ବାସ୍ତବ ବ୍ୟୁରୋ: ଆଜି(ଶୁକ୍ରବାର) ଦିଲ୍ଲୀରେ ଆୟୋଜିତ ‘ନୋ ମନି ଫର୍ ଟେରର୍ କନ୍ଫରେନ୍ସ୍’ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଦେଶମାନଙ୍କୁ ଟାର୍ଗେଟ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆତଙ୍କୀଙ୍କୁ କିଛି ଦେଶ ଫଣ୍ଡିଂ କରୁଛନ୍ତି । ବିଭିନ୍ନ ରାସ୍ତା ଦେଇ ଆତଙ୍କୀ ପାଖରେ ସହାୟତା ପହଞ୍ଚୁଛି । ଏବେ ବିଶ୍ବରୁ ଆତଙ୍କବାଦ ମୂଳପୋଛ କରିବାର ସମୟ ଆସିଛି । ଉକ୍ତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି […]
ବାସ୍ତବ ବ୍ୟୁରୋ: ଜରୁରୀ ସେବା ପାଇଁ ଜାରୀ ହୋଇଥିବା ୧୦୮ନମ୍ବରକୁ ବାରମ୍ୱାର ଆସୁଛି ଫେକ୍ କଲ୍ । ଏନେଇ ଅଭିଯୋଗ କଲାପରେ ବି ସୁଧୁରୁ ନାହାଁନ୍ତି ଲୋକେ । ବାରମ୍ୱାର କଲ୍ କରି କର୍ମଚାରୀଙ୍କୁ ହଇରାଣ କରୁଛନ୍ତି । ପ୍ରତିଦିନ ଫେକ୍ କଲ୍ କରୁଥିବା ବ୍ୟକ୍ତି ମୁଖ୍ୟତଃ ଯୁବତୀ ଟେଲି କଲରଙ୍କ ସହ କଥା ହେବାକୁ କହୁଛନ୍ତି। ଏହାଦ୍ୱାରା ଯୁବତୀ ଟେଲି କଲର ମାନସିକ ଭାବେ ଭାଙ୍ଗି ପଡ଼ୁଛନ୍ତି । ଏପରିକି […]
ବାସ୍ତବ ବ୍ୟୁରୋ : ଆଜି ସକାଳେ (ଗୁରୁବାର) ଦକ୍ଷିଣପୂର୍ବ ବଙ୍ଗୋପସାଗର-ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନାନୁଯାୟୀ, ଆଜି(ଗୁରୁବାର) ସକାଳେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ୧୯ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବା ନେଇ ପୂର୍ବାନୁମାନ କରାଯାଇଛି। ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ଓଡ଼ିଶା […]
ବାସ୍ତବବ୍ୟୁରୋ:ଭାରତୀୟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅଙ୍ଗରାଜ ଖିଲାନଙ୍କୁ ଅଷ୍ଟ୍ରେଲିଆର ସମ୍ମାନଜନକ ୨୦୨୩ ଭିକ୍ଟୋରିଆନ୍ ଅଷ୍ଟ୍ରେଲିୟ ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯିବ। ଭିକ୍ଟୋରିଆ ପ୍ରଦେଶରେ ସାଂସ୍କୃତିକ ବିବିଧତା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଶିକ୍ଷା ପ୍ରଦାନ କରିଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯାଉଛି | ନଭେମ୍ବର ୮ ରେ ଭିକ୍ଟୋରିଆ ଗଭର୍ଣ୍ଣର ଲିଣ୍ଡା ମାରିଅନ ଡେସାଉ ଏସି ଖିଲାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ତାଙ୍କୁ ୫୬ ବର୍ଷ ବୟସ […]
ପ୍ରମୋଦ ନାୟକ(ଭୁବନେଶ୍ବର): ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ଆଜି ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦ୍ମପୁରକୁ ୨୦୨୩ ଡିସେମ୍ବର ୩୧ ସୁଦ୍ଧା ମିଳିବ ଜିଲ୍ଲା ମାନ୍ୟତା । ପଦ୍ମପୁର ଉପ ନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ବି ଏହା ସ୍ଥାନ ପାଇବ । ଆଜି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ […]
ବାସ୍ତବ ବ୍ୟୁରୋ: ଆସନ୍ତା ବର୍ଷ ଭାରତ ରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ଆଜି ଇଣ୍ଡୋନେସିଆର ବାଲି ଠାରେ ଭାରତକୁ ବିଧିବଦ୍ଧ ଭାବେ ଅଧ୍ୟକ୍ଷତା ହସ୍ତାନ୍ତର କରାଯାଇଛି । ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ମିଳନୀର ଉଦଯାପନୀ ମହୋତ୍ସବରେ ମୋଦି ଏହାକୁ ଗ୍ରହଣ କରିବା ସହ କହିଛନ୍ତି ଯେ ଭାରତ ଜି-୨୦ର ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ […]
ବାସ୍ତବବ୍ୟୁରୋ:ବାଲିରେ ଜି -20 ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ନିଜେ ତାଙ୍କୁ ଭେଟିବାକୁ ଆସିଥିଲେ ଏବଂ ପରେ ଏକାଠି ହସିଲେ, ଏହା ଭାରତର ମହତ୍ତ୍ୱ ଦର୍ଶାଏ | କେବଳ ଏତିକି ନୁହେଁ, ଯେତେବେଳେ ମୋଦୀ କହିଥିଲେ ସେତେବେଳେ ସେ ବିକାଶଶୀଳ ଲୋକଙ୍କ ଅହଂକାର ଦୂର କରିଥିଲେ। ସେ କହିଛନ୍ତି- ଯଦି ବିଶ୍ଵ ର ବିକାଶ […]
ବାସ୍ତବ ବ୍ୟୁରୋ : ଇଣ୍ଡୋନେସିଆର ବାଲି ଠାରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ଅବସରରେ ମୋଦୀ କହିଛନ୍ତି, “ ମୁଁ ଏଠାରେ ଆପଣମାନଙ୍କ ସହ କଥାବାର୍ତ୍ତା ହେଉଥିବାବେଳେ ଏଠାରୁ ୧୫୦୦ କିଲୋମିଟର ଦୂର କଟକଠାରେ ଐତିହାସିକ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି । ଏହି ମହୋତ୍ସବ ହଜାର ହଜାର ବର୍ଷର ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସଂପର୍କକୁ ପାଳନ କରିଥାଏ । ଇଣ୍ଡୋନେସିଆର ଲୋକମାନେ ଏହି ବାଲିଯାତ୍ରାର ଫଟୋ ଇଣ୍ଟରନେଟରେ ଦେଖି ନିଶ୍ଚିତ ଖୁସି […]
ସଂଜୟ ଶତପଥୀ(କଟକ): ହିନ୍ଦୁଧର୍ମର ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥ, ପବିତ୍ର ଆଧ୍ୟାତ୍ମିକ ପୁସ୍ତକ ଶ୍ରୀ ରାମାୟଣର ଶ୍ରେଷ୍ଠ ଚରିତ୍ର ତଥା ପ୍ରଭୁ ଶ୍ରୀ ଶେଷନାଗ ଲକ୍ଷ୍ମଣ,ଜଗଦଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ଙ୍କ ପ୍ରତି ହେତୁବାଦୀମାନଙ୍କର ତାତ୍ସଲ୍ୟ ଓ ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ, ରାଜ୍ୟର ବହୁ ପୋଲିସ୍ ଥାନାରେ ଏତାଲା ଋଜୁ ହୋଇନଥଲେବି ,ପୋଲିସ ପକ୍ଷରୁ କୋୖଣସି କାର୍ଯ୍ୟାନୁଷ୍ଠାନ ନ ହେବା ତଥା ବିଶେଷ କରି ରାଜ୍ୟ ସରକାର ସବୁ ଜାଣି ଚୁପ୍ […]
ବାସ୍ତବ ବ୍ୟୁରୋ : ଆସନ୍ତାକାଲି ଅର୍ଥାତ୍ ବୁଧାବର ସରିଥାନ୍ତା କଟକର ଐତିହାସିକ ବାଲିଯାତ୍ରା । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବଢିଛି ଅବଧି । ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା ।ଏନେଇ ସୂଚନା ଦେଇଛନ୍ତି ସିଏମ୍ସି ମେୟର ସୁବାସ ସିଂହ । ବାଲିଯାତ୍ରା ବୁଲିବାରେ ଲୋକଙ୍କ ଆଗ୍ରହ, ଉତ୍ସାହକୁ ଦୃଷ୍ଟିରେ ରଖି ଯାତ୍ରାର ଅବଧିକୁ ଆଉ ଦୁଇ ଦିନ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା […]


