ କରିଥିବା ନୂଆ ମନ୍ତ୍ରୀ ମାନଙ୍କର ବିଭାଗ ମଧ୍ୟ ମିଳିଛି । କ୍ୟାବିନେଟ୍ ମନ୍ତ୍ରୀ- କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ମିଳିଛି – ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ […]


