ବାସ୍ତବବ୍ୟୁରୋ :ଗୋଟିଏ ଦିନରେ ଦୁଇ ଲକ୍ଷରୁ କରୋନା ଅଧିକ ସଂକ୍ରମଣ ଜୀବାଣୁ ରେକର୍ଡ ହେବା ପରେ ଭାରତରେ ମୋଟ ସଂକ୍ରମଣ ଏକ କୋଟି ୪୦ ଲକ୍ଷ ୭୪ ହଜାର ୫୬୪ ରେ ପହଞ୍ଚିଛି। ଏହି ସମୟରେ ଏହି ରୋଗ ହେତୁ ୧୦୩୮ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ କରୋନା ରୋଗର ସକ୍ରିୟ ମାମଲା ବର୍ତ୍ତମାନ ୧ .୪ ମିଲିୟନ ଅତିକ୍ରମ କରିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
ବାସ୍ତବବ୍ୟୁରୋ :(ଭୁବନେଶ୍ବର) ରାଜ୍ୟର କରୋନା ସ୍ତୁତିକୁ ନଜରରେ ରଖି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦଶମ ଏବଂ ଦ୍ବାଦଶ ଶ୍ରେଶୀ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ।ଏହା ସହ ଆସନ୍ତା ୧୯ ତାରିଖ ଠାରୁ ରାଜ୍ୟର ସମସ୍ତ ସ୍କୁଲ ଓ ହଷ୍ଟେଲ ବନ୍ଦ ହେବା ନେଇ ନିର୍ଦେଶନାମା ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ ଅନୁଯାଇ,ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ୧୮.୫.୨୧ ରିଖ ଠାରୁ […]
ବାସ୍ତବବ୍ୟୁରୋ 🙁 କଟକ) ସୁନେଲି ପରଦାର ସୁପରହିଟ ଯୋଡି ବହୁ ଚର୍ଚ୍ଚିତ ବର୍ଷା-ଅନୁଭବ ଏବେ ଅଦାଲତରେ ସୁପରହିଟ |ଆଜି ଦିଲ୍ଲୀ ପଟିଆଲା ତା କାଲି ସୁପ୍ରିମକୋଟ,ଶେଷରେ “ଆରେ ଢମଣା ବୁଲିବାଲିକରି ସେଇ ଅଗଣା” ପାରିବାରିକ ବିବାଦ ପାଖ ଛାଡ଼ୁନି ସାଂସଦ ଅଭିନେତା ଅନୁଭବଙ୍କର । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ କଟକ ଏସଡିଜିଏମ୍ କୋର୍ଟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ନିଜ ସ୍ୱାମୀ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଆଣିଥିବା […]
ବାସ୍ତବବ୍ୟୁରୋ : ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିକି ,ପିପିଲି ଉପନିର୍ବାଚନ ପାଇଁ ପୁଣି ଥରେ ବିଜ୍ଞପ୍ତି ଜାରିହେବ । ସେ କହିଛନ୍ତି ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଛି | ନିର୍ବାଚନ କମିଶନ ପିପିଲି ନେଇ ସାନି ବିଜ୍ଞପ୍ତି ପ୍ରକାଶ କରିବେ । ନିର୍ବାଚନ ତାରିଖ ସ୍ଥିର କରିବେ ନିର୍ବାଚନ ଆୟୋଗ ।ବିଜ୍ଞପ୍ତି […]
ବାସ୍ତବବ୍ୟୁରୋ :ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଗୋଟିଏ ଦିନ ପରେ,ବିଜେପି ନେତା ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ, ଗଣମାଧ୍ୟମ ଜରିଆରେ ଓଡ଼ିଶାବାସୀଙ୍କୁ ପ୍ରଶ୍ନ କରିଛନ୍ତି |କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବାର ୪ ଦିନ ବିତିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ରହିଛନ୍ତି ? ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଓଡ଼ିଶା ପୁଲିସର ଅପରାଧୀକୁ ଧରିବାରେ ବିଫଳ ।ଗାଙ୍ଗଷ୍ଟର […]
ବାସ୍ତବବ୍ୟୁରୋ :ଗୁରୁବାର ଭୋର ୪ଟା ସମୟରେ ଥରିଲା ରାୟଗଡା,ଅନୁଭୂତ ହେଲା ମୃଦୁ ଭୂକମ୍ପ ।ମିଳିଥିବା ସୂଚନାନୁଯାୟୀ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲେ ମଧ୍ୟ, ଏବେ ଯାଏଁ ଭୁକମ୍ପ ତ୍ରିବତା ରିକ୍ଟର ସ୍କେଲ୍ର କେତେ ଥିଲା , ତାହା ଜଣାପଡିନାହିଁ । ସୂଚନାନୁଯାୟୀ ,ଆଜି ଭୋର ୪ଟା ରେ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଲୋକେ ନିଜ ଘରୁ […]
ବାସ୍ତବବ୍ୟୁରୋ :ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନା, ସଂକ୍ରମଣର ତରଙ୍ଗ କାୟା ବିସ୍ଥାରୁଛି । ସରକାରଙ୍କ ପକ୍ଷରୁ ସଂକ୍ରମଣକୁ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଲକ୍ଡାଉନ୍ ସପକ୍ଷରେ କେହି ନଥିଲେବି ପରିବେଶ ଓ ପରିସ୍ତିତିକୁନେଇ ସୁନ୍ଦରଗଡ଼ ର ବଡଗାଁ ପଞ୍ଚାୟତକୁ ସରପଞ୍ଚ ୩ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି । , ସୁନ୍ଦରଗଡ଼ ବଡଗାଁ ପଞ୍ଚାୟତରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି, ସ୍ଥାନୀୟ ସରପଞ୍ଚକଡ଼ା ପଦକ୍ଷେପ […]
ବାସ୍ତବବ୍ୟୁରୋ : ପିପିଲି ଉପ ନିର୍ବାଚନର ,କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ।ଆଉ ଦୁଇ ଦିନ ପରେ ହୋଇଥାନ୍ତା ନିର୍ବାଚନ ହେଲେ କରୋନାରେ ଦେହାନ୍ତ ଘଟିଥିବା କୁହାଯାଏ । ଭୁବନେଶ୍ଵର ସ୍ଥିତ ଆପୋଲ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ଅଜିତ ମଙ୍ଗରାଜ |ଏପ୍ରିଲ ୭ ତାରିଖରେ ସେ ଅସୁସ୍ଥ ହେବାପରେ କରନା ପରୀକ୍ଷା ରେ, ୧୦ ତାରିଖରେ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଥିଲା | ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି (ବୁଧବାର) […]
ବାସ୍ତବବ୍ୟୁରୋ 🙁 ଭୁବନେଶ୍ୱର)ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆମ୍ବେଦକରଙ୍କ ୧୩୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ୱର ଏଜି ଛକରେ ଥିବା, ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୁର୍ତିଇରେ ପୁଷ୍ପମାଲ୍ୟ ଅର୍ପଣ କରିବା ଅବସରରେ, ଗଣମାଧ୍ୟମ ପ୍ରତିନିଧି, କରୋନା ଟିକାର ଅଭାବ ନେଇ ଶ୍ରୀ ପ୍ରଧାନଙ୍କ ପ୍ରତିକ୍ରିୟା ଚାହିଁଥିଲେ ।ପ୍ରତିକ୍ରିୟାରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି “ରାହୁଲ ଗାନ୍ଧୀଙ୍କ ଭାଷା କହୁଛନ୍ତି ଏଠାକାର ସ୍ୱାସ୍ଥ୍ୟ ବିଭାଗ […]
ବାସ୍ତବବ୍ୟୁରୋ : ଆଞ୍ଚଳିକ ପାଣିପାଗ ବିଭାଗ କାଳବୈଶାଖୀ ନେଇ ୬ ଜିଲ୍ଲାକୁ ସତର୍କ କରିଛନ୍ତି । ଏହି ୬ ଟି ଜିଲ୍ଲା ଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ରାୟଗଡା ଓ କୋରାପୁଟ | ଅପରାହ୍ନରେ ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ କୁଆପଥର ବର୍ଷା ଆଶଙ୍କା କରାଯାଇଛି। ଏହି ସମୟରେ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା ଅଛି |ଅନୁଗୁଳ ଜିଲ୍ଲା ସହ ଢେଙ୍କାନାଳ ଜିଲ୍ଲାର […]