ବାସ୍ତବ ବ୍ୟୁରୋ: ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ବେଳେ ଖୋଲୁନି ପୋର୍ଟାଲ। ରାଜ୍ୟରେ କେତେକ ଜାଗାରୁ ଆଜି ଏମିତି କିଛି ଅଭିଯୋଗ ଆସିଛି। ଏପିରକି ଗତ ୩ ଦିନ ଧରି ଅନଲାଇନରେ ଆବେଦନ କରିବା ସମ୍ଭବ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି। ବହୁ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ପୋର୍ଟାଲ ଖୋଲୁନଥିବାରୁ ଜନସେବା କେନ୍ଦ୍ର ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । କେତେବେଳେ ପୋର୍ଟାଲ ଖୋଲୁନି […]

ବାସ୍ତବ ବ୍ୟୁରୋ: ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଲେ ସୁଜିତ କୁମାର । ସେ ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ଇସ୍ତଫାପତ୍ର ପଠାଇଛନ୍ତି । ଦଳରେ ତାଙ୍କୁ କୋଣଠେସା କରାଯାଇଥିବାରୁ ସେ ଦଳରୁ ଇସ୍ତଫା ଦେଇଥିବା କୁହାଯାଉଛି । ନିଜର ପ୍ରତିକ୍ରିୟାରେ ସୁଜିତ କୁମାର କହିଛନ୍ତି କି ସାଧାଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଇସ୍ତଫା ଦେଲି ।  ଏହାପରେ ନୂଆଦିଲ୍ଲୀ ବିଜେପି […]

ନବରଙ୍ଗପୁର(କରେଶ ଉପାଶି):- ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଶୋକ ମେହେଟା କକ୍ଷ ଠାରେ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସୁଭଦ୍ରା ଯୋଜନା ବିଷୟରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ସାରା ରାଜ୍ୟରେ ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ମହିଳା ମାନଙ୍କୁ ଫର୍ମ ପୁରଣ ପାଇଁ ଆଦେଶ ନାମା ଜାରି ହୋଇଛି ।ସମସ୍ତ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ଫର୍ମ ଦେବାକୁ କୁହାଯାଇଛି । […]

ସଂଜୟ ଶତପଥୀ(କଟକ): ଆଜି ପବିତ୍ର ଗୁରୁ ଦିବସ ସାରା ରାଜ୍ୟ ରେ ପାଳିତ ହେଉଥିଲା ବେଳେ ଅନୁରୂପ ଢଙ୍ଗରେ କଟକ ଜିଲ୍ଲା ରେ ମଧ୍ୟ ମହାସମାରୋହରେ ପାଳିତ ହୋଇଯାଇଛି। କଟକ ଜିଲ୍ଲା ର କଟକ ମହାନଗର ନିଗମ ଅନ୍ତର୍ଗତ ଓଡ଼ିଶା ପୋଲିସ୍ ହାଇସ୍କୁଲ ପରିସରରେ କଟକ ଜିଲ୍ଲା ଶିକ୍ଷା ଅଧୂକାରୀ ଡଃ ସନ୍ତୋଷ କୁମାର ରାଉତ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ର ମାନନୀୟ ଜିଲ୍ଲାପାଳ ଶ୍ରୀ […]

ଭୁବନେଶ୍ୱର ୦୫/୦୯(ଗୌତମ ମିଶ୍ର ) ପଶ୍ଚିମ ଓଡିଶା ର ପାରମ୍ପରିକ ଗଣପର୍ବ ନୁଆଖାଇ ସେପ୍ଟେମ୍ବର ୮ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଏକ କୃଷି ଭିତ୍ତିକ ପର୍ବ ସମସ୍ତ ପଶ୍ଚିମ ଓଡିଶା ଲୋକେ ଏହି ପର୍ବ ରେ ନିଜକୁ ସାମିଲ କରିଥାନ୍ତି। ଧାନ ଅମଳର ଖୁସିରେ ଏହି ଉତ୍ସବ ପାଳନ କରାଯାଇଥାଏ। ସମସ୍ତେ ନିଜ ନିଜ ଘରେ ପିଠା ପଣା ନାଚ ଗୀତ ରେ ମସଗୁଲ ହୋଇ ଏହି ଉତ୍ସବ […]

ସଂଜୟ ଶତପଥୀ(କଟକ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ” ଦେବକୀ ଯଶୋଦା ମାତୃକୃପା ସାହିତ୍ୟ ସମ୍ମିଳନୀ ୨୦୨୪ ” ଶ୍ରୀ ରାମଚନ୍ଦ୍ର ଭବନ, କଟକ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହା ସାହିତ୍ୟ ସଂସଦର ୫୪ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସତ୍ୟ ସନାତନ ବୈଦିକ ବିଦ୍ୟାଳୟର ଛାତ୍ରଛତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଏବଂ ବେଦ ପଠନ କରାଯାଇଥିଲା ।କୃଷ୍ଣ ଭକ୍ତି ଶୀର୍ଷକ ଭଜନ […]

ବରଗଡ଼୨/୯(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ଠାରୁ ଡେଙ୍ଗୁ ସଚେତନତା ରଥ ଗଡିବା ଆରମ୍ଭ ହୋଇଯାଇଛି। ଏପରିପ୍ରେକ୍ଷୀରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା.ସୁଶାନ୍ତ ମେହେର ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ୧୪ ଗୋଟି ସବସେଣ୍ଟର ଅଧିନସ୍ଥ ସମୁଦାୟ ୧୧୯ ଖଣ୍ଡ ଗ୍ରାମକୁ ଏହି ଡେଙ୍ଗୁ ସଚେତନତା ରଥ ଯିବା ସାଙ୍ଗକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ […]

ବରଗଡ଼୨/୯(ନବୀନ କୁମାର ଦାଶ):ସୋମବାର ଦିନ ସ୍ଥାନୀୟ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଆଧ୍ୟାତ୍ମିକ ସଚେତନତା ଉପରେ ଏକ କାର୍ଯ୍ୟ କ୍ରମ ଅଧ୍ୟକ୍ଷ ସରୋଜ ଦେବତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି।ଏଥିରେ ଦିଲ୍ଲୀ ଇସ୍କନ ର ପ୍ରଚାରକ ଆଚାର୍ଯ୍ୟ ନିତାଇ ଗୁଣମଣୀ ଦାଶ ଛାତ୍ରଛାତ୍ରୀ ଓ କଲେଜର ଅଧ୍ୟାପକ,ଅଧ୍ୟାପିକା ମାନଙ୍କୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଆଧ୍ୟାତ୍ମିକଡା ଅତ୍ୟନ୍ତ ଜରୁରୀ ବୋଲି ନିଜର ଅଭିଭାଷଣ ରେ ପ୍ରକାଶ କରିଥିଲେ। ବର୍ତମାନ ଛାତ୍ର ଜୀବନରେ […]

ବାସ୍ତବ ବ୍ୟୁରୋ: ରାଜ୍ୟରେ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ଆରମ୍ଭ ହୋଇଛି। ଅନ୍‌ଲାଇନ୍‌ ଆବେଦନ ପାଇଁ ଆଜି ‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ‘ସୁଭଦ୍ରା’ ପୋର୍ଟାଲ ଉନ୍ମୋଚନ ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ‘ସୁଭଦ୍ରା’ ପୋର୍ଟାଲ ଉପଲବ୍ଧ ହେବ ସୁଭଦ୍ରାର ସମସ୍ତ ସୂଚନା। ମହିଳାମାନେ ଯେ କୌଣସି ତଥ୍ୟ ଜାଣିବାକୁ ପୋର୍ଟାଲରୁ ଜାଣିପାରିବେ। କୌଣସି ପ୍ରକାର ଦ୍ଵନ୍ଦ ଥିଲେ, ପୋର୍ଟାଲରୁ ଜାଣିପାରିବେ। ସୁଭଦ୍ରା ପୋର୍ଟାଲ- subhadra.odisha.gov.in ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ୪ […]

ସଂଜୟ ଶତପଥୀ(କଟକ): ପ୍ରତିବର୍ଷ ପରି କଟକ ମହାନଗର ନିଗମ ପକ୍ଷରୁ ସ୍ବଚ୍ଛତା ପକ୍ଷ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କ ପକ୍ଷରୁ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ କଟକ ଚୈ।ଧୁରୀବଜାର ସ୍ଥିତ ମ୍ଯୂନିସପାଲ୍ ମଡେଲ ହାଇସ୍କୁଲ ରେ ସ୍ବଚ୍ଛତା ପକ୍ଷ ପାଳନ ର ଶୁଭାରମ୍ଭ ବିଦ୍ୟାଳୟ ପରିସର ରେ ହୋଇଯାଇଛି। କଟକ ମହାନଗର ନିଗମ ର ମାନନୀୟ ମେୟର ଶ୍ରୀ ସୁବାସ ସିଂ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ […]

Pin It on Pinterest