କେନ୍ଦ୍ରାପଡା(ଚତୁର୍ଭୁଜ ଦାଶ)୨ ଅଗଷ୍ଟ: କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଜିଲ୍ଲାର ୯ଟି ବ୍ଲକ୍- ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡା, ମାର୍ଶାଘାଇ, ମହାକାଳପଡା ଓ ଡେରାବିଶର ୮୫ଟି ଗ୍ରାମ ପଞ୍ଚାୟତର ୧୭୦ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ଟି ୱାର୍ଡ ମଧ୍ୟ ବନ୍ୟା ପ୍ରଭାବରେ […]
topnewsodia
ବିନା ଅନୁମତିରେ ହେଡକ୍ୱାଟର୍ସ ନଛାଡିବାକୁ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ କେନ୍ଦ୍ରାପଡ଼ା(ଚତୁର୍ଭୁଜଦାଶ)/୦୮: କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନର କଡ଼ା ନଜର ରହିଛି । ଆସନ୍ତାକାଲି (ରବିବାର) ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରଖିବାକୁ ଛୁଟି ବାତିଲ୍ କରିଛନ୍ତି ଜିଲ୍ଲାପାଳ ରଘୁରାମ ଆର ଆୟାର। ଏବଂ ବନ୍ୟା ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ଅଧିକାରୀ ବିନା ଅନୁମତିରେ ଜିଲ୍ଲା ବାହାରକୁ ନଯିବାକୁ ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଜାରି […]
ବାସ୍ତବବ୍ୟୁରୋ: (ୱାଶିଂଟନ୍) ଜୋ ବିଡେନ ଆମେରିକୀୟମାନଙ୍କ ପାଇଁ ଖୁସିର ଖଜାନା ଖୋଲିଛନ୍ତି, ପ୍ରତ୍ୟେକ ନାଗରିକଙ୍କ ଆକାଉଣ୍ଟକୁ ଯିବଏକ ଲକ୍ଷ ଟଙ୍କା | ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ ଗ୍ରହଣ କରିବା ପୂର୍ବରୁ ,ଜୋ ବିଡେନ ଦେଶବାସୀଙ୍କ ପାଇଁ ତାଙ୍କ ରାଜକୋଷ ଖୋଲିଦେଇଛନ୍ତି।ଆସନ୍ତା ସପ୍ତାହରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବିଡେନ |ତା ପୂର୍ବରୁ ଦେଶ ପାଇଁ ୧ .୯ ଟ୍ରିଲିୟନ ଡଲାର (ପ୍ରାୟ ୧୩୯ ଲକ୍ଷ କୋଟି) ରିଲିଫ […]
ବାସ୍ତବବ୍ୟୁରୋ :ତାଳଚେରକୁ ଏକ ଦିନିକିଆ ଗସ୍ତରେ ଆସିଥିବା କୋଲ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ ଅଗ୍ରୱାଲ କହିଛନ୍ତି କି , ଆଗାମୀ ୨୦୨୦-୨୧ ଆର୍ଥିକ ବର୍ଷରେ କୋଲ୍ ଇଣ୍ଡିଆ ୬୫୦ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାକୁ ଳକ୍ଷ୍ୟ ରଖିଛି |ଦେଶର ଶକ୍ତି କ୍ଷେତ୍ରରେ କୋଇଲାର ଚାହିଦା ଆଗାମୀ ଦିନରେ ବୃଦ୍ଧି ପାଇବ ଓ କୋଲ୍ ଇଣ୍ଡିଆ ଏଥିପାଇଁ ପ୍ରସ୍ତୁତ ରହି ଆସିଛି । ଜୋ ବିଡେନ ଜାନୁଆରୀ ୨୦ […]
ବାସ୍ତବବ୍ୟୁରୋ:ଲଗାତାର ୨୯ ଦିନ ମୂଲ୍ୟ ସ୍ଥିର ରହିବା ପରେ, ଆଜି ସରକାରୀ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ଆଜି ଡିଜେଲର ମୂଲ୍ୟ ୨୬ ରୁ ୨୯ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲର ମୂଲ୍ୟ ମଧ୍ୟ ୨୧ପଇସାରୁ ୨୪ ପଇସାକୁ ବୃଦ୍ଧି ପାଇଛି। ରାଜନଗରଡି ଏଫଓ ବିକାଶ ରଂଜନ ଦାଶଙ୍କ ସୂଚନା ଅନୁଯାଇ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତମାସ […]
ବାସ୍ତବବ୍ୟୁରୋ: ଦିଲ୍ଲୀ ବିମାନ ବନ୍ଦରରୁ ଫେରାର ମହିଳାଙ୍କଠାରେ କରୋନାର ନୂଆ ଷ୍ଟ୍ରେନ୍….| ଭାରତରେ ବ୍ରିଟେନର କୋଭିଡ୍ର ନୂତନ ଷ୍ଟ୍ରେନ୍ ବ୍ୟାପିଥିବାର୬ ଟି ମାମଲା ନଜରକୁ ଆସିଛି।ମଙ୍ଗଳବାର ଦିନ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ନୂତନ ରୂପକୁ ନିଶ୍ଚିତ କରିଥିବା ୬ ଜଣଙ୍କ ମଧ୍ୟରୁ ଜଣେ ମହିଳା ଯିଏକି ବ୍ରିଟେନରୁ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ ଫେରାର ହୋଇଯାଇଥିଲେ ଏବଂ ଏପି ଏକ୍ସପ୍ରେସରେ ଆନ୍ଧ୍ରପ୍ରଦେଶର ନିଜ ଘରକୁଯାଇଥିଲେ। ଅଧିକାରୀ ମାନେ […]
ବାସ୍ତବବ୍ୟୁରୋ:ପ୍ରତିଦିନ ଆମେ ବିଭିନ୍ନ ଖବର ସହିତଆପଣଙ୍କୁ ଅବଗତ କରାଇ ଥାଉ | ଅନେକ ଖବର ଆମ ଆଖି ଆଗକୁ ଆସେ ଓ ଯାଏ |ଏଥିମଧ୍ୟରୁ କିଛି ହେଉଛି ଗୁରୁତ୍ୱପୂର୍ଣ୍ଣ ଖବର ଯାହା ଆମ ଜୀବନରେ ପ୍ରଭାବ ପକାଇଥାଏ .. ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଷ୍ଠା ଦିବସରେ, ମହିଳାମାନଙ୍କୁ ୩୩% ସଂରକ୍ଷଣ କାର୍ଡ ଖେଳି , କେନ୍ଦ୍ର ବିରୋଧରେ ପ୍ରତ୍ୟକ୍ଷ ରାଜନୈତିକ ଯୁଦ୍ଧ ଡାକରା ଦେଇଛନ୍ତି।ସେ କହିଛନ୍ତି […]


