ଜଳ ସଂମ୍ପଦ ବିଭାଗର ଖେଳ….. ଲୋକଙ୍କ ପାଇଁ ହେଉଛି କାଳ ଅଭିଶପ୍ତ ଜୀବନ ବିତାଉଛନ୍ତି ମାଧପୁର ପଂଚାୟତର ୩ ଖଣ୍ଡ ଗାଁ ବାସୀ , ବର୍ଷା ଦିନ ୬ ମାସ ଯାଏ ଭୋଗିଥାନ୍ତି ଚରମ ଦୁଃଖ । ମୌଳିକ ସମସ୍ୟା କଥା ପଚାରେ କିଏ ? ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୩ -୧୦-ଗାଁର ଗୋଟିଏ ପଟରେ ଘେରି ରହିଛି ସାଳନ୍ଦୀ ନଦୀର ଶାଖା ନଦୀ ନଟିଆ ଜୋର ଅନ୍ୟ ବର୍ତଚପାର୍ଶ୍ବରେ ଚାଷ […]
ଆଶିଷ ନାୟକ(ରାଜକନିକା)ପବିତ୍ର ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କର ୧୫୨ତମ ଜନ୍ମ ଜୟନ୍ତୀ ଓ ପବିତ୍ର ପଣ୍ଡିତ ଲାଲ୍ ବାହାଦୂର ଶାସ୍ତ୍ରୀ ଙ୍କର ୧୧୭ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଗାନ୍ଧୀ ଦର୍ଶନ ଓ କଂଗ୍ରେସ ” ଆଲୋଚନା ଚକ୍ର ଆୟୋଜିତ | ଆଳି ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ର ଅଶୋକ ବଜାର ସ୍ଥିତ ନୟନା ମଂଡପ ରେ ଅନୁଷ୍ଠିତ ହୋଇଯାଇଛି […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨-୧୦-ଚାନ୍ଦବାଲି ବ୍ଲକରେ ବିଜେପି ଦଳ ପକ୍ଷରୁ ବଡ଼ ଓସ୍ତିଆ ଫଚାୟତରେ ବିଜୟ ଉତ୍ସବ ପାଳନ ହୋଇଛି । ଚାନ୍ଦବାଲିରେ ବିଜେପି ମଣ୍ଡଳ ସଭାପତି ଲଲାଟେନ୍ଦୁ ରାଏଙ୍କ ନେତ୍ବତରେ ଆଜି ଏକ ବିଶାଳ ମଟର ସାଇକେଲ ରାଲି ବାହାରି ଫଚାୟତରେ ଶୋଭାଯାତ୍ରା କରାଯାଇଛି , ବଡ଼ ଓସ୍ତିଆ ଫଚାୟତରେ ୨୦୧୭ ମସିହାରେ ହୋଇଥିବା ଫଚାୟତ ନିର୍ବାଚନରେ ବିଜେପି ଦଳର ସମର୍ଥିତ ପାର୍ଥନୀ ସୁଜାତା ସାହୁ ୧୨୪୭ ଖଣ୍ଡ ଭୋଟ ପାଇ […]
ବାସ୍ତବବ୍ୟୁରୋ:ପୁଣି ଆଉ ଜଣେ ଓଡିଆ ଓଡିଶାକୁ ଗର୍ବିତ କଲେ । ଓଡ଼ିଆ ପୁଅକୁ ମିଳିଲା ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ। ପୂର୍ବାଞ୍ଚଳ ଏୟାର କମାଣ୍ଡର ଭାବେ ଓଡିଆ ବାୟୁସେନା ଅଧିକାରୀ ଦିଲୀପ ପଟ୍ଟନାୟକ ନିଯୁକ୍ତ ପାଇଛନ୍ତି। ପ୍ରଥମ ଓଡିଆ ଭାବେ ଏୟାର ମାର୍ଶାଲ ଦିଲୀପଙ୍କୁ ଏହି ଗୁରୁ ଦାୟିତ୍ଵ ମିଳିଛି। ଆସନ୍ତାକାଲି ସେ ଦାୟିତ୍ଵ ଗ୍ରହଣ କରିବେ। ଏ ନେଇ ବାୟୁ ସେନା ପକ୍ଷରୁ ଆଜି (ଶନିବାର) ବିଜ୍ଞପ୍ତି ପ୍ରକାଶ ପାଇଛି। […]
ବାସ୍ତବବ୍ୟୁରୋ:ଆସନ୍ତା କାଲି ପିପିଲି ଉପ ନିର୍ବାଚନର ଭୋଟ ଗଣତି ।ହାର ଜିତର ଫଳ ବାହାରିବା ପୂର୍ବରୁ,କଂଗ୍ରେସର ଟାଣୁଆ ନେତା ବିଧାୟକ ସୁର ରାଉତରାୟଙ୍କ ବିସ୍ପୋରକ ବୟାନ,ଚର୍ଚାର ବିଷୟ ପାଲଟିଛି। କାରଣ ସୁରଙ୍କ ବାଣ ଭାରି ଟାଣ ଏହି ବାଣରେ,ବିଜେଡି-କଂଗ୍ରେସ ଗଣିତକୁ ପୂରା ଅଡୁଆ ତଡୁଆ କରି ଦେଇଛି । କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ଅଭିଯୋଗ,ପିପିଲି ଉପନିର୍ବାଚନରେ ବିଜେଡି ପାଇଁ କଂଗ୍ରେସ ହିଁ ପ୍ରଚାର କରୁଥିଲା […]
ବାସ୍ତବବ୍ୟୁରୋ:(ବାଙ୍କୀ)ପଂଚାୟତ ନିର୍ବାଚନକୁ ଆଖିରେ ରଖି ସବୁଦଳ ସଜବାଜ ଆରମ୍ଭ କରିସାରିଲେଣି ।ବୁଥ ସ୍ତରରୁ ଦଳର କର୍ମୀମାନଙ୍କୁ ନିଦରୁ ଉଠାଇବା ପାଇଁ ବିଜେଡି,ବିଜେପି ମଧ୍ୟରେ ଲାଗିଗଲାଣି ଛକାପଞ୍ଝା |ଏହି ପରିପେକ୍ଷୀରେ ବାଙ୍କୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁଇଁଚିଆ ଗ୍ରାମପଞ୍ଚାୟତର ମା’ ବନଦୁର୍ଗାଙ୍କ ପୀଠରେ ବିଜେପିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁଇଁଚିଆ ପଞ୍ଚାୟତର ଶତାଧିକ ବିଜେଡି ଓ କଂଗ୍ରେସର ଟାଣୁଆ କର୍ମୀ ଶଙ୍ଖ ଓ ହାତ ଛାଡି ଆପଣେଇଛନ୍ତି […]
ବାସ୍ତବବ୍ୟୁରୋ: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୮ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୭ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୦୯କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୭୪୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୩୩୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୧୩୮୩୩ଜଣ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା […]
ଦେବାଶୀସ ମିଶ୍ର (କଟକ):ଗାନ୍ଧୀ ଜୟନ୍ତୀ ଅବସରରେ ଓଡିଶା-ମୋ ପରିବାର, ଜୀବନ ବିନ୍ଦୁ ଆନୁକୂଲ୍ୟରେ କଟକ ନଗର ମହିଳା ବିଜୁ ଜନତା ଦଳ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର କଟକର ଟାଉନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର କୁ କଟକ-ବାରବାଟୀର ପୂର୍ବତନ ବିଧାୟକ ତଥା କଟକ ବିଜୁ ଜନତା ଦଳର ସଭାପତି ଶ୍ରୀ ଦେବାଶିଷ ସାମନ୍ତରାୟ ଫିତା କାଟି ଉଦଘାଟନ କରିଥୂଲେ। ଅନ୍ୟମାନଙ୍କ ମଧ୍ଯରେ ସାଂସଦ ଶ୍ରୀ ସୁବାସ […]
ଆଶିଷ ନାୟକ(ରାଜକନିକା) ଆଳି ଓ ରାଜକନିକା ମଧ୍ୟରେ ପ୍ରବାହିତ ହେଉଥିବା ଖରୋଶ୍ରୋତା ନଦୀରେ ରାଜ୍ୟ ସରକାରଙ୍କ ୮୯୨କୋଟି ଟଙ୍କାର ବସୁଧା ଯୋଜନାର ମେଘା ପନୀୟ ଜଳ ପ୍ରକଳ୍ପକୁ, ରାଜ୍ୟ ସରକାର ପୁଲିସ ଲଗାଇ ଜୋର ଜବର ଦସ୍ତ କରୁଛନ୍ତି ।ସେପଟେ କଂଗ୍ରେସ ମିଡିଆ ସେଲ ଅଧକ୍ଷ ସତ୍ୟପ୍ରକାଶ ନାୟକ ଏକ ପ୍ରେସ ମିଟ କରି ହାଇଦ୍ରାବାଦ ର ମିଛ ଆଇ ଆଇ ଟି ରିପୋର୍ଟ ର ଗୁମର ଖୋଲିଥିବା ବେଳେ […]
ଦୁଃଶାସନ ପୃଷ୍ଟି(ଭୁବନ )ଢେଙ୍କାନାଳ ଜିଲ୍ଲା ଭୁବନ ଥାନା, ବାରଚକିଆ ଟ୍ରକ ଓ ଲୁହା ଆଙ୍ଗେଲ ଓଡିଶ କାଜୁ ଜଙ୍ଗଲ ରୁ ଜବତ | ଓଡିଶ କାଜୁ ଜଙ୍ଗଲ ରୁ ଏକ ବାର ଚକିଆ ଟ୍ରକ ଜବତ କରା ଯାଇଥିଲା | ଏବଂ କଂସରଗଡା ଜଙ୍ଗଲରୁ ଚୋରା ଲୁହା ଆଙ୍ଗେଲ ଜବତ କରା ଯାଇଥିଲା | ଏକ ବିଶେଷ ସୂଚନା ରୁ ଜଣା ପଡି ଥିଲା ଏକ ବାର ଚକିଆ ଗାଡ଼ିରେ […]


