କେନ୍ଦ୍ରାପଡ଼ା(ଜୟନ୍ତ ଶତପଥୀ): କେନ୍ଦ୍ରାପଡ଼ା, ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ପି.ଏମ କିଶାନ ସମ୍ମାନ ନିଧି ଅନ୍ତର୍ଗତ ଚାଷୀ ମାନଙ୍କୁ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମକୁ ମାନ୍ୟବର ସାଂସଦ କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା,ମହାକାଳପଡା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ସଭାପତି ଲିଳିତା ଦାସ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକ ସମେତ ବିଭିନ୍ନ ବିଭାଗୀୟ […]

କେନ୍ଦ୍ରାପଡ଼ା(ରାଜେଶ ମହାନ୍ତି)୦୨/୦୭:ଏଣିକି ଆଉ କାଗଜ ଫାଇଲ ଦେଖିବାକୁ ମିଳିବ ନାହିଁ ଡିଜିଟାଲ ମୋଡରେ କାର୍ଯ୍ୟ କରିବ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ।ବ୍ଲକ ଠାରୁ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଡିଜିଟାଲ ବ୍ୟବସ୍ଥା ଲାଗୁ ହୋଇଛି।ଏହାକୁ ଓସ୍ଵାସ( ଓଡିଶା ଷ୍ଟେଟ ୱାର୍କ ଫ୍ଲୋ ଅଟୋମେସନ ସିଷ୍ଟମ) କୁହାଯାଏ। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ସମସ୍ତ ଜିଲ୍ଲା […]

ବରଗଡ୩୧/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲାରେ ସ୍ଥାପନ ହେଉ କୃଷି ବିଶ୍ୱବିଦ୍ୟାଳୟ।ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜସିଂ ଚୌହାନ ଙ୍କୁ ବରଗଡ଼ ସାଂସଦ ଅନୁରୋଧ କରିଛନ୍ତି।ଏହି ପ୍ରସ୍ତାବ ଉପରେ ଗମ୍ଭୀରତା ସହ ବିଚାର କରିବାକୁ କହିଛନ୍ତି ପ୍ରଦୀପ ପୁରୋହିତ। ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଆବଶ୍ୟକ ସର୍ବେକ୍ଷଣ ଏବଂ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରଖି ବରଗଡ଼ରେ ଏକ ସ୍ୱତନ୍ତ୍ର କୃଷି ବିଦ୍ୟାଳୟ ସ୍ଥାପନା ପାଇଁ ଆବଶ୍ୟକ […]

କଳହାଣ୍ଡି(ନି.ପ୍ର): କଳାହାଣ୍ଡି ଜିଲ୍ଲାର ଏକ ପୁରାତନ ପ୍ରତିଷ୍ଠିତ ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁପରାରୋଡ ର ପ୍ରଧାନ ଶିକ୍ଷକ ରଞ୍ଜନ ତ୍ରିପାଠୀ ଙ୍କୁ ଅନ୍ୟତ୍ର ବଦଳି ପ୍ରତିବାଦ ରେ ଗତ ଶନିବାର ଠାରୁ ଚାରିଦିନ ଧରି ଖରା ବର୍ଷା ରେ କୋମଲମତି ଛାତ୍ରଛାତ୍ରୀ ଙ୍କ ଶହ ଗ୍ରାମବାସୀ ଓ ଅଭିଭାବକ ମାନେ ସ୍କୁଲ ସମ୍ମୁଖରେ ଧାରଣା ଦେଉଥିବା ଦେଖିବାକୁ ମିଳିଛି । ଉକ୍ତ ଶିକ୍ଷକ ଜଣକ ତିନିବର୍ଷ ହେବ ଏହି […]

ବରଗଡ୨୯/୦୭(ନବୀନ କୁମାର ଦାଶ):କେନ୍ଦ୍ର ସରକାର ଙ୍କ ନିକଟରେ ବରଗଡ଼ ସାଂସଦ ଙ୍କ ଦାବି।ଓଡ଼ିଶାରେ ଏଫସିଆଇ ଗୋଦାମରେ ବଢ଼ୁଥିବା ଷ୍ଟକକୁ ନଜରରେ ରଖି ଶୀଘ୍ର ଚାଉଳ ଉଠାଯାଉ।ଏନେଇ ସଂସଦରେ ଦୃଷ୍ଟି ଆକର୍ଷଣ କରିଛନ୍ତି ସାଂସଦ ପ୍ରଦୀପ ପୁରୋହିତ। ଏବେସୁଦ୍ଧା ଖରିଫ ଓ ରବି ଋଚ୍ଛୁରେ ୭୩.୫ ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ଯାଇଛି।ଏହାଭିତରୁ ୪୯.୬ ଲକ୍ଷ ମେଟ୍ରିକ ଟନ୍ ଚାଉଳ ପ୍ରସ୍ତୁତ ହୋଇଛି।ରାଜ୍ୟର ବାର୍ଷିକ ଆବଶ୍ୟକତା ରହିଛି ମାତ୍ର ୨୬ […]

ବରଗଡ଼/ପଦ୍ମପୁର୨୯/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଉ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି କେନ୍ଦ୍ରୀ ୟ ବିଦ୍ୟାଳୟ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। କେନ୍ଦ୍ରୀୟ ବିଦ୍ୟାଳୟ ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ।ତେଣୁ ଏହାର ସ୍ଥାପନା ହେଲେ ପଦ୍ମପୁର ଅଂଚଳର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଉଚ୍ଚସ୍ତରୀୟ ଶିକ୍ଷା ବ୍ୟବସ୍ଥା ନିର୍ମାଣ ହୋଇପାରିବ । ଯାହାଦ୍ବାରା […]

କେନ୍ଦ୍ରାପଡ଼ା(ନି.ପ୍ର)୨୮/୦୭:ଜିଲ୍ଲା ସ୍ଵାସ୍ଥ୍ୟ ସମିତି, କେନ୍ଦ୍ରାପଡା ତରଫରୁ ଆଜି ଅପରାହ୍ନରେ ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ ୨୦୨୫ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡ. ମନୋରଞ୍ଜନ ରାଉତ ପୌରହିତ୍ୟ କରିଥଲେ l ପାଞ୍ଚ ପ୍ରକାର ହେପାଟାଇଟିସ – ଏ, ବି, ସି, ଡି ଏବଂ ଇ ଉପରେ ଉପସ୍ଥିତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ […]

ବରଗଡ଼୨୭/୦୭(ନବୀନ କୁମାର ଦାଶ):ଚାରିଆଡେ଼ ସରକାର ଙ୍କ ବିକାଶ ବେନର ପୋଷ୍ଟର ଠାରୁ ଆରମ୍ଭ କରି କାନ୍ଥ ବାଡ଼ ସବୁଠି।କାର୍ଯ୍ୟ ମଧ୍ୟ ହୋଇଛି ଏବଂ ଡବଲ ଇଞ୍ଜିନ ସରକାର ଙ୍କ ଶାସନ କାଳ ରେ ବିକଶିତ ଗାଁ ବିକଶିତ ଓଡ଼ିଶା କିଞ୍ଚିତ ଉଦାହରଣ ସ୍ୱରୂପ ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀର ଅତାବିରା ରୁ ଭେଡେନ ବ୍ଲକ୍ କୁ ସଂଯୋଗ କରୁଥିବା ତଥା ରାତି ପାହିଲେ ହଜାର ହଜାର ଗାଡ଼ି ମଟର […]

 ବିଜେଡି ସମର୍ଥିତ ସରପଂଚଙ୍କ ସମେତ ଅନେକ ବିଜେଡି କର୍ମୀଙ୍କ ବିଜେପିରେ ଯୋଗଦାନ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଲେ ବରିଷ୍ଠ ନେତୃବୃନ୍ଦ ସ୍ଥାନୀୟ ଅଂଚଳର ବିକାଶକୁ ଆଗେଇ ନେବା ପାଇଁ ସହାୟକ ହେବା ସହିତ ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବ ରାଜ୍ୟ ସରକାରଙ୍କ ଜନାଭୀମୁଖୀ କାର୍ଯ୍ୟ ପ୍ରତି ଓଡିଶାବାସୀଙ୍କ ସମର୍ଥନ ବୃଦ୍ଧି ପାଇଚାଲିଛି : ମନମୋହନ ସାମଲ ଭୁବନେଶ୍ୱର(ନି.ପ୍ର)୨୭/୦୭: ରାଜ୍ୟ […]

ବରଗଡ଼୨୭/୦୭(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ବନମହୋତ୍ସବ ପାଳିତ ହୋଇଯାଇଛି।ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସଂପ୍ରତି ଜଳବାୟୁ ପରିବର୍ତ୍ତନର ମୁଖ୍ୟ ଭୂମିକା ଗଛହିଁ ଥିବାରୁ ଏକ ସଚେତନତା ସଭା କରାଯାଇ ଥିଲା।ମଣିଷ ମରିଗଲେ ଗଛର କିଛି କ୍ଷତି ହେବ ନାହିଁ ଅଥଚ ଗଛ ମରିଗଲେ ମଣିଷର ବିନାଶ ବୋଲି ମତବ୍ୟକ୍ତ କରାଯାଇ ଥିଲା। ଚଳିତ ବର୍ଷ କଲେଜ ପରିସରର ପାଠାଗାର ସମ୍ମୁଖ, ପୁରାତନ […]

Pin It on Pinterest