ପ୍ରାୟ ୧୫ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି’-‘ବିଶେଷକରି ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାରେ ପ୍ରଭାବ ପଡ଼ିପାରେ’-‘ଯଦି ବି ବାତ୍ୟା ଦିଗ ପରିବର୍ତ୍ତନ କରେ ତାହେଲେ ବି ପ୍ରସ୍ତୁତ’-‘ଜଳସମ୍ପଦ, ପଞ୍ଚାୟତିରାଜ, କୃଷି, ଶକ୍ତି ବିଭାଗକୁ ସଜାଗ କରିଛୁ’-‘ଅତୀତର ଅନୁଭୂତିକୁ ଦେଖି ସବୁ ପଦକ୍ଷେପ ନେଇଛୁ’-‘ଯଦି କେହି ପାଣିରେ ରୁହନ୍ତି, ରନ୍ଧା ଖାଦ୍ୟ ଯୋଗାଇବୁ’

ବରଗଡ଼(ନବୀନ କୁମାର ଦାଶ): ସ୍ଥାନୀୟ ପାର୍ବତୀଗିରି ମହିଳା ମହା ବିଦ୍ୟାଳୟର ଶ୍ରେଣୀ ଗୃହରେ ଯୁକ୍ତ ତିନି ଅଭିଭାବକ ଓ ଶିକ୍ଷକମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ରଞ୍ଜିତା ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପିକା ଡଃ.ପୁଷ୍ପାଞ୍ଜଳି ପ୍ରଧାନ,ନନ୍ଦିନୀ ନିରୋଦ ପଣ୍ଡା,ରାଧାକାନ୍ତ ମିଶ୍ର ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କ ଶୈକ୍ଷିକ ତଥା ବୌଦ୍ଧିକ ଉନ୍ନତି ଦିଗରେ ଅଧ୍ୟାପକ ଅଧ୍ୟାପିକାମାନଙ୍କ ନିରବିଚ୍ଛିନ୍ନ ପ୍ରୟାସ ସଂପର୍କରେ ଆଲୋଚନା କରିଥିଲେ।ଅଧ୍ୟାପିକା ଡଃ.ସଂଘମିତ୍ରା ମିଶ୍ର […]

ବରଗଡ଼(ନବୀନ କୁମାର ଦାଶ):ପ୍ରତ୍ୟହ ଭୋର ରୁ ଚାଲିବା ଦେହ,ମନ, ଶରୀର ପାଇଁ ଅତ୍ୟନ୍ତ ଜରୁରୀ।ତେବେ ଯଦି ଖାଲି ପାଦରେ ଘାସ ଉପରେ ଚାଲିବା ଚକ୍ଷୁ ରୋଗ, ଯକୃତ ରୋଗ,ମଧୂମେହ,ହୃଦ ରୋଗ ଭଳି ଜଟିଳ ରୋଗରୁ ଉପଶମ ମିଳିଥାଏ ବୋଲି ଡାକ୍ତର ସୁବଳ କିଶୋର କର, ଡାକ୍ତର ଘନଶ୍ୟାମ ନାଥ ପ୍ରକାଶ କରିଛନ୍ତି। ବରଗଡ଼ ରେ ଖାଲି ପାଦରେ ଚାଲିବା କଷ୍ଟକର କାରଣ କଣ୍ଟା,ଭଙ୍ଗାରୁଜା କାଚ, ଗୋଡ଼ି ପଥର ଆଦି ପାଦରେ […]

କଟକ(ନି.ପ୍ର)୨୪/୧୦/୨୫:କଟକ ୪୨ ମୌଜା ନିକଟସ୍ଥ ଝିଙ୍କିରିଆ ଠାରେ କଟକ ଜିଲ୍ଲା ମିନିଟ୍ରକ ମାଲିକ ସଂଘ ର ନୃତନ୍ କାର୍ଯ୍ୟାଳୟ ଯଥାବିଧି ଶୁଭ ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଈଂ ପ୍ରକାଶ ଚନ୍ଦ୍ର ସେଠୀ, ସମ୍ମାନନୀୟ ଅତିଥି କଟକ ଆର. ଟି. ଓ ଶ୍ରିଯୁକ୍ତ ବିଶ୍ୱଜିତ୍ ଦାଶ,୪୨ ମୌଜା ଥାନା ଆଇ.ଆଇ.ସି, ନିଖିଳ ଓଡ଼ିଶା ମିନିଟ୍ରକ ମାଲିକ ମହାସଂଘ ର ରାଜ୍ୟ ସଭାପତି […]

ଭୁବନେଶ୍ବର(ନି.ପ୍ର): କବି, ଔପନ୍ୟାସିକ ଓ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା ଆଉ ନାହାନ୍ତି। ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ୧୯୪୪ ଜୁନ୍ ୨୪ ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ବତଲଗା ଗାଁରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ।୧୯୪୭ରେ ଶ୍ରୀ ପଣ୍ଡାଙ୍କର ପ୍ରଥମ କବିତା […]

ଭୁବନେଶ୍ୱର(ନି.ପ୍ର):୨୨ ଅକ୍ଟୋବର ସନ୍ଧ୍ୟା ରେ ଇମେଜ୍ କ୍ୟାମ୍ପସ ରେ ଓଡିଆ ସିନେମା ଶମ୍ଭୁ ର ଅଡିଓ ଏବଂ ଟ୍ରେଲର ରିଲିଜ୍ ହୋଇଯାଇଚି। ଏଥିରେ ନିର୍ଦ୍ଦେଷକ ଦିଲିପ୍ ପଣ୍ଡା ,ପ୍ରଯୋଜକ ବିଭୂତି ଭଷଣ ଜେନା ,ସହ ପ୍ରଯୋଜକ ଅଭିଷେକ୍ ଜେନା ,ସଂଳାପକାର ଡଃ ରଜନୀ ରଞ୍ଜନ , ସଂଗୀତ ନିର୍ଦ୍ଦେଷକ ଦୀପକକୁମାର ଏବଂ ଶୂଭମ୍ ,ହରିହର ମହାପାତ୍ର, ଡିସ୍କୋ ରେଡ୍ଡି ,ସୁଧାକର ବସନ୍ତ , ଜୀବନ ପଣ୍ଡା ଆଦି କଳାକାର ମାନେ […]

ଭୁବନେଶ୍ୱର(ନି.ପ୍ର) ଲକ୍ଷେଶ୍ୱର ପ୍ରଡ଼କସନ ବ୍ୟାନରରେ,ପ୍ରସ୍ତୁତ ତଥା ସୌରଭ ପାଢ଼ୀଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ‘ ର ପୋଷ୍ଟ ପ୍ରଡ଼କସନ ଶେଷ ଜାନୁଆରୀ ରେ ଶୁଭମୁକ୍ତି ପାଇଁ ପ୍ରସ୍ତୁତ ହୋଇସାରିଛି l ପ୍ରଥମଥର ପାଇଁ ଭୂମିକାଙ୍କ ସହିତ ନାୟକ ମଣ୍ଟୁ ନଜର ଆସୁଛନ୍ତି l ଚକ୍ରାନ୍ତ ର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର କାନ୍ଧେଇଛନ୍ତି ବହୁ ଅଭିଜ୍ଞ ନିର୍ଦ୍ଦେଶକ ପିନୁ ନାୟକ।କାହାଣୀ ରଚନା କରିଛନ୍ତି ଦିଶା ପାଢ଼ୀ ଏବଂ ସଂଳାପ […]

ବରଗଡ଼୧୫/୧୦(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଟୋପ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରମାଣ ପୁର ରେ କେନ୍ଦ୍ର ସାଧନ ସଂଯୋଜକ କୃତାର୍ଥ ଚନ୍ଦ୍ର ଭୁଏ ଙ୍କ ତତ୍ତ୍ଵାବଧାନ ତଥା ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରେନ ଭୋଇ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ଏହାର ଉଦ୍ଘାଟନୀ ସମାରୋହ ରେ ସଭାପତି ବିରେନ୍ ଭୋଇ, ମୁଖ୍ୟଅତିଥି ବିଦ୍ୟାଳୟ ପରି ଚାଳନା କମିଟୀ ର ସଭାପତି […]

ବରଗଡ଼୧୫/୧୦(ନବୀନ କୁମାର ଦାଶ):ଜାତୀୟ କଳା, ସଂସ୍କୃତି, ସାହିତ୍ୟ ଏବଂ ନାଟକ,ଭୁବନେଶ୍ୱର ତରଫରୁ ଅଷ୍ଟମ ରାଜ୍ୟସ୍ତରୀୟ ନୂଆଖାଇ ଭେଟଭାଟ ବୁଦ୍ଧ ମନ୍ଦିର ଅଡିଟୋରିୟମ ହଲ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଡଃ ମଙ୍ଗୁଲୁ କୁମାର ଦାସଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସମ୍ବର୍ଦ୍ଧନା ନୂଆଖାଇ ଓ କବିତାରେ ଛନ୍ଦବୋଧର ଆବଶ୍ୟକତା ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା।ସଭାପତି ଡ଼ା.ନବକିଶୋର ଶତପଥୀ ମୁଖ୍ୟ ଅତିଥି ବିଶିଷ୍ଟ ସାହିତ୍ୟିକ ମନୋଜ କୁମାର ସାହୁ,ମୁଖ୍ୟ ବକ୍ତା ବିଶିଷ୍ଟ […]

ଭୁବନେଶ୍ୱର(ତ୍ରିଭୁବନ ମହାପାତ୍ର):ଅକ୍ଟୋବର ୧୫: ଓଡ଼ିଆ ନାଟକ ଜଗତର ଅନନ୍ୟ ବ୍ୟକ୍ତିତ୍ୱ ତଥା ବରିଷ୍ଠ ନାଟ୍ୟକାର,ନିର୍ଦ୍ଦେଶକ ଓ କୁଶଳୀ ମଞ୍ଚକଳାକାର ଡ଼.ସଚି ଦାସଙ୍କ ୯୧ତମ ଜନ୍ମଦିନ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଯାଇଛି।ଏହି ଶୁଭ ଅବସରରେ ଡ଼ଃ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ, ତାଙ୍କ ନାମରେ ନାମିତ ନାଟକ “ଇନ୍ଦ୍ରପୁରୀରେ ସଚି” ପରିବେଷଣ କରାଯାଇଥିଲା। ଏହି ନାଟକ ମାଧ୍ୟମରେ ଡ଼ଃ ଦାସଙ୍କ ନାଟ୍ୟ ଜୀବନୀ ଓ […]

Pin It on Pinterest