ବାସ୍ତବ ବ୍ୟୁରୋ-କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ରବିବାର ଦିନ କହିଛନ୍ତି ଯେ ଏପର୍ଯ୍ୟନ୍ତ ବିଦେଶରୁ ୮୨୪୦୦୦ ଭାରତୀୟଙ୍କୁ ବିଭିନ୍ନ ଉପାୟରେ ଭାରତ ଫେରାଇ ଅଣା ଯାଇସାରିଛି । ମେ ୬ ରୁ ଆରମ୍ଭ ହୋଇଥିବା ବନ୍ଦେ ଭାରତ ମିଶନର ଚାରୋଟି ପର୍ଯ୍ୟାୟ ସମାପ୍ତ ହୋଇଥିବାବେଳେ ଏହାର ପଞ୍ଚମ ପର୍ଯ୍ୟାୟ ଅଗଷ୍ଟ ୧ ରୁ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ମନ୍ତ୍ରୀ ତାଙ୍କ ଟ୍ୱିଟରେ […]

ବାସ୍ତବ ବ୍ୟୁରୋ- ୧୯୯୯ ରେ ପାକିସ୍ତାନ ସହ କାର୍ଗିଲ ବିବାଦରେ ପ୍ରାଣ ହରାଇଥିବା ଭାରତୀୟ ସେନା କର୍ମଚାରୀଙ୍କୁ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। “କାର୍ଗିଲ ବିଜୟ ଦିବସ ଉପଲକ୍ଷେ,ଆମେ ଆମର ସଶସ୍ତ୍ର ବାହିନୀର ସାହସ ଏବଂ ନିଷ୍ଠା କୁ ମନେ ପକାଇବା ।ଯେଉଁମାନେ ୧୯୯୯ ରେ ଆମ ଦେଶକୁ ନିରନ୍ତର ଭାବରେ ସୁରକ୍ଷା ଦେଇଥିଲେ,ସେମାନଙ୍କର ବୀରତ୍ୱ ସେମାନଙ୍କର ବୀରତ୍ୱ ଆଗାମୀ ପିଢ଼ି ପାଇଁ ପ୍ରେରଣା ଯୋଗାଉଛି,ଭାରତ […]

୧-୨୮ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୨-ଓଡ଼ିଶା ହାଇକୋର୍ଟକୁ ୭୨ ବର୍ଷ ପୂରିଲା। ୧୯୪୮, ଜୁଲାଇ ୨୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ଓଡ଼ିଶା ହାଇକୋର୍ଟ। ଆସନ୍ତାକାଲି ହେଉଛି ପ୍ରତିଷ୍ଠା ଦିବସ । ୩-ଆସନ୍ତା ସୋମବାରଠାରୁ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ୨୪ ଘଣ୍ଟିଆ ଆଣ୍ଟିଜେନ୍‌ ପରୀକ୍ଷା ଆରମ୍ଭ ହେବ। ୪-ଆଜିଠୁ ସମ୍ବଲପୁରରେ ଦ୍ୱିତୀୟ ପର୍ଯ୍ୟାୟ ସଟ୍‌ଡ଼ାଉନ୍‌ । ୫-ଜୁଲାଇ ୩୧ ସୁଦ୍ଧା ଓଜେଇଇ ଆବେଦନ, […]

୧-ଆଜି ରାଜ୍ୟରେ ୧୩୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୪ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪,୦୧୩କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ମୋଟ୍ ୧୫,୨୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୫୦ ରହିଛି । ୨- ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତ […]

ବାସ୍ତବ ବ୍ୟୁରୋ-କରୋନାଭାଇରସ୍ ମହାମାରୀ ମଧ୍ୟରେ ଅଗଷ୍ଟ ୧୫ ରେ ସ୍ୱାଧୀନତା ଦିବସ ପାଳନ ପାଇଁ ଗୃହ ମନ୍ତ୍ରଣାଳୟ (MHA) ଶୁକ୍ରବାର ଦିନ ଏକ ନିର୍ଦେଶାବଳୀ ଜାରି କରିଛି । ଏହା ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜ୍ୟ, ଗଭର୍ନର ଇତ୍ୟାଦିଙ୍କୁ ଜନସାଧାରଣଙ୍କ ମଣ୍ଡଳୀରୁ ଦୂରେଇ ରଖିବାକୁ ଏବଂ ଉତ୍ସବ ପାଇଁ ଟେକ୍ନୋଲୋଜି ବ୍ୟବହାର କରିବାକୁ ନିର୍ଦେଶ ଦେଇଛି । ଯୁଗ୍ମ ସଚିବ ଅନୁଜ ଶର୍ମା ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ […]

ବାସ୍ତବ ବ୍ୟୁରୋ-ମିଳିତ ଜାତିସଂଘର ସାଧାରଣ ସଭା ଉପରେ ପଡିଛି କରୋନାର ପ୍ରଭାବ ବିଶ୍ୱର କାର୍ଯ୍ୟକଳାପକୁ ପ୍ରଭାବିତ କରିଛି କରୋନାଭାଇରସ୍ । ସେପ୍ଟେମ୍ବରରେ ହେବାକୁ ଥିବା ମିଳିତ ଜାତିସଂଘର ସାଧାରଣ ସଭାର ସମୟ ମଧ୍ୟ ପାଖେଇ ଆସୁଛି । କିନ୍ତୁ, ଏଥର ଏହି ମହାସଭା ଭିନ୍ନ ହେବାକୁ ଯାଉଛି । ବର୍ତ୍ତମାନ ବିଶ୍ୱ ର ନେତୃବୃନ୍ଦ ନିଜେ ଜାତିସଂଘ ନ ଯାଇ, ବରଂ ସେମାନଙ୍କ ଭାଷଣର ଭିଡିଓ ପଠାଇବେ । ମିଳିତ […]

୧-ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ଆଇଟିଆଇଗୁଡ଼ିକରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସାମ୍‌ସ(ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ) ଜରିଆରେ କେନ୍ଦ୍ରୀୟ ଅନ୍‌ଲାଇନ୍‌ ପଦ୍ଧତିରେ ନାମ ଲେଖାଯିବ । ୨-ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସିରେ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍‌ କଟକଣା ଜାରି । ୩-ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ବିଜୁ ଜନତା ଦଳର ୪ ଜଣ ସଭ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି । ସେମାନେ ହେଲେ ମୁଜିବୁଲ୍ଲା […]

ବାସ୍ତବ ବ୍ୟୁରୋ-ବୁଧବାର ଆସାମର ତିନସୁକିଆ ଜିଲ୍ଲା ସ୍ଥିତ ବାଗଜାନର ୫ ନମ୍ବର ତୈଳକୂପରେ ଅଗ୍ନିକାଣ୍ଡର ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଉଲ୍ଲେଖନୀୟ କଥା ହେଉଛି, ଏକ ମାସରୁ ଅଧିକ ସମୟ ଧରି ଏହି କୂଅରେ ନିଆଁ ଜଳୁଛି । ଏପରିିକି ଏହି ନିଆଁକୁ ଲିଭାଇବାକୁ ବିଦେଶରୁ ଆସିଥିବା ବିଶେଷଜ୍ଞ ଘଟଣାସ୍ଥଳରେ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି । ଗତ ମେ ୨୭ରେ ତୈଳକୂପର […]

୧-ଆଜି ରାଜ୍ୟରେ ୨୮ ଜିଲ୍ଲାରୁ ରେକର୍ଡ଼ ସଂଖ୍ୟକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୮୩୫କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୬୩୮୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୩୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ରାଜ୍ୟରେ ପୁଣି ୫ଜଣଙ୍କ ମୁଣ୍ଡ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୦୮ର ପହଞ୍ଚିଛି ୩-ଆଜି ମୁଖ୍ୟମନ୍ତ୍ରୀ ନବୀନ […]

୧-ଆଜି ରାଜ୍ୟରେ ୨୩ଟି ଜିଲ୍ଲାରୁ ୬୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୭୫୭ ରେ ପହଞ୍ଚିଛି । ଏଥିମଧ୍ୟରୁ ୫୭୧୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୯୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ରାଜ୍ୟ ସରକାରଙ୍କ ବଡ ଘୋଷଣା, ଏଣିକି କରୋନା ମୃତ୍ୟୁବରଣ କରୁଥିବା ଲୋକଙ୍କ ଶବ ସତ୍କାର କଲେ ମିଳିବ ୭୫୦୦ ଟଙ୍କା ‌ । […]

Pin It on Pinterest