ଦେବକାନ୍ତ ମହାନ୍ତି(ଚାନ୍ଦବାଲି)-୦୬/୧୦-ଚାନ୍ଦବାଲି ବ୍ଲକ ଘଟପୁର ପଂଚାୟତ ହେଙ୍ଗୁପତି ଖଟୁଆସାହି ଗାଁରେ ସାଳନ୍ଦୀ ନଦୀରେ ଭାସି ଯାଇ ଶିଶୁ ମୃତ, ୩ଦିନ ପୃର୍ବରୁ ନିଖୋଜ ଥିଲେ ଶିଶୁ, ଆଜି ନଦୀରୁ ଶିଶୁଟି ମୃତ ଅବସ୍ଥାରେ ଭାସୁଥିବା ବେଳେ ମୃତ ଶିଶୁକୁ ନଦୀରୁ ଉଦ୍ଧାର କଲେ ଗ୍ରାମବାସୀ l ନଦୀରେ ଭାସି ଯାଇ ମୃତ ବରଣ କରିଥିବା ଶିଶୁ ଜଣକ ହେଉଛନ୍ତି ଖଟୁଆସାହି ଗାଁରେ ଦାମଦାର ଦାସଙ୍କ ପୁଅ ଅମ୍ଲାନ ଦାସ ବୋଲି ସୂଚନା ମିଳିଛି l
Wed Oct 6 , 2021
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୦୬/୧୦-ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଜଳେଶ୍ଵର ପୁର ପଞ୍ଚାୟତ ରେ କଂଗ୍ରେସ ର କାର୍ଯ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ଟି ଜଳେଶ୍ବରପୁର ସରପଞ୍ଚ ଙ୍କ ପ୍ରତିନିଧି ଅଜୟ କୁମାର ଦାସ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ଓ ବରିଷ୍ଠ ନେତା ଅମିୟ କୁମାର ମହାପାତ୍ର,ଶ୍ରୀଧର ସାହୁ, ବହୁ ଛାମୁଆ ନେତା ଓ କର୍ମୀ ମାନେ […]