ବାସ୍ତବବ୍ୟୁରୋ:( ଭୁବନେଶ୍ଵର) ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ, ମେ ମାସ ଆରମ୍ଭରୁ ସମସ୍ତଙ୍କୁ ଛାନିଆ କରିଛି । ରାଜ୍ୟରେ କରୋନା ଗ୍ରାଫ୍ ହୋଇଛି ଉପରମୁହାଁ । ଗତ ୨୪ ଘଂଟାରେ ୧୦ ହଜାର ୪୧୩ ସଂକ୍ରମିତ ଚିହ୍ନଟ। ଏମାନଙ୍କ ମଧ୍ୟରୁ ୫୮୮୭ ଜଣ କ୍ୱାରେନଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୪୫୨୬ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବାର ସୂଚନା । ସର୍ବାଧତ୍କ ୧୭୯୬ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ,ସୁନ୍ଦରଗଡ଼ରୁ ୧୧୦୦ ଜଣ ଓ […]
ବାସ୍ତବବ୍ୟୁରୋ:( ଭୁବନେଶ୍ଵର) ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସମସ୍ତଙ୍କ ମୁହଁରୁ ହସ ଲିଭି ଯାଇଛି | ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗି ଚାଲିଛି । ଲୋକଙ୍କ ମନରେ ନାହିଁ ନଥିବା ଡର ବସାବାନ୍ଧିଛି ।ଏହି ପରିସ୍ଥିତିରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି, ରାଜ୍ୟ ବ୍ୟବସାୟୀ ମହାସଂଘ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତିକି ମେ ୩ରୁ ୧୫ ପର୍ଯ୍ୟନ୍ତ ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବଜାର ବନ୍ଦ ରହିବ।ରାଜ୍ୟ ସରକାରଙ୍କୁ […]
ବାସ୍ତବବ୍ୟୁରୋ:କରୋନା ଜୀବାଣୁ ଦ୍ୱାରା ବୃଦ୍ଧି ପାଉଥିବା ରୋଗୀଙ୍କ ମଧ୍ୟରେ ଅନେକ ପ୍ରକାରର ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି ହୁଏ | ସବୁଠୁ ବଡ ଦ୍ୱନ୍ଦ୍ୱ ହେଉଛି ଯଦି ରୋଗୀ ସଂକ୍ରମିତ ହେବା ପରେ ଘରେ ବିଚ୍ଛିନ୍ନ ହୋଇ ରୁହନ୍ତି , ତେବେ ତାଙ୍କୁ କେତେ ଦିନ ଏକୁଟିଆ ରହିବାକୁ ପଡ଼ିବ? ଘର ବିଚ୍ଛିନ୍ନତା ବିଷୟରେ ଦିଲ୍ଲୀ AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ ରୋଗୀକୁ ଅତି କମରେ ୧୦ ଦିନ […]
ବାସ୍ତବବ୍ୟୁରୋ:ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ କରୋନା ସଂକ୍ରମିତ ହୋଇଛନ୍ତି। ସେ ନିଜେ ଏହି ସୂଚନା ଟୁଇଟ୍ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କର ସାମାନ୍ୟ ଲକ୍ଷଣ ଅଛି, ଯେଉଁଥିପାଇଁ ସେ ନିଜକୁ ଘରେ ଅଲଗା କରିଦେଇଛନ୍ତି | ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି କହିଛନ୍ତି, ‘ମୋର କରୋନା ରିପୋର୍ଟ ସକରାତ୍ମକ ହୋଇଛି ଏବଂ ମୋର ସାମାନ୍ୟ ଲକ୍ଷଣ ଅଛି। ମୁ ଏକାନ୍ତ ବାସରେ ଅଛି […]
ବାସ୍ତବବ୍ୟୁରୋ:ବରିଷ୍ଠ ସାମ୍ବାଦିକ ତଥା ଅଜ ଟାକଙ୍କ ଶକ୍ତିଶାଳୀ ଆଙ୍କର୍ ରୋହିତ ସର୍ଦ୍ଦାନା ଆଉ ନାହାଁନ୍ତି। ହୃଦଘାତ କାରଣରୁ ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପତ୍ନୀ ଏବଂ ଦୁଇ ଝିଅ ଅଛନ୍ତି। ରୋହିତଙ୍କର କିଛି ଦିନ ପୂର୍ବରୁ କୋଭିଡ ସଂକ୍ରମଣ ହୋଇଥିଲା କିନ୍ତୁ ସେ ଏଥିରୁ ବାହାରକୁ ଆସୁଥିଲେ ଏବଂ ସକ୍ରିୟ ଥିଲେ। ଗୁରୁବାର ରାତି ପର୍ଯ୍ୟନ୍ତ ସେ ଅନୁଷ୍ଠାନ ଏବଂ ତାଙ୍କର ଅନ୍ୟ ସହକର୍ମୀଙ୍କୁ ଉତ୍ସାହିତ କରିଥିଲେ। […]
ବାସ୍ତବବ୍ୟୁରୋ:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୮୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୪୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୪୪୧୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୧୬୯୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୮୦୪୦୦ଜଣ ସୁସ୍ଥ ହୋଇ ଘରକୁ […]
ବାସ୍ତବବ୍ୟୁରୋ: ମହିଳା ଆୟୋଗ, ଗର୍ଭବତୀ ମହିଳାଙ୍କ ପାଇଁ ଜାରିକଲେ ହେଲ୍ପ ଲାଇନ ନମ୍ବର |ରାଷ୍ଟ୍ରୀୟ ମହିଳା ଆୟୋଗ ସାରା ଦେଶରେ ଗର୍ଭବତୀ ମହିଳାମାନଙ୍କୁ ଚିକିସ୍ଛା ସହଯୋଗ ଯୋଗାଇ ଦେବା ପାଇଁ ଏକ ହ୍ଵାଟ୍ସଆପ ହେଲ୍ପଲାଇନ ନମ୍ବର ଆରମ୍ଭ କରିଛନ୍ତି | ଆୟୋଗ ପକ୍ଷରୁ ଗୁରୁବାର ଦିନ ଜାରି ପ୍ରେସ ଇସ୍ତାହାର କୁହାଯାଇଛିକି,ଗର୍ଭବତୀ ମହିଳାଙ୍କ ଚିକିସ୍ଛାରେ ଅବହେଳା ପରିଲକ୍ଷିତ ହେଉଥିବାର ସୂଚନା ମିଳିବାପରେ,ହେଲ୍ପଲାଇନ ନମ୍ବର ଜାରି କରିବା ପାଇଁ ସିଧ୍ୟାନ୍ତ ନିଆଯାଇଛି […]
ବାସ୍ତବବ୍ୟୁରୋ:ଭୁବନେଶ୍ବର : କରୋନା ସଂକ୍ରମଣର କାୟା ବିସ୍ତାରକୁ ନଜରରେ ରଖି ରେଳବାଇ ପକ୍ଷରୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୩ଟି ସ୍ବତନ୍ତ୍ର ଟ୍ରେନ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି । ବିଶାଖାପାଟଣା-ରାୟଗଡ଼ା-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍(୦୮୫୦୮/୦୮୫୦୭) ଏପ୍ରିଲ ୩୦ରୁ ବିଶାଖାପାଟଣା ଓ ରାୟଗଡାରୁ ମେ’ ୧ରୁ, ବିଶାଖାପାଟଣା-ଗୁଣୁପୁର-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍(୦୮୫୨୨/୦୮୫୨୧) ଏପ୍ରିଲ ୩୦ରୁ ଉଭୟ ଦିଗରୁ ବାତିଲ ରହିବ। ବିଶାଖାପାଟଣା-ପଲାସା-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍(୦୮୫୩୨/୦୮୫୩୧) ଏପ୍ରିଲ ୩୦ରୁ ବିଶାଖାପାଟଣାରୁ ଓ ପଲାସାରୁ […]
ବାସ୍ତବବ୍ୟୁରୋ:(ଭୁବନେଶ୍ବର)ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାଇ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଯୋଗୁ ରାଜ୍ୟରେ, ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି ।ହେଲେ ତାପମାତ୍ରା ଉପରେ ଏହାର ତତ୍କ୍ଷଣାତ୍ ପ୍ରଭାବ ପଡ଼ିବ ନାହିଁ। ୨ ତାରିଖରୁ ସାରା ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ। ୩ରୁ କାଳବୈଶାଖୀ ବଢ଼ିବ । ୮ ତାରିଖ ଯାଏଁ […]
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ) କିମ୍ବଦନ୍ତୀ କ୍ରିକେଟ୍ ସଚିନ ତେନ୍ଦୁଲକର ଗୁରୁବାର ଦିନ କୋଭିଡ -୧୯ (COVID-19) ରୋଗୀଙ୍କ ପାଇଁ ଅକ୍ସିଜେନ୍ କନ୍ସେଣ୍ଟ୍ରେଟର କିଣିବା ଉଦ୍ଦେଶ୍ୟରେ ଏକ କୋଟି ଟଙ୍କା ଦାନ କରିଛନ୍ତି। ଏହି ମହାମାରୀ ସହ ଦେଶ ସଂଘର୍ଷ କରୁଥିବା ସମୟରେ ତେନ୍ଦୁଲକର ଏହି ରାଶି ଦାନ କରିଛନ୍ତି। ଭାରତରେ ସଂକ୍ରମିତ କୋଭିଡ -୧୯ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବୁଧବାର ଦିନ ଗୋଟିଏ ଦିନରେ ସର୍ବାଧିକ ତିନି ଲକ୍ଷ […]


