ବାସ୍ତବ ବ୍ୟୁରୋ-ମଙ୍ଗଳବାର ଲେବାନାନର ରାଜଧାନୀ ବେରୁଟରେ ହୋଇଥିବା ବିସ୍ଫୋରଣରେ ୭୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ପ୍ରାୟ ଚାରି ହଜାର ଲୋକ ମଧ୍ୟ ଆହତ ହୋଇଛନ୍ତି। ସୂଚନାନୁଯାୟୀ ସହରର ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି। ଲେବାନନ୍ ରାଷ୍ଟ୍ରପତି ଦୁଇ ସପ୍ତାହ ପାଇଁ ବେରୁଟରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି । ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ, ଲେବାନନ୍ ପ୍ରଧାନମନ୍ତ୍ରୀ ହାସନ ଡିଆବ୍ କହିଛନ୍ତି ଯେ ,ସହରର ବନ୍ଦର […]

ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୩୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୦୧୮ରେ ପହଞ୍ଚିଛି । ଏଥିମଧ୍ୟରୁ ୧୪୨୬୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୪୪୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ରାଜ୍ୟରେ କରୋନାରେ ୯ଜଣଙ୍କ ମୃତ୍ୟୁ ହୋଇଛି । ବଙ୍ଗୋପସାଗରେ ଲଘୁଚାପ : ଆଜି ପ୍ରବଳ-କାଲି ସାମାନ୍ୟ ବର୍ଷା , ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ […]

ବାସ୍ତବ ବ୍ୟୁରୋ – ପ୍ରକାଶ ପାଇଲା ଭାରତୀୟ ପ୍ରଶାସନିକ ସେବା ୨୦୧୯ ପରୀକ୍ଷାଫଳ । ପ୍ରଦିପ ସିଂ ୟୁପିଏସସି ସିଭିଲ ସର୍ଭିସେସ୍ (ମେନ୍ସ) ପରୀକ୍ଷା ୨୦୧୯ ରେ ଟପ୍ପର ହୋଇଥିବା ବେଳେ ଜତିନ୍ କିଶୋର ଦ୍ୱିତୀୟ ସ୍ଥାନରେ ଏବଂ ପ୍ରତୀଭା ଭର୍ମା ତୃତୀୟ ସ୍ଥାନରେ ଅଛନ୍ତି । ସେହିପରି ଓଡ଼ିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ରହିଥିବା ବେଳେ  ୧୦ ନମ୍ବର ସ୍ଥାନରେ ରହିଛନ୍ତି ସଞ୍ଜିତା ମହାପାତ୍ର ।  ଆଇଏଏସ୍‌, […]

୧-ଉତ୍ତର ବଙ୍ଗୋପସାଗରରେ ଲଘୁଚାପ; ୩ ଦିନ ଧରି ସାରା ରାଜ୍ୟରେ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ୨-‌ଭୁବନେଶ୍ୱର ଓ କଟକରୁ ୮ଟି ରୁଟ୍‌ରେ ପୁଣି ଗଡ଼ିଲା ‘ମୋ ବସ୍’ । ୩-ଏଣିକି ନିୟମିତ ହେବ ବ୍ୟାଙ୍କ ସେବା,୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବ୍ୟାଙ୍କ କାର୍ଯ୍ୟ । ୪-ଏସ୍‌ସିବି ଆଇସୋଲେସନ୍‌ରେ ହେବ ଡାଏଲିସିସ୍‌ ବ୍ୟବସ୍ଥା । ୩ଟି ମେସିନ୍‌ରେ ସପ୍ତାହ‌କୁ ୩୦ କିଡ୍‌ନି ରୋଗୀ ପାଇବେ ସୁବିଧା । […]

୧-ଆଜି ସୋମବାର ରାକ୍ଷୀ ପୂର୍ଣ୍ଣିମା; ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା । ୨-ଆଜି ରାଜ୍ୟରେ ୨୬ଟି ଜିଲ୍ଲାରୁ ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ ବୃଦ୍ଧି । ଏବେ ରାଜ୍ୟରେ ମୋଟ୍ ୨୧,୯୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪,୦୯୫ ରହିଛି । ୩-୨ଶହ ଟପିଲା ରାଜ୍ୟରେ କରୋନାଜନିତ ମୃତ୍ୟୁ […]

ବାସ୍ତବ ବ୍ୟୁରୋ-ଗୃହମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ବୋଲି ଜଣାପଡିଛି । ଏହା ପରେ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ମେଡାଣ୍ଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ନିଜେ ଟ୍ୱିଟ କରି ଜଣାଇଛନ୍ତି । ସେ କହିଛନ୍ତି ଯେ ପ୍ରାରମ୍ଭିକ ଲକ୍ଷଣ ଦେଖାଇବା ପରେ ସେ କରୋନା ପରୀକ୍ଷା କରିଥିଲେ ଏବଂ ରିପୋର୍ଟ ପଜିଟିଭ ଆସିଥିଲା । ସେ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ […]

୧-୪ରେ ଲଘୁଚାପ, ୩ରୁ ରାଜ୍ୟରେ ପ୍ରବଳ ବର୍ଷା; ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି । ୨-ଭୁବନେଶ୍ୱର ରେ ଖୋଲିବା ସପିଂ ମଲ୍ । ୩-ବରିଷ୍ଠ ବାୟୁସେନା କର୍ମଚାରୀ ଭାବେ ଦାୟିତ୍ବ ଗ୍ରହଣ କଲେ ଓଡ଼ିଆ ପୁଅ ଦିଲ୍ଲୀପ କୁମାର ପଟ୍ଟନାୟକ । ୪-ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର । ୫-ଆଜିଠୁ ୩ ଦିନ ପାଇଁ ସମଗ୍ର ରାୟଗଡ଼ା ଜିଲ୍ଲା ସଟ୍‌ଡାଉନ । ୬-ଆସନ୍ତା […]

ବାସ୍ତବ ବ୍ୟୁରୋ-ରାଜ୍ୟସଭା ସାଂସଦ ତଥା ସମାଜବାଦୀ ଦଳର ପୂର୍ବତନ ନେତା ଅମର ସିଂ ଆଉ ନାହାଁନ୍ତି । ଅମର ସିଂ, ବହୁତ ଦିନ ଧରି ଅସୁସ୍ଥ ଥିଲେ ଏବଂ କିଛି ମାସ ଧରି ସିଙ୍ଗାପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ନିକଟରେ ଏକ ରିପୋର୍ଟରେ ମୁତାବକ,ସେ ଆଇସିୟୁରେ ଥିଲେ । ଏହା ପୂର୍ବରୁ ତାଙ୍କର ୨୦୧୩ ରେ କିଡନୀ ଫେଲ ହୋଇଥିଲେ । ଆଜି ସିଂ ନିଜେ ଟ୍ୱିଟ କରି, ସ୍ୱାଧୀନତା […]

୧-ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ୧୬୦୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ମୋଟ୍ ୨୦,୫୧୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୭୩୭ ରହିଛି । ୨-ଆଜି ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା । ଏହା ସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା […]

୧-ଦୁଇ ଦିନ ଲାଗି ଭଦ୍ରକ ଜିଲ୍ଲାକୁ ସଂପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ । ୨-ଶ୍ରୀମନ୍ଦିରରେ ହରିଶୟନ ଏକାଦଶୀ: ଆଜିଠୁ ଚାରିମାସ ପାଇଁ ଶୋଇ ରହିବେ ମହାପ୍ରଭୁ । ୩-ଆଜି ଖୋଲିବ ଭୁବନେଶ୍ୱର ର ୟୁନିଟ-୪ ମାର୍କେଟ । ୪-ସୁନ୍ଦରଗଡ ଓ ରାଉରକେଲାରେ ଲକଡାଉନ୍ ସୀମା ବଢିଲା । ୫-ଆଜିଠୁ ରାଉରକେଲା ଆଇଜିଏଚରେ କାର୍ଯ୍ୟକ୍ଷମ ହେବ ପ୍ଲାଜମା ଥେରାପି । ୬-ହଜିଗଲା ମୈ।ସୁମୀ, ଲଘୁଚାପ ଆଶା ମଉଳିଲା,ଏଥର ଗଜାମରୁଡି […]

Pin It on Pinterest