ବାସ୍ତବବ୍ୟୁରୋ:ରୋଗୀଙ୍କ ଦୁରାବସ୍ଥା ଦେଖି କାନ୍ଦିଲେ ଡାକ୍ତର, ଦିଲ୍ଲୀର ବାତ୍ରା ହସ୍ପିଟାଲର ମୁଖ୍ୟ ଡାକ୍ତର ଏସସି ଏଲ ଗୁପ୍ତା ,ଶନିବାର ଦିନ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ କୁ ନେଇ ସାମ୍ବାଦିକ ଆଗରେ କାନ୍ଦି ପକାଇଥିଲେ | କାନ୍ଦି କାନ୍ଦି ଶ୍ରୀ ଗୁପ୍ତା କହିଥିଲେ,ମୁ ଲୋକ ମାନଙ୍କୁ ନିବେଦନ କରୁଛି ଯେଉଁଠାରେ ଅକ୍ସିଜେନ ମିଳୁଛି ସେଠାକୁ ରୋଗୀ ମାନଙ୍କୁ ନିଅନ୍ତୁ |ଏଥି ଅକ୍ସିଜେନ ନାହିଁ ମୋ ଆଖି ଆଗରେ ସେମାନଙ୍କ ମୃତୁ ମୁ […]

ଆଜି (ରବିବାର) ହେଉଛି ସଟଡାଉନର ଦ୍ୱିତୀୟ ଦିନ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୮୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୦୭୪୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୫୯୪୯ଟି […]

ବାସ୍ତବବ୍ୟୁରୋ:କରୋନାର ଦ୍ୱିତୀୟ ଲହରରେ ଦେଶ ତ୍ରାହି ତ୍ରାହି ଡାକୁଥିବାବେଳେ,ଚତୁର୍ଥ ଦିନ ପାଇଁ ରାଜ୍ୟରେ ୬ ହଜାର ଉପରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେବି,ଗତ ୩ ଦିନ ଠାରୁ ସଂକ୍ରମିତ ହାର ଟିକେ କାମ ଅଛି | ଗତ ୨୪ ଘଣ୍ଟାରେ ୬,୧୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହି ୬,୧୧୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩,୫୪୬ କ୍ୱାରେଣ୍ଟାଇନ୍‌ରେ ଥିଲାବେଳେ, ୨୫୭୦ଟି ହେଉଛି ସ୍ଥାନୀୟ ବାସିନ୍ଦା । ସର୍ବାଧିକ […]

ବାସ୍ତବବ୍ୟୁରୋ:ସଚିନ ତେନ୍ଦୁଲକର ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଭାଗନେବାର ଦୁଇ ବର୍ଷ ପୂର୍ବରୁ ଭାରତ ବିପକ୍ଷରେ ପାକିସ୍ତାନ ଦଳରେ ପ୍ରଥମେ ଫିଲଡିଂ କରିଥିଲେ | ଏହା ୧୯୮୭ ମସିହାର କଥା ଭାରତ ପାକିସ୍ତାନ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ତେନ୍ଦୁଲକର ଫିଲଡିଂ କରିଥିଲେ ବୋଲି ,ଶନିବାରକୁ ୪୮ ବର୍ଷରେ ପାଦ ଦେଇଥିବା ସଚିନ ନିଜ ଆତ୍ମଜୀବନୀରେ ଏ କଥା କହିଛନ୍ତି | ସେ କହିଛନ୍ତିକି ଭାରତ ପାକିସ୍ତାନ ବନ୍ଧୁତ୍ୱ ମ୍ୟାଚ ରେ ମଧ୍ୟାନ୍ତର ପରେ […]

ବାସ୍ତବବ୍ୟୁରୋ:ଲକଡାଉନ ଯୋଗୁଁ ମହାରାଷ୍ଟ୍ରର ମଦ ଦୋକାନ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ମହାରାଷ୍ଟ୍ରର ୟାଭାଟମାଲ ଜିଲ୍ଲାର କିଛି ଲୋକ ମଦ୍ୟପାନ ପରିବର୍ତ୍ତେ ସାନିଟାଇଜର ପିଇଥିଲେ। ଯେଉଁଥିପାଇଁ ୬ ଜଣଙ୍କର ମୃତ୍ୟୁ ହୋଇଛି। କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏହି ଘଟଣା ମହାରାଷ୍ଟ୍ରର ୟାଭାଟମାଲ ଜିଲ୍ଲାର ଭାନି ଗ୍ରାମରେ ଘଟିଛି। ବର୍ତ୍ତମାନ ମାମଲାର ସୂଚନା ପରେ ଜିଲ୍ଲା ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସାନିଟାଇଜର ପିଇବା ପରେ ଲୋକଙ୍କ […]

–ବାସ୍ତବବ୍ୟୁରୋ:କୋରାନର ଦ୍ୱିତୀୟ ତରଙ୍ଗରେ ଦେଶର ରାଜଧାନୀ ଦିଲ୍ଲୀ ଅମ୍ଳଜାନ ଅଭାବର ସମ୍ମୁଖୀନ ହୋଇଛି। ଗତ କିଛି ଦିନ ହେବ କ୍ରମାଗତ କିଛି ଡାକ୍ତରଖାନାରେ ଅମ୍ଳଜାନ ଅଭାବ ଅଭିଯୋଗ ଆସିଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନ୍ୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଯଦି ଅଧିକ ଅମ୍ଳଜାନ ଥାଏ, ତେବେ ଅନ୍ୟ ରାଜ୍ୟ ଦିଲ୍ଲୀ ଯୋଗାଇବା କୁ ଅନୁରୋଧ । ଅରବିନ୍ଦ କେଜ୍ରିୱାଲ […]

କୋରୋନା ପାଇଁ ଘରେ ଆବଶ୍ୟକ ମେଡିକାଲ କିଟ୍: – ପାରାସିଟାମଲ୍ | ବେଟାଡିନ୍ ଗାର୍ଗଲ୍ – ପାଟି ଧୋଇବା ପାଇଁ | ଭିଟାମିନ୍ ‘ସି’ ଏବଂ ‘ଡି’ | ବି କମ୍ପ୍ଲେକ୍ସ l ବାଷ୍ପ ନେବା ପାଇଁ ବାଷ୍ପ ପାତ୍ର | ଆପଣ ଏକ ଚାମଚ ସେଇନ୍ଧ ଲୁଣ ମଧ୍ୟ ନେଇପାରିବେ | ପଲ୍ସ ଅକ୍ସିମିଟର | ଅମ୍ଳଜାନ ସିଲିଣ୍ଡର (କେବଳ ଜରୁରୀକାଳୀନ ପାଇଁ) | ଗଭୀର ନିଶ୍ୱାସ ବ୍ୟାୟାମ […]

ବାସ୍ତବବ୍ୟୁରୋ:(ପୁରୀ) ଶ୍ରୀମନ୍ଦିରରେ କାଳିଆ ଦର୍ଶନରେ ଲାଗିଲା କଟକଣା।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେ’ ୧୫ ଯାଏ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା | ଶ୍ରଦ୍ଧାଳୁମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା, କରିପାରିବେନି ଶ୍ରୀଜିଉଙ୍କ ଦର୍ଶନ । ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କାୟା ବିସ୍ଥାରୁଥିବାରୁ, ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣ […]

ବାସ୍ତବବ୍ୟୁରୋ:(ବ୍ରହ୍ମପୁର) ଗୁଜବ ପ୍ରତି ସାବଧାନ,ଦେଶର ଏଭଳି ଘଡ଼ିସନ୍ଧିବେଳେ,ଲୋକେ ଗୁଜବ କରିବାକୁ ଭୁଲୁ ନାହାନ୍ତି | କରୋନା ମହାମାରୀ ସମୟରେ ଦେଶର କିଛି ରାଜ୍ୟରେ ଅକ୍ସିଜେନ୍ ସଙ୍କଟ ଦେଖାଦେଇଛି।ଓଡିଶା ଅକ୍ସିଜେନ୍ ସଙ୍କଟରେ ଅନ୍ୟ ରାଜ୍ୟକୁ ସହଯୋଗ କରୁଛି । ବ୍ରହ୍ମପୁର ଏମକେସିଜି କୋଭିଡ୍ ମେଡିକାଲରେ ଅକ୍ସିଜେନ୍ ଅଭାବ ନେଇ ଗୁଜବ ସୃଷ୍ଟି ହୋଇଛି । ଏଭଳି ଗୁଜବ ଭିତ୍ତିହୀନ ମେଡିକାଲରେ ପ୍ରଚୁର ପରିମାଣର ଅକ୍ସିଜେନ୍ ଗଚ୍ଛିତ ଅଛି ବୋଲି, ଗଞ୍ଜାମ ଜିଲ୍ଲାପାଳ […]

ବାସ୍ତବବ୍ୟୁରୋ: ଭାରତରେ କରୋନା ଜୀବାଣୁ ଏତେ ମାତ୍ରାରେ ବୃଦ୍ଧି ପାଉଛି ଯେ ବର୍ତ୍ତମାନ ରୋଗୀମାନେ ଡାକ୍ତରଖାନାରେ ମଧ୍ୟ ଶଯ୍ୟା ପାଇପାରୁ ନାହାଁନ୍ତି। ବର୍ତ୍ତମାନ ଦିନରେ ତିନି ଲକ୍ଷରୁ ଅଧିକ କରୋନା ମାମଲା ଆସୁଛି ଏବଂ ୨୦୦୦ ରୁ ଅଧିକ ମୃତ୍ୟୁ ଘଟୁଛି, ତେବେ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ପଡିଛି। ଅମ୍ଳଜାନ ଠାରୁ ଆରମ୍ଭ କରି ଶଯ୍ୟା ଏବଂ ଔଷଧ ପର୍ଯ୍ୟନ୍ତ ଏକ ଚିତ୍କାର | କିନ୍ତୁ ଅନୁମାନ କର […]

Pin It on Pinterest