ବାସ୍ତବବ୍ୟୁରୋ: ଢେଙ୍କାନାଳରେ ପୋଲିସ ଜନସାଧରଙ୍କୁ ମାସ୍କ ଚେକିଂ ନାଁରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ନିତିଦିନିଆ । ହେଲେ ଜଣେ କୋର୍ଟ କର୍ମଚାରୀଙ୍କୁ ପୋଲିସ ଅଶାଳୀନ ବ୍ୟବହାର କରିବାକୁ ନେଇ ଜିଲ୍ଲା ଓକିଲ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବାସହ, ଜିଲ୍ଲା ଓକିଲ ସଂଘର ଶତାଧିକ ଆଇନଜୀବୀ କୋର୍ଟରୁ ଏକ ବିଶାଳ ଶୋଭାଯାତ୍ରାରେ ପୋଲିସର ମାନମାନି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରି ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ଏସପିଙ୍କ ଚାମ୍ବରରେ ପଶି ରିଲିଫ […]
ଲୋକମାନେ ଟିକା ନେବା ପୂର୍ବରୁ ଶରୀରରେ କୁପ୍ରଭାବ ଓ ସୁପ୍ରଭାଵ କୁ ନେଇ ଅନେକ ଚିନ୍ତାରେ ପଡନ୍ତି, ଏହି ଚିନ୍ତାଧାରାକୁ ଦୂର କରିବା ପାଇଁ ଶରୀରରେ ଜଳର ଅଭାବ ନହେବା ଜରୁରୀ ତା’ସହ ବିଶେଷଜ୍ଞ ଙ୍କ ପରାମର୍ଶ ବି ଜରୁରୀ | ବାସ୍ତବବ୍ୟୁରୋ:କରୋନାର ଦ୍ୱିତୀୟ ତରଙ୍ଗ ଜୋରସୋରରେ କାୟା ମେଲି ଚାଲିଛି ,ସେହିଭଳି ଦେଶରେ ଟୀକାକରଣ ପ୍ରକ୍ରିୟା ମଧ୍ୟ ଜୋରସୋରରେ ଚାଲିଛି।ହେଲେ କାହିଁ ନାକାହିଁ ଟିକା ନେବାରେ ପାର୍ଶ୍ୱ ପ୍ରତିକ୍ରିୟା […]
ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୬୩ ,୨୯୪ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଗତ ୨୦ ଦିନ ମଧ୍ୟରେ ମୁମ୍ବାଇରେ ୧ ,୫୪ ,୩୦୦ ଲୋକ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଚିନ୍ତାର କାରଣ ହୋଇଛି। ବାସ୍ତବବ୍ୟୁରୋ:(ମୁମ୍ବାଇ)କରୋନାର ଦ୍ୱିତୀୟ ତରଙ୍ଗ ଶୀଘ୍ର ଲୋକଙ୍କୁ ବେକାବୁ କରି ଚାଲିଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ କରୋନା ମାମଲା […]
ବାସ୍ତବବ୍ୟୁରୋ: (ଭୁବନେଶ୍ୱର) ସାରା ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି ।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୪୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାର ଦ୍ୱିତୀୟ ଲହରରେ ଭୁବନେଶ୍ବରରୁ ପ୍ରତିଦିନ ପ୍ରାୟ ୧୫୦ ଜଣ ଆକ୍ରାନ୍ତ ବାହାରୁଛନ୍ତି । ବିଏମ୍ସି ସୂଚନା ଅନୁସାରେ ମୁଖ୍ୟତଃ ଅନ୍ୟ ରାଜ୍ୟ ବା ସହରରୁ ରେଳ ଯୋଗେ ଭୁବନେଶ୍ୱର […]
ବାସ୍ତବବ୍ୟୁରୋ: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସଙ୍କ କହିବାନୁସାରେ,କାଳବୈଶାଖୀ ବର୍ଷା ରାଜ୍ୟର ୧୧ଟି ଜିଲ୍ଲାରେ ହେବାର ସମ୍ଭାବନା ଅଛି।ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ,ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ।ତାତି କମିବା ସହ ପାଗ ଥଣ୍ଡାଳିଆ ରହିବ।ଗତକାଲି କୋରାପୁଟ ଜିଲ୍ଲା ଲମତାପୁଟଠାରେ ସର୍ବାଧିକ ୮୦ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି କଳାହାଣ୍ଡି ଲାଞ୍ଜିଗଡ଼ରେ ୩୦ ମିମି, କନ୍ଧମାଳ ନୂଆଗାଁ […]
ବାସ୍ତବବ୍ୟୁରୋ: ସାରା ଦେଶରେ ଆରମ୍ଭ ହୋଇଛି ଟିକା ଉତ୍ସବ ।ରାଜ୍ୟରେ ୯୦୦ ଟିକା କରଣ କେନ୍ଦ୍ର ଟିକା ଅଭାବରୁ ବନ୍ଦ ହୋଇଯାଇଥିବାବେଳେ, ୧୪ ତାରିଖ ଯାଏ ଚାଲିବ କରୋନା ଟିକା ଉତ୍ସବ | ପ୍ରଧାନମନ୍ତ୍ରୀଙ୍କ ଟୀକା ଉତ୍ସବ ଘୋଷଣା ଓ ରାଜ୍ୟରେ ଟୀକା ଅଭାବ କାହିଁନା କାହିଁ ତାଳ ମେଲର ଅଭାବ |ଖାଲି ଓଡିଶା ନୁହେଁ ସବୁ ରାଜ୍ୟର ଟୀକାର ସ୍ତିତି ବୁଝି ଏ ସିଧ୍ୟାନ୍ତରେ ପହଂଚିବାର ଥିଲା |ଓଡ଼ିଶାରେ […]
ବାସ୍ତବବ୍ୟୁରୋ: ୧୮ ଦିନ ପର୍ଯ୍ୟନ୍ତ ହାଇଦର ବଡ଼ ମେଡିକାଲରେ କରୁଥିଲା କଣ ?କାହିଁକି ହେଲା ବୁର୍ଲାରୁ କଟକ ରେଫର ?ଯଦି ସ୍ୱାସ୍ଥ ଭଲ ଥିଲା କାହିଁକି ଜେଲ ପଠାଯାଇନଥିଲା ? ଏମିତି ଅନେକ ପ୍ରଶ୍ନ ହେଲେ ଏ ପ୍ରଶ୍ନ ଆମର ନୁହେଁ ଖୋଦ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ |ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି | ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବାପରେ, ଡିଜିଙ୍କ କ୍ୟାମ୍ପ ଅଫିସରେ […]
ଗତ ୨୪ ଘଣ୍ଟା ମଧ୍ୟରେ ୧୩୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୯୫୬୧ରେ ପହଞ୍ଚିଛି । ଏଥି ମଧ୍ୟରୁ ୭୯୭୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୩୯୬୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏସସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର । ପୋଲିସ କମିଶନର କହିଛନ୍ତି ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଏସପିଙ୍କୁ ଏନେଇ ଆଲର୍ଟ କରାଯାଇଛି । ମୟୁରଭଞ୍ଜ […]
ବାସ୍ତବବ୍ୟୁରୋ:କଟକ ବଡ ମେଡିକାଲ ସର୍ଜରୀ ଓ୍ଵାର୍ଡ କ୍ୟାବିନ୍ ନମ୍ବର ୫ ରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର। ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ସ୍ପଷ୍ଟ କରିଛନ୍ତିଯେ ସୁରକ୍ଷାକର୍ମୀଙ୍କୁ ସାନିଟାଇଜର ସ୍ପ୍ରେ କରି ଡାକ୍ତରଖାନା ବେଡ୍ରୁ ଛୁ ମାରିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। କଟକରେ ସର୍ଚ୍ଚ ଅପରେସନ ଜୋରଧରିଛି ହାଇଦର ଧରିବା ପାଇଁ |ଡିସିପିଙ୍କ ନେତୃତ୍ଵରେ ଅପରେସନ ଜୋରଦାର ଜାରି ରହିଛି। ଗ୍ୟାଙ୍ଗଷ୍ଟର ହାଇଦର ପାଇଁ ଡାକ୍ତରଖାନାରେ ୪ ସୁରକ୍ଷାକର୍ମୀ ନିୟୋଜିତ ଥିଲେ […]
ବାସ୍ତବବ୍ୟୁରୋ:ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦି ଆ ଶନିବାର କହିଛନ୍ତି ଯେ ବିକାଶ ପାଇଁ ଦୂରଦୃଷ୍ଟି ଥିବା ଏକମାତ୍ର ନେତା ଅରବିନ୍ଦ କେଜ୍ରିୱାଲ ଏବଂ ସାଧାରଣ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିବା ଉଚିତ। ଏଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିସୋଦିଆ ଦାବି କରିଛନ୍ତି ଯେ ଯେଉଁଠାରେ ନିର୍ବାଚନ ଚାଲିଛି ସେହି ରାଜ୍ୟରେ ଶାସନର ‘କେଜ୍ରିୱାଲ ମଡେଲ’ ଅନୁସରଣ କରିବାକୁ ସମସ୍ତ […]