ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୧\୧୦\୨୧-ପୀଠଦେବୀଙ୍କର ଆଜି ପବିତ୍ର ମହାସପ୍ତମୀ ପୂଜା, ପବିତ୍ର ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ଯନ୍ତ ବାବା ଆଖଣ୍ଡଳମଣିଙ୍କ ବେଢା ପ୍ରାଙ୍ଗଣରେ ଥିବା ପୀଠଦେବୀ ଜୟଦୁର୍ଗାଙ୍କ ପୂଜା ମଣ୍ଡପରେ ଚାଲିଥିବା ଷୋଡଶ ଦିବସୀୟ ପୂଜାରେ ପ୍ରତିଦିନ ଘଟସ୍ଥାପନ, ଦ୍ବାରପାଳ ପୂଜା, ବାବା ଆଖଣ୍ଡଳମଣିଙ୍କ ପାଖରେ ରୁଦ୍ରାଭିଷେକ, ମାର୍ଜନା ସରିବା ପରେ ମାଙ୍କୁ ପ୍ରତିଦିନ ଭିନ୍ନଭିନ୍ନ ବେଶରେ ଅର୍ଥାତ ଗୌରୀ, ପାର୍ବତୀ, ମହାଲକ୍ଷ୍ମୀ, ମହାକାଳୀ, ସରସ୍ବତୀ, ବୈଷ୍ଣବୀ, ଭୂବନେଶ୍ବରୀ ଆଦି ବେଶରେ ସଜ୍ଜିତ […]
ସୁବର୍ଣପୁର(ନମୋଗୁରୁ ହୋତା) ସୁବର୍ଣ୍ଣପୁର ଜିଲ୍ଲା ନ୍ୟାୟାଳୟ ପରିସରର ନବ ନିର୍ମିତ କୋଠା ଆଜି ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଏସ୍.ମୁରଳୀଧର୍ ଙ୍କ ଦ୍ବାରା ଲୋକାର୍ପିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ଦ୍ବାରା ଆୟୋଜିତ ଏହି ଭବ୍ୟ ଉଦଘାଟନୀ ସମାରୋହରେ ମୁଖ୍ୟ ବିଚାରପତିଙ୍କ ସହ ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଚିତ୍ତରଂଜନ ଦାଶ,ଶତୃଘ୍ନ ପୂଜାରୀ ଓ ସାବିତ୍ରୀ ରାଥୋ ପ୍ରମୁଖ ଜିଲ୍ଲା ନ୍ୟାୟିକ କଂପ୍ଲେକ୍ସ୍ ର ଏହି […]
ଦେବାଶିଷ ମିଶ୍ର(କଟକ)ଆଜି କଟକର ସ୍ଥାନୀୟ ମାଣିକଘୋଷ ବଜାରସ୍ଥିତ ମାରଓ୍ବାଡି କ୍ଲବ ପରିସରରେ ସମସ୍ତ କୋଭିଡ୍ କଟକଣାକୁ ମାନି କଟକ ମହାନଗର ନିଗମର ୨୧ ନମ୍ବର ଓ୍ଯାର୍ଡ ବିଜୁ ଜନତା ଦଳର କାର୍ଯ୍ଯକାରିଣୀ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ବରିଷ୍ଠ ବିଜେଡି ନେତା ତଥା କଟକ ମହାନଗର ନିଗମ ର ପୂର୍ବତନ ଡେପୁଟି ମେୟର ଶ୍ରୀ ମଧୁସୂଦନ ସାହୁଂକ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ଅତିଥିମାନଙ୍କ ମଧ୍ଯରେ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୦/୧୦-ଚାନ୍ଦବାଲି ଏନ ଏସିରେ ବିଧାୟକଙ୍କ ବାସଭାବନ ପରିସରରେ ବିଜେଡ଼ି ଦଳରଏକ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇ ଯାଇଛି । ଏହି ମିଶ୍ରଣ ପର୍ବରେ ନାଲଗୁଣ୍ଡା ଫଚାୟତର ୨୦ ପରିବାର ବିଧାୟକ ଡ଼ ବ୍ୟମୋକେଶ ରାଏଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବ ନେତା ଟୁନା ଦାସଙ୍କ ନେତୃତ୍ବରେ ବିଜେଡ଼ି ଦଳରେ ବିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏନେଇ ବିଧାୟକ ଶ୍ରୀ ରାଏ ସେମାନଙ୍କୁ ଦଳୀୟ ଉତରୀୟ […]
ସନ୍ତୋଷ ପାତ୍ର(ନର୍ଲା) କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ମୋହିନାଲ ଗାଁରେ ବନବିଭାଗ ପକ୍ଷରୁ ଚାଲିଥିବା ବନ୍ୟଜନ୍ତୁ ସୁରକ୍ଷା ସପ୍ତାହ ଗତ ଶୁକ୍ରବାର ଉଦଯାପିତ ହୋଇଯାଇଛି |ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଗିରିଦ୍ଧରି ନାଗ,ସମ୍ମାନିତ ଅତିଥି ଫରେଷ୍ଟର ନବୀନ ମାଝୀ, ସମାଜସେବୀ ତଥା ବାସ୍ତବଟିଭି ସାମ୍ବାଦିକ ସନ୍ତୋଷ ପାତ୍ର,ପ୍ରମୁଖ ଯୋଗଦେଇ ବନ୍ୟଜନ୍ତୁ ସୁରକ୍ଷା ଓ ଆମ ଜୀବନରେ ବନ୍ୟଜନ୍ତୁଙ୍କ ଉପକାରିତା ସମ୍ପର୍କରେ ସଚେତନ କରିଥିଲେ | ଆହୁରି […]
ଡେରାବିଶ (ଜୟନ୍ତ ଶତପଥୀ) ୯/୧୦-ଆଜୀ ଡେରାବିଶ ବ୍ଲକ କୁରୁଜଙ୍ଗା ପଂଚାୟତ ରେ ଆଦର୍ଶ ବିଦ୍ୟାଳୟ ଉଦଘାଟନ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ପାଟକୁରା ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲ ମୁଖ୍ୟ ଅତିଥି ଓ ବିଧାୟିକାଙ୍କ ସୁପୁତ୍ର ରାଜ୍ୟ ବିଯୁଜନତା ଦଳ କାର୍ଯ୍ୟ କାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାଯ୍ୟ କୁରୁଜାଙ୍ଗ ସରପଞ୍ଚ ଚନ୍ଦ୍ରକାନ୍ତ ପ୍ରଧାନ, ଭବାନୀ […]
ବାସ୍ତବବ୍ୟୁରୋ(ଯାଜପୁର)-୯ /୧୦: ଭିଜିଲାନ୍ସ ଜାଲରେ କେଉଁଝର ଜିଲ୍ଲା ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁ । ଶ୍ରୀ ସାହୁଙ୍କ ଠାରୁ ଭିଜିଲାନ୍ସ ନଗଦ ୧୦ ଲକ୍ଷ ଟଙ୍କା ଜବତ କରିଛି । ଇଞ୍ଜିନିୟର ସାହୁ । କେନ୍ଦୁଝରରୁ ନିଜ ଘର କଟକ ଆସୁଥିବା ସମୟରେ,କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଜାଲ ବିଛାଇ ଥିଲେ । ଯାଜପୁର ଏନସି କଲେଜ ନିକଟରେ ୧୦ ଲକ୍ଷ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୯/୧୦/- ଚାନ୍ଦବାଲି ବ୍ଲକ ବଂଶଡା ଥାନା ଅଧୁନ ମୌସୁଧା ଫଚାୟତ ଜୁରୁନ୍ଦା ଗାଁରେ ଘଟିଛି ଏକ ଅଘଟଣ , ୨ ବର୍ଷର ଶିଶୁଟି ଖେଳୁଥିବା ସମୟରେ ନିକଟରେ ଥିବା ଏକ ପୋଖରୀ ମଧ୍ୟରେ ବୁଡ଼ି ଯାଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଖରୀ ମଧ୍ୟରୁ ପରିବାର ଲୋକ ଶିଶୁ ଟିକୁ ଉଦ୍ଧାର କରି ଚାନ୍ଦବାଲି ମେଡ଼ିକାଲରେ ଭର୍ତି କରିଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା […]
ବାସ୍ତୁ ଶାସ୍ତ୍ରୀରେ ମୁଖ୍ୟ ଦ୍ୱାରର ବିଶେଷ ଗୁରୁତ୍ୱ ରହିଛି,ଏଠାରୁ ହିଁ ସକରାତ୍ମକ ଏବଂ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ | ଯଦି କିଛି ଛୋଟ ପଦକ୍ଷେପ ନିଆଯାଏ, ତେବେ ବାସ୍ତୁ ତ୍ରୁଟି ଦୂର କରି ଘରେ ସକରାତ୍ମକ ଶକ୍ତି ବିସ୍ତାର ହୋଇପାରେ | ବାସ୍ତବବ୍ୟୁରୋ: ବାସ୍ତୁ ଶାସ୍ତ୍ରୀରେ ପ୍ରତ୍ୟେକ ସ୍ଥାନର ବିଶେଷ ମହତ୍ତ୍ୱ ରହିଛି | ଘରର ଯେ କୌଣସି ସ୍ଥାନରେ,ଶୋଇବା ସ୍ଥାନ ହେଉ କି ରୋଷେଇ ଘର ଏବଂ […]
ବାସ୍ତବବ୍ୟୁରୋ(ଦେବଗଡ): ଆଜି ଦେବଗଡ ଜିଲ୍ଲା ବାସୀଙ୍କୁ,ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂତନ ସ୍ମାର୍ଟ ହେଲ୍ଥ କାର୍ଡ (BSKY ) ବଣ୍ଟନର ଶୁଭାରମ୍ଭ କରିବେ ।ଏହା ସହ ଦେବଗଡ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ତିନିଟି ବ୍ଲକର ୭୦ଟି ପଞ୍ଚାୟତରେ ୭୫ ହଜାର ୧୦୬ ଜଣ ଗରିବ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବା […]


