ପୁଣେ: କୋଭିଡ -୧୯ ର ଚତୁର୍ଥ ତରଙ୍ଗ ଆଗାମୀ ଦିନରେ ଭାରତକୁ ଧକ୍କା ଦେବା ନେଇ ଚିନ୍ତା ମଧ୍ୟରେ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର (SII) ସିଇଓ ଆଦର ପୁନାୱାଲା ସୋମବାର କହିଛନ୍ତି ଯେ ଯଦି ଏହା ଘଟେ ତେବେ ଏହା ସାମାନ୍ୟ ହେବ। ‘ବିକଳ୍ପ ଇନ୍ଧନ କନକ୍ଲେଭ’ ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି (SII) ସିଇଓ କହିଛନ୍ତି ଯେ ବର୍ତ୍ତମାନ ସମୟରେ କମ୍ ସଂଖ୍ୟକ କୋଭିଡ -୧୯ […]

ନବୀନ ଦାଶ(ଅତାବିରା): ବରଗଡ଼ ଜିଲ୍ଲା ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବି ଇ ଓ ମଛିନ୍ଦ୍ର ମଲ୍ଲିକ ଙ୍କ ତତ୍ତ୍ଵାବଧାନରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ଫିତା କାଟି ମେଳାକୁ ଉଦଘାଟନ କରିଥିବାବେଳେ ଏ ବି ଓ କାର୍ତ୍ତିକ ବାଗ,ତପନ କୁମାର ଦାଶ, ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟର […]

ଦୀପକ ବେଉରା(କଟକ):୦୫।୦୪-କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ମିଳିଲା ଛାତ୍ରୀଙ୍କ ମୃତଦେହ ଆତ୍ମହତ୍ୟା ସନ୍ଦେହ ।ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ । ସୂଚନା ଅନୁଯାଇ, ସୋମବାର ବିଳମ୍ବିତ ରାତିରେ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ହଷ୍ଟେଲରୁ ଉଦ୍ଧାର କରି SCBକୁ ନିଆଯାଇଥିଲା ।କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ମୃତଦେହ ଜବତ କରି ଫେଜ୍- ୨ ପୋଲିସର ତଦନ୍ତ ଆରମ୍ଭ କରିଛି […]

ଚନ୍ଦାହାଣ୍ଡି,(କାମିନୀ ରଞ୍ଜନ ପାଣ୍ଡେ): ପାନାବେଡ଼ା ଅଞ୍ଚଳର ବରପୁତ୍ର ତଥା ଓଡିଶାର ଶିଳ୍ପରାଷ୍ଟ୍ର ମନ୍ତ୍ରୀ ସ୍ଵର୍ଗୀୟ ଯାଦବ ମାଝୀଙ୍କ ତେଇଶି ତମ ଶ୍ରାଦ୍ଧ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ଯାଦବ ମାଝୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ରକ୍ତ ଦାନ ଶିବିର ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ସମ୍ମାନିତ ଅତିଥି […]

ବାସ୍ତବବିଶେଷ :ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଘଟଣାର ଦ୍ରୁତ ଗତିରେ ରାଷ୍ଟ୍ରପତିଙ୍କୁ ଜାତୀୟ ସଭାକୁ ଭଙ୍ଗ କରିବାକୁ କହିଛନ୍ତି ଏବଂ ନୋ-ଟ୍ରଷ୍ଟ ମୋସନକୁ ଶେଷ ମୁହୂର୍ତ୍ତରେ ବରଖାସ୍ତ କରିବା ପରେ ନୂତନ ମତଦାନ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ଦେଶକୁ ଏକ ସଂକ୍ଷିପ୍ତ ସମ୍ବୋଧନରେ ଇମ୍ରାନ ଖାନ ପାକିସ୍ତାନର ଲୋକଙ୍କୁ “ନିର୍ବାଚନ ପାଇଁ ପ୍ରସ୍ତୁତ ରୁହନ୍ତୁ” ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୦୩/୦୪- କ୍ରାଇମବ୍ରାଞ୍ଚର ଯୁକ୍ତିରେ(ତଦନ୍ତ ସରି ନାହିଁ, ପୁଣି ରିମାଣ୍ଡରେ ଦିଅ) ଦୁଇ ଜଣଙ୍କୁ ୩ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତିଦେଲେ ଚାନ୍ଦବାଲି ଯେ ଏମ ଏଫସି । କ୍ରାଇମବ୍ରାଞ୍ଚର ଦୁଇ ଜଣଙ୍କୁ ୩ ଦିନ ରିମାଣ୍ଡରେ ନେଇଥିବା ବେଳେ ଅନ୍ୟ ଦୁଇଜଣଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।ରିମାଣ୍ଡରେ ଯାଇଥିବା ଦୁଇ ଜଣ ହେଲେ ଶର୍ମିଷ୍ଠା ଓ ଝୁନା । ସୂଚନାଯୋଗ୍ୟ […]

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୭୩୭ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୭୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୩୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୮୨୩୩ ଜଣ ସୁସ୍ଥ ହୋଇଛନ୍ତି । ପୁଣି ବଢିଲା ତୈଳ ଦର । ମାଲକାନଗିରି […]

ସୂର୍ଯ୍ୟନାରାୟଣ ପାଢ଼ୀ(ସୁବର୍ଣ୍ଣପୁର:ସୋନପୁର ବ୍ଲକ ସାଗରପାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପୁରସ୍କାର ବୀତରଣୀ ଉତ୍ସବର ସାଗରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କତ୍ୟାୟନୀ ମିଶ୍ର ମୁଖ୍ୟ ଅତିଥି ରୂପେ ଛାତ୍ର ଛାତ୍ରୀ […]

ତ୍ରିନାଥ ବାରିକ(ସତ୍ୟବାଦୀ):ସତ୍ୟବାଦୀ ସରକାରୀ ଉଚ୍ଚ ବାଳିକା ପ୍ରାଥମିକ ବିଦ୍ୟାଳୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ପବିତ୍ର ଉତ୍କଳ ଦିବସ ଅବସରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ,ସ୍କୁଲ ପରିସରରେ ଥିବା ଉତ୍କଳ ମଣି ଗୋପ ବନ୍ଧୁ ଦାସ ପ୍ରତିମୃତ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ପରେ ଜଗନ୍ନାଥ ମୃତ୍ତି ନିକଟରେ ଧୂପ ଦୀପ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ | ଉତ୍କଳ ପ୍ରଦେଶ ଗଠନ କରିବାପାଇଁ […]

ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ରାଜ୍ୟ ପାଇଁ ଗୌରବ ପୁଣି ଆଣିଛନ୍ତି ମମତା ବେହେରା , ଜାତୀୟ ସ୍ତରରେ ଟେନିସ କ୍ରିକେଟ ଚମ୍ପିଆନସିପ ୨୦୨୨ରେ ମନୋନିତ ହୋଇ ଜାତିୟ ସ୍ତରରେ ୩ ମ୍ୟାଚ ଖେଳି ୩ ଟିର ବିଜୟୀ ହୋଇ ସେ ପାଇଛନ୍ତି ସ୍ୱର୍ଣ୍ଣ ପଦକ ।ତାଙ୍କର ପ୍ରଥମ ମ୍ୟାଚ ୨୫ ତାରିଖରେ ଓଡ଼ିଶା ପକ୍ଷରୁ ପ୍ରଥମ ମ୍ୟାଚ ଆସାମ ,ଦିତିୟ ମ୍ୟାଚ ୱେଷ୍ଟବେଙ୍ଗଲ ସହ ଖେଳି ଫାଇନାଲରେ ବିଜୟୀ ହୋଇ […]

Pin It on Pinterest