ମନୋଜ ମହାନ୍ତି(ଭୁବନେଶ୍ଵର)୨୨/୫: ଆଉ ନାହାଁନ୍ତି ଶିଷ୍ଟ ଅଭିନେତା ବିଜୟ ପଟ୍ଟନାୟକ।କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଏହି ଖବର କଳା ଜଗତ ତଥା କଳାପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର।ସ୍ଵର୍ଗତ ପଟ୍ଟନାୟକଙ୍କୁ ଭଲପାଉଥିବା କଳାକାର ତଥା କଳାପ୍ରେମୀ ମଧ୍ଯରେ ଶୋକର ଛାୟା। ସ୍ଵର୍ଗତ ପଟ୍ଟନାୟକ ୧୯୪୮ ମସିହା ଜୁଲାଇ ପହିଲାରେ […]
ନୂଆଦିଲ୍ଲୀ,୨୨।୫: ସରକାରଙ୍କ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ପାଇବା ନିୟମରେ କରାଯାଇଛି ବଡ଼ ପରିବର୍ତ୍ତନ । ଆଉ ଆବେଦନକାରୀଙ୍କୁ ଆର୍ଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ ନାହିଁ। ଏଣିକି ବେସରକାରୀ ସଂସ୍ଥା ଡ୍ରାଇଭିଂ ଟେଷ୍ଟ କରିବା ଏବଂ ସାର୍ଟିଫିକେଟ୍ ଜାରି କରିବା ଲାଗି ପଞ୍ଜିକୃତ ହେବେ। ଫଳରେ ଯେଉଁମାନଙ୍କୁ ସେମାନେ ଟ୍ରେନିଂ ଦେଇଥିବେ ସେମାନଙ୍କୁ ଲାଇସେନ୍ସ ମିଳିପାରିବ। ଏହି ନୂଆ ନିୟମ ଆଗାମୀ ଜୁନ୍ ପହିଲାରୁ ଲାଗୁ ହେବ। ତେବେ […]
ବାସ୍ତବ ବ୍ୟୁରୋ: ଓଡିଶାକୁ ଜାରି ରହିଛି କେନ୍ଦ୍ର ନେତାଙ୍କ ମାରାଥନ୍ ଗସ୍ତ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପରେ ଆସନ୍ତା କାଲି ଓଡିଶା ଆସୁଛନ୍ତି ରାମାୟଣ ସିରିଏଲର ‘ରାମ’ ଅରୁଣ ଗୋଭିଲ । ୪ଟି ସ୍ଥାନରେ କରିବେ ପ୍ରଚାର । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ କରିବେ ପ୍ରଚାର । ସେହିପରି ଆସନ୍ତା ୨୩ ତାରିଖରେ ଓଡ଼ିଶା ଆସିବେ ପୁଣି ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି […]
ବରଗଡ:-୧୮.୫(ନବୀନ କୁମାର ଦାଶ )ବରଗଡ ଜିଲ୍ଲା ଅତାବିରା ଅଗ୍ରସେନ ଭବନ ଠାରେ ଅତାବିରା ମାରଓ୍ବାଡି ସମ୍ମିଳନୀ ଅନୁଷ୍ଠିତ। ମାରଓ୍ବାଡି ସମାଜର ଉମେଶ ଚନ୍ଦ୍ର ଅଗ୍ରଓ୍ବାଲଙ୍କ ସଭାପତିତ୍ୱରେ ସମ୍ମିଳନୀରେ ମୁଖ୍ଯ ଅତିଥି ଭାବେ ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା,ସମ୍ମାନୀତ ଅତଥି ଭାବେ ବିକାଶ ଫାଉଣ୍ଡେସନ ର ଅଧ୍ଯକ୍ଷ ଡି ମୁରଲୀ କ୍ରିଷ୍ଣା,ବରିଷ୍ଠ ନାଗରିକ ମିତ୍ରସେନ ଅଗ୍ରଓ୍ବାଲ ମଞ୍ଚା ସିନ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଅତାବିରା ମାରଓ୍ବାଡି ମହିଳା ସମିତି କାର୍ଯ୍ୟକର୍ତ୍ତା,ମାରଓ୍ବାଡି […]
ବାସ୍ତବ ବ୍ୟୁରୋ: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ତେବେ ବିଭିନ୍ନ ମଡେଲର ଆକଳନ ଅନୁସାରେ ଆସନ୍ତା ୨୦ରୁ ୨୧ ତାରିଖ ମଧ୍ୟରେ ଘୃର୍ଣ୍ଣିବଳୟ ସୃଷ୍ଟିି ହେବାର ଅଛି । ୨୨ରୁ ୨୩ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ୨୪ରୁ ୨୫ ତାରିଖ ମଧ୍ୟରେ ଅବପାତ ଏବଂ […]
ସଂଜୟ ଶତପଥୀ(କଟକ): ଚଳିତ ନିର୍ବାଚନରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରୁ ଅଟୋରିକ୍ସା ଚିହ୍ନରେ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ରୁପାଲୀ ଲେଙ୍କା ନିର୍ବାଚନ ମଣ୍ଡଳୀରେ ବୁଲିବୁଲି ଭୋଟଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ବିଜେଡି ଦଳରୁ ଟିକେଟ ଆଶାୟୀ ଥିବା ରୁପାଲୀ ଟିକେଟ ନପାଇବାରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ଚୌଦ୍ୱାର-କଟକର ଭୋଟରଙ୍କୁ ଭେଟି ଭୋଟଭିକ୍ଷା କରୁଥିବା ବେଳେ ସାଙ୍ଗରେ ତାଙ୍କର ସ୍ଵାମୀ ତଥା ଯୁବନେତା ଲୋକନାଥ ଲେଙ୍କା ଧର୍ମପତ୍ନୀଙ୍କୁ ଅଟୋରିକ୍ସା ଚିହ୍ନରେ […]
ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହା,ଏନଡିଟିଭିକୁ ଦେଇଥିବା ଏକ ସ୍ଵତନ୍ତ୍ର ସାକ୍ଷାତକାରରେ କହିଛନ୍ତି କି,ଓଡିଶାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରେ ସରକାର ଗଠନ କରିବା ସହ, ଆମେ ଓଡିଶାରେ ୧୭ ଟି ଲୋକସଭା ଆସନ ଜିତିବୁ। ଏବଂ ଜୁନ୍ ୪ତାରିଖରେ ଷ୍ଟକ୍ ମାର୍କେଟରେ ଏକ ନୂତନ ରେକର୍ଡ ସୃଷ୍ଟି ହେବ । ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପର୍ଯ୍ୟନ୍ତ ୨୮୩ ଟି ଆସନରେ ଭୋଟ୍ ଗ୍ରହଣ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହା ଦାବି […]
ପ୍ରମୋଦ ନାୟକ(ଭୁବନେଶ୍ବର): ପୁଣି ଓଡଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଆସନ୍ତା ୨୦ ତାରିଖରେ । ଓଡିଶା ଦଖଲ କରିବା ପ୍ଲାନରେ ରହିଛି ବିଜେପି । ସେଥିନେଇ କେନ୍ଦ୍ର ନେତାଙ୍କର ଘନ ଘନ ଲାଗିଛି ଓଡିଶା ଗସ୍ତ । ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଅନୁଯାଇ,ପୁରୀ, କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାଛଡ଼ା ପ୍ରଧାନମନ୍ତ୍ରୀ ପୁରୀରେ ଏକ ବିଶାଳ ରୋଡ୍ ସୋ […]
ଭୁବନେଶ୍ବର: ଆଜି ସୋମବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।ଏଥିପାଇଁ ନିର୍ବାଚନର ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ କହିଛନ୍ତି କି,୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା କ୍ଷେତ୍ରରେ ସୁରକ୍ଷାକୁ ଗୁରୁତ୍ଵ ଦିଆଯାଇଛି। ୯ଟି ଜିଲ୍ଲାରେ ୬ ହଜାର ୨୮୨ ଲୋକେସନରେ ୭୨୯୮ ଟି ପୋଲିଂ ବୁଥ୍ ରହିଛି। ଏହା ମଧ୍ୟରେ ୫୩୭ଟି ମାଓ ପ୍ରଭାବିତ ଅଞ୍ଚଳରେ ପୋଲିଂ ବୁଥ୍ ଅଛି। […]
ଆଦିତ୍ଯ ବେହେରା(ଭୁବନେଶ୍ବର): ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟ ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ ।ଅକ୍ଷୟ ଅର୍ଥାତ୍ ଯାହା କେବେ ଶେଷ ହୁଏ ନାହିଁ । ଅକ୍ଷୟ ତୃତୀୟା ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ର ପର୍ବ । ଚଳିତ ବର୍ଷ ଅକ୍ଷୟ ତୃତୀୟା ମେ ୧୦ ତାରିଖ ଶୁକ୍ରବାର ପାଳନ କରାଯାଉଛି। ଅକ୍ଷୟ ତୃତୀୟାକୁ ମା’ ଲକ୍ଷ୍ମୀଙ୍କ ଦିନ ବୋଲି ବିବେଚନା କରାଯାଏ,ତେଣୁ କୃଷକ ଏହି ଦିନରେ ନିଜ କ୍ଷେତରେ […]


