ବାସ୍ତବ ବ୍ୟୁରୋ: ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଅଶ୍ବିନୀ ଗୁରୁଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ହୃଦଘାତରେ ସେ ପ୍ରାଣତ୍ୟାଗ କରିଥିବା ଜଣାପଡିଛି। ଅଶ୍ବିନୀ ଗୁରୁ ୧୯୮୦ରୁ ୧୯୮୫ ଯାଏ ସମ୍ବଲପୁରର ବିଧାୟକ ଥିଲେ। ଏହାଛଡ଼ା ସେ ୨୦୧୮ରୁ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଦାୟିତ୍ବ ତୁଲାଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ତେବେ ଅଶ୍ବିନୀ ଗୁରୁଙ୍କ […]
ରାଜ୍ୟ
ସଂଜୟ ଶତପଥୀ(କଟକ): କଟକ ର ଓ.ଏମ୍.ପି ଛକ ସ୍ଥିତ ୬ଷ୍ଠ ଓ.ଏମ୍.ପି ବାଟାଲିୟନ ପରିସରରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ, କଟକ ର ୬ଷ୍ଠ ଓଡ଼ିଶା ସଶସ୍ତ୍ର ଆରକ୍ଷୀ ବଳ ରେ ନିଯୁକ୍ତି ପାଇଥିବା ହାବିଲଦାର ଶ୍ରୀ ତ୍ରିଲୋଚନ ସେଠୀ ଆଜି ଭୋର ସମୟରେ ବାଟାଲିୟନ ପରିସରରେ ଥିବା ବିଶ୍ରାମ ଗୃହରେ କେହି ନ ଥିବା ସମୟରେ ବେକରେ ରଶି ଲଗାଇ ଆତ୍ମହତ୍ୟା […]
ବାସ୍ତବ ବ୍ୟୁରୋ: ବଙ୍ଗୋପସାଗରରେ ଅବପାତ ରୂପ ନେଲା ସୁଦୃଶ୍ୟ ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପ ସାଗରରେ ଅବପାତ ରୂପ ନେଇଛି କ୍ରମଶଃ ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ମଧ୍ଯ ରାତିରେ ଉପକୂଳ ଅତିକ୍ରମ କରିବ । ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡିଶା ଉପକୂଳ ଅତିକ୍ରମ କରିବ । ବର୍ତ୍ତମାନ କଳିଙ୍ଗପଟ୍ଟନମଠାରୁ ୮୦ କିମି ଓ ଗୋପାଳପୁର ଠାରୁ ୧୮୦ କିମି ଦୂରରେ ରହିଛି ଅବପାତ […]
ବାସ୍ତବ ବ୍ୟୁରୋ: ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍-ଉଷା)ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୃଷି ଭବନରେ ଶୁଭାରମ୍ଭ ହୋଇଛି ଏହି ଯୋଜନା । ‘ପିଏମ୍-ଉଷା’ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ MOU ସ୍ବାକ୍ଷରିତ ହୋଇଛି । ଓଡିଶା ସର ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗର ଅତିରିକ୍ତ ଶାସନ […]
ବାସ୍ତବ ବ୍ୟୁରୋ: ବିଶ୍ୱବିଦ୍ୟାଳୟରେ ଖାଲି ଥିବା ଅଧ୍ୟାପକ ପଦବୀ ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଖୁବଶୀଘ୍ର ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତ ହେବେ । ଦ୍ବନ୍ଦ୍ବ ଦୂର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ୧୧୮୭ ଅଧ୍ୟାପକ ପଦବୀ ଖାଲି ପଡିଛି । ଏହାକୁ ପୂରଣ କରିବାକୁ ଗୃହରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । […]
ବାସ୍ତବ ବ୍ୟୁରୋ: ରାଜ୍ୟ ସରକାର ଆସନ୍ତା ୯ ତାରିଖକୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏହି ପର୍ବ ପାଇଁ ପଶ୍ଚିମ ଓଡ଼ିଶାରେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥିରେ ଚଳିତ ବର୍ଷ ନୂଆଖାଇ ପର୍ବ ପାଳନ ହେବା ନେଇ ସମ୍ବଲପୁରର ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଲଗ୍ନ ନିର୍ଦ୍ଧିାରିତ ହୋଇଛି। ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ହୋଇଥିବା ଲଗ୍ନ ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସ ୮ […]
ସଂଜୟ ଶତପଥୀ(କଟକ): କଟକ ଓ.ଏମ୍.ପି ଛକ ସ୍ଥିତ ୬ଷ୍ଠ ଓଡ଼ିଶା ରାଜ୍ୟ ସଶସ୍ତ୍ର ଆରକ୍ଷୀ ବଳ ବାଟାଲିୟନ କାର୍ଯ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ବାଟାଲିୟନ ର ମାନନୀୟ ଦୁର୍ଗପତି ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ (ଓ.ପୋ.ସେ) ଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଲବ,ମହାନଦୀ -କଟକ,ଓ ଓ୍ବାକର୍ସ କ୍ଲବ୍ ଙ୍କ ମିଳିତ ଆନୁକୂଲ୍ୟରେ ଏହି ରକ୍ତଦାନ ଶିବିର ରେ ୪୪ ୟୁନିଟ୍ ରକ୍ତ ସଂଗ୍ରହ କରଯାଇଥିବା ଜଣାଯାଇଛି। ଏହି […]
କୋରେସ୍ ଉପାସୀ(ନବରଙ୍ଗପୁର): ଉତ୍କଳ ସାମ୍ବାଦିକ ସଂଘ ସାମାଜିକ ସୂରକ୍ଷା ପାଇଁ ଲଢୁଛି। ରାଜ୍ୟସରକାରଙ୍କ ନିକଟରେ ସାମ୍ବାଦିକ ସମସ୍ୟାକୁ ନେଇ ଉପସ୍ଥପନ କରିଛି । ଏହାକୁ ନେଇ ବିଧାନସଭାରେ ଆଲୋଚନା ହେଉଛି। ଏହା କହିଛନ୍ତି ନବରଙ୍ଗପୁର ଠାରେ ଆୟୋଜିତ ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ୟୁନିୟନର ପ୍ରଥମ ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ତଥା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟସଭାପତି ବିଭୂତି ଭୂଷଣ କର l ସେ କହିଛନ୍ତି, ଆଗାମୀ ଦିନରେ ଓଡିଶାରେ ସାମ୍ବାଦିକ […]
ଭୁବେନଶ୍ବର(ନି.ପ୍ର):ଯେଉଁମାନେ ଏକ ମାସ ହେଲା ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି, ଇ-କେୱାଇସି ଯାଞ୍ଚ ପରେ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ। ମାସେ ହେବ ଆବେଦନ କରି ୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ପାଇବା ପାଇଁ ଅପେକ୍ଷା କରିଛନ୍ତି । ସେମାନେ କେବେ ସୁଦ୍ଧା ରାସନ କାର୍ଡ ପାଇବେ ବୋଲି ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋଷ। ତେବେ […]
ବରଗଡ଼୨୮/୮(ନବୀନ ଦାଶ):ଆଜି ବୁଧବାର ସକାଳ ୧୦ଟା ସମୟରେ ଅତାବିରା ବ୍ଲକ ଅଧିନ ଗୋଡଭଗା ସମଲେଇ ମନ୍ଦିର ପରିସରରେ ସ୍ତାପନା ଦିବସ ଓ ସ୍ବାମୀ ଲଖ୍ମଣାନନ୍ଦ ସରସ୍ବତୀକଂ ବଳିଦାନ ଦିବସ ପାଳନ କରାଯାଇଛି।ସ୍ବାମୀଜୀ ଙ୍କ ଫଟୋ ଚିତ୍ରରେ ପୁଷ୍ଫମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଦାଜଂଲୀ ପ୍ରଦାନ କରା ଯାଇଥିଲା। ଆଜି ବିଶ୍ବ ହିନ୍ଦୁପରିଷଦର ପ୍ରତିଷ୍ଠା ଦିବସ ଅବସରରେ ବିଶ୍ବ ହିନ୍ଦୁ ପରିଷଦ ଗୋଡଭଗା ଖଣ୍ଡର କର୍ମ କର୍ତ୍ତା ଚୟନ କରାଯାଇଛି।ଏଥିରେ ସର୍ବସମ୍ମତି କ୍ରମେ […]


