୧-ନିଜ ଜନ୍ମଦିନରେ ପିଏମ ଏବଂ ସିଏମ ରିଲିଫ ଫଣ୍ଡକୁ ଦାନ କଲେ ୯ ବର୍ଷର ଛାତ୍ର ଠାକୁର ରାଜବୀର। ୨-ସୁରଟରେ ଓଡ଼ିଆ ଶ୍ରମିକ ଓପାସ, ମାନିଲେ ନାହିଁ ଲକଡାଉନ୍,ରାସ୍ତାକୁ ଓହ୍ଲାଇଲେ, ଜାଳିଲେ। ୩-ଭଗବତୀ ଓ ସାରଳା ପୀଠରେ ଲାଗୁହେଲା ୧୪୪ ଧାରା। ୪-ପୁରୀ ବଡଦାଣ୍ଡ ହେଲା ସାନିଟାଇଜ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ହେଲା ସାନିଟାଇଜ। ୫-ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ବଢାଇଲେ Lockdown ଅବଧି, ଏପ୍ରିଲ ୩୦ ପର୍ଯ୍ୟନ୍ତ […]

ବାସ୍ତବ ବ୍ୟୁରୋ-ସାରା ଦେଶରେ୨୧ଦିନିଆ ଲକଡାଉନ୍ ଲକଡାଉନର ଅବଧିକୁ ବଢାଇବା ସମ୍ପର୍କରେ ମତାମତ ନେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଙ୍ଗ୍ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ଦିନ ୧୧ଟା ବେଳେ ଆରମ୍ଭ ହୋଇଥିବା ଏହି ଭିଡିଓ କନଫରେନସରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖାବରଣ ପରିଧାନ କରିଥିବାର ଦେଖାଯାଇଛି। ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ମାସ୍କ ବା ମୁଖାବରଣ ପରିଧାନ କରିଛନ୍ତି। ସମଗ୍ର ଭାରତରେ ଲକଡାଉନର […]

୧-ଓଡିଶା ସରକାରଙ୍କ ରାସ୍ତାରେ ପଞ୍ଜାବ । ମେ’ ୧ ତାରିଖ ଯାଏଁ ଲକଡାଉନ ବୃଦ୍ଧି କରିବାକୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ନିଷ୍ପତି, ଓଡ଼ିଶା ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ତାଲାବନ୍ଦ ଅବଧି ବଢ଼ାଇଲା ପଞ୍ଜାବ । ୨-ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶ, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ଛଡା ଅନ୍ୟ କୌଣସି ଲୋକ ଗାଡି ନେଇ ବାହରେ ବୁଲି ପାରିବେନି। ୩-ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଆଜି। ତାଲାବନ୍ଦ ଅବଧି […]

ବାସ୍ତବ ବ୍ୟୁରୋ-ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଜି-୨୦ ଶକ୍ତି ମନ୍ତ୍ରୀ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସମଗ୍ର ବିଶ୍ୱ ଏକ ଅଭାବନୀୟ ପରିସ୍ଥିତିରେ ଏବେ ସମ୍ମୁଖୀନ ହୋଇଛି । ଏହି ସମୟରେ ଅନ୍ତରାଷ୍ଟ୍ରୀୟ ସହଯୋଗ ଏକାନ୍ତ ଆବଶ୍ୟକ । ଭାରତରେ ୨୧ ଦିନିଆ ତାଲାବନ୍ଦ ସମୟରେ ଜନସାଧାରଣଙ୍କ ନିମନ୍ତେ, ବିଭିନ୍ନ ବ୍ୟବସ୍ଥା କରିଅଛି । ଦେଶରେ ଏଲପିଜି ବ୍ୟତିର ଅନ୍ୟ ସବୁ ପେଟ୍ରୋଲିୟମ ଉତ୍ପାଦର ବ୍ୟବହାର କମ୍‌ ହୋଇଛି […]

ବାସ୍ତବ ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଭୁଲ ତଥ୍ୟ ଦେଇଥିବାରୁ, ଏ ସଂପର୍କରେ ବିଭିନ୍ନ ମହଲରୁ ଆପତ୍ତି ଉଠିବା ପରେ ସଂଗଠନ ନିଜର ଭୁଲ ସ୍ୱୀକାର କରିଛି । ଭାରତରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନିଜର କରୋନା ସ୍ଥିତି ରିପୋର୍ଟରେ ଦର୍ଶାଇଥିଲା । ଏପରିକି ଚୀନରେ କ୍ଲଷ୍ଟର ସଂକ୍ରମଣ କଥା କୁହାଯାଇଥିଲା ।ଗୋଷ୍ଠୀ ସଂକ୍ରମଣ ସ୍ଥାନରେ କ୍ଲଷ୍ଟର ସଂକ୍ରମଣ ବୋଲି ଦର୍ଶାଯାଇଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ […]

ବାସ୍ତବ ବ୍ୟୁରୋ-କରେନା ଚିକିତ୍ସାରେ ସହାୟକ ହେଉଥିବା ହାଇଡ୍ରୋକ୍ଳୋରୋକୁଇନ ଟାବଲେଟ ଦେବାକୁ ବିଶ୍ୱର ୩୦ ଟି ଦେଶ ଭାରତକୁ ଅନୁରୋଧ କରିଥିଲେ । ତାହା ପୁଣି କୁଟନୈତିକ ଚ୍ୟାନେଲ ମାଧ୍ୟମ ରେ ନୁହେଁ ବରଂ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ,ବ୍ରାଜିଲ୍ ରାଷ୍ଟ୍ରପତିଙ୍କ ଭଳି ବହୁ ଦେଶର ରାଷ୍ଟ୍ରମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ବ୍ୟକ୍ତିଗତ ଅନୁରୋଧ କରିଥିଲେ । ନିଜ ପାଇଁ ଆବଶ୍ୟକୀୟ ଷ୍ଟକ ରଖିବା ପରେ ଭାରତ ୨୫ ଟି ରାଷ୍ଟ୍ରକୁ […]

୧-ଅମାନିଆ ଗାଡି ଚାଳକ ହୁସିଆର! ପ୍ରଥମଥର ଧରାପଡିଲେ ୨ ହଜାର…ଦ୍ୱିତୀୟ ଥର ଜବତ ହେଲେ ୧୦ ହଜାର ଟଙ୍କା ତଣ୍ଡ: ଜରିମାନା ଦେବା ପରେ ବି ଥାନାରେ ଗାଡି ରହିବ ଗୋଟିଏ ଦିନ। ୨-ଆଜି ଠାରୁ ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ୩-ଘରୋଇ ସଂସ୍ଥା କର୍ତ୍ତୁପକ୍ଷଙ୍କୁ ଶ୍ରମ ଆୟୁକ୍ତଙ୍କ ତାଗିଦ୍: କର୍ମଚାରୀଙ୍କୁ ଛଟେଇ କିମ୍ବା କମ୍ ଦରମା ଦେଇପାରିବେ ନାହିଁ। ୪-ଏପ୍ରିଲ ୧୧ରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ […]

ବାସ୍ତବ ବ୍ୟୁରୋ-ସାରା ବିଶ୍ୱ ଏବେ କରୋନା ସଙ୍କଟ ସହ ଲଢ଼ୁଛି । ଏହା ମଧ୍ୟରେ ବିଶ୍ବର ବଡ଼ ବଡ଼ ଦେଶଗୁଡ଼ିକ ମଧ୍ୟରେ ଭାରତ ଏହାର ପ୍ରଭାବ ବିସ୍ତାର କରିଥିବା ଦେଖିବାକୁ ମିଳିଛି । ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ରପ୍ତାନୀ ଉପରୁ କଟକଣା ହଟାଇଦେବା ପରେ ସବୁ ଦେଶ ଭାରତର ପ୍ରଶଂସା କରିବାରେ ଲାଗିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ […]

ବାସ୍ତବ ବ୍ୟୁରୋ-ଆଜି ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୫୧୯୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୦୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୪୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ରରେ ସର୍ବାଧିକ ୧୦୧୮ ଜଣ […]

୧-୨୪ ଘଣ୍ଟାରେ ଆଉ ୫ ଆତଙ୍କବାଦୀଙ୍କୁ ନିପାତ କଲେ ଭାରତୀୟ ସେନା ; ମୋଟ୍‌ ୯ ନିହତ, ୩ ସହିଦ୍। ୨-ସାମାଜିକ ଦୂରତା ନମାନିଲେ ମାଡ଼ ମାରିବ ପୋଲିସ । ସ୍ପଷ୍ଟ ନିର୍ଦ୍ଦେଶ ଦେଲେ ସରକାର, ଆଜିଠୁ ବାହାରେ ବୁଲୁଥିବା ଲୋକଙ୍କ ଉପରେ ରହିବ କଡା ନଜର । ୩-ଭୁବନେଶ୍ୱର:କିଣାକିଣି ପାଇଁ ବିନା ଗାଡ଼ିରେ ଯିବାକୁ ପୁଲିସ୍‌ କମିଶନରଙ୍କ କଡ଼ା ନିର୍ଦ୍ଦେଶ। ୪-ଦୋକାନୀଙ୍କ ପାଇଁ ଆଜିଠୁ କଡା ନିୟମ । […]

Pin It on Pinterest