ସଂଜୟ ଶତପଥୀ(କଟକ): ଚୌଦ୍ବାର-କଟକ ବିଧାୟକ ସୌ୍ଭିକ ବିଶ୍ୱାଳ ପୁଣିଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଆସ୍ଥା ଭାଜନ ହୋଇ ଥିବାରୁ,ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି । ପୂର୍ବଭଳି ଏଥର ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ବିଜେଡିର ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି ।ଏହି ଅବସରରେ ଚୌଦ୍ବାର-କଟକ ବିଜୁ ଛାତ୍ର ଜନତା ପକ୍ଷରୁ ବିଜେଡି ସୁପ୍ରିମୋ ନବୀନ […]
ନବୀନ ଦାଶ(ବରଗଡ):୩୦/୩-ବରଗଡ଼ କାଳି ମନ୍ଦିର ସ୍ଥିତ ଏ ଟି ଏମ ପାଖରେ ଅସହାୟ ଅବସ୍ଥାରେ ଏକ ମହିଳା ପଡିଥିବା ଖବର ନିଷ୍ଠା ପରିବାର ପାଇ, ନିଷ୍ଠା ପରିବାର ର ମହିଳା ସଦସ୍ୟା ସୂତପା ଗଡତୀଆ ଓ ସହ ସମ୍ପାଦକ ସଙ୍କେତ ଆଠଘରା ପହଞ୍ଚି ତୁରନ୍ତ ତାଙ୍କୁ ଏକ ଟେମ୍ପୁ ଯୋଗେ ଖେଦାପାଲି ଡାକ୍ତରଖାନା କୁ ପଠେଇ ଥିଲେ। ତାଙ୍କ ଘର ବାନ୍ଦୁ ଟିକ୍ରା ବରଗଡ଼ କହୁଥିବାବେଳେ ନିଜ ର ନାଆଁ […]
ନବୀନ ଦାଶ(ବରଗଡ):-୩୦/୩ ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଶତାୟୁ ବର୍ଷ ର ଟୋପ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସ୍କୁଲ ପରିଚାଳନା କମିଟି ର ସଭାପତି ପ୍ରହଲ୍ଲାଦ ମେହେର ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ,ମୁଖ୍ୟ ବକ୍ତା ଭାବେ କଳାପାଣି ମହା ବିଦ୍ୟାଳୟ ର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ମୋହନ ସାହୁ,ସମ୍ମାନିତ ଅତିଥି ଭାବେ […]
ନର୍ଲା ୨୯/୦୩/୨୪ (ସନ୍ତୋଷ ପାତ୍ର):କଳାହାଣ୍ଡି ଜିଲ୍ଲା ର ପାଞ୍ଚଟି ବିଧାନସଭା ଆସନ ରୁ ଚାରୋଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ନର୍ଲା ଆସନ ଅନେକ ବିବାଦୀୟ କାରଣ ହେତୁ ସ୍ଥଗିତ ରହିଥିବା ବିଶ୍ଵସ୍ଥ ସୂତ୍ରରୁ ଜଣାପଡିଛି। ଅନ୍ୟ ପକ୍ଷରେ ବିଜେପି ମଧ୍ୟ ନର୍ଲା ଆସନରେ ଜଣେ ବରିଷ୍ଠ ନେତୃତ୍ୱ ସାଙ୍ଗଠାନିକ ଭେଟରାନ ରାଜନେତା କୁ ମଇଦାନ କୁ ଓହ୍ଲାଇବା ପାଇଁ […]
ନବୀନ ଦାଶ(ବରଗଡ):ବରଗଡ ଜିଲ୍ଲା ଅତାବିରା ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅବସର ରେ ବ୍ଲକ୍ ସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଅଛି। ଉଦଘାଟନୀ ସମାରୋହ ରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ,ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ କୁମାର ଦାସ,ଉଚ୍ଚ ବିଦ୍ୟାଳୟ ଅତାବିରା ର ପ୍ରଧାନ ଶିକ୍ଷକ ମନୋଜ କୁମାର ହରିପାଲ […]
ବରଗଡ:-୨୮/୩(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ଲରାସରା ପଞ୍ଚାୟତ ଖଇର ପାଲି ୟୁଜିୟୁପି ସ୍କୁଲ ଠାରେ ବିଶ୍ବ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ଶିକ୍ଷା ସହିତ ଛାତ୍ରଛାତ୍ରୀ ମାନକଂ ମଧ୍ଯରେ ନାଟ୍ୟକଳା ଆଗ୍ରହ ସୁଷ୍ଟି କରିବା ସହିତ ନାଟକ ମାଧ୍ୟମରେ ସମାଜରେ ଏକ ସଚେତନତା ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପରିବେଶ ସୁରକ୍ଷା ନାମକ ଏକ କ୍ଷୁଦ୍ର ନାଟକ ପ୍ରଦର୍ଶନ […]
ଆଦିତ୍ଯ ବେହେରା(ଭୁବନେଶ୍ବର): ରାଜ୍ୟ ବିଜେପି ତରଫରୁ ଆଜି ଏକ ପ୍ରତିନିଧୀ ଦଳ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିଜେପି କହିଛିକି, ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ବିଜେଡି ତାହାକୁ ଉଲ୍ଲଘଂନ କରୁଛି । ରାଜ୍ୟ ସରକାର ଏସଏଚଜି ଗ୍ରୁପ ମହିଳାମାନଙ୍କୁ ବିଦେଶ ଭ୍ରମଣରେ ନେଉଛନ୍ତି ବୋଲି ଅଭିଯୋଗ କରାଯାଇଛି। ଏଥିସହିତ କେତେକ ସ୍ଥାନରେ ଅଧିକାରୀମାନେ ତିନି ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ […]
ନବୀନ ଦାଶ(ବରଗଡ):-୨୮/୩-ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ମନାପଡ଼ା ପଞ୍ଚାୟତ ଟିଙ୍ଗିପାଲି ଗ୍ରାମରେ ବୁଧବାର ଦିନ ଠାରୁ ୭୫ତମ ୨୪ପ୍ରହରୀ ନାମଯଜ୍ଞ ପାଇଁ ଗାଁରେ ଥିବା ଡେଙ୍ଗେଇ କଣ୍ଟା(ଜଳାଶୟ) ତୁଠରେ ସୁବିଜ୍ଞ ପଣ୍ଡିତ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ପୂର୍ବକ ଏକ ବିଶାଳ ଶୋଭାଯାତ୍ରା କର୍ତ୍ତା ଓ ମହିଳା ଭକ୍ତ ମାନଙ୍କ ଦ୍ଵାରା ହରିବୋଲ,ହୁଳହୁଳି ର ତାଳରେ ଜଳପୂର୍ଣ୍ଣ କଳସ ମୁଣ୍ଡାଇ ଗ୍ରାମ ପରିକ୍ରମା ସହ ଯଜ୍ଞ ମଣ୍ଡପ ରେ ସ୍ଥାପନ […]
ନର୍ଲା ଆସନ ପାଇଁ ବିଜେଡ଼ି ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ୍ ଫାଇଦା ଉଠାଇ ପାରନ୍ତି ତୃତୀୟ ଅଦୃଶ୍ୟ ଶକ୍ତି କିମ୍ୱାରିପିଟ ହେବକି ନର୍ଲା ବିଧାନସଭା ଆସନ ?ସନ୍ତୋଷ ପାତ୍ର(ନର୍ଲା)୨୮/୦୩/୨୪: କଳାହାଣ୍ଡି ଜିଲ୍ଲା ର ପାଞ୍ଚଟି ବିଧାନସଭା ଆସନ ମଧ୍ୟରୁ ନର୍ଲା ଆସନ ଟି ଦୀର୍ଘ ଦୁଇ ମାସ ଧରି ନର୍ଲା ରୁ ରାଜଧାନୀ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହି ଆସୁଅଛି । ବିଜେଡି ଦଳର ଆଶାୟୀ ପ୍ରାର୍ଥୀ ଙ୍କ ତାଲିକା ବହୁତ […]
ବାସ୍ତବ ବ୍ୟୁରୋ: ଆଜି (ସୋମବାର) ସକାଳୁ ମଧ୍ୟପ୍ରଦେଶର ଉଜ୍ଜୟିନୀ ମହାକାଳ ମନ୍ଦିରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଗର୍ଭଗୃହରେ ଭସ୍ମ ଆଳତୀ ଚାଲିଥିବାବେଳେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ କିଛି ମନ୍ଦିର ପୂଜକଙ୍କ ସମେତ ୧୩ ଜଣ ଗୁରୁତର ହୋଇଛନ୍ତି। ଗର୍ଭଗୃରେ ପୂଜା ଚାଲିଥିବା ବେଳେ ବହୁ ଶ୍ରଦ୍ଧାଳୁଙ୍କ ସହ ପୂଜକ ବି ମନ୍ଦିରରେ ଉପସ୍ଥିତ ଥିଲେ। ଭସ୍ମ ଆଳତି ବେଳେ ଅବିର ପକାଯିବାରୁ ତତ୍କ୍ଷଣାତ ସେଥିରୁ ନିଆଁ […]


