ବାସ୍ତବ ବ୍ୟୁରୋ : ଆଜି ଅର୍ଥାତ୍ ସୋମବାର ଠାରୁ ମୋଦୀ ସରକାରଙ୍କ ଉପଭୋକ୍ତା ସୁରକ୍ଷା ପାଇଁ ଏକ ନୂତନ ନିୟମ ଲାଗୁ କରିଛନ୍ତି । ୨୦ ଜୁଲାଇରୁ ବିଜ୍ଞପ୍ତି ଜାରି କରି ଉପଭୋକ୍ତା ସୁରକ୍ଷା ଆଇନ -୨୦୧୯ କାର୍ଯ୍ୟକାରୀ କରାଯାଇଛି। ଏହି ନିୟମ ଅତ୍ୟନ୍ତ କଠୋର ଏବଂ ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା କରିବାରେ ସହାୟକ ହେବ । ନୂତନ ଉପଭୋକ୍ତା ସୁରକ୍ଷା ଆଇନ -୨୦୧୯ ଗ୍ରାହକ ସୁରକ୍ଷା ଆଇନ ୧୯୮୬ […]

ବାସ୍ତବ ବ୍ୟୁରୋ– ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଭୁମି ପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିପାରନ୍ତି । ଯଦିଓ ଏପର୍ଯ୍ୟନ୍ତ ଏହି ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ, ତଥାପି ପ୍ରଧାନମନ୍ତ୍ରୀ ୫ ଅଗଷ୍ଟରେ ଭୁମି ପୂଜନରେ ଅଂଶଗ୍ରହଣ କରିବେ । ଏହି ମନ୍ଦିରର ଭିତ୍ତିପ୍ରସ୍ତର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅଯୋଧ୍ୟାରେ ଥିବା ସର୍ବାର୍ଥ ସିଦ୍ଧ ଯୋଗର ଅଭିମନ୍ତ୍ରିତ ମୁହୂର୍ତ୍ତରେ ପୂଜା କରାଯିବ । ପ୍ରଧାନମନ୍ତ୍ରୀ […]

୧-ଆଜି ରାଜ୍ୟରେ ୨୫ଟି ଜିଲ୍ଲାରୁ ୭୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୪୩୭ ରେ ପହଞ୍ଚିଛି । ଏଥିମଧ୍ୟରୁ ୫୩୮୧ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୧୯୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା । ୩-ଫ୍ଲିପକାର୍ଟ ଏବେ ବିକିବ ଓଡ଼ିଶାର ହସ୍ତଶିଳ୍ପ ଓ […]

୧-ଆଜି ରାଜ୍ୟରେ ପୁଣି ୫୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୫୨୫୯ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୧୩୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨-ଓଡିଶାରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ। ଏହି ୩ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୬ କୁ […]

୧-ଆଜି ରାଜ୍ୟରେ ୨୪ଟି ଜିଲ୍ଲାରୁ ୭୧୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୦ରେ ପହଞ୍ଚିଥିବା ବେଳେ ଆରୋଗ୍ୟ ଲାଭ କରିଛନ୍ତି ୧୦୮୭୭ ଜଣ ।  ରାଜ୍ୟରେ ସକ୍ରିୟ କରୋନା ‌ଆକ୍ରାନ୍ତଙ୍କ ସଂଖ୍ୟା ୫୧୨୪ ରେ ପହଞ୍ଚିଛି। ୨-ରାଜ୍ୟରେ ଆଉ ୪ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୩ରେ ପହଞ୍ଚିଛି। ୩-ରାଜଧାନୀ ଭୁବନେଶ୍ୱରର […]

ବାସ୍ତବ ବ୍ୟୁରୋ-ଚୀନ୍ ଆମଦାନୀକୁ ରୋକିବାକୁ ପାଇଁ ମୋଦୀ ସରକାର ଲଗାତାର ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ସରକାର ଚାଇନାରୁ ପାୱାର ଟିଲର ଏବଂ ମେସିନ୍ ଅଂଶଗୁଡିକର ଆମଦାନୀକୁ ବନ୍ଦ କରି ଦେଇଛନ୍ତି । ପାୱାର ଟିଲର୍ ହେଉଛି ଏକ କୃଷି ଯନ୍ତ୍ର, ଯାହା ଚାଷ ପାଇଁ ଜମି ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ । ସେଗୁଡିକ ଚାଇନାରୁ ବହୁ ସଂଖ୍ୟାରେ ଆମଦାନୀ ହୋଇଥାଏ । ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ […]

୧-ଆଜି ରାଜ୍ୟରେ ୨୩ଟି ଜିଲ୍ଲାରୁ ଆଉ ୪୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୩୯୨ ରେ ପହଞ୍ଚିଛି । ୧୦, ୪୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୮୧୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ୨- ରାଜ୍ୟରେ କରୋନାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୯ରେ […]

ବାସ୍ତବ ବ୍ୟୁରୋ-ଆଜି ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଜଣେ ବ୍ୟକ୍ତି ଯେତେ ଶିକ୍ଷିତ ହୁଅନ୍ତୁ ନା କାହିଁକି, ନୂତନ କୌଶଳ ହାସଲ କରିବାକୁ ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ। ସବୁବେଳେ ବଦଳୁଥିବା ମାର୍କେଟ ପରିସ୍ଥିତିରେ ପ୍ରାସଙ୍ଗିକ ରହିବାର କୌଶଳ, ପୁନର୍ବାର ସ୍କିଲିଂ ଏବଂ ଅପ୍ ସ୍କିଲ୍ ହେଉଛି ଏକମାତ୍ର ଉପାୟ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି, “ଆଜିର […]

୧-ଆଜି ରାଜ୍ୟର ୨୨ଟି ଜିଲ୍ଲାରୁ ୬୧୮ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୯୮ କୁ ବୃଦ୍ଧି । ୨-ଆଜି ରାଜ୍ୟରେ କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ୩ଜଣଙ୍କୁ ମିଶାଇଲେ କରୋନାରେ ମୃତକଙ୍କ ସଂଖ୍ୟା ୭୭ ରେ ପହଞ୍ଚିଛି। ୩-ଆଜି ଠାରୁ ତିନି ହସ୍ପିଟାଲରେ (KIMS,SUM ଓ କଟକର ଅଶ୍ଵିନୀ ) ପ୍ଲାଜମା ଥେରାପି ଆରମ୍ଭ। ୪- ଆଜି ପ୍ରକାଶ […]

ବାସ୍ତବ ବ୍ୟୁରୋ–ଭାରତର ପ୍ରଥମ କୋଭିଡ-୧୯ ଟିକା ‘କୋଭାକ୍ସିନ୍’ର ମାନବ ପରୀକ୍ଷଣ ଆରମ୍ଭ କରିଛି ‘ଭାରତ ବାୟୋଟେକ୍’ । ହାଇଦ୍ରାବାଦ ସ୍ଥିତ ବାୟୋଟେକ୍ କମ୍ପାନୀ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା ବିକଶିତ କୋଭାକ୍ସିନ୍ ହେଉଛି ଭାରତର ପ୍ରଥମ ସ୍ୱଦେଶୀ କୋଭିଡ-୧୯ ଟିକା । ଭାରତ ବାୟୋଟେକ୍ କହିଛି ଯେ, ଟୀକାକରଣର ୨୦୦ନିୟୁତ ପାତ୍ରର ପ୍ରାରମ୍ଭିକ କ୍ଷମତା ବିକାଶ ପାଇଁ ଏହା କାର୍ଯ୍ୟ କରୁଛି। ପ୍ରଥମ ଏବଂ […]

Pin It on Pinterest