ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୦୯ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୮୪୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୫୮୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୨୫୫୦୭ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟର […]

ବାସ୍ତବବ୍ୟୁରୋ:ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତାର ବିଶେଷ ଗୁରୁତ୍ୱ ରହିଛି। ଆମ ଚାରିପାଖରେ ଥିବା ଜିନିଷଗୁଡ଼ିକ ଜୀବନରେ ସକରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ | ସାଧାରଣତ ଲୋକମାନେ ନିଜ ପର୍ସରେ ଟଙ୍କା ବ୍ୟତୀତ ଅନେକ ଜିନିଷ ରଖନ୍ତି | ବାସ୍ତୁ ଶାସ୍ତ୍ରୀରେ ଏହିପରି ଅନେକ ଜିନିଷ ବର୍ଣ୍ଣନା କରାଯାଇଛି, ଯାହାକୁ ରଖିବା ଦ୍ୱାରା ଜଣେ ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | ଏହି ଜିନିଷଗୁଡ଼ିକୁ ପର୍ସରେ ରଖିବା ଅଶୁଭ ବୋଲି […]

ଦୀପକ ସାହୁ(କଳାହାଣ୍ଡି)କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ୍‌ର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡକୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା ହେଉଥିବା ବେଳେ ରାଜନୀତି ବି ଜୋର ଧରିଛି। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍କୁଲ୍ ସଭାପତି ଗୋବିନ୍ଦ ସାହୁଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ସହିତ ଲିଙ୍କ୍ ଅଭିଯୋଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ତଥା ଗିରଫ କରିବା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ ଦଳ […]

ବବିତା ସାମଲ(ଭଦ୍ରକ):ଭଦ୍ରକର ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟସ୍ଥ ଧାମରା ରେଲୱେ ଓଭରବ୍ରିଜ ନିକଟରୁ ଗତକାଲି ମୋଟର ଭେଇକିଲ ଯାଞ୍ଚ ବେଳେ, ଗୋଟିଏ ବାଇକ ରେ ଯାଉଥିବା ତିନି ଜଣଙ୍କୁ ଅଟକାଇଥିଲା ପୋଲିସ ଏବଂ ଯାଞ୍ଚ ବେଳେ ୩୧୬ ଗ୍ରାମ୍ ବ୍ରାଉନ ସୁଗାର,ବ୍ରାଉନ, ସୁଗାର ଭରିବା ପାଇଁ ଉପଯୋଗୀ ୨୦୦ ଖାଲି ପ୍ୟାକେଟ,ତିନିଟି ମୋବାଇଲ, ଆଧାର କାର୍ଡ, ୪00 ଟଙ୍କା ଜବତ କରିଛି ଗ୍ରାମାଞ୍ଚଳ ପୋଲିସ | ଜଣେ […]

ଭଦ୍ରକ(ବବିତା ସାମଲ) ୨୨।୧୦-ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ।ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ବେଳେ, ବିଜେପି କର୍ମୀଙ୍କୁ ମାଡ଼ ମାରିବା ଘଟଣାକୁ ପାଇଁ ଭଦ୍ରକ ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ ଶୋଭାଯାତ୍ରା ।ବିଜେପି କର୍ମୀମାନେ ବିଭିନ୍ନ ଲାରା ଦେଇ ସହର ପରିକ୍ରମା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଖବର ଅନୁଯାଇ, ମୁଖ୍ୟମନ୍ତ୍ରୀ ବାରିପଦା ଗସ୍ତରେ ଯାଇଥିବା ବେଳେ ଭଦ୍ରକ ବିଜେପି ଯୁବମୋର୍ଚ୍ଚାର କେତେକ ନେତା ଓ କର୍ମୀ ବ୍ୟାରିକେଡ଼ […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୨୨/୧୦-ମମିତା ମେହର ହତ୍ୟାକାଣ୍ଡ ଘଟଣାରେ ଚାନ୍ଦବାଲିରେ ଆଜି ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଶହ ଏକ ଶୋଭାଯାତ୍ରା କରାଯାଇଛି । ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ଆଗରେ ସିପିଆଇ ପକ୍ଷରୁ ଏକ ପ୍ରତିବାଦ ସଭାସହ ତହସିଲଦାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ୧୨ ଦଫା ଦାବୀ ପତ୍ର ପ୍ରେରଣ କରାଯାଇଛି । କଳାହାଣ୍ଡି ଜିଲ୍ଲାର ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ମମତା ମେହର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ […]

ଦୀପକ ସାହୁ(କଳାହାଣ୍ଡି):_ମମିତା ମେହେର ହତ୍ୟା ଘଟଣା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଙ୍କୁ ନେଇ ପୋଲିସ ର କ୍ରାଇମ୍ ରିକ୍ରିଏସନ କରିଛି। ପ୍ରାତଃ ୪. ୧୫ ରେ ମହାଲିଙ୍ଗ ଖେଳ ପଡିଆ ରେ ଉତ୍ତରାଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ କୁସଲକର ନୀତିନ ଡାଗଡୁ ଙ୍କ ଉପସ୍ଥିତି ରେ ଅଭିଯୁକ୍ତ ଗୋବିନ୍ଦ ସାହୁ ର କ୍ରାଇମ୍ ରିକ୍ରେଏସନ କରାଯାଇଛି। ଗୋବିନ୍ଦ ସାହୁ ଦେଖାଇଛି ଡେମୋ। […]

ବାସ୍ତବବ୍ୟୁରୋ(ଭୁବନେଶ୍ୱର):କଂଗ୍ରେସରୁ ଇସ୍ତଫା ଦେଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ।ସବୁ କଳ୍ପନା ଜଳ୍ପନାର ଶେଷ ।ପ୍ରଦୀପଙ୍କ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। କଂଗ୍ରେସ ଦଳରେ ଏବେ ଜନସେବାର ସୁଯୋଗ ନଥିବାରୁ ସେ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି । ଅତି ଦୁଃଖ ଓ କଷ୍ଟର ସହ ସେ ଏହି ନିଷ୍ପତ୍ତି ନେଇଥିବା […]

ଦେବକାନ୍ତ ମହାନ୍ତି, (ଚାନ୍ଦବାଲି):୨୧/୧୦/ଆଜି ସାରା ଦେଶ ପାଳନ କରୁଛି ୬୨ତମ ପୋଲିସ ସହିଦ ଦିବସ । ଏହି ଅବସରରେ ଚାନ୍ଦବାଲି ବ୍ଲକର ମତୋ ଫାଣ୍ଡି ପରିସରରେ ପାଳିତ ହୋଇଯାଇଛି ପୋଲିସ ସହିଦ ଦିବସ । ଚାନ୍ଦବାଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ- ଦେବି ଶଙ୍କର ପ୍ରତାପଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଚାନ୍ଦବାଲି ଥାନା ଆଇ ଆଇ ସି କରୁଣାକର ରାଉତ, ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି,ବରିଷ୍ଠ ସାମ୍ବାଦିକ ଅଶୋକ […]

ବଲାଙ୍ଗିର(ବାସ୍ତବବ୍ୟୁରୋ): ପାଞ୍ଚ ଦିନିଆ ରିମାଣ୍ଡରେ ଆସି ଚାଞ୍ଚଲ୍ୟକର ତଥ୍ୟ ବଖାଣିଛି ଗୋବିନ୍ଦ ସାହୁ । ନେହୁରା ହେଲି ମା ମାଣିକେଶ୍ବରୀ ଙ୍କ ରାଣ ଖାଇବାକୁ କହିଲି, ସେ ଶୁଣିଲାନି ଶେଷରେ ତଂଟି ଚିପି ମାରିଦେଲି ।ଶେଷ ଥର ପାଇଁ ମମିତା ସେପ୍ଟେମ୍ବର ୨୧ରେ ସ୍କୁଲ ହଷ୍ଟେଲକୁ ଆସିଥିଲେ,ସେଇ ଦିନ ମରିଥାନ୍ତା ଗୋବିନ୍ଦ, ହେଲେ ସାଙ୍ଗ ମାନଙ୍କ ସହ ଖସିଗଲା। ମୋର ସବୁ ଅନୈତିକ କାର୍ଯ୍ୟର ଗୁମର ଜାଣିଥିଲା ମମିତା ।ବାହାରେ […]

Pin It on Pinterest