ହାଇଲାଇଟ୍ସ |ଏହି ମିଠା କିଲୋଗ୍ରାମରେ ୫୦ ହଜାର ଟଙ୍କାରେ ବିକ୍ରି ହେଉଛି | କ୍ୱିନୱରଏକ୍ସୋଟିକା ହେଉଛି ୨୪ କରାଟ ସୁନା ଧାତୁଯୁକ୍ତ ମିଠା |କ୍ୱିନୱର ଚିଲଗୋଜେ, କାଶ୍ମୀରୀ କେସର, ମେକଡାମିଆ ବାଦାମ, ବ୍ଲୁ ବେରୀର ବ୍ୟବହାର କରାଯାଇଛି । ବାସ୍ତବବ୍ୟୁରୋ:ଏଥର ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୋ, ଦିୱାଲୀରେ ଏକ ବିଶେଷ ପ୍ରକାରର ମିଠା ପାଇଁ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି । ଏହି ମିଠା ବିଷୟରେ ଆଲୋଚନା କରିବାର ଅନେକ କାରଣ ଅଛି, […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ): ୦୨/୧୧-ଓଡ଼ିଆ ପୁଅ ପ୍ରମୋଦ ଭଗତ ପାଇବେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ଟୋକିଓ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରମୋଦଙ୍କୁ ଖେଳରତ୍ନ ଦେବା ପାଇଁ ଗତ ବୁଧବାର ଜାତୀୟ କ୍ରୀଡ଼ା ପୁରସ୍କାର କମିଟି ପାରିସ୍ କରିଥିଲା। ଆଉ ଆଜି କ୍ରୀଡ଼ା ମନ୍ତ୍ରଣାଳୟ ଏଥିରେ ମୋହର୍ ମାରିଛି। ପ୍ରମୋଦ ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍ ଭାବେ ‘ଖେଳ ରତ୍ନ’ ପୁରସ୍କାର ପାଇବେ।ପ୍ରମୋଦଙ୍କ ସହ ଆଉ […]

ଲଡୁଗାଁ ସହର ରେ ଦେଖାଦେଲେ ୩ ଭାଲୁ ଦୀପକ କୁମାର ସାହୁ(କଳାହାଣ୍ଡି) ଖାଦ୍ୟ ଅନ୍ୱେଷଣରେ ସହର ମୁହାଁ ଜଙ୍ଗଲି ଭାଲୁ ।କଳାହାଣ୍ଡି ଜିଲ୍ଲା-କୋକସରା ବ୍ଲକ ଲଡୁଗାଁ ସହରରେ ଗତ ବିଳମ୍ବିତ ରାତିରେ ୩ ଭାଲୁ ପଶି ଆସିଥିବା ଦେଖିବାକୁ ମିଳିଛି । ତେବେ ଭାଲୁ ସହର ମଧ୍ୟରେ ପଶି ଆସିବା ପରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ୩ ଭାଲୁ ମଧ୍ୟରେ ଗୋଟିଏ ବଡ଼ ଓ ୨ ଟି […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୨୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୪୦ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୪୨୧୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୧୨୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୨୯୫୮୫ଜଣ ସୁସ୍ଥ ହୋଇଛନ୍ତି । […]

ଜ୍ୟୋତିର୍ବିଦ୍,ବାସ୍ତୁକାର-ଡ଼.ନବକିଶୋର ମିଶ୍ର ମଙ୍ଗଳବାର ଦିନ ଧନତେରସ ଙ୍କ ସହ ଦୀପାବଳି ଆରମ୍ଭ ହୋଇଛି। ଏହି ଦିନ ଆୟୁର୍ବେଦର ପିତା ଧନନ୍ତରୀଙ୍କ ଜନ୍ମ ବାର୍ଷିକୀ ଶ୍ରଦ୍ଧା ଓ ଉଲ୍ଲାସର ସହ ପାଳନ କରାଯାଏ । ପରମ୍ପରା ଅନୁଯାୟୀ ଧନତେରସ ରେ, କିଣା କିଣି ସହ ଧନ ଦେବତା କୁବେର, ମା ଲକ୍ଷ୍ମୀ, ଧନ୍ଵନ୍ତରୀ ଏବଂ ଯମରାଜଙ୍କୁ ପୂଜା କରାଯାଏ ଓ ସୁଖ ଓ ସମୃଦ୍ଧତା ପାଇଁ ପ୍ରାର୍ଥନା କରାଯାଏ । ଏଥର […]

ବାସ୍ତବବ୍ୟୁରୋ(ଭୁବନେଶ୍ୱର):ଦୀପାବଳି ରେ ଅର୍ଥାତ ଆସନ୍ତା ୪ତାରିଖ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ମିଳିଲା ଅନୁମତି ।ହାଇକୋର୍ଟଙ୍କ ରାୟ ପରେ ଦୀପାବଳିରେ ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଜାରି କରିଛନ୍ତି ଗାଇଡଲାଇନ୍ । ଏହାସହିତ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶନାମାର ଉଲ୍ଲଘଂନ ହେଲେ ସମ୍ପୃକ୍ତ ଅଂଚଳର ପ୍ରଶାସନିକ ଅଫିସର ବ୍ୟକ୍ତିଗତ […]

ଦୀପକ ସାହୁ(କଳାହାଣ୍ଡି) କଳାହାଣ୍ଡି ଜିଲ୍ଲା -ଥୁଆମୂଳ ରାମପୁର ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟରତ ଆଶାକର୍ମୀ ମାନଙ୍କ ଦ୍ୱାରା ସ୍ଥାନୀୟ ଖଣ୍ଡୁଆଲ ବାବା ଖେଳ ପଡ଼ିଆ ଠାରେ,ଡାକ୍ତର ହେମାଙ୍ଗିନୀ ମେହେରଙ୍କ ଆଶାକର୍ମୀ ଙ୍କୁ ଦୁର୍ବ୍ୟବହାର ବିରୁଦ୍ଧରେ ଆଶା ସଙ୍ଘ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ସୂଚନା ମୁତାବକ,ଗତ ୨୯.୦୯.୨୦୨୧ ତାରିଖ ଦିନ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବଣ୍ଡାବାଗ ଗ୍ରାମର ଆଶା ଦିଦି ସଂଗୀତ ନାଏକ, ଗର୍ଭବତୀ ମାଁ […]

ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଆଶଙ୍କା, ଛାଡିଯାଇଛନ୍ତି ଗ୍ଯାସ ସିଲିଣ୍ଡର ଓ କଟରମେସିନ । ଦେବକାନ୍ତ ମହାନ୍ତି, ଚାନ୍ଦବାଲି, ୩୧\୧୦\୨୧ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବତ ଆଖଣ୍ଡଳମଣିପୀଠ ପ୍ରବେଶପଥ ନିକଟରେ ଥିବା ଷ୍ଟେଟବ୍ଯାଙ୍କ ଏଟିଏମକୁ ଭାଙ୍ଗିବା ସହ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଆଶଙ୍କା କରାଯାଉଛି। ଆଜି ରବିବାର ବ୍ଯାଙ୍କ ଛୁଟି ରହିଥିବା ସୁଯୋଗରେ ଗତକାଲି କେହି ଦୁର୍ବୁତ ଏପରି କାର୍ଯ୍ଯ କରିଥିବା ସ୍ଥାନୀୟ ଲୋକ କହିଛନ୍ତି। ତାହାସହ ବ୍ଯାଙ୍କ […]

ପ୍ରଭାତ ସାହା(ମାଲକାନଗିର):ଦେଶର ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଦେଶବ୍ୟାପୀ ରନ୍ ଫର୍ ୟୁନିଟି (ଏକତା ପାଇଁ ଦୌଡ) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଥିବା ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମ ଭି ୭୯ ଠାରେ ଥିବା ୭୬ ବିଏନ୍ ବିଏସଏଫ ର ଶ୍ରୀ ଅନିଲ କୁମାର ଗୁଲେରିଆ.(second in command)off g commandant ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଯେଉଁ […]

ଦୀପକ କୁମାର ସାହୁ(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା ମହାଳିଙ୍ଗ ସ୍ଥିତ ଘରୋଇ ସ୍କୁଲ ଅଧ୍ୟକ୍ଷl ମମିତା ମେହେର ପରିବାରକୁ ନ୍ୟାୟ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରପ ଦାବିରେ ଲାଞ୍ଜିଗଡ଼ ବ୍ଲକ ବିଜେପି ପକ୍ଷରୁ ଆଜି ଲାଞ୍ଜିଗଡ଼ ଥାନା ଘେରାଉ କରିଛନ୍ତି । ବ୍ଲକ ସଭାପତି ଭାଗିରଥି ମାଝୀ ଙ୍କ ନେତୃତ୍ୱରେ କର୍ମୀମାନେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧ ରେ ନାରାବାଜି କରି […]

Pin It on Pinterest