ସୁକାନ୍ତ ବେହେରା(ବେଗୁନିଆ):ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ ମଲିପଦର ଗ୍ରାମରେ ନୂଆ ପାରିଜାତ କ୍ଳବ ପରିସରରେ ରାଷ୍ଟ୍ରଶକ୍ତି ମିଶନ ଓ ଆମ ଗାଁ ମହୋତ୍ସବ କମିଟି ପକ୍ଷରୁ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି।ଭୁବନେଶ୍ୱର ସେଣ୍ଟର ଫର ଆଇ ହସ୍ପିଟାଲର କର୍ମକର୍ତ୍ତା ଏଥିରେ ଯୋଗ ଦେଇ ଚକ୍ଷୁ ରୋଗୀଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ଦଳର ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ […]
odisha
ସୁକାନ୍ତ କୁମାର ବେହେରା(ଭାପୁର)୧୧/୧୦:ଆଜି ଭାପୁର ବ୍ଲକ ବାଘୁଆପଲ୍ଲୀ ଗ୍ରାମ ପଞ୍ଚାୟତର ନୂଆଗାଁ ହାଇସ୍କୁଲ ଓ ରାକମା ଗ୍ରାମ ପଞ୍ଚାୟତ ର ଏସ ଡି ହାଇ ସ୍କୁଲ ଠାରେ “ଆନ୍ତର୍ଯ୍ୟାତୀୟ ଶିଶୁ କନ୍ୟା ଦିବସ” ପୂର୍ବତନ ସରପଞ୍ଚ ନବକିଶୋର ସାହୁ ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ରେଣୁବାଳା ନନ୍ଦ ଙ୍କ ସଭାପତିତ୍ୱ ରେ ପାଳିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ସି ଡି ପି […]
ନବୀନ ସାହୁ(ଜଳେଶ୍ଵର): ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ରାଜାଘାଟ ନାକା ପଏଣ୍ଟରେ ବେଆଇନ ଗୋ-ଚାଲାଣ ବେଳେ ପୁଲିସ ପକ୍ଷରୁ ଚଢ଼ାଉ,ସମୟରେ ପୁଲିସ ଭୟରେ ଗାଡ଼ିରୁ ଡେଇଁ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ସୂଚନା ଅନୁଯାଇ,ଜଳେଶ୍ଵର ଥାନା ଅଧୀନସ୍ଥ ରାଜାଘାଟ ନାକା ପଏଣ୍ଟରେ ଆଜି ଭୋରୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ବେଆଇନ ଗୋ-ଚାଲାଣ କରାଯାଉଥିବା ବେଳେ ପୁଲିସ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ପୁଲିସ ୩ଟି କଣ୍ଟେନର ଓ […]
ଚାନ୍ଦବାଲି(ଦେବକାନ୍ତ ମହାନ୍ତି):ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ପିଠରେ ପହଞ୍ଚି ଆଖଣ୍ଡଳମଣିଙ୍କ ଦର୍ଶନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରଜିତା ଷଡ଼ଙ୍ଗୀ lଆରଡ଼ି ପିଠରେ ଶ୍ରୀମତୀ ଷଢଙ୍ଗୀ ପହଂଚିବା ପରେ ତାଙ୍କୁ ଦଳୀୟ କର୍ମ ଓ ସେବାୟତ ମାନେ ଏକ ଶୋଭାଯାତ୍ରାରେ ପାଛଟିନେବା ସହ ମନ୍ଦିର ଦର୍ଶନ କରାଇଥିଲେ lମନ୍ଦିରରେ ପହଂଚିବା ପରେ ପ୍ରଥମେ ବାବା ଆଖଣ୍ଡଳମଣି ଦର୍ଶନ ପରେ ଶ୍ରାବଣୀ ମହାଦେବଙ୍କ ଜଳ ଦାନ ଏବଂ ମୁକ୍ତିମଣ୍ଡପରେ […]
ପ୍ରମୋଦନାୟକ(ଭୁବନେଶ୍ୱର): ଗୁରୁବାର ଦିନ ତମାମ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବହୁ ପ୍ରତୀକ୍ଷିତ ଭଷାଣି ଉସ୍ଛବ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ନିରାଶା ଭାବ ଖେଳି ଯାଇଥିଲା।ମାତ୍ର ମା”ଙ୍କ ଇଚ୍ଛାରେ ଠିକ ସନ୍ଧ୍ୟା ଛ ଟା ସୁଦ୍ଧା ବର୍ଷା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଥିଲା।ଯାହା ଫଳରେ ଭୁବନେଶ୍ୱର ଜନପଥର ସହିଦ ନଗର ପୂଜା ମଣ୍ଡପ ଠାରୁ ୨୫ଟି ଦୁର୍ଗା ମେଢ଼ କ୍ରମନ୍ବୟରେ ବାହାରି ରାଜ ମହଲ […]
ବାସ୍ତବବ୍ୟୁରୋ(ଭୁବନେଶ୍ୱର):ସାରା ରାଜ୍ୟରେ ପ୍ରବଳ ବର୍ଷା । ଦ୍ବୈତ ନଗରୀ କଟକ ଓ ଭୁବନେଶ୍ୱରରେ ଆଜି ହାଲକା ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ବରରେ ଆକାଶ ମେଘାଚ୍ଛନ୍ନ ରହିବ। କିଛି କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହେବା ସମ୍ଭାବନା ରହିଛି । ଭୁବନେଶ୍ବରରେ ଦିନ ଦିନ ସାରା ବର୍ଷା ହେବନାହଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଭାଗର ଆକଳନ ଅନୁଯାଇ,ଆସନ୍ତା […]
ଭଦ୍ରକବ୍ୟୁରୋ:୦୪।୧୦: ବେଆଇନ ଚାନ୍ଦା ଆଦାୟ ପ୍ରତିବାଦରେ ଭଦ୍ରକ ବସ ସିଣ୍ଡିକେଟ୍ ପକ୍ଷରୁ ବସ ଚଳାଚଳ ବନ୍ଦ।ବେଆଇନ ଚାନ୍ଦା ଆଦାୟ କରିବା ସହ ବାସ କର୍ମଚାରୀ ମାନଙ୍କୁ ଅସଦବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏମିତି କି ବସରେ ଯାତ୍ରୀ ଚଢ଼ିବା ବେଳେ ମଧ୍ୟ ବାଧା ଦେଉଛନ୍ତି ଏହି ଅସାମାଜିକ ଚାନ୍ଦା ଆଦାୟକାରୀ । ଭଦ୍ରକ ବନ୍ତ ଛକ ନିକଟରେ କିଛି ଅସାମାଜିକ ବ୍ୟକ୍ତି ବସ ଚଳାଚଳରେ ହସ୍ତକ୍ଷେପ କରୁଛନ୍ତି । ଫଳରେ […]
ଡ଼.ନବକିଶୋର ମିଶ୍ର ଆଜି ନବରାତ୍ରୀର ପବିତ୍ର ପର୍ବର ଶେଷ ଦିନ | ନବରାତ୍ରିର ୯ ଦିନରେ, ନଅ ରୂପରେ ମାତାଙ୍କୁ ପୂଜା କରାଯାଏ | ନବରାତ୍ରିର ଶେଷ ଦିନରେ ମା ସିଦ୍ଧିଦାତ୍ରୀ ରୂପେ ପୂଜା କରାଯାଏ | ମା ସିଦ୍ଧିଦାତ୍ରୀ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି ଏବଂ ସେମାନଙ୍କୁ ଖ୍ୟାତି, ଶକ୍ତି ଏବଂ ଧନ ମଧ୍ୟ ପ୍ରଦାନ କରନ୍ତି |ଶାସ୍ତ୍ରରେ,ମା ସିଦ୍ଧିଦାତ୍ରୀ ଙ୍କୁ ସଫଳତା ଏବଂ ପରିତ୍ରାଣର ଦେବୀ ବୋଲି […]
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁରର ବିଜେଡି ବିଧାୟକ ବିଜୟରଂଜନ ସିଂହ ବରିହାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, ପଦ୍ମପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ […]
ଭୁବନେଶ୍ୱର ୦୩/୧୦: ଦୁଇବର୍ଷର କରୋନା କଟକଣାରେ,ଜଗତଜନନୀ ମାଆ ମହିଷାମର୍ଦ୍ଦିନୀଙ୍କ ପୂଜାର ମଜା ନେଇପାରିନଥିଲେ ଦେଶବାସୀ । ଏବର୍ଷ ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ମାଆଙ୍କ ପୂଜା ଆରାଧନା । ଏଥିରୁ ଆମ ରାଜ୍ୟବା ବାଦ ପଡିବ କିପରି,ପୁରା ପଲ୍ଲୀରେ ଦୁର୍ଗା ପୂଜାର ଆନନ୍ଦ ଉଲ୍ଲାସ । ଏହି ଅବସରରେ ଦୁର୍ଗାପୂଜା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ପବିତ୍ର ଦୁର୍ଗାପୂଜା ଅବସରରେ […]


