ଆଜିର ଖାସ୍ ଖବର

୧-ଉଦଳା:ଫିଲ୍ମ ଷ୍ଟାଇଲରେ ପୋଲିସ ବାଇକ ଧରି ଅଭିଯୁକ୍ତ ଚମ୍ପଟ , ୨ ପୋଲିସ ଅଧିକାରୀ ନିଲମ୍ବିତ।

୨-ଦାମ୍ପତ୍ୟ କଳହ:କାଠଯୋଡି ପରେ ବ୍ରହ୍ମପୁର ଷ୍ଟେସନରେ ପାରିବାରିକ କଳହ କାରଣରୁ ଦୁଇ ଝିଅଙ୍କୁ ସାଙ୍ଗରେ ଧରି ଟ୍ରେନ ଆଗକୁ ଡେଇଁଲେ ମହିଳା।

୩-ନୟାଗଡ-ଭୁବନେଶ୍ୱର ମଧ୍ୟରେ ଦୌଡିବ ସେବା ସର୍ଭିସ ଏକ୍ସପ୍ରେସ ଟ୍ରେନ।

୪-ସମ୍ବଲପୁର ପୋଲିସକୁ ବଡ ସଫଳତା, ଧରାପଡ଼ିଲେ ୫ ଆନ୍ତଃରାଜ୍ୟ ଡକାୟତ।

୫-ପିଲା ଖାଇଲେ ଭାତ ଡାଲି ,ବିଦ୍ୟାଳୟରେ ଚିକେନ୍ ଖାଇ ସସପେଣ୍ଡ ହେଲେ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବିଇଓ ବିନୟ ପ୍ରକାଶ ସଏ ।

୬-ଆଜି ଓଡିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ, ଅଖିଳଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେବେ।

୭-ତିତିଲିକୁ ପୁରିଲା ଏକ ବର୍ଷ,ଏବେବି କରାଳ ରୂପକୁ ଭୁଲି ପାରିନାହାନ୍ତି ଗଜପତି ଜିଲ୍ଳାର ଲୋକେ।

୮-୩୭୦ ଉଚ୍ଛେଦ ପରେ ଘାଟିରେ ଆତଙ୍କବାଦୀଙ୍କ ପାଖକୁ ଅସ୍ତ୍ର ଶସ୍ତ୍ର ପଠାଇ ପାରୁନାହିଁ ପାକ୍।

୯-ଭୋଡାଫୋନ-ଆଇଡିଆ ଦେଇଛି ସବୁଠାରୁ ଅଧିକ ଆଇୟୁସି, ଏୟାରଟେଲ ପରେ ତୃତୀୟ ସ୍ଥାନରେ ଜିଓ।

୧୦-ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜିନପିଙ୍ଗଙ୍କ ସାକ୍ଷାତ, ବିଚଳିତ ହେଲା ପାକ୍, ଟ୍ଵିଟରରେ ରଚିଲା ଷଡ଼ଯନ୍ତ୍ର।

୧୧-ପ୍ରତିକ୍ଷାର ଅନ୍ତ, କୀର୍ତ୍ତି ଆଜାଦ ହେଲେ ଦିଲ୍ଲୀ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୋଦି ସରକାରଙ୍କ ନୂଆ 'ସୁମନ ଯୋଜନା'

Sat Oct 12 , 2019
ପ୍ରସବ ସମୟରେ କିମ୍ବା ଚିକିତ୍ସା ଅଭାବ ରୁ ଏବେ କୌଣସି ମା ବା ଶିଶୁ ମୃତ୍ୟୁ ମୁଖରେ ପଡିବେ ନାହିଁ । ସୁରକ୍ଷିତ ମାତୃତ୍ୱ ଲାଗି ଏହି ଯୋଜନା ଆରମ୍ଭ କରାଯାଇଛି। ସମ୍ପ୍ରତି ଦେଶର ୮୦ ପ୍ରତିଶତ ଗର୍ଭବତୀ ସରକାରୀ ହସ୍ପିଟାଲରେ ଅଭିଜ୍ଞ ଏବଂ ତାଲିମପ୍ରାପ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହାୟତାରେ ପ୍ରସବ କରୁଛନ୍ତି। ତେବେ ଏହାକୁ ୧୦୦% ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି। ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ […]

You May Like

Pin It on Pinterest