ଦୁଃଶାସନ ପୃଷ୍ଟି(କାମାକ୍ଷାନଗର):୨୧।୧୦-ପୁଣି ଗଜୁରିଛି ଭଣ୍ଡ ସାରଥୀ ପ୍ରେମ ।ବାପା-ପୁଅ ଙ୍କୁ ଉଠାଇ ନେଲା ପୋଲିସ । ଗ୍ରାମବାସୀଙ୍କ ତରଫରୁ ଥାନାରେ ଲିଖିତ ଅଭିଯୋଗ ପରେ ଏ ପରି ପଦକ୍ଷପ ନେଇଛନ୍ତି ପରଜଙ୍ଗ ପୋଲିସ । ଖବର ଅନୁଯାଇ,ପରଜଙ୍ଗ ବ୍ଲକ୍ କନ୍ଦରସିଂହା ଗ୍ରାମ ଖଳିବାହାଳ ସାହିର ବହୁ ଚର୍ଚ୍ଚିତ ଭଣ୍ଡ ସାରଥୀ ର ଭକ୍ତ ବୋଲାଉଥିବା ଦିବାକର ନାଥ ଓ ପୁଅ ସୁକାନ୍ତ ନାଥ ।ସାରଥୀକୁ ପୂଜା କରିବା ସହିତ ସାରଥୀ […]

ବିନିକା(ଶାନ୍ତନୁ ପଣ୍ଡା)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବିଶାଲପାଲି ଛକ ନିକଟରେ ବନ୍ଧୁକ ଦେଖାଇ ଡକାୟତି । ଆଜି ସଂନ୍ଧ୍ଯାରେ ଦେବାଶିଷ ସାହୁ. ଟଙ୍କଧର ସାହୁ ମାଲିକ ସାହୁ ଓ ତାଙ୍କ ସ୍ତ୍ରୀ ଉଲୁଣ୍ଡା ବ୍ଲକ କୋଟସମଲାଇ ନିଜ ଶଶୁର ଘରରୁଦୁଇଟା ବାଇକ ଯୋଗେ ବିନିକା ବ୍ଲକ ସିଂଘିଯୁବା ନିଜ ଘରକୁ ଫେରୁଥିଲେ । ବିଶାଲପାଲି ଛକ ନିକଟରେ ହମ୍ପ୍ସ ଥିବାରୁ ଗାଡି ଧୀରେ କରିବା ବେଳେ ଦୁଇ ଜଣ ଯୁବକ […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ)କରୋନା ମହାମାରୀ ବିରୋଧରେ ଯୁଦ୍ଧରେ ଦେଶ ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି। ଭାରତରେ ଟୀକାକରଣ ଆକଳନ ଆଜି ୧୦୦ କୋଟି ଅତିକ୍ରମ କରିବାକୁ ଯାଉଛି ଏବଂ ଏହି ଅବସରରେ ସାରା ଦେଶରେ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଏପର୍ଯ୍ୟନ୍ତ କେବଳ ଚାଇନା ବିଶ୍ୱରେ ୧୦୦ କୋଟିରୁ ଅଧିକ ଟିକା ଦେଇଛି। ଏପର୍ଯ୍ୟନ୍ତ, ୧୮ ବର୍ଷରୁ ଅଧିକ ବୟସର ୭୫ ପ୍ରତିଶତ ଲୋକଙ୍କୁ ଟୀକା ର ପ୍ରଥମ […]

ଆଶିଷ ନାୟକ(ରାଜକନିକା):କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ଆଳି ଓ ରାଜକନିକା ବ୍ଲକ ର ମଧ୍ୟ ଭାଗରେ ଥିବା ଖରସ୍ରୋତା ନଦୀ ର ମଧୁର ପାନୀୟ ଜଳ ଯୋଗାଣ ପାଇଁ ଖରସ୍ରୋତା ସଂଗ୍ରାମ ସମିତି ପକ୍ଷରୁ ଆମରଣ ଅନଶନ ସହିତ ଆନ୍ଦୋଳନ ଜାରି ରହିଛି |ତେଣୁ ମେଗା ଇମ୍ଫା ସ୍ଟକଚର୍ ଆଦାନି କମ୍ପାନୀ କୁ ଭଦ୍ରକ ଜିଲ୍ଲା ଓ ବାଲେଶ୍ବର ଜିଲ୍ଲାକୁ ବଡ ବଡ ପାଇପ୍ ଯୋଗେ ଛାଡିବାକୁ ଓଡିଶା […]

ବଲାଙ୍ଗିର(ବିମଲ ଯୋଷୀ): “ହଁ, ମୁଁ ମମିତା ମେହେରକୁ ମର୍ଡର କରିଛି। ମୁଁ ହିଁ ମମିତାର ହତ୍ୟାକାରୀ ।ଗତ ୧୨ ଦିନ ଧରି ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାକୁ ନେଇ ଚାଲିଥିବା ତୁମ୍ଭି ତୋଫାନର ଏକ ପ୍ରକାର ଯବନିକା ପଡ଼ିଛି ।ଏହା ପୂର୍ବରୁ ପୁଲିସ୍‌ କବଜାରେ ୪ ଦିନ ରହି ପାଟି ଫିଟାଉ ନ ଥିବା ଗୋବିନ୍ଦ ହଠାତ୍‌ ସବୁ ସତ ବଖାଣିବାର ରହସ୍ୟ କିଛି ବୁଝା ପାରୁ ନାହାନ୍ତି […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ୨୦/୧୦-ଚାନ୍ଦବାଲି ବ୍ଲକ ବିଜୟନଗର ପଂଚାୟତ ମଧୁପୁର ଗାଁରେ ହନୁମାନ ପଇସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଅପହରଣ, ଅପହରଣ ପରେ ୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ଦାବୀ କରିଥିଲେ ଅଭିଯୁକ୍ତ l ଏହି ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତ ଗିରଫ ସହ ଗୋଟିଏ କାର ଜବତ l ହନୁମାନ ପଇସା କୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଅପହରଣ ପରେ ୫ଲକ୍ଷ ଟଙ୍କାର […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଭାରତରେ କରୋନା ସଂକ୍ରମଣର ନୂଆ କ୍ଷେତ୍ରରେ ରିଲିଫ୍ ଅବଧି ଜାରି ରହିଛି | ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧୪ ହଜାର ୬୨୩ ଟି କରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି।ଏହି ସମୟରେ,ଦେଶରେ ୧୯୭ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି | ପୁନରୁଦ୍ଧାର ହାର କ୍ରମାଗତ ଭାବରେ ଏହାର ସର୍ବୋଚ୍ଚ ସ୍ତରରେ ଏବଂ ଗତ ବର୍ଷ ମାର୍ଚ୍ଚ ତୁଳନାରେ ସର୍ବାଧିକ ଅଟେ | ଗତ ୪ ଦିନ ପାଇଁ, […]

ବଲାଙ୍ଗିର (ବିମଲ ଯୋଷୀ):ଧରା ପଡିଲା ଗୋବିନ୍ଦ ସାହୁ । ସନସାଇନ ଘରୋଇ ବିଦ୍ୟାଳୟ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରା ପଡ଼ିଛି। ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରେ ଗୋବିନ୍ଦ ଲୁଚିଥିଲା।ଗ୍ରାମବାସୀଙ୍କ ଠାରୁ ଖବର ପାଇ,ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦ ସାହୁକୁ ଧରିଛି। ମମୀତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ,ସିନ୍ଧେଇକେଲା ପୁଲିସ୍ ଗୋବିନ୍ଦକୁ ଗତ ୧୪ ତାରିଖରେ […]

ବାସ୍ତବବ୍ୟୁରୋ:(ଗୋପାଳ ମହାପାତ୍ର)ଦୁର୍ଗା ପୂଜା ଅବସରରେ ପାଣ୍ଡ୍ୟା ଏବଂ ମନ୍ଦିରରେ ଭଙ୍ଗାରୁଜା ଘଟାଇଥିବା ବାଂଲାଦେଶୀ ହିନ୍ଦୁମାନଙ୍କ ପ୍ରତି ଏହା ହିଂସାର ପ୍ରଥମ ଉଦାହରଣ ନୁହେଁ। ଏହାପୂର୍ବରୁ ବାଂଲାଦେଶୀ ହିନ୍ଦୁମାନେ ମଧ୍ୟ ନିର୍ଯାତନାର ଶିକାର ହୋଇଥିଲେ। ଏକ ଅଧିକାର ଗୋଷ୍ଠୀ ଅନୁଯାୟୀ, ଗତ ନଅ ବର୍ଷ ମଧ୍ୟରେ ବାଂଲାଦେଶର ୩,୭୨୧ ଘର ଏବଂ ମନ୍ଦିର ହିନ୍ଦୁମାନଙ୍କ ଦ୍ୱାରା ଭଙ୍ଗାରୁଜା କରାଯାଇଛି।ଢାକା ଟ୍ରିବ୍ୟୁନ୍ ଆଇନ୍ ଓ ସାଲିଶ କେନ୍ଦ୍ରର ରିପୋର୍ଟକୁ ଦର୍ଶାଇ କହିଛି ଯେ […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): ସୋମବାର ଦିନ ଟମାଟୋର ଖୁଚୁରା ମୂଲ୍ୟ ମେଟ୍ରୋରେ ୯୩ କିଲୋଗ୍ରାମକୁ ବୃଦ୍ଧି ପାଇଛି। ଏହି ତଥ୍ୟ ସରକାରୀ ତଥ୍ୟରୁ ମିଳିଥିଲା ​​| ମେଟ୍ରୋରେ ଥିବା ତଥ୍ୟ ଅନୁଯାୟୀ କୋଲକାତାରେ ଟମାଟୋ କିଲୋଗ୍ରାମ ୯୩ ଟଙ୍କା ,ଚେନ୍ନାଇରେ ୬୦ , ଦିଲ୍ଲୀରେ ୫୯ ଏବଂ ମୁମ୍ବାଇରେ କିଲୋ ପ୍ରତି ୫୩ ରେ ବିକ୍ରି ହୋଇଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଟମାଟୋର ମୂଲ୍ୟ ସମୀକ୍ଷା କରାଯାଇଥିବା ୧୭୫ ଟି ସହର […]

Pin It on Pinterest