ବାସ୍ତବ ବ୍ୟୁରୋ-ଅତ୍ୟାଧୁନିକ ରାଫେଲ ବିମାନ ଭାରତରେ ଆସି ପହଞ୍ଚିବା ଦିନକ ପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛି ପାକିସ୍ତାନ । ଭାରତୀୟ ବାୟୁସେନାରେ ରାଫେଲ ଯୁଦ୍ଧ ବିମାନରେ ଯୋଗ ଦେଇଥିବାରୁ ପାକିସ୍ତାନ ଭୟଭୀତ ହୋଇପଡିଛି । ଗୁରୁବାର ଦିନ ଅର୍ଥାତ ଆଜି ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ, ଭାରତ ଏହାର ପ୍ରକୃତ ପ୍ରତିରକ୍ଷା ଆବଶ୍ୟକତା ଠାରୁ ଅଧିକ ଅସ୍ତ୍ରଶସ୍ତ୍ର ଗଚ୍ଛିତ କରୁଛି । ଭାରତକୁ ଏଥିରୁ ନିବୃତ୍ତ […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ-ବୁଧବାର କେନ୍ଦ୍ର କ୍ୟାବିନେଟ୍ ନୂତନ ଜାତୀୟ ଶିକ୍ଷା ନୀତି (NEP) କୁ ଅନୁମୋଦନ କରି HRD ମନ୍ତ୍ରଣାଳୟର ନାମ ଶିକ୍ଷା ମନ୍ତ୍ରଣାଳୟ ଭାବରେ ପୁନଃ ନାମିତ କରାଯାଇଛି । ଏହି ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଯେ, ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ଏକକ ନିୟାମକ ରହିବ ଏବଂ ମିଫିଲ ବନ୍ଦ ହୋଇଯିବ । ବୁଧବାର ମୋଦୀ ସରକାର […]
୧-ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୨୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୩୭୮ରେ ପହଞ୍ଚିଛି । ୧୧୨୩୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୮୯୩୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ଆସନ୍ତାକାଲିଠୁ ବଲାଙ୍ଗୀର ସଟଡାଉନ । ୩-ପୁରୀ:ରଥଭଙ୍ଗା କାମ ଆରମ୍ଭ, ଏଥର ସଂଗ୍ରହାଳୟରେ ରହିବ ତିନି ରଥ । ୪-ଛାତ୍ରଛାତ୍ରୀଙ୍କ ସହାୟତା ପାଇଁ ବୋର୍ଡ କଣ୍ଟ୍ରୋଲ […]
ବାସ୍ତବ ବ୍ୟୁରୋ-ଜୁଲାଇ ୩୧ ତାରିଖରେ ଅନଲକ୍-୨ ସରୁଥିବା ବେଳେ ଏହି ପରିପ୍ରେକ୍ଷୀରେ କେନ୍ଦ୍ର୍ ସରକାର ବୁଧବାର ଅନଲକ-୩ ଗାଇଡ୍ଲାଇନ୍ ଜାରି କରିଛନ୍ତି । କେନ୍ଦ୍ର ସରକାର ଅନଲକ୍ -୩ ପାଇଁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛନ୍ତି ।୧ ଅଗଷ୍ଟରୁ ଅନଲକ୍ -୩ ପ୍ରଯୁଜ୍ୟ ହେବ । ଏହାର ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜାରି ରହିବ । କଣ୍ଟେନମେଣ୍ଟ୍ ଜୋନ୍ରେ ପୂର୍ବବତ୍ କଟକଣା ଜାରି ରହିବ । ଗୃହ ମନ୍ତ୍ରଣାଳୟ କହିଛି ଯେ […]
ବାସ୍ତବ ବ୍ୟୁରୋ- ମାନବ ସମ୍ବଳ ଏବଂ ବିକାଶ ମନ୍ତ୍ରଣାଳୟ (MHRD) ର ନାମ କୁ ବଦଳାଇ ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର କ୍ୟାବିନେଟ ଆଜି ଏହାର ବୈଠକରେ ନିଷ୍ପତ୍ତି ନେଇଛି । କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ଦିନକ ପରେ ଘୋଷଣା କରାଯିବ । ଆଜି ଅପରାହ୍ନ ୪ ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଏଚଆରଡି ମନ୍ତ୍ରୀ ରମେଶ ପୋଖ୍ରିଆଲ ନିଶଙ୍କ ସବିଶେଷ ତଥ୍ୟ ଦେବେ […]
୧-ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୦୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୧୭୫ରେ ପହଞ୍ଚିଛି । ଏବେ ରାଜ୍ୟରେ ମୋଟ୍ ୧୮୦୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୦,୯୨୦। ୨-ରାଜ୍ୟରେ ଆଉ ୫ଜଣଙ୍କ ଜୀବନ ନେଲା କରୋନା । ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯ ରେ ପହଞ୍ଚିଛି । […]
ବାସ୍ତବ ବ୍ୟୁରୋ-ଆଜି ଏସବିଆଇ କାର୍ଡ ଓ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ ଲିମିଟେଡ୍ (ଆଇଆରସିଟିସି) ପକ୍ଷରୁ ଆଇଆରସିଟିସି ଏସବିଆଇ କାର୍ଡକୁ “ରୁପେ ପ୍ଲାଟଫର୍ମରେ” ଲଞ୍ଚ କରାଯାଇଛି । ଭାରତୀୟ ରେଳବାଇରେ ନିୟମିତ ଯାତ୍ରା କରୁଥିବା ଲୋକମାନଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଥିବା ଏହି କାର୍ଡ, ଯାତ୍ରୀମାନଙ୍କୁ ସେମାନଙ୍କ ଯାତ୍ରା ଉପରେ ସର୍ବାଧିକ ସଞ୍ଚୟ ପ୍ରସ୍ତାବ ପ୍ରଦାନ କରିଥାଏ, କାରବାର ଶୁଳ୍କ ଛାଡ ବ୍ୟତୀତ ଖୁଚୁରା, ଭୋଜନ ଏବଂ […]
୧-ଆଜି ରାଜ୍ୟର ୪ ଜିଲ୍ଲା ଯଥା ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବ । ୨-ବରିଷ୍ଠ IAS ଅଦଳବଦଳ: ଆର୍ କେ ଶର୍ମା କୃଷି ଉତ୍ପାଦନ କମିଶନର ଓ ସୁରେନ୍ଦ୍ରଙ୍କୁ ଇସ୍ପାତ ଓ ଖଣି ଏବଂ ଅନୁ ଗର୍ଗଙ୍କୁ ଜଳସମ୍ପଦ ଦାୟିତ୍ଵ। ୩-ଭୁବନେଶ୍ବର : ମୋବାଇଲ ଭ୍ୟାନ୍ ଜରିଆରେ ହେବ କରୋନା ପରୀକ୍ଷା । ୪-ଭୁବନେଶ୍ଵର:କୋଭିଡ-୧୯ ଭ୍ୟାକ୍ସିନର ମାନବ ପରୀକ୍ଷଣ ସମ୍ ହସ୍ପିଟାଲରେ ଆରମ୍ଭ। ୫-ଆର ପାରିରେ […]
ବାସ୍ତବ ବ୍ୟୁରୋ-ଦେଶର ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଅନ୍ତିମ ସେମିଷ୍ଟାର ପରୀକ୍ଷା କରିବା ପାଇଁ ୬ ଜୁଲାଇରେ UGC ତରଫରୁ ଜାରି କରାଯାଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀ ବିରୋଧରେ ୩୧ ଜଣ ଛାତ୍ରଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)କୁ ୩ ଦିନ ମଧ୍ୟରେ ଉତ୍ତର ଦାଖଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ପରବର୍ତ୍ତୀ ଶୁଣାଣି ଜୁଲାଇ ୩୧ ପାଇଁ […]
୧-ଆଜି ରାଜ୍ୟରେ ୨୮ଟି ଜିଲ୍ଲାରୁ ୧୫୦୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୮୯୨ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୧୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୬୭୯୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ଭଦ୍ରକ ପୌରପାଳିକାର ୧୨ଟି ଓ୍ବାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଗଲା ୩-ଅଗଷ୍ଟ ପ୍ରଥମ ସପ୍ତାହର ଶେଷ ଆଡ଼କୁ ରାଜ୍ୟରେ ପୁଣି […]


