ବାସ୍ତବବ୍ୟୁରୋ:ବିହାରରେ କରୋନା ଭାଇରସ୍ ଏପରି ଦୃଶ୍ୟ ଦେଖାଉଛି ଯାହା ବିଷୟରେ କେହି ଶୁଣିବାକୁ ଚାହାଁନ୍ତି ନାହିଁ | ପୁଅ ମାଆର ଆଖି ସାମ୍ନାରେ, ପୁଅ ସାମ୍ନାରେ ପିତାଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ, ଏବଂ ବର୍ତ୍ତମାନ ଏକ ଦୃଶ୍ୟ ଯାହା ସମସ୍ତଙ୍କ ଆଖିରୁ ଲୁହ ଭରି ଦେଇଛି | ବାପାଙ୍କ ମୃତ ଶରୀର ଉପରେ ଶୋଇ ୬ ବର୍ଷ ର ଝିଅ ଖେଳୁଥିଲା |୬ ବର୍ଷର ଝିଅ ବାପାଙ୍କ ମୃତଦେହ ସହିତ ରାତିସାରା […]

ବାସ୍ତବବ୍ୟୁରୋ:(ଓ୍ୱାଶିଂଟନ) କରୋନା ଆତଙ୍କରେ ବିଶ୍ୱ ଯେତେବେଳେ ତ୍ରାହି ତ୍ରାହି ଡାକୁଛି,ଏହି ସମୟରେ ଏମିତ ଏକ ଖବର ଆସିଛି ଯେ,ଯେଉଁ ମାନେ କରୋନାର ଦୁଇଟି ଡୋଜ ଟୀକା ନେଇସାରିଛନ୍ତି ମାସ୍କ ପିନ୍ଧିବାର ଆଵଶ୍ୟକତା ନାହିଁ |ଏ ଖାବର ଆମେରିକା ସରକାରଙ୍କର | ଆମେରିକାର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି, ଯେଉଁମାନେ ଟିକା ନେଇଛନ୍ତି ସେମାନେ ସର୍ବସାଧାରଣ ଜାଗାରେ ମାସ୍କ ଲଗାଇବାର ଆବଶ୍ୟକତା ନାହିଁ। ସ୍ୱାସ୍ଥ୍ୟ ବିଭାଗ ଏକ ପ୍ରେସ ରିଲିଜ୍ ଜାରି […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର) କରୋନା ମହାମାରୀ ସଂକ୍ରମଙ୍କୁ ନଜରରେ ରଖି ,ଏବେ ଟ୍ରେନରେ ବି କ୍ୟାଟରିଂ ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଛି |ଇଷ୍ଟକୋଷ୍ଟ ରେଲୱେ ସୂଚନାନୁଯାଇ, ଆଜିଠାରୁ ପୁରୀ-ନୂଆଦିଲ୍ଲୀ ପୁରଷୋତ୍ତମ ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ। ପୁରୀରୁ ଛାଡ଼ିବାକୁ ଥିବା ଏକ୍ସପ୍ରେସରେ କ୍ୟାଟରିଂ ବନ୍ଦ। ହେଲେ ଦିଲ୍ଲୀରୁ ଛାଡ଼ିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସରେ ୩୦ ତାରିଖରୁ କ୍ୟାଟରିଂ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଟ୍ରେନ ଯାତ୍ରୀମାନେ ନିଜ ଖାଦ୍ୟ ବ୍ୟବସ୍ଥା ନିଜେ କରିବାପାଇଁ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଆଜି ରାଜ୍ୟରେ ଗତକାଲି ତୁଳନାରେ ଦୈନିକ ସଂକ୍ରମଣ କମିଛି |ରାଜ୍ୟରେ ୬୯୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସତ ହେଲେ ଲୋକଙ୍କ ମନରେ ଡର ବଢି ବଢି ଚାଲିଛି । ଗତ କାଲିଠାରୁ ଆଜି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମିଥିଲେବି ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲା ତାଲିକାରେ ରହିଛି | ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୯ ସଂକ୍ରମିତ ଚିହ୍ନଟହୋଇଥିବା ବେଳେ, କଟକରୁ ୫୧୭ ସୁନ୍ଦରଗଡ଼ରୁ ୪୭୪, ନୂଆପଡ଼ାରୁ ୪୨୦, ଝାରସୁଗୁଡ଼ାରୁ […]

ଆଜି ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ୩୦୨ଟି କେନ୍ଦ୍ରରେ ଟିକାକରଣ କରାଯିବାକୁ ଯୋଜନା ଥିବାବେଳେ ବାଲେଶ୍ବର , ଭଦ୍ରକ , ବୌଦ୍ଧ , କଟକ , ଯାଜପୁର , ଝାରସୁଗୁଡ଼ା , କେନ୍ଦ୍ରାପଡ଼ା , କେନ୍ଦୁଝର , ଖୋର୍ଦ୍ଧା , କୋରାପୁଟ , ମୟୂରଭଞ୍ଜ ଓ ପୁରୀ ଜିଲାରେ ଟିକାକରଣ ବନ୍ଦ ରହିବ ।ଖୋର୍ଦ୍ଧା ଜିଲ୍ଲାରେ ଟିକାକରଣ ବନ୍ଦ ହେବାକୁ ଥିବାବେଳେ ରାଜଧାନୀ ଭୁବନେଶ୍ବର ଅଞ୍ଚଳରେ କିନ୍ତୁ ଟିକାକରଣ ଚାଲିବ ବୋଲି ସୂଚନା ଦିଆଯାଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୨ ଜଣ କରୋନା […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୮୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୧୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୨୮୫୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୫୨୪୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୭୧୨୦୦ଜଣ ସୁସ୍ଥ ହୋଇ […]

ବାସ୍ତବବ୍ୟୁରୋ:ରାଜ୍ୟରେ ଗତ କିଛି ଦିନ ଧରି ୬ ହଜାର ଟ୍ରେଣ୍ଡରେ ରହିଥିବା କରୋନା ହଠାତ୍‌ ୮ ହଜାର ଟପିଛି । ଗତ ୨୪ ଘଂଟାରେ ରାଜ୍ୟରେ ୮୩୮୬ କରୋନା ସଂକ୍ରମିତ ।ସବୁ ଜିଲ୍ଲା ଠାରୁ ଖୋର୍ଦ୍ଧା ଜିଲ୍ଲାରୁ ପୁଣି ଥରେ ସର୍ବାଧିକ ୧୮୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୯୩୩, କଟକରୁ ୪୯୬, ଝାରସୁଗୁଡ଼ାରୁ ୪୩୩, ନବରଙ୍ଗପୁରରୁ ୩୮୮, ବଲାଙ୍ଗିରରୁ ୩୫୮, ଅନୁଗୁଳରୁ ୩୪୭, ସମ୍ବଲପୁରରୁ ୩୦୭, ମୟୂରଭଞ୍ଜରୁ […]

ବାସ୍ତବବ୍ୟୁରୋ:ଖାଦ୍ୟର ସ୍ୱାଦ କିମ୍ବା ସାଲାଡ ପ୍ଲେଟର ସୌନ୍ଦର୍ଯ୍ୟ ବଢ଼ାଇବା,ପିଆଜ ବିନା ଅସମ୍ପୂର୍ଣ୍ଣ | ପିଆଜ କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ ବରଂ ଏହାର ନିୟମିତ ବ୍ୟବହାର ଜଣେ ବ୍ୟକ୍ତିଙ୍କୁ ଅନେକ ରୋଗରୁ ଦୂରେଇ ରଖେ | ଧଳା ପିଆଜରେ ପ୍ରଚୁର ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟି-ଆଲର୍ଜି, ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-କର୍କିନୋଜେନିକ୍ ଗୁଣ ରହିଛି | କେବଳ ଏତିକି ନୁହେଁ, ଭିଟାମିନ୍ ଏ, ବି 6, ବି-କମ୍ପ୍ଲେକ୍ସ, ଆଇରନ୍, ଫୋଲେଟ୍ ଏବଂ ପୋଟାସିୟମ୍ରେ […]

ଆସନ୍ତା ପହିଲାରୁ ରାଜ୍ୟରେ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହେବ । ରାଜ୍ୟବାସୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଟିକା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଟିକାକେନ୍ଦ୍ରରେ ଭିଡ଼କୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତିକୁ ଅଧିକ ବ୍ୟାପକ କରୁଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୭୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣ କରୋନା […]

ବାସ୍ତବବ୍ୟୁରୋ: ଗତ ୨୪ ଘଂଟାରେ ରାଜ୍ୟରେ ୬,୦୭୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି,ଗତ ୬ ଦିନ ହେବ ୬ ହଜାର ଉପରେ ରହୁଛି ମହାମାରୀ। ଡିଏମଇଟି ନିର୍ଦ୍ଦେଶକ ଏହାକୁ ପ୍ଲାଟୋ ଫେଜ ବୋଲି କହୁଥିବା ବେଳେ ଆଜିବି ଜାରି ରହିଛି ସମାନ ସ୍ଥିତି। ହେଲେ ଗତକାଲିର ସଂଖ୍ୟାଠାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଆଜି ସାମାନ୍ୟ କାମ ଅଛି ସଂକ୍ରମିତଙ୍କ ସଂଖ୍ୟା। ହେଲେ ଲଗାତାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ […]

Pin It on Pinterest