ଜ୍ୟୋତିର୍ବିଦ୍,ବାସ୍ତୁକାର-ଡ଼.ନବକିଶୋର ମିଶ୍ର ମଙ୍ଗଳବାର ଦିନ ଧନତେରସ ଙ୍କ ସହ ଦୀପାବଳି ଆରମ୍ଭ ହୋଇଛି। ଏହି ଦିନ ଆୟୁର୍ବେଦର ପିତା ଧନନ୍ତରୀଙ୍କ ଜନ୍ମ ବାର୍ଷିକୀ ଶ୍ରଦ୍ଧା ଓ ଉଲ୍ଲାସର ସହ ପାଳନ କରାଯାଏ । ପରମ୍ପରା ଅନୁଯାୟୀ ଧନତେରସ ରେ, କିଣା କିଣି ସହ ଧନ ଦେବତା କୁବେର, ମା ଲକ୍ଷ୍ମୀ, ଧନ୍ଵନ୍ତରୀ ଏବଂ ଯମରାଜଙ୍କୁ ପୂଜା କରାଯାଏ ଓ ସୁଖ ଓ ସମୃଦ୍ଧତା ପାଇଁ ପ୍ରାର୍ଥନା କରାଯାଏ । ଏଥର […]
ବାସ୍ତବବ୍ୟୁରୋ(ଭୁବନେଶ୍ୱର):ଦୀପାବଳି ରେ ଅର୍ଥାତ ଆସନ୍ତା ୪ତାରିଖ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ମିଳିଲା ଅନୁମତି ।ହାଇକୋର୍ଟଙ୍କ ରାୟ ପରେ ଦୀପାବଳିରେ ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଜାରି କରିଛନ୍ତି ଗାଇଡଲାଇନ୍ । ଏହାସହିତ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶନାମାର ଉଲ୍ଲଘଂନ ହେଲେ ସମ୍ପୃକ୍ତ ଅଂଚଳର ପ୍ରଶାସନିକ ଅଫିସର ବ୍ୟକ୍ତିଗତ […]
ଦୀପକ ସାହୁ(କଳାହାଣ୍ଡି) କଳାହାଣ୍ଡି ଜିଲ୍ଲା -ଥୁଆମୂଳ ରାମପୁର ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟରତ ଆଶାକର୍ମୀ ମାନଙ୍କ ଦ୍ୱାରା ସ୍ଥାନୀୟ ଖଣ୍ଡୁଆଲ ବାବା ଖେଳ ପଡ଼ିଆ ଠାରେ,ଡାକ୍ତର ହେମାଙ୍ଗିନୀ ମେହେରଙ୍କ ଆଶାକର୍ମୀ ଙ୍କୁ ଦୁର୍ବ୍ୟବହାର ବିରୁଦ୍ଧରେ ଆଶା ସଙ୍ଘ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ସୂଚନା ମୁତାବକ,ଗତ ୨୯.୦୯.୨୦୨୧ ତାରିଖ ଦିନ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବଣ୍ଡାବାଗ ଗ୍ରାମର ଆଶା ଦିଦି ସଂଗୀତ ନାଏକ, ଗର୍ଭବତୀ ମାଁ […]
ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଆଶଙ୍କା, ଛାଡିଯାଇଛନ୍ତି ଗ୍ଯାସ ସିଲିଣ୍ଡର ଓ କଟରମେସିନ । ଦେବକାନ୍ତ ମହାନ୍ତି, ଚାନ୍ଦବାଲି, ୩୧\୧୦\୨୧ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବତ ଆଖଣ୍ଡଳମଣିପୀଠ ପ୍ରବେଶପଥ ନିକଟରେ ଥିବା ଷ୍ଟେଟବ୍ଯାଙ୍କ ଏଟିଏମକୁ ଭାଙ୍ଗିବା ସହ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଆଶଙ୍କା କରାଯାଉଛି। ଆଜି ରବିବାର ବ୍ଯାଙ୍କ ଛୁଟି ରହିଥିବା ସୁଯୋଗରେ ଗତକାଲି କେହି ଦୁର୍ବୁତ ଏପରି କାର୍ଯ୍ଯ କରିଥିବା ସ୍ଥାନୀୟ ଲୋକ କହିଛନ୍ତି। ତାହାସହ ବ୍ଯାଙ୍କ […]
ପ୍ରଭାତ ସାହା(ମାଲକାନଗିର):ଦେଶର ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଦେଶବ୍ୟାପୀ ରନ୍ ଫର୍ ୟୁନିଟି (ଏକତା ପାଇଁ ଦୌଡ) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଥିବା ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ଭି ୭୯ ଠାରେ ଥିବା ୭୬ ବିଏନ୍ ବିଏସଏଫ ର ଶ୍ରୀ ଅନିଲ କୁମାର ଗୁଲେରିଆ.(second in command)off g commandant ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଯେଉଁ […]
ଦୀପକ କୁମାର ସାହୁ(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ମହାଳିଙ୍ଗ ସ୍ଥିତ ଘରୋଇ ସ୍କୁଲ ଅଧ୍ୟକ୍ଷl ମମିତା ମେହେର ପରିବାରକୁ ନ୍ୟାୟ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରପ ଦାବିରେ ଲାଞ୍ଜିଗଡ଼ ବ୍ଲକ ବିଜେପି ପକ୍ଷରୁ ଆଜି ଲାଞ୍ଜିଗଡ଼ ଥାନା ଘେରାଉ କରିଛନ୍ତି । ବ୍ଲକ ସଭାପତି ଭାଗିରଥି ମାଝୀ ଙ୍କ ନେତୃତ୍ୱରେ କର୍ମୀମାନେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧ ରେ ନାରାବାଜି କରି […]
ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୭୪ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୨୯ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୦୯୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୩୮୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୨୮୨୦୭ଜଣ ସୁସ୍ଥ ହୋଇଛନ୍ତି । […]
ବବିତା ସାମଲ(ଭଦ୍ରକ):ଆଜି ବିଜେପି ପକ୍ଷରୁ ୬ ଘଣ୍ଟିଆ ଭଦ୍ରକ ବନ୍ଦ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ଭଦ୍ରକର ବନ୍ତ ଛକ, ରେଳ ଷ୍ଟେସନ, ନୂଆ ବସ୍ ଷ୍ଟାଣ୍ଡ, କଚେରି ରୋଡ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ ସମ୍ମୁଖ, ଏସପି ଅଫିସ ସମ୍ମୁଖ, କଲେଜ ଛକ, ରାନ୍ଦିଆ, ବାରପଦା, ଚରମ୍ପା, ରାଣୀତାଲ, ଇଚ୍ଛାପୁର , ଆରଡ଼ି […]
ମଧୁସ୍ମିତା ପ୍ରଧାନ(ସମ୍ବଲପୁର): ରାଉରକେଲା ଇଣ୍ଟରସିଟି ଟ୍ରେନରୁ ମାଁ ଝିଅ ନିଖୋଜ ହେବାର ୩ ଦିନ ପରେ ପତ୍ତା ମିଲୁନି । ସମ୍ବଲପୁର ସିଟି ଷ୍ଟେସନରେ ରାଉରକେଲା ଇଣ୍ଟରସିଟ ଟ୍ରେନରେ ଭୁବନେଶ୍ଵର ଯିବା ପାଇ ମାଁ ଝିଅ ବସିଥିଲେ ।ହେଲେ ଭୁବନେଶ୍ଵର ଟ୍ରେନ ପହଚିଥିଲା ମାଁ ଝିଅ ପହଚି ନଥିଲର ।ଏନେଇ ତାଙ୍କ ସ୍ବାମୀ ପରିବାର ଲୋକଙ୍କୁ ଖବର ଦେବାପରେ ସମ୍ବଲପୁର ଜିଆରପି ଥାନାରେ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । […]
ବାସ୍ତବବ୍ୟୁରୋ:ସୁପରଷ୍ଟାର ରଜନୀକାନ୍ତଙ୍କୁ ୨୮ ଅକ୍ଟୋବରରେ ଚେନ୍ନାଇର କାଉଭେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ବର୍ତ୍ତମାନ ଖବର ସାମ୍ନାକୁ ଆସୁଛି ଯେ ଅଭିନେତା ଶୁକ୍ରବାର ଦିନ ତାଙ୍କ ମସ୍ତିଷ୍କରେ ରକ୍ତ ଯୋଗାଣକୁ ଫେରାଇ ଆଣିବା ପାଇଁ ଅସ୍ତ୍ରୋପଚାର କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ହୋଇଯାଉଛି। ରଜନୀକାନ୍ତଙ୍କ CAR ଅସ୍ତ୍ରୋପଚାରକାବେରୀ ହସ୍ପିଟାଲ ଦ୍ୱାରା ଜାରି କରାଯାଇଥିବା ଏକ ମେଡିକାଲ ବୁଲେଟିନ୍ରେ କୁହାଯାଇଛି ଯେ ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟକୁ ଡାକ୍ତରଙ୍କ ଏକ […]