୧-ଚିଲିକା ଓ ଭିତରକନିକାରେ ହେବ ହାଉସ ବୋଟ୍, ସୂଚନା ଦେଲେ ପର୍ଯ୍ୟଟନ ସଚିବ ବିଶାଲ ଦେବ। ୨-ଜୟପୁର:ଲାଞ୍ଚ ନେବା ମହଙ୍ଗା ପଡିଲା – ପୁଲିସ ଇନ୍ସପେକ୍ଟର ନୀଳକଣ୍ଠ ମହାପାତ୍ରଙ୍କୁ ୫ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା। ୩-ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଭାବେ ଘର ଓ ଜମି ଦେଇଥିବା ୧୧ ଜଣଙ୍କୁ ସମ୍ବର୍ଦ୍ଧନା ଦେଲେ ମୁଖ୍ୟମନ୍ତ୍ରୀ। ୪-ଅନୁଗୋଳ:ଶିକ୍ଷକଙ୍କୁ ଡରାଇ ଧମକାଇ ଲାଞ୍ଚ ମାଗୁଥିଲେ ନକଲି ସାମ୍ବାଦିକ; […]
ବାସ୍ତବ ବ୍ୟୁରୋ (ନୂଆଦିଲ୍ଲୀ): ଟ୍ରେନ ରେ ଯାତ୍ରା କରୁଥିବା ସମୟରେ ଯାତ୍ରୀମାନଙ୍କ ସବୁ ପ୍ରକାର ର ସୁବିଧା ଯୋଗାଇଦେବା ପାଇଁ ନୂଆନୂଆ ପଦକ୍ଷେପମାନ ଉଠାଯାଉଛି ଭାରତୀୟ ରେଳବାଇ । ଗତକିଛି ଦିନ ତଳେ ରେଳବାଇ ପକ୍ଷରୁ ଦେଶର ଷ୍ଟେସନମାନଙ୍କରେ ଓ୍ଵାଇ-ଫାଇ ସୁବିଧା ଆରମ୍ଭ କରାଯାଇଥିଲା। ଖୁବ୍ଶୀଘ୍ର ଆପଣଙ୍କୁ ଟ୍ରେନ୍ ବି ଓ୍ଵାଇ-ଫାଇ ସୁବିଧା ଯୋଗାଇ ଦେବାକୁ ଯୋଜନା କରାଯାଉଛି ବୋଲି ରେଳମନ୍ତ୍ରୀ ପିୟୁଷ ଗୋଏଲ ବୁଧବାର ସୂଚନା ଦେଇଛନ୍ତି। […]
୧-ମନ୍ତ୍ରୀଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ କରି ଖାଦ୍ୟର ମାନ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ୨-ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ, ଆଜିଠାରୁ ଆରମ୍ଭ ହୋଇଯିବ ତିନି ଦିନ ଧରି ବର୍ଷା। ୩-ମୃତ୍ୟୁ ଡାକୁଛି କାଠଯୋଡି!ପୁଣି ଗାଡକଣର ଦେବବ୍ରତ ମାଝୀ ସେଇ ନଦୀକୁ ଡେଇଁଲେ। ୪-ରାଜ୍ୟର ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ଇଏସ୍ଆଇସି ହସ୍ପିଟାଲ। ୫-ଖାକି ବର୍ଦ୍ଦି ପିନ୍ଧି ଖୋର୍ଦ୍ଧା ଥାନା ହୋମ ଗାର୍ଡ କରୁଥିଲା ବିସ୍ଫୋରକର ଚୋର ବେପାର,ହୋମଗାର୍ଡକୁ ଗିରଫ […]
ବାସ୍ତବ ବ୍ୟୁରୋ : ମେଷ: ଆପଣ ଶାନ୍ତ ଓ ଚିନ୍ତାମୁକ୍ତ ରହିବେ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ଜୀବନରେ କିଛି ପରିବର୍ତ୍ତନ ହୋଇପାରେ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୪। ବୃଷ: ଆପଣଙ୍କ ପାଇଁ ଉନ୍ନତିର ପଥ ଖୋଲା ରହିଛି। ଉଚ୍ଚ ଅଧିକାରୀଙ୍କ ଆଗରେ ଆପଣଙ୍କ କଥା ରଖନ୍ତୁ; ସକାରାତ୍ମକ ଫଳ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୯। ମିଥୁନ: ଜୀବନକୁ ସରସ କରିବା […]
ବାସ୍ତବ ବ୍ୟୁରୋ(ଭୁବନେଶ୍ୱର) : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ଠାରୁ ରାଜ୍ୟର କେତୋଟି ଜିଲାରେ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ପୁରୀ ଆଦି ଜିଲାରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୪ରେ ୫ଟି ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଏବଂ ୮ଟି ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ନୂଆପଡ଼ା, ବରଗଡ଼, […]
୧-ଫ୍ରେବୁୟାରୀରେ ହେବ +୨ ପ୍ରଥମ ବର୍ଷ ପରୀକ୍ଷା। ୨-ଦୀପାବଳିକୁ ଫିକା କରିପାରେ ମୌସୁମୀ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ରହିଛି ସମ୍ଭାବନା। ୩-ଆଜି ବ୍ୟାଙ୍କ ଧର୍ମଘଟ। ସାମିଲ ହେବେ ସାଢ଼େ ତିନି ଲକ୍ଷ କର୍ମଚାରୀ। ୪-ବଦଳିଲା ପ୍ରାଥମିକ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ପଦ୍ଧତି। ଏଣିକି ରାଜ୍ୟରେ ଏକକ ପରୀକ୍ଷା। ନଭେମ୍ବରରେ ଷାଣ୍ମାସିକ ଓ ମାର୍ଚ୍ଚ ରେ ବାର୍ଷିକ ପରୀକ୍ଷା। ୫-୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ, […]
ବାସ୍ତବ ବ୍ୟୁରୋ : ମେଷ: କିଛି ଦିନ ଆଗରୁ ସ୍ଥଗିତ ଥିବା କାମରେ ସଫଳତା ମିଳିପାରେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ଛାତ୍ରୀମାନେ ଲେଖାପଢ଼ା ଲାଗି ଯୋଜନା କରିବେ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୮। ବୃଷ: ଆପଣଙ୍କ ଜୀବନ ମହତ୍ତ୍ବପୂର୍ଣ୍ଣ ମୋଡ଼ ନେବ। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ବାଧା ଉପୁଜିପାରେ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩। ମିଥୁନ: ମାନସିକ […]
ବାସ୍ତବ ବ୍ୟୁରୋ : ମହାରାଷ୍ଟ୍ର ଓ ହରିଆଣାର ନିର୍ବାଚନ ସଂପର୍କରେ ବିଭିନ୍ନ ସଂସ୍ଥା ପକ୍ଷରୁ ବୁଥ ବାହୁଡା ମତ ବା ଏକଜିଟ ପୋଲ ପ୍ରକାଶ ପାଇଛି । ପ୍ରାୟ ସମସ୍ତ ଏକଜିଟ ପୋଲ ପୂର୍ବାନୁମାନ ଅନୁସାରେ ଉଭୟ ରାଜ୍ୟରେ ବିଜେପି ମେଣ୍ଟ (ଏନଡିଏ) ପୁଣି ସରକାର ଗଢିବାର ସମ୍ଭାବନା ରହିଛି । ଏହି ଦୁଇଟି ରାଜ୍ୟରେ ସଂଧ୍ୟା ୬ଟା ସୁଦ୍ଧା ଯଥାକ୍ରମେ ୫୫.୩୩ ପ୍ରତିଶତ ଓ ୬୧.୬୨ ପ୍ରତିଶତ ମତଦାନ […]
ବାସ୍ତବ ବ୍ୟୁରୋ : ବିଜେପୁରରେ ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ମତଦାନ ଶେଷ ହୋଇଛି। ରିପୋର୍ଟ ଅନୁସାରେ ଉପନିର୍ବାଚନରେ ବିଜେପୁରବାସୀ ସନ୍ଧ୍ୟା ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି। ମତଦାନ ଶେଷ ହୋଇଥିବା ବେଳେ ପୁଲିଂ ଅଧିକାରୀ ଓ କର୍ମଚାରୀମାନେ ରାତି ସୁଦ୍ଧା ପଦ୍ମପୁରରେ ପ୍ରସ୍ତୁତ କରାଯାଇଥିବା ଷ୍ଟ୍ରଙ୍ଗ ରୁମ୍ରେ ଇଭିଏମ୍ ଓ ଅନ୍ୟ […]
୧-ଅନ୍ଧାରରେ ଇଣ୍ଟିଗ୍ରେଡେଡ ବିଇଡି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ସରକାର ପଦକ୍ଷେପ ନନେଲେ ଆନ୍ଦୋଳନ ଚେତାବନୀ। ୨-ରାଜଧାନୀରେ ରାଜମହଲ, କଳ୍ପନା ଓ ବାଣୀବିହାର ଛକରେ ଅଟୋଷ୍ଟାଣ୍ଡକୁ ସ୍ଵୀକୃତି। ୩-ଆଜି ବିଜେପୁର ନିର୍ବାଚନ, ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୩୨ ହଜାର ୨୬୪ ଭୋଟର। ୪-ପାକିସ୍ତାନକୁ କଡ଼ା ଜବାବ, ତିନି କ୍ୟାମ୍ପ ଧ୍ଵଂସ, ବହୁ ଆତଙ୍କବାଦୀ ସମେତ ୧୦ ପାକ୍ ସୈନିକ ନିପାତ: ରାଓ୍ଵତ। ୫-ସ୍ମିତା ରାଣୀ ମୃତ୍ୟୁ ଘଟଣା: […]


