ଫାଷ୍ଟଫୂଡ଼ ନୀତିଦିନ ଜୀବନଶୈଳୀ ର ଗୋଟେ ଅଂଶ ହେଇଯାଇଛି । ଏହା ପାଟି କୁ ସ୍ୱାଦିଷ୍ଠ ହେଲେ ବି ଦେହ ପାଇଁ ବହୁତ ଖେତିକାରକ ହୋଇଥାଇ । ଫାଷ୍ଟଫୂଡ଼ ଖାଇବା ଯୋଗୁଁ ମେଦ ବୃଦ୍ଧି ହୋଇଥାଏ । ସେଥିପାଇଁ ଡାକ୍ତରମାନେ ସବୁଜ ପନିପରିବା ଖାଇବା ଉପରେ ଗୁରୁତ୍ୱ ଦେଇଥାଆନ୍ତି। ସବୁଜ ପନିପରିବା ଦେହ ପାଇଁ ଉପକାରୀ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ଥାଏ। ଏହି ସବୁଜ ପନିପରିବା ଔଷଧ […]

୧-ଅଭିନବ ଢ଼ଙ୍ଗରେ ଦୀପାବଳି ପାଳିଲେ ପୋଲିସ ଅଧିକାରୀ, ଏସ୍‌ପିମାନେ ବିଭିନ୍ନ ଜିଲ୍ଲାର ବାଳାଶ୍ରମକୁ କରିଥିଲେ ଗସ୍ତ। ୨-ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ରହିବ ଶୁଖିଲା । ୩-ଏଣିକି ଜନ୍ମ ଓ ମୃତୁ୍ୟର ଇ-ପଞ୍ଜୀକରଣ କରିବ ସ୍ୱାସ୍ଥ୍ୟ ବିଭାଗ। ୪-ସୋର: ମଦ ନିଶାରେ ବାପ ଭାରସାମ୍ୟ ହରାଇବାରୁ ପାଞ୍ଚବର୍ଷର ପୁଅ ବ୍ରିଜରୁ ଖସି ନଦୀରେ ନିଖୋଜ: ରାଗରେ ଗ୍ରାମବାସୀ ମଦ ଦୋକାନ ଜାଳିଦେଲେ। ୫-ଉପହାର ସହ SOS […]

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର)- ଆଜି ରାତି ୮ଟା ରୁ ୯ଟା ଭିତରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହୋଇପାରେ। କେନ୍ଦ୍ରୀୟ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଏଭଳି ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗ ରାଜ୍ୟର ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗର […]

୧-ଆବାସ ଯୋଜନା ସ୍ୱଚ୍ଛତା ପାଇଁ ଖୋଲାଯିବ କଲ ସେଣ୍ଟର, ପ୍ରତ୍ୟକ୍ଷ ଭାବେ ଲୋକଙ୍କ ମତାମତ ନେବେ ସରକାର। ୨-ଜଗତସିଂହପୁର:କାର ଅଟକାଇ ମୁଣ୍ଡରେ ବନ୍ଧୁକ ଲଗାଇ ୫ ଲକ୍ଷ ଟଙ୍କାର ଗହଣା ଲୁଟ୍‌-କାର୍‌ ଚାବି ନେଇ ଗଲେ ଲୁଟେରା । ୩-ସାରା ରାଜ୍ୟରେ ଦୀପାବଳି ଓ ବାଣଫୁଟା ପାଇ ଏପରି ନିଆଯାଇଛି ସୁରକ୍ଷା ପଦକ୍ଷେପ,ରାତି ୧୦ ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ – ସରୁ ଗଳି ପାଇଁ ଏଥର ବାଇକ୍‌ରେ ନିଆଁଲିଭା […]

ବାସ୍ତବ ବ୍ୟୁରୋ(ନୂଆଦିଲ୍ଲୀ) : ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌କି ବାତ୍‌’ ୫୮ତମ ସଂସ୍କରଣରେ ଦେଶବାସୀଙ୍କୁ ଦୀପାବଳି ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ସବ ପର୍ଯ୍ୟଟନ ବଢ଼ାଇବା ନିମନ୍ତେ କାମ କରିବାର ବାର୍ତ୍ତା ଦେଇଛନ୍ତି। ଆମ୍ଭମାନଙ୍କ ଜୀବନରେ ଉତ୍ସବ ନୂତନ ଉନ୍ମାଦନା ପ୍ରଜ୍ଜ୍ୱଳିତ କରେ। ପର୍ବପର୍ବାଣି ନିମନ୍ତେ ଆମେ ସ୍ଥାନୀୟ ଜିନିଷ କିଣି ବ୍ୟବହାର କରିବା। ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ କିଛି କିଣାକିଣି କରିବାକୁ ମୁଁ ସବୁବେଳେ ଲୋକମାନଙ୍କୁ କହେ। […]

ବାସ୍ତବ ବ୍ୟୁରୋ (ନୂଆଦିଲ୍ଲୀ): ଦୀପାବଳି ଉପଲକ୍ଷେ ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟ୍‌ କରିଛନ୍ତି: ଦୀପାବଳିର ପବିତ୍ର ବେଳାରେ ନାଗରିକମାନଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଚାଲନ୍ତୁ, ଏଇ ଦିନରେ ସ୍ନେହ, ଯତ୍ନ ଏବଂ ଆଦାନପ୍ରଦାନ କରି ସ୍ୱଳ୍ପ ସୌଭାଗ୍ୟବାନ ଏବଂ ଅଭାବୀ ଲୋକମାନଙ୍କ ଜୀବନରେ ସୁଖ ଆଣିବାକୁ ଉଦ୍ୟମ କରିବା।

ବାସ୍ତବ ବ୍ୟୁରୋ-ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଗୋର୍ଲା ପଂଚାୟତ ଅନ୍ତର୍ଗତ କୁସୁମଖୁଣ୍ଟ। ଗ୍ରାମରେ ଓଡ଼ିଶାର ଅଗ୍ରଣୀ ସ୍ୱଛାସେବୀ ଅନୁଷ୍ଠାନ ଅଗ୍ରଗମୀ ପକ୍ଷରୁ ପରିବେଶ ଭିତିକ ଚାଷ ଉପରେ ଗ୍ରାମର ଉଭୟ ପୁରୁଷ ଓ ମହିଳା ଚାଷୀମନଙ୍କୁ ନେଇ ଏକ ଗବେଷଣାତ୍ମକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପଂଚାୟତର ଚାଷୀମାନଙ୍କ ସହିତ ଆଲୋଚନା ବେଳେ ଜଣାପଡିଥିଲା ଏକ ଅଜଣା ରୋଗରେ ସେମାନଂକ ଧାନ ଗଛ ଗୁଡିକ ଜଳି ଯାଇଛି। ଅନୁସନ୍ଧାନରୁ ଜଣାପଡ଼ିଲା […]

ବାସ୍ତବ ବ୍ୟୁରୋ (ନୂଆଦିଲ୍ଲୀ):ଏବେ ଟିଭି ଦେଖୁଥିବା ଲୋକଙ୍କ ପାଇଁ ଟ୍ରାଇ ନୂଆ ନିୟମ ଲାଗୁ କରିଛି । ଟ୍ରାଇ ଡିଟିଏଚ୍ ସବସ୍କ୍ରାଇବରଙ୍କ ପାଇଁ KYC (know your customer) ଅନିବାର୍ଯ୍ୟ କରିଦେଇଛି । ଟ୍ରାଇ ତରଫରୁ ଦେଶର ସବୁ ଡିଟିଏଚ୍ ଅପରେଟର୍ସଙ୍କୁ ସୂଚନା ଦିଆଯାଇଛି ଯେ ତାଙ୍କ ପାଇଁ ଏବେ ସବସ୍କ୍ରାଇବରଙ୍କ  କେୱାଇସି କରିବା ନିହାତି ଜରୁରୀ । ନୂଆ ସିମ୍ କିଣିଲେ ଯେଉଁ ପ୍ରକ୍ରିୟାରେ ବ୍ୟବହାର କରାଯାଏ ବର୍ତ୍ତମାନ […]

ବାସ୍ତବ ବ୍ୟୁରୋ (ଲକ୍ଷ୍ନୌ): ଆଜି ଦୀପାବଳି ଅବସରରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଦୀପ ଉତ୍ସବର ଆୟୋଜନ କରାଯାଇଛି । ଏଥିପାଇଁ ଉତ୍ତର ପ୍ରଦେଶ ସରକାର ବ୍ୟାପକ ଆୟୋଜନ କରିଛନ୍ତି । ତାହା ଅନୁଯାୟୀ ଆଜି ଅଯୋଧ୍ୟାର ୧୨ଟି ଘାଟରେ ୫ ଲକ୍ଷ ୫୧ ହଜାର ଦୀପ ଜଳିବ । ଏହି ଅବସରରେ ରାଜ୍ୟ ସରକାର ୨୨୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ବୋଲି […]

ବାସ୍ତବ ବ୍ୟୁରୋ(ନୂଆଦିଲ୍ଲୀ): ଆସନ୍ତା କାଲି ଦୀପାବଳି ଦିନ ଦ୍ୱିତୀୟ ପାଳି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମନୋହର ଲାଲ୍‌ ଖଟ୍ଟର। ରବିବାର ଅପରାହ୍ଣ ୨ଟା ବେଳେ ଆୟୋଜନ କରାଯିବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେବେ। କିନ୍ତୁ, କିଏ ଉପମୁଖ୍ୟମନ୍ତ୍ରୀ ହେବେ ତାହା ସ୍ଥିର କରାଯାଇ ନାହିଁ। ରବିବାର ଦିନ ହେବାକୁ ଯାଉଥିବା ଏହି ଶପଥ ଗ୍ରହଣ ଉତ୍ସବରେ ଖଟ୍ଟରଙ୍କ କ୍ୟାବିନେଟ୍‌ର ମନ୍ତ୍ରୀ […]

Breaking News

Pin It on Pinterest