ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୩୬୮ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୭ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୭୭୪୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୮୩୪୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୮୦୫୬୨ଜଣ ସୁସ୍ଥ ହୋଇଛନ୍ତି । […]
ବାସ୍ତବବ୍ୟୁରୋ(ଭୁବନେଶ୍ଵର): ରାଜ୍ୟରେ କରୋନା ସ୍ଥିତି ନେଇ ଆଜି ମୁଖ୍ୟ ଶାସନ ସଚିବ ଏହା କହିଛନ୍ତି କି,ରାଜ୍ୟରେ ଏବେ ତୃତୀୟ ଲହର। ଓମିକ୍ରନ ପାଇଁ ଦିନକୁ ଦିନ ସଂକ୍ରମଣ ବଢୁଛି। ଆମକୁ ଆଉ କିଛି ଦିନ ସତର୍କ ରହିବାକୁ ପଡିବ। ସରକାରଙ୍କ ସମସ୍ତ ଗାଇଡ୍ଲାଇନ୍ ମାନି ଚଳିବାକୁ ପଡିବ।ଯଦି ଅବହେଳା କରିବା ସମସ୍ତେ ଅସୁବିଧା ଭୋଗିବା। ମୁଖ୍ୟ ଶାସନ ସଚିବ କହିଛନ୍ତି, ଓମିକ୍ରନ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। ରାଜ୍ୟରେ […]
ସୁବର୍ଣ୍ଣପୁର (ନମୋ ଗୁରୁ):୧୯/୦୧/୦୨୨ ସୁବର୍ଣ୍ଣପୁର ଜିଲ୍ଲାରେ ଧାନ କଳାବଜାରୀ ଏବଂ ବେଆଇନ ଚାଲାଣ କୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସମୁଚିତ ପଦକ୍ଷେପ ନେଇଛି l ଏଥିପାଇଁ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଙ୍କ ନିର୍ଦ୍ଧେଶ କ୍ରମେ ପ୍ରତି ବ୍ଲକ ଏବଂ ତହସିଲ ଅଂଚଳରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠିତ ହୋଇଛି l ଏହି କ୍ରମରେ ଗତକାଲି ରାତି ରେ ରାମପୁର ତହସିଲଦାର ଶ୍ରୀଯୁକ୍ତ ପୁରୁଷୋତ୍ତମ ମିର୍ଦ୍ଧା ଙ୍କ ନେତୃତ୍ୱରେ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧୬୦୭ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୬୭୦୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୪୭୭୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୭୩୭୭୭ଜଣ ସୁସ୍ଥ ହୋଇଛନ୍ତି । […]
ବାସ୍ତବବ୍ୟୁରୋ:କିଡନୀ ସମ୍ବନ୍ଧୀୟ ସମସ୍ୟା କେବଳ ଜଣେ ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟକଳାପକୁ ପ୍ରଭାବିତ କରିପାରେ ନାହିଁ, ବରଂ ଏହା ବ୍ୟକ୍ତିର ଶାରୀରିକ ଦକ୍ଷତା ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇଥାଏ | ବ୍ୟାଖ୍ୟା କର ଯେ ବୃକକ୍ ର କାର୍ଯ୍ୟ ହେଉଛି ଆମ ଶରୀରରେ ରକ୍ତ ଫିଲ୍ଟର୍ କରିବା | ଏପରି ପରିସ୍ଥିତିରେ, କିଡନୀ ସହିତ ଜଡିତ ସମସ୍ୟା ରକ୍ତ ଫିଲ୍ଟର ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ | ଏହିପରି ଗୋଟିଏ ସମସ୍ୟା […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୮/୦୧/୨୦୨୨ ଚାନ୍ଦବାଲି ବ୍ଲକ ଆରଡ଼ି ପଂଚାୟତର ବିଜେପି ଦଳର ସମର୍ଥୀତ ମହିଳା ସରପଂଚ ପାର୍ଥୀନୀ ସସ୍ମିତା ପାଢ଼ୀଙ୍କ ସହ ତାଙ୍କ ସ୍ବାମୀ ଶମର ପାଢ଼ୀଙ୍କ ପରିବାରର ୪୦ ଜଣ ଭୋଟରଙ୍କ ନାମ ଭୋଟର ତାଲିକାରେ ଉଦ୍ଦେଶ୍ୟ ମୂଳକ ଭାବେ କଟାଯିବା ନେଇ ଆଜି ବିଜେପି ଦଳ ପକ୍ଷରୁ ବିଡ଼ିଓଙ୍କୁ ଦାବୀ ପତ୍ର ପ୍ରଦାନ କରିଯିବା ସହ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଗତ ସାଧାରଣ […]
ତ୍ରିନାଥ ବାରିକ(ପୁରୀ)୧୭/୧: ପୈଷପୂର୍ଣ୍ଣିମା ଅବସରରେ ୧୬ ତମ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ଆଜି ତୀର୍ଥରାଜ ମହୋଦଧିଙ୍କ ନିତ୍ୟ ସନ୍ଧ୍ୟା ଆରତୀ ପୁରୀ ସ୍ବର୍ଗଦ୍ବାର ବେଳାଭୂମିରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଇଛି।ପୁରୀ ଗୋବର୍ଦ୍ଧନ ମଠ ପକ୍ଷରୁ ପ୍ରତିଦିନ ଏହି ମହୋଦଧି ଆଳତୀ ଅନୁଷ୍ଠିତ ହେଇଥାଏ।ଆଜି ଏହାର ବାର୍ଷିକ ଉତ୍ସବ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମେତ ରାଜ୍ୟପାଳ ଗଣେଶୀ […]
ବଡ଼ଚଣା:୧୬/୦୧ /୨୨ ରାଜସ୍ବ ଗ୍ରାମ ମାନ୍ୟତା ଦାବିରେ ଜାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆ ସୁଙ୍ଗୁଡା ଗ୍ରାମବାସୀ ସମୂହ ଭୋଟ ବର୍ଜନ ପାଇଁ ନେଲେ ନିଷ୍ପତ୍ତି ।ଆଜି ଏ ନେଇ ନୂଆ ସୁଙ୍ଗୁଡା ଗ୍ରାମବାସୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଥିଲା । ଦେଖିବାକୁ ଗଲେ ଭୌଗୋଳିକ ଦୃଷ୍ଟିକୋଣରୁ ନୂଆସୁଙ୍ଗୁଡା ଗ୍ରାମ ବେଶ ଗୁରୁତ୍ୱ ବହନ କରୁଛି । ତେଣୁ ରାଜସ୍ବ ଗ୍ରାମ ପାଇଁ ଯାହା ସବୁ ସରକାରୀ […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧୧୭୭ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୩ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୩୩୯୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୯୭୬୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୫୫୬୧୫ଜଣ ସୁସ୍ଥ ହୋଇଛନ୍ତି । […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୧୫//୦୧//୨୦୨୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ବିଗୁଲ ବାଜିଶାଲାଣି ହେଲେ ନିର୍ବାଚନ ଯେତେ ପାଖେଇ ଆସୁଛି ଘଣ୍ଟେଶ୍ୱରରେ ଗୋଷ୍ଠି କନ୍ଦଳ ସେତେ ବଢ଼ିବାରେ ଲାଗିଛି।କିଛି ଅସାଧୁ ଲୋକ ବଜାର ମଧ୍ୟରେ ଲାଗିଥିବା ବେନରକୁ ବିଳମ୍ବିତ ରାତିରେ ଚିରି ନେଇ ଯାଇଥିବା ଦେଖିବାକୂ ମିଳିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତ ଘଣ୍ଟେଶ୍ୱର ବଜାରରେ।ବିଜେଡି ଭଦ୍ରକ ଜିଲ୍ଲାର ସମ୍ପାଦକ ପ୍ରଭାତ ସାହୁ(ପପୁ) ନୂତନ ବର୍ଷ […]


