ବାସ୍ତବବ୍ୟୁରୋ:( ଭୁବନେଶ୍ୱର) ସବୁ କଳ୍ପନା ଜଳ୍ପନାର ଶେଷ ରାଜ୍ୟରେ ଲାଗିଲା ଲକଡାଉନ୍ । କରୋନା ସଂକ୍ରମଣର କାୟା ବିସ୍ତାରକୁ ରୋକିବାକୁ ଶେଷ କଡା ପଦକ୍ଷେପ ନେଲେ ରାଜ୍ୟ ସରକାର ।କରୋନା ସଂକ୍ରମଣ ଚେନରେ ବ୍ରେକ୍ ଦେବାକୁ ପ୍ରଧାନମନ୍ତ୍ରୀ କିଛିଦିନ ପୂର୍ବରୁ କହିଥିଲେକି ଲକଡାଉନ ଶେଷ ବିକଳ୍ପ ରୂପେ ନିଆଯାଉ ।ତାହା ଆଜି ଓଡ଼ିଶାରେ କାର୍ଯ୍ୟକାରୀ ହୋଇଛି| ରାଜ୍ୟ ସରକାର ରାଜ୍ୟରେ କରୋନା ଚେନ ଛିଡ଼ାଇବା ପାଇଁ ଲଗାଇଛନ୍ତି ୧୪ ଦିନିଆ […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୬୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୬୨୬୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୯୪୫୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୯୧୦୪୮ଜଣ ସୁସ୍ଥ ହୋଇ ଘରକୁ […]

ବାସ୍ତବବ୍ୟୁରୋ: ଭୁବନେଶ୍ୱର :ରାଜ୍ୟବାସୀ ଆଜି ଟିକେ ଆଶ୍ଵସ୍ଥ କାରଣ ଗତକାଲି ତୁଳନାରେ ଆଜି,କରୋନା ମିଟର ତଳମୁହାଁ | ଗତକାଲି ୧୦ ହଜାର ୪୧୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ୮ହଜାର ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ଆଜିବି ଆଗରେ ଅର୍ଥାତ ଖୋର୍ଦ୍ଧା ଜିଲ୍ ସର୍ବାଧିକ ୧୨୭୫ ଆକ୍ରାନ୍ତ ଚିହ୍ନଟ […]

ବାସ୍ତବବ୍ୟୁରୋ:କରୋନାକୁ ରୋକିବା ଏବଂ ନିୟନ୍ତ୍ରଣ କରିବା ପାଇଁ ନେପାଳ ସରକାରଙ୍କ ଦ୍ୱାରା ଗଠିତ ବୋର୍ଡ ଅଫ୍ ଡାଇରେକ୍ଟର୍ସ (ସିସିଏମ୍ସି) ସମୁଦାୟ ୩୫ ଟି ମଧ୍ୟରୁ ୨୨ ଟି ସୀମାକୁ ବନ୍ଦ କରିଦେଇଛି | ଲୋକମାନେ କେବଳ ୧୩ ଟି ସୀମାରୁ ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରୁ ଆସିପାରିବେ | ସିଂ ଦାର୍ବାର କାଠମାଣ୍ଡୁରେ ଅନୁଷ୍ଠିତ ଏକ ସଭାରେ ଏହି ନିଷ୍ପତ୍ତି ନିଆଯାଇଛି। ସମସ୍ତ ସରକାରୀ କାର୍ଯ୍ୟାଳୟର କେବଳ ଏକ ଚତୁର୍ଥାଂଶ ଖୋଲିବାକୁ […]

ବାସ୍ତବବ୍ୟୁରୋ:ଦେଶରେ କରୋନା ବିପର୍ଯ୍ୟୟର ତାଣ୍ଡବ ସଭିଙ୍କ ମୁହଁରୁ ହସ ଲୁଟି ନେଇଛି,ଘରେ ବାହାରେ ସବୁଠି ବିଷାଦର ଛୟା ।ଏଭଳି ପରିସ୍ଥିତିରେ ଯେଉଁଠାରେ କେନ୍ଦ୍ର ଏବଂ ରାଜ୍ୟ ସରକାର କରୋନା ବିରୋଧରେ ଯୁଦ୍ଧ କରୁଛନ୍ତି, ଅନ୍ୟପକ୍ଷରେ ସିନେମାର ତାରକାମାନେ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ବଲିଉଡ ସେଲିବ୍ରେଟମାନେ ନିଜ ସ୍ତରରେ ସାହାଯ୍ୟ କରୁଛନ୍ତି, ଏହି ସମୟରେ ସ୍ୱର କୋକିଳା ଲତା ମଙ୍ଗେଶକର ଏହି ଯୁଧ୍ୟରେ ନିଜର ସହଯୋଗ ପାଇଁ ଆଗେଇ […]

ବାସ୍ତବବ୍ୟୁରୋ:ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତା ସୋମବାର ଠାରୁ ଭବନେଶ୍ଵର ରେ ଆରମ୍ଭ ହେବ । ହେଲେ ଏଥିପାଇଁ ସ୍ଲୁଟ୍ ବୁକିଂ ଆରମ୍ଭ ହେବାର କେଇ ମିନିଟ୍ ଭିତରେ ସମସ୍ତ ସ୍ଲଟ୍ ଶେଷ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରେସମିଟ୍ କରି ସୂଚନା ଦେବା ସହ, ଆଜି ସନ୍ଧ୍ୟାରୁ ଏଥିପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ ବୋଲି କହିଥିଲେ।କିନ୍ତୁ ଭୁବନେଶ୍ୱରରେ ମେ ୭ ତାରିଖ ଯାଏଁ ସମସ୍ତ ସ୍ଲଟ୍ ବୁକିଂ […]

ବାସ୍ତବବ୍ୟୁରୋ:କରୋନା ଜୀବାଣୁ ବିନାଶର କେଉଁ ରୂପ କେତେବେଳେ ଦେଖାଇବ ତାହା କେହି ଜାଣନ୍ତି ନାହିଁ | କରୋନା ସଂକ୍ରମଣରେ ଭାରତ ବିଶ୍ୱର ପ୍ରଥମ ଦେଶ ଯେଉଁଠାରେ ଗୋଟିଏ ଦିନରେ ୪ ଲକ୍ଷରୁ ଅଧିକ ସକାରାତ୍ମକ ମାମଲା ଦେଖିବାକୁ ମିଳିଛି। ଏହା ଭାବିଲେ ନିଜେକୁ ଡର ଲାଗୁଛି | ଶୁକ୍ରବାର ଦିନ, କରୋନା ଦେଶରେ ସର୍ବାଧିକ ୪ ଲକ୍ଷ ୦୨ ହଜାର ୧୧୦ ନୂତନ ମାମଲା ରେକର୍ଡ ହୋଇଛି , ଯାହା […]

ବାସ୍ତବବ୍ୟୁରୋ:(ରାଜନଗର)ପର୍ଯ୍ୟଟକଙ୍କ ପାଇଁ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ କରାଯାଇଛି ।ଏହା ପର୍ଯ୍ୟଟକଙ୍କ ପାଇଁ, ମେ ୧ରୁ ଜୁଲାଇ ୩୧ ତାରିଖ ୩ ମାସ ବନ୍ଦ ରହିବ। ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ବିଶ୍ଵ ପ୍ରସିଦ୍ଧି ଲାଭ କରିଛି। ଏହି ସମୟ କୁମ୍ଭୀରଙ୍କ ପ୍ରଜନନ ଋତୁ ହୋଇଥିବାରୁ କୁମ୍ଭୀରମାନେ ସ୍ଥଳ ଭାଗକୁ ଉଠି ସୁରକ୍ଷିତ ସ୍ଥାନ ବାଛି ବସା ବାନ୍ଧି ଅଣ୍ତା ଦେଇଥାନ୍ତି। ଏହି ପ୍ରଜନନ ଋତୁରେ ମା କୁମ୍ଭୀର […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୪୧୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୫୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୫୪୬୦୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୭୦୮୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୮୫୪୧୪ଜଣ ସୁସ୍ଥ ହୋଇ ଘରକୁ […]

ବାସ୍ତବବ୍ୟୁରୋ: ଗତ ଏପ୍ରିଲ ୨୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ୍‌-୧୯ ହସ୍ପିଟାଲରେ ପରିଣତ କରିବା ପାଇଁ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ।ଶ୍ରୀ ପ୍ରଧାନଙ୍କ ଅନୁରୋଧ ରକ୍ଷା କରି ଏମସିଏଲ୍ ହସ୍ପିଟାଲକୁ କୋଭିଡ୍‌-୧୯ ହସ୍ପିଟାଲରେ ପରିଣତ କରିବାକୁ ଆଜି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅନୁମତି ଦେଇଛନ୍ତି। ଏନେଇ ଟୁଇଟ କରି ଧର୍ମେନ୍ଦ୍ର […]

Pin It on Pinterest