ଫୁଲବାଣୀ(ନିପ୍ର): ଫୁଲବାଣୀ ବିଜେପି ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଅନାସ୍ଥାରେ ହାରିଲେ। ଅନାସ୍ଥା ସପକ୍ଷରେ ୧୧ଜଣ କାଉନସିଲର ଭୋଟ୍ ଦେଇଛନ୍ତି। ସେ ମଧ୍ୟରେ ୭ଜଣ ବିଜେଡି, ୨ ଜଣ ବିଜେପି ଓ ୨ ସ୍ବାଧୀନ କାଉନସିଲର ଅଛନ୍ତି । ଜଣଙ୍କ ଭୋଟ୍ ନାକଚ ହୋଇଥିବା ବେଳେ ୧୦ଟି ଭୋଟ୍ କାୟମ ରହିଛି। ଗତ ଏପ୍ରିଲ ମାସରେ ପୌର ପରିଷଦର ୧୧ ଜଣ କାଉନସିଲର ଅନାସ୍ଥା ଆଗତ କରିଥିଲେ। ଜିଲ୍ଲାପାଳ ପ୍ରସ୍ତାବ ଗ୍ରହଣ […]
ରାଜ୍ୟ
ଭୁବନେଶ୍ବର(ନି.ପ୍ର): ବିଧାନସଭାରେ ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିଜେପି ଉପ ବାଚସ୍ପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସୁନ୍ଦରଗଡ ଜିଲ୍ଲା ତଳସରା ବିଧାୟକ ଭବାନୀ ଭୋଇଙ୍କ ନାମ ଦଳ ସ୍ଥିରକରିବା ପରେ,ବିଧାନସଭା ସଚିବ ଶ୍ରୀ ଦାଶରଥି ଶତପଥିଙ୍କ ନିକଟରେ ଭବାନୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ବିରୋଧୀ ବିଜେଡି ଉପ ବାଚସ୍ପତି ପାଇଁ କାହାକୁ ପ୍ରାର୍ଥୀ କରିନାହିଁ। ଆସନ୍ତାକାଲି ଅର୍ଥାତ ଜୁଲାଇ ୨୪ ତାରିଖରେ ଉପ […]
ଭୁବନେଶ୍ୱର(ନ.ପ୍ର)୨୨/୦୭: ଆଜିଠାରୁ ଆରମ୍ଭ ହେଲା ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ନବଗଠିତ ବିଜେପି ସରକାର ସହ ବିରୋଧି ଦଳ ଭାବେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବିଜେଡ଼ି। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏହା ହେଉଛି ପ୍ରଥମ ଅଧିବେଶନ। ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉପରେ ରହିଛି ସମସ୍ତଙ୍କ ନଜର। ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଗୃହରେ […]
କଟକ(ସଂଜୟଶତପଥୀ): ବିଭିନ୍ନ କିସମର ଧାନ ଓ ଅନ୍ୟାନ୍ୟ ଶସ୍ୟ ସଂରକ୍ଷଣ ସହ ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଏକ ନିଆରା ପରିଚୟ ସୃଷ୍ଟି କରିଥିବା କୋରାପୁଟ ଜିଲ୍ଲାର ଅଗ୍ରଣୀ କୃଷିବିତ୍ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶନିବାର ଭୋର୍ରେ ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ଅସୁସ୍ଥତା ଯୋଗୁଁ ଗତ ଗୁରୁବା ତାଙ୍କୁ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା। ପୂର୍ବରୁ ତାଙ୍କର କିଡନୀ ଜନିତ ସମସ୍ୟା ରହିଥିବାବେଳେ,ଏବେ […]
ନର୍ଲା(ନି.ପ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଛତିକୁଡ଼ା ଠାରୁ ନର୍ଲା କୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ, ଚିପୂଲ୍ ନାଳା ଠାରେ ବ୍ରିଜ ନିର୍ମାଣ ଓ ବେହେରାପାଟି ନିକଟସ୍ଥ ସାନ୍ଦୂଲ୍ ସେତୁ ନିର୍ମାଣ ପାଇଁ ପାଖାପାଖି ତିରିଶ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ଡ଼ାଇଭର୍ଶନ ରୋଡ ଏବଂ କଲଭଟ ଅତି ତରବରିଆ ଭାବରେ ୨୦୨୩ ମସିହା ନଭେମ୍ବର ମାସରେ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଥିଲା କିନ୍ତୁ ଉକ୍ତ […]
ସନ୍ତୋଷ ପାତ୍ର(ନର୍ଲା): କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ଵାଚନ ମଣ୍ଡଳୀ ଅଧୀନସ୍ଥ ନର୍ଲା ମ. ରାମପୁର, କର୍ଲାମୁଣ୍ଡା, ଓ କେସିଙ୍ଗା ଆଦି ବ୍ଲକ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅନେକ ବିଭାଗ ରେ ଅଧାପନ୍ତରିଆ ହୋଇ ପଡିରହିବା ଏବଂ ବହୁ ଦୁର୍ନୀତି ହୋଇଥିବା ଅଭିଯୋଗ କଳାହାଣ୍ଡି ରୁ ଯାଇ ରାଜ୍ୟ ସରକାର ଙ୍କ ପାଖରେ ପହଞ୍ଚିଛି । ସୂଚନା ଅନୁଯାୟୀ ନର୍ଲା ପ୍ରେସ ଆସୋସିଏସନ ର ସଭାପତି ଦୀପକ କୁମାର […]
କେନ୍ଦ୍ରାପଡ଼ା୧୮/୦୭: ପଟ୍ଟାମୁଣ୍ଡାଇ କେନାଲରୋଡ଼ସ୍ଥିତ ଏବି କମ୍ଲେକ୍ସରେ ଚାଲୁଥିବା ଗାୟତ୍ରୀ ଡିଜିଟାଲ୍ ଏକ୍ସରେ ଆଣ୍ଡ ଲାବ୍ରୋଟୋରୀକୁ ଆଜି ସିଲ୍ କରିଛି ପ୍ରଶାସନ । ଉପଯୁକ୍ତ ଅଧିକାରୀଙ୍କଠାରୁ ବୈଧ ଅନୁମତିପତ୍ର ବା ଲାଇସେନ୍ସ ନ ନେଇ ମନଇଛା ଲାବ୍ରୋଟୋରୀରେ ପରୀକ୍ଷା ଚଳାଉଥିବାରୁ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ପୋଲିସ୍ ପ୍ରଶାସନର ଉପସ୍ଥିତିରେ ଆଜି ଦିନ ୧ଟାଠାରୁ ଏହାକୁ ପ୍ରଶାସନ ସିଲ୍ କରିଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ନିର୍ଦ୍ଦେଶକ୍ରମେ ଆଜି ପଟ୍ଟାମୁଣ୍ଡାଇ […]
ବରଗଡ:-୧୫.୭(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଲରାସରା ଗ୍ରାମର ଜୋନ-୨ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜିତ ସାହୁ ଙ୍କ ବଡ ପୁଅ ତମ୍ରେଶ କୁମାର ସାହୁ (ଟୁକୁ/୪୨) ଗତ ଜୁଲାଇ ୧୧ ତାରିଖ ଦିନ ନିଜ ପୁଅକୁ ସ୍କୁଲ୍ ଛାଡ଼ି ଫେରିବା ବାଟରେ ଆଉ ଫେରି ନଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ପରିବାର ଲୋକେ ଅପେକ୍ଷା ରେ ରହି ଫୋନ୍ ଯୋଗେ ଯୋଗା ଯୋଗ କରିଥିଲେ ହେଁ ରାତ୍ର […]
ସଂଜୟ ଶତପଥୀ(କଟକ): ବାରବାଟୀ ଷ୍ଟାଡିୟମ୍ ସ୍ଥିତ ଇସ୍କଫ୍ ସଭାଗୃହରେ ଭାରତୀୟ ଗଣନାଟ୍ୟ ସଂଘ (ଇପଟା/IPTA)କଟକ ଶାଖାର ୩ୟ ଜିଲ୍ଲା ସମ୍ମିଳନୀ ଇସ୍କଫ୍ ର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ପଢିହାରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଇପ୍ଟାର ଜାତୀୟ ସମ୍ପାଦକ ମଣ୍ଡଳୀ ସଭ୍ୟ ମହାନ ବିପ୍ଳବୀ ଶ୍ରୀ ଶୈଳେନ୍ଦ୍ର ମୁଖ୍ୟବକ୍ତା ଓ ଜାତୀୟ ପରିଷଦ ସଭ୍ୟ ଶ୍ରୀ ଉପେନ୍ଦ୍ର ମିଶ୍ର ମହୋଦୟ ମୁଖ୍ୟ ଅତିଥି ତଥା କଟକ ଜିଲ୍ଲାର […]
ସଂଜୟ ଶତପଥୀ(କଟକ): କଟକ କମିଶନରେଟ୍ ପୋଲିସ୍ ଅଧିନରେ ଥିବା କଟକ ଦରଘା ବଜାର ଥାନା କୁ ଏକ ବଡ ସଫଳତା ମିଳିଛି। ହସ୍ତଗତ ହୋଇଥୂବା ଖବର ଅନୁଯାୟୀ କଟକ ନିମସାହି ର ବାସିନ୍ଦା ମହମ୍ମଦ ଆଜାର୍ ଏକ ବ୍ୟାଙ୍କ ଠକାମୀ ର ଶିକାର ହୋଇଥୂବା ନେଇ ସ୍ଥାନୀୟ ଦରଘା ବଜାର ଥାନା ରେ ତା ୧୩/୦୭/୨୦୨୪ ରିଖ ଦିନ ଏକ ଏତାଲା ଦାୟର କରିଥିଲେ। ଏହି ଏତଲାକୁ ଭିତ୍ତିକରି ଦରଘାଵଜାର […]


