ସଂଜୟ ଶତପଥୀ(କଟକ): ବହୁ ପୁରାତନ ଆଧ୍ୟାତ୍ମିକ ପୀଠ କଟକ ଶେଖ୍ ବଜାର ର ଶ୍ରୀ ରଘୁନାଥ ଜୀଉଙ୍କ ବିଜେ ପୀଠସ୍ଥଳୀ ଲାଲାମଠ ଠାରେ ପବିତ୍ର ହିନ୍ଦୁ ଧର୍ମର ପ୍ରଚାର ଓ ସନାତନ ଧର୍ମ ର ପ୍ରସାର ଉଦ୍ଦେଶ୍ୟରେ ଏକଦିବସୀୟ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଙ୍କ ର ଲୀଳା ସ୍ଥାନୀୟ ଯୁବକମାନଙ୍କ ଦ୍ୱାରା ପ୍ରସିଦ୍ଧ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ଅନିରୁଦ୍ଧ ସେନାପତି ଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଟକର […]
ରାଜ୍ୟ
ସଂଜୟ ଶତପଥୀ(କଟକ): ଆତ୍ମବିଦ୍ୟା ବିହାର ଓଡ଼ିଶା ଆନୁକୁଲ୍ୟରେ ଦୁଇ ଦିନିଆ ସନ୍ଧ୍ୟା କାଳୀନ ଆତ୍ମଜ୍ଞାନ ଯଜ୍ଞ ଶନିବାର ମହାନଦୀବିହାର ସ୍ଥିତ ମହାନଦୀଭବନ ଠାରେ ମହାସମାରୋହରେ ଉଦଘାଟିତ ହୋଇଯାଇଛି । ଏହି ଭବ୍ୟ ସନ୍ଧ୍ୟାରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଆତ୍ମଜ୍ଞାନ ବିଶାରଦ ସ୍ବାମୀ ଶୁଦ୍ଧାନନ୍ଦଜୀ ଆତ୍ମଜ୍ଞାନ ଯଜ୍ଞରେ ଭାବରସ ମୁଖବାଣୀ ପ୍ରଦାନ କରି ଆମେ କେହି ଆରମ୍ଭରୁ ନଥିଲୁ କି ଶେଷଯାଏ ରହିବା ନାହିଁ, କିନ୍ତୁ ମର ସ୍ୱରୂପ ସୁଖ ସ୍ୱରୂପ […]
ବାସ୍ତବ ବ୍ୟୁରୋ: ଆଜି ସକାଳ ୮.୩୦ରେ ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହି ଘୂର୍ଣ୍ଣି ବଳୟ ପ୍ରଭାବରେ ସେହି ଅଞ୍ଚଳରେ ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୯ ତାରିଖ ସକାଳ ଆଡ଼କୁ ସେହି ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହା ପରେ ଏହି ଅବପାତ […]
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼। ଆସନ୍ତାକାଲି କଟକ ଜୁଡିସିଆଲ ଏକାଡେମିରେ ହେବାକୁ ଥିବା ନ୍ୟାସନାଲ କନ୍ଫରେନସ ଅନ ଡିଜିଟାଇଜେସନ ପେପରଲେସ କୋର୍ଟ ସମ୍ମିଳନୀରେ ସେ ଯୋଗ ଦେବେ। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ହାଇକୋର୍ଟର ବିଚାରପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମ […]
ବାସ୍ତବ ବ୍ୟୁରୋ : କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ୨୦୨୨ ଫସଲ ବର୍ଷ ପାଇଁ ଏହି ସହାୟତା ମିଳିବ। କେନ୍ଦୁପତ୍ର ହିତାଧିକାରୀଙ୍କୁ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ରାଶି । ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦୁପତ୍ର ହିତାଧିକାରୀଙ୍କୁ ୧୧୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । […]
ସଂଜୟ ଶତପଥୀ(କଟକ): ଆନ୍ତର୍ଜାତିକ ଶ୍ରମିକ ଦିବସ କଟକ ର ବିଶିଷ୍ଟ ସମାଜସେବୀ ଅନୁଷ୍ଠାନ “ପ୍ରୟାସ” ପକ୍ଷରୁ କଟକ ର ସି.ଡି.ଏ ସେକ୍ଟର -୬ ସ୍ଥିତ କାର୍ଯ୍ୟାଳୟରେ ସଭାନେତ୍ରୀ ଶ୍ରୀମତୀ ଶୁଭାକାଂକ୍ଷୀ ନନ୍ଦ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରମିକ ଦିବସ ପାଳନ ମହାସମାରୋହରେ ମୂଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଦୈ।ରା ବିଚାରପତି ଶ୍ରୀ ବୈଶମ୍ପାୟନ କର, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ନ୍ଯାୟାଧୀଶ ଶ୍ରୀ […]
ନମୋଗୁରୁ ହୋତା(ସୁବର୍ଣ୍ଣପୁର): ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଛଅଗୋଟି ବ୍ଲକର ୪୩ଟି 5T ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୧ଟି 5T ହାଇସ୍କୁଲ ଲୋକାର୍ପିତ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ବ୍ଲକରେ ୪୧ଟି 5T ହାଇସ୍କୁଲ ରୂପାନ୍ତରଣର ଲୋକାର୍ପଣ ହୋଇସାରିଛି । ଗୁରୁବାର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ସୋନପୁର ବ୍ଲକ ସାଗରପାଲି […]
ବାସ୍ତବ ବ୍ୟୁରୋ: ଆସନ୍ତା ୬ ତାରିଖରେ ଓଡ଼ିଶା ଉପକୂଳ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପରବର୍ତ୍ତୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ ଓ ପରେ ଅବପାତରେ ପରିଣତ ହେବ। ଏସଂପର୍କରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର. ବିଶ୍ୱାସସୂଚନା ଦେଇ କହିଛନ୍ତି, ଏହି ଘୂର୍ଣ୍ଣିବଳୟଟି ୭ରେ ଲଘୁଚାପ ଓ ୮ରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। […]
ଜୟନ୍ତ ଶତପଥୀ(ଡେରାବିଶ): ଡେରାବିଶ ବ୍ଲକ ଚାନ୍ଦୋଳ ପଞ୍ଚାୟତ ଚାନ୍ଦୋଳ ଗ୍ରାମରେ, ପ୍ରଭୁ ଶ୍ରୀ ନୃସିଂହ ଠାକୁରଙ୍କ ଜନ୍ମ ଉତ୍ସବ ମହା ଆଡମ୍ବର ସହ ପାଳନ ହୋଇଯାଇଛି । ପ୍ରତ୍ୟୁଷରୁ ପ୍ରଭୁଙ୍କର ସ୍ନାନ, ମଙ୍ଗଳ ଆଳତୀ, ଧୂପ, ଦୀପ ଓ ନୈବିଦ୍ୟ ଲାଗି ହୋଇଥିଲା, ପରେ ଠାକୁରଙ୍କ ଜନ୍ମ ଉତ୍ସବ ଓ ହୋମ ଯଂଜ୍ଞ, ରୀତି, ନୀତି ଅନୁସାରେ ପୁରୋହିତ ଙ୍କ ଦ୍ୱାରା ସମାପନ ହୋଇଥିଲା।ନିକଟସ୍ଥ ଦଶଗୋଟି ପଞ୍ଚାୟତ ରେ ନୃସିଂହ […]
ବାସ୍ତବ ବ୍ୟୁରୋ: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସଚିବାଳୟ ତରଫରୁ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି କି, ମେ ୪ରୁ ୬ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁର, ପାହାଡ଼ପୁର ଏବଂ ବାରିପଦାରେ କେତେକ କାର୍ଯ୍ୟକ୍ରମରେ ଯୋଗ ଦେବେ । ୪ ତାରିଖ ସକାଳ ୭ଟାରେ ରାଷ୍ଟ୍ରପତି ମୁର୍ମୁ ପାଲାମ ବିମାନ ବନ୍ଦରରୁ ଭାରତୀୟ ବାୟୁସେନା ବିମାନରେ […]


