ବ୍ରହ୍ମପୁର୦୩.୦୯.୨୫: ଉତ୍କଳରେ ଯେତେ ଥର ମୋଗଲ ଗୋଳ ହୋଇଛି, ଓଡ଼ିଶାର ଆରାଧ୍ୟ ଦେବତାଙ୍କୁ ତତ୍କାଳୀନ ଗଜପତି ମହାରାଜା ଗଣ ନିଜର ଶକ୍ତି ସାମର୍ଥ ପ୍ରଦର୍ଶନ କରି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସୁରକ୍ଷିତ ରଖିଛନ୍ତି। ରାଜା ରାମଚନ୍ଦ୍ର ଦେଓ କିଭଳି ତକିଖାଁ କବଳରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଚିଲିକାର ଗୁରୁବାଇ ଦୀପକୁ ଆଣି ପୁଣି ଠାକୁର ମାନଙ୍କୁ ରତ୍ନ ସିଂହାସନରେ ଅବସ୍ଥାନ କରାଇଥିଲେ ଓ ଗୁମଟରେ ବଡ଼ ଠାକୁରଙ୍କୁ ବିଜେ କରାଇ ସର୍ବଧର୍ମର ସମନ୍ନୟ […]

ବରଗଡ଼୦୨/୦୯(ନବୀନ କୁମାର ଦାଶ):ବରଗଡ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ପରିସର ରେ ସ୍ବେଛାସେବୀ ଜନକଲ୍ୟାଣ ସଂଗଠନ-ଓଡିଶା ଜନତା ସଂଘର୍ଷ ସମିତି,ବରଗଡ଼ ପକ୍ଷରୁ ୨ୟ ବର୍ଷ “ନୂଆଁଖାଇ ଭେଟଘାଟ” ଆୟୋଜିତ ହୋଇ ଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମିତିର ବରିଷ୍ଠ ସଭ୍ୟ କାମ ଦେବ ବେହେରା ସ୍ୱାଗତ ସଂଗୀତ ଗାନ କରିଥିଲେ।ସଭାପତି କିଶୋର ଚନ୍ଦ୍ର ସାହୁ ଙ୍କ ଆବାହକ ଏବଂ ଉପସଭାପତି ଅଭୟ କୁମାର ପଧାନ,ସମ୍ପାଦକ ମେଘନାଦ ସାହୁ ଏବଂ ସହ- ସମ୍ପାଦକ ନେପାଳ […]

ବରଗଡ଼୦୧/୦୮(ନବୀନ କୁମାର ଦାଶ):ଡ୍ରାଇଭର ଦିବସ ତଥା କୃଷି ଭିତ୍ତିକ ମହାନ୍ ଗଣ ପର୍ବ ନୂଆଁ ଖାଇ ଅବସର ରେ ବରଗଡ଼ ଜିଲ୍ଲା ସୋହେଲା ନିୟନ୍ତ୍ରିତ ବଜାର ଠାରେ ଓଡିଶା ଡ୍ରାଇଭର ମହାସଂଘ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟ ରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଇରାଶିସ ଆଚାର୍ଯ୍ୟ ଭଟଲି ବିଧାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ […]

ବରଗଡ଼୨୯/୦୮(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡଭଗା ଫାଣ୍ଡି ଅନ୍ତର୍ଗତ ଲହଣ୍ଡା ପଞ୍ଚାୟତ ସିଲେଟ ରେ ବେନିୟମ ଭାବେ ଘୁଦୁଘୁଡୁ ପଟି ଖେଳ ଚାଲିଥିବା ବେଳେ ପୋଲିସ ର ଅବହେଳା ତଥା ଅପାରଗତା ସାମ୍ନାକୁ ଆସିଛି। ବରଗଡ଼ ଏବେ ଚୋର,ଡକାୟତ ତଥା ନିଶାର ଗଡ ଭାବେ ବେଶ୍ ପରିଚିତ ଥିବା ବେଳେ ନିଇତି ନିଶାଡି ମାନଙ୍କ ଦ୍ଵାରା ଛୋଟ ମୋଟ ଘଟଣା ଦୁର୍ଘଟଣା ର ଲୋକେ ଶିକାର ହୋଇ […]

ବରଗଡ଼୨୪/୦୮(ନବୀନ କୁମାର ଦାଶ):ରବିବାର ଦିନ ପୂର୍ବାହ୍ନ ୧୦.୩୦ ମି.ସମୟରେ ଗଙ୍ଗାଧର ମେହେର କଲ୍ୟାଣ ମଣ୍ଡପଠାରେ ବରପାଲି ବ୍ଲକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ପାୱାର ଅଫ ଦିବ୍ୟlଙ୍ଗସ ର ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ,ମୁଖ୍ୟ ଅତିଥି ଭାବେ ବରପାଲି ଏନ.ଏ. ସି. ଚେୟାରମ୍ୟାନ ଦିନେଶ ଗହୀର,ସୁଇଟ ସ୍ମlଲ ଦିବ୍ୟlଙ୍ଗ ଟ୍ରଷ୍ଟ ର ମୁଖ୍ୟ ମଞ୍ଜୁଲତା ଦାଶ, ସରସ୍ବତୀ ସଂଘ ର ଉପସଭାପତି ଘରଯୁଗୀ […]

ବରଗଡ଼୨୪/୦୮(ନବୀନ କୁମାର ଦାଶ):ରାଜ ଯୋଗିନୀ ଦାଦି ଓ ପ୍ରକାଶ ମଣି ଜୀ ଙ୍କ ସ୍ମୃତି ଅବସର ରେ ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ,ବରପାଲି ଓ ନିଷ୍ଠା ପରିବାର ର ମିଳିତ ଆନୁ କୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ବରପାଲି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ବରପାଲି ବ୍ଲକ ଅଧ୍ୟକ୍ଷ ଦିନେଶ ଗହୀର ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ […]

ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଲେଖିକା ପରିଷଦ ଆନୁକୂଲ୍ୟରେ ଭଟଲି ବ୍ଲକ୍ ଅନ୍ତର୍ଗତ ଗୋପାଳ ପୁର ଆଶ୍ରମ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେର ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ପରିଷଦ ର ଉପ ସଭାନେତ୍ରୀ ଅନୁସୂୟା ଦେବତା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସାହିତ୍ୟ ସମାରୋହ ରେ ମୁଖ୍ୟ ଅତିଥି ଭାବେ ସତିହାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନା, ମୁଖ୍ୟବକ୍ତା ଭାବେ […]

ନୂଆଦିଲ୍ଲୀ: ଆଇନରେ ପରିଣତ ହେଲା ଅନଲାଇନ ଗେମିଂ ବିଲ୍। ରାଷ୍ଟ୍ରପତିଙ୍କ ସ୍ଵାକ୍ଷର ଓ ଗେଜେଟ୍ ନୋଟିଫିକେସନ ପରେ ଏହା ଆଇନରେ ପରିଣତ ହୋଇଛି। ଆଗରୁ ସଂସଦର ଉଭୟ ଗୃହରେ ଏହା ଗୃହୀତ ହୋଇଥିଲା । ଆଇନ ହେବା ପରେ ଡ୍ରିମ ୧୧, ଗେମସ ୨୪X୭ ଓ ମୋବାଇଲ ପ୍ରିମିୟର ଲିଗ୍, ନଜାରା ଟେକନୋଲୋଜିସ ଲିମିଟେଡ ଦ୍ବାରା ପରିଚାଳିତ ୩.୮ ବିଲିୟନ ଡଲାରର ଗେମିଂ ଶିଳ୍ପ ପ୍ରଭାବିତ ହେବ। ମିଡିଆର କୌଣସି […]

କଟକ(ସଂଜୟ ଶତପଥି):ଏଥର ପାର୍ବଣ ଲାଗି ସାଜସଜ୍ଜା ହେବ କିନ୍ତୁ ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ବାଜା ଏବଂ ବାଣ ଉପରେ ଲାଗିଲା ସମ୍ପୂର୍ଣ୍ଣ କଟକଣା।ଏ ସମ୍ପର୍କୀତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପୂଜାରେ ୬୫ ଡେସିବଲରୁ ଅଧିକ ଶବ୍ଦ ଯେପରି ଉତ୍ପନ୍ନ ନହେବ, ସେନେଇ ଉଭୟ କଟକ ଜିଲ୍ଲାପାଳ ଏବଂ ଡିସିପି ନଜର ରଖିବେ ବୋଲି ହାଇକୋର୍ଟ କହିଛନ୍ତି । କେବଳ ୪ଟି […]

ଭୁବନେଶ୍ୱର(ନି.ପ୍ର):ସାଧାରଣତଃ ରାଜ୍ୟରେ ଦୁର୍ଗାପୂଜା ପୂର୍ବରୁ ନିର୍ବାଚନ କରାଯିବାର ପରମ୍ପରା ଥିବାବେଳେ ଏଯାବତ୍‌ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ନପାଇବା ନେଇ ଆଶାୟୀ ପ୍ରାର୍ଥୀ ଓ ଛାତ୍ର ସଙ୍ଗଠନ ଗୁଡିକ ଚିନ୍ତାରେ ପଡିଛନ୍ତି। ବିଭାଗ ପକ୍ଷରୁ ୨୦୨୫- ୨୬ ଶିକ୍ଷାବର୍ଷର କ୍ୟାଲେଣ୍ଡର ମଧ୍ୟ ପ୍ରକାଶ କରାଯାଇନାହିଁ। ରାଜ୍ୟରେ ବିଜେପି ସରକାର ଆସିବା ପରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଘୋଷଣା ହୋଇଥିଲା। ପୂର୍ବ ବର୍ଷ କେତେକ ସମସ୍ୟା ପାଇଁ […]

Pin It on Pinterest