ବାସ୍ତବ ବ୍ୟୁରୋ– କରୋନା ସାରା ବିଶ୍ବକୁ ସଙ୍କଟରେ ପକାଇଛି, ପ୍ରତିଟି ଦେଶ ତାର ମୁକାବିଲା ପାଇଁ ଚେଷ୍ଟା ଜାରି ରଖିଛିନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩୦ କୋଟି ଦେଶବାସୀଙ୍କୁ ସମ୍ବୋଧନ କରି, କରୋନା ମୁକାବିଲା ପାଇଁ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଥିଲେ । ନିମ୍ନଗାମୀ ଅର୍ଥନୀତିରେ ପୁନଃଉଥାନ ପାଇଁ ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ସେ କହିଛନ୍ତି ଦେଶବାସୀଙ୍କ ପାଇଁ ଆମର ଗୌରବ […]
ଦେଶ ଓ ବିଦେଶ
୧- ରାଜ୍ୟରେ ଆଜି ୨୩ କୋରୋନା ସଂକ୍ରମଣ ଚିହ୍ନଟ, ସେଥିରେ ସର୍ବାଧିକ ବାଲେଶ୍ୱର ୧୫ ଜଣ ଥିବାବେଳେ, ଗଞ୍ଜାମ ୩ ଯାଜପୁର ୩ ଆକ୍ରାନ୍ତ , ପୁରୀ ଓ ବୌଦ୍ଧ ୧-୧ ଏବେ ସୁଦ୍ଧା ରାଜ୍ୟର ମୋଟ୍ କୋରୋନା ସଂକ୍ରମଣ ସଂଖ୍ୟା ୪୩୭ । ୨-PM-CM ଆଲୋଚନା, ଲକ୍ ଡାଉନ୍ ବଢାଇବା ସପକ୍ଷରେ ୬ ରାଜ୍ୟ , ନବୀନ ଦେଲେ ୬ ଟି ପ୍ରସ୍ତାବ। ୩-କରୋନା ସଂକ୍ରମିତଙ୍କ ପାଇଁ ନୂଆ […]
ବାସ୍ତବ ବ୍ୟୁରୋ-ବହୁ ମନ୍ତ୍ରଣା ଯନ୍ତ୍ରଣା ପରେ ମହାରାଷ୍ଟ୍ର ବିଧାନ ପରିଷଦ୍ ନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ପତ୍ନୀ ରଶ୍ମି ଓ ପୁତ୍ର ଆଦିତ୍ୟ ଓ ତେଜସ୍ଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସମ୍ବିଧାନ ଅନୁଯାୟୀ, ଯଦି କେହି ବିଧାନସଭାର ସଦସ୍ୟ ନୁହଁନ୍ତି ଏବଂ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରନ୍ତି, ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାରେ ସଦସ୍ୟତା ଗ୍ରହଣ କରିବାକୁ ପଡିବ। […]
କରୋନାଭାଇରସ୍ ଆକ୍ରାନ୍ତ ରୋଗୀମାନେ ଘରେ ରହିପାରିବେ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲେଖ କରାଯାଇଛି। ଏହାଛଡ଼ା ଗୃହ-ଏକାନ୍ତବାସରେ ଥିବା ରୋଗୀ ନିଜର ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ଜିଲ୍ଲା ସର୍ଭିଲେନ୍ସ ଅଧିକାରୀଙ୍କୁ ନିୟମିତ ସୂଚନା ଦେବାକୁ ପଡିବ । ଏହାଛଡ଼ା, ମୋବାଇଲ୍ରେ ଆରୋଗ୍ୟ ସେତୁ ଡାଉନ୍ ଲୋଡ୍ କରି ବ୍ଲୁଟୁଥ୍ ଓ ୱାଇ-ଫାଇ ମାଧ୍ୟରେ ମୋବାଇଲ୍କୁ ସବର୍ଦା ସକ୍ରିୟ ରଖିବାକୁ ଏହି ଗାଇଡ୍ଲାଇନ୍ରେ ଆହ୍ବାନ ଦିଆଯାଇଛି । ଘରେ ତାଙ୍କର ତତ୍ତ୍ବ ନେଉଥିବା ଓ ସଂସ୍ପର୍ଶରେ […]
ବାସ୍ତବ ବ୍ୟୁରୋ-ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର F-16, JF-17 ଏବଂ ମିରାଜ୍ -3 ବିମାନ ଭାରତୀୟ ସୀମା ରେଖା ନିକଟରେ ଗତିବିଧୀ ବୃଦ୍ଧି କରିଛି । ଗତ କିଛିଦିନ ତଳେ ଜମ୍ମୁ-କାଶ୍ମୀରର ହନ୍ଦଓ୍ୱାଡାରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଭାରତୀୟ ସେନାର ଜଣେ କର୍ଣ୍ଣେଲଙ୍କ ସମେତ ୪ଜଣ ଯବାନ ସହିଦ ହୋଇଥିଲେ । ପରେ ପାକିସ୍ତାନ ଭାରତର ପ୍ରତିଆକ୍ରମ ର ଆଶଙ୍କା କରି ସୀମାରେ ଯୁଦ୍ଧ ବିମାନର ଗତିବିଧି ବୃଦ୍ଧି କରିଛି । ଏଏନଆଇର ରିପୋର୍ଟ […]
୧- ଓଡ଼ିଶାରେ covid-19 ଆକ୍ରାନ୍ତ ଙ୍କ ସଂଖ୍ୟା ୩୫୦ ଟପିଲା । ଆଜି ଓଡିଶା ରେ ନୂଆ ୫୮ଜଣ covid-19 ରୋଗୀ ଚିହ୍ନଟ। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ଙ୍କ ସଂଖ୍ୟା ୧୦୦ ଟପିଲା । ଆଜି ମଧ୍ୟ ଗଞ୍ଜାମ ରେ ଜଣେ ରୋଗୀଙ୍କର ମୃତ୍ୟୁ। ମୋଟ ମୃତ୍ୟୁ ସଂଖ୍ୟା ୩ ରେ ପହଁଚିଲା। ଏହା ମଧ୍ୟରେ ଅନୁଗୁଳ ଛୁଇଁଲା କରୋନା । ଏହି ରୋଗୀ ମାନଙ୍କ ମଧ୍ୟରୁ ୧୩ ଜଣ […]
୧-ଆଜି ସକାଳୁ ନୂଆ ୧୭ କୋରୋନା ପଜିଟିଭ୍, ଗଞ୍ଜାମ ଜିଲ୍ଲାରୁ ୧୨, ଭଦ୍ରକ ଜିଲ୍ଲାରୁ ୧, ସୁନ୍ଦରଗଡ଼ ଜିଲ୍ଲାରୁ ୧ ଓ ମୟୂରଭଞ୍ଜ ଜିଲ୍ଲାରୁ ୩ ଚିହ୍ନଟ ହୋଇଛନ୍ତି। ୨-ରଥ ନିର୍ମାଣ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲା ଗ୍ରୀନ୍ ସିଗନାଲ୍। ଆଜି ସକାଳ ୮ଟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ। ୩-ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଇ-ପାସ୍ ସେବା ଆରମ୍ଭ, ଆବେଦନକାରୀଙ୍କୁ ଅନ୍ଲାଇନ୍ରେ ଇ-ପାସ୍ ପ୍ରଦାନ କରାଯିବ। ୪-ପାଣିପାଗ: […]
ବାସ୍ତବ ବ୍ୟୁରୋ- ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବିଚାରାଧୀନ ସିବିଏସ୍ଇ ବୋର୍ଡ ପରୀକ୍ଷା ଜୁଲାଇ ୧ରୁ ଜୁଲାଇ ୧୫ମଧ୍ୟରେ ଅନୁଷ୍ଠିତ ହେବ । ଏ ନେଇ ଖୁବ୍ ଶୀଘ୍ର ମାନବ ସମ୍ବଳ ବିଭାଗ ମନ୍ତ୍ରାଳୟ ଦ୍ୱାରା ଏକ ବିସ୍ତୃତ କାର୍ଯ୍ୟସୂଚୀ ପ୍ରଦାନ କରାଯିବ ବୋଲି ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ କହିଛନ୍ତି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ […]
୧-ବିଶାଖାପାଟଣା:ପଲିମର୍ସ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍ ଲିକ୍,୧୧ମୃତ, ହଜାରରୁ ଉର୍ଦ୍ଧ୍ଵ ଅସୁସ୍ଥ। ୨-ଚଉଦ ଦିନ ବଦଳରେ ୨୧ ଦିନ କରାଯାଉ କ୍ଵାରେଣ୍ଟାଇନ ସମୟ ସୀମା : ହୃଦରୋଗ ବିଶେଷଜ୍ଞ ଡଃ କେ.ଶ୍ରୀନାଥ ରେଡ୍ଡୀ। ୩-ପ୍ରବାସୀ ଓଡ଼ିଆଙ୍କ ପାଇଁ ହାଇକୋର୍ଟଙ୍କ ଗୁୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ରାଜ୍ୟରେ ପ୍ରବେଶ ପୂର୍ବରୁ ପ୍ରଥମେ ହେବ କରୋନା ଟେଷ୍ଟ। ୪-ରଥ ନିର୍ମାଣ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲା ଗ୍ରୀନ୍ ସିଗନାଲ୍। ଆଜି ସକାଳ ୮ଟାରୁ ରଥ ନିର୍ମାଣ […]
ବାସ୍ତବ ବ୍ୟୁରୋ- ଆଜି ଭାରତୀୟ ସେନାକୁ ଏକ ବଡ଼ ଧରଣର ସଫଳତା ମିଳିଛି । କାଶ୍ମୀର ଘାଟିରେ ସେନାର ଗୁଳିରେ ପ୍ରାଣ ହରାଇଛି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ତଥା ହିଜବୁଲ ମୁଜାହଦ୍ଦିନର କମାଣ୍ଡର ରିଆଜ ନାଇକୋ ଓରଫ ମହମ୍ମଦ ବିନ କାସିମ ଏବଂ ତା ସାଥି ଆତଙ୍କବାଦୀ ମଧ୍ୟ ପ୍ରାଣ ହରାଇଛି । ସେନା ପକ୍ଷରୁ ଏହି ଦୁଇ ଆତଙ୍କବାଦୀଙ୍କ ମୃତଦେହ ମଧ୍ୟ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର ନକରିବାର ସମ୍ଭାବନା ରହିଛି […]


