ଜୟନ୍ତ ଶତପଥୀ(ଡେରାବିଶି):୬।୬- ଆଜି ସକାଳ ୧୦ଟା ସମୟରେ ଏକ ମର୍ମାନ୍ତୁତ ସଡକ ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ହାଟବାଣପୁର ପୋଲ ନିକଟରେ ଘଟିଛି ଏଭଳି ଦୁର୍ଘଟଣା ।ଏକ ହାଇୱା ଗାଡି ଧକ୍କା ରେ ମୃତ ଛାତ୍ରୀ ସ୍ଥାନୀୟ ବସପୁର୍ ଗ୍ରାମର ସୁବାଷ ଲେଙ୍କାଙ୍କ ଝିଅ ଗୁଡି ବୋଲି ଜଣାପଡିଛି । ଖବର ଅନୁଯାଇ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବସପୁର୍ ଗ୍ରାମର ନବମ […]

ପ୍ରମୋଦ ନାଏକ(ଭୁବନେଶ୍ୱର): ୦୫।୦୬ ରାଜ୍ୟ ମନ୍ତ୍ରୀମଣ୍ଡଳରେ ନୂଆ ପୁରୁଣା ମୁହଁ । ଆଜି(ରବିବାର) ଲୋକସେବା କନ୍‌ଭେନ୍‌ସନ୍‌ ହଲ୍‌ରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଏଥିରେ ୧୩ଜଣ କ୍ୟାବିନେଟ୍‌ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । ଶପଥ ଗ୍ରହଣ କରିଥିବା ନୂଆ ମନ୍ତ୍ରୀ ମାନଙ୍କର ବିଭାଗ ମଧ୍ୟ ମିଳିଛି । କ୍ୟାବିନେଟ୍ ମନ୍ତ୍ରୀ- କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ମିଳିଛି – ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ […]

ଭୁବନେଶ୍ୱର(ବାସ୍ତବବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସନ୍ତାକାଲି ନିଜ ମନ୍ତ୍ରିମଣ୍ଡଳର ନବକଳେବର । ପୁରୁଣା ୯ ଜଣଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରସା କରିଥିବାବେଳେ ୧୧ ନୂଆମୁହଁ ।ଆସନ୍ତାକାଲି ଦିନ ୧୧ଟା ୪୫ମିନିଟରେ ମୁଖ୍ୟମନ୍ତ୍ର୍ୟ ନବୀନ ପଟନାୟକଙ୍କ ନୂଆ ମନ୍ତ୍ରୀମାନେ ଶପଥ ନେବେ । ଲୋକସେବା ଭବନର କନଭେନସନ ହଲରେ ଏହି ନୂଆ ମନ୍ତ୍ରୀମାନଙ୍କର ଶପଥ ପାଠ କରାଯିବ । ଖବର ଅନୁଯାଇ,କାଲି ଅର୍ଥାତ ରବିବାର ଶପଥ ନେବାପାଇଁ, ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ […]

ତ୍ରିନାଥ ବାରିକ (ପୁରୀ):ଗୋବର୍ଦ୍ଧନ ମଠରେ ପ୍ରାୟ ଏକ ଘଣ୍ଟା ଧରି ସାକ୍ଷାତ ଓ ଆଲୋଚନା କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା | ପ୍ରକଳ୍ପ କାର୍ଯ୍ୟ ନେଇ ଏଏସଆଇର ଆଭିମୁଖ୍ୟ ଠିକ ନୁହେଁ ବୋଲି ବିଜୟ ମହାପାତ୍ର କହିଥିଲେ। ସେହିପରି ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମ କୋର୍ଟରେ ମାମଲା ଦାୟର କରିଥିବା ମୃଣାଳିନୀ ପାଢ଼ୀ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ। ତାଙ୍କର ସାକ୍ଷାତ ଓ ଆଲୋଚନା […]

ଦୀପକ ବେଉରା(କଟକ) : ଗୋବରୀ ନଦୀରେ କେନ୍ଦ୍ରାପଡା ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ ପକାଯିବା ଅଭିଯୋଗ ସଂପର୍କିତ ମାମଲାରେ ଜାତୀୟ ଗ୍ରିନ୍‌ ଟ୍ରିବୁନାଲ (ଏନ୍‌ଜିଟି)‌ରେ ଜବାବ ରଖିବା ପାଇଁ ପୁଣି ସମୟ ମାଗିଲେ ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଏଥି ପାଇଁ ଏନ୍‌ଜିଟି ଅନୁମତି ଦେବା ସହିତ ଦୁଇ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କୁ […]

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):-ମୋ ସ୍ୱାମୀକୁ ବଂଚେଇଦିଅ. ଯାହା ଥିଲା ବିକି ଭାଙ୍ଗି ସ୍ୱାମୀର ଚିକିତ୍ସାରେ ଖର୍ଚ୍ଚ କରିସାରିଲିଣି. ଆଉ ଅର୍ଥ ମୋ ପାଖରେ ନାହିଁ. ଏବେ ସରକାରୀ ଓ ବେସରକାରୀ ସାହାଯ୍ୟ ହିଁ ମୋ ସ୍ୱାମୀର ଜୀବନ ବଞ୍ଚାଇ ପାରିବ । ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ ଚିକିତ୍ସା ଆଗେଇପାରିବ । ଜଣେ ସ୍ତ୍ରୀ, ନିଜ ସ୍ୱାମୀଙ୍କ ଜୀବନ ବଂଚାଇବା ପାଇଁ ସାହାଯ୍ୟର ହାତ ବଢ଼ାଇବାକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଆକୁଳ […]

ବାସ୍ତବବ୍ୟୁରୋ:(ଭଦ୍ରକ) ୧୯୭୧ ର ମହାବାତ୍ୟାକୁ ସାମ୍ନା କରିଥିବା କୋମଳମତି ଛଅ ବର୍ଷର ଶିଶୁଟି ଆଜି ଭାରତର ପ୍ରତି କୋଣେ ଅନୁକୋଣେ ବାତ୍ୟା ମାନବ ବା ସାଇକ୍ଲୋନ ମ୍ୟାନ୍ ଭାବେ ପରିଚିତ। ଭଦ୍ରକ ଜିଲ୍ଲାର ଘଣ୍ଟେଶ୍ୱରରେ ଏକ ଅଭାବି ପରିବାରରେ ଜନ୍ମ ଗ୍ରହଣକରିଥିଲେ ସାଇକ୍ଲୋନ ମ୍ୟାନ୍ | ୧୯୭୧ ମହାବାତ୍ୟାର କରାଳ ରୂପ ସେଦିନ ସେହି ଶିଶୁର ହୃଦୟରେ ଆଙ୍କି ଦେଇଥିଲା ଏକ ଗଭୀର ରେଖା। ସେତେବେଳେ ତାଙ୍କ ବାପା ଥିଲେ […]

ବାସ୍ତବବ୍ୟୁରୋ:(ଚାନ୍ଦବାଲି) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଅବପାତର ରୂପ ନେଇ ବାତ୍ଯାରେ ପରିଣତ ହୋଇଛି। ଆଜି ସକାଳୁ ଧାମରା, ଚାନ୍ଦବାଲି ଓ ଆରଡିର ବିଭିନ୍ନ ଅଞ୍ଚଳରେ ପବନ ସାଙ୍ଗକୁ ବର୍ଷା ଲାଗି ରହିଛି।ପାଣିପାଗ ବିଭାଗ ପକ୍ଷରୁ ମଧ୍ୟାହ୍ନ ୧୨ ଟାରେ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ, ଏବେ ବାତ୍ୟା ସମୁଦ୍ର ଭିତରେ ନିଜ ବଳ ବଢ଼ାଉଛି ଓ ଧୀରେ ଧୀରେ ଆଗକୁ ବଢୁଛି । ପୂର୍ବାନୁମାନ ଅନୁଯାୟୀ […]

ବାସ୍ତବବ୍ୟୁରୋ:(ଭୁବନେଶ୍ବର)କରୋନା ସଂକ୍ରମଣର ହାର ରାଜ୍ୟରେ କମିବାର ନ’ଧରୁନଥିଲାବେଳେ, କରୋନାକୁ ନେଇ ରାଜନୀତି ଯୁଦ୍ଧ ତାଠାରୁ ଅଧିକ ହାରରେ ବଢି ଚାଲିଛି | ଲୋକଙ୍କ ଜୀବନ ଆଉ ଜୀବିକା ଠୁଁ ବେଶି ଦଳଗତ ପ୍ରଚାର ପ୍ରସାର ଛାଲିଛି | ଏହି ଘଡ଼ିସନ୍ଧି ମୁହୁର୍ତରେ ବିଜେପି ବିଜେଡି ମଧ୍ୟରେ ଭେଣ୍ଟିଲେଟର୍‌ କୁ ନେଇ ଆରମ୍ଭ ହୋଇଛି ଯୁଦ୍ଧ | ପିଏମ୍‌ କେୟାର ପାଣ୍ଠିରୁ କେନ୍ଦ୍ର ସରକାର ଓଡ଼ିଶାକୁ ୫୬୭ ଭେଣ୍ଟିଲେଟର୍‌ ଦେଇଛନ୍ତି। ଏହି […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା | ୧୬ ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର୍ ପରୀକ୍ଷାଗାର ।ଆଜି ଏଥିପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ଏହି ଷୋହଳଟି ଜିଲ୍ଲା ଗୁଡିକ ହେଲା, ଭଦ୍ରକ, ବୌଦ୍ଧ, ଢେ଼ଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ନବରଙ୍ଗପୁର, ମାଲକାନଗିରି, ନୂଆପଡା, ସୋନପୁର, କନ୍ଧମାଳ, ସୁନ୍ଦରଗଡ, ରାୟଗଡ଼ା ଓ ବରଗଡର|ସବୁ ଜିଲ୍ଲାର ସଦର ମହକୁମାରେ […]

Pin It on Pinterest