ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ .୦ ଓଭରରେ ୧୮୮ ରନ୍ ସଂଗ୍ରହ କରି ୫ ୱିକେଟ୍ ହରାଇଥିଲା। ଏହାର ଜବାବରେ ଭାରତ 0 ୱିକେଟ୍ ହରାଇ ୫.୪ ଓଭରରେ ୫୭ ରନ୍ ସଂଗ୍ରହ କରି ଖେଳୁଛନ୍ତି । ବର୍ତ୍ତମାନ ଇଶାନ କିଶନ ୨୧ ବଲରେ ୨୪ ରନ କରି ଖେଳୁଛନ୍ତି ଏବଂ କେ.ଏଲ୍ ରାହୁଲ ୧୩ ବଲରେ ୩୨ ରନ୍ ସ୍କୋର କରିଛନ୍ତି । କ୍ରିସ୍ ୱୁକ୍ସ ଇଂଲଣ୍ଡ […]

ଯାଜପୁର: ବୈତରଣୀ ନଦୀରେ ବୁଡିଗଲେ ଦୁଇ ନବାଳକ ।ନଦୀକୁ କଇଁ ଫୁଲ ତୋଲିବା ପାଇଁ ଯାଇଥିଲେ,ବହୁ ସମୟ ଖୋଜା ଖୋଜି ପରେ ମିଳିଲା ଦୁହିଁଙ୍କ ମୃତଦେହ। ଏଭଳି ଦୁଖଦଃ ଘଟଣା ଯାଜପୁର ମଙ୍ଗଳପୁର ଥାନା ଗୋପକୁଳ ଗ୍ରାମରେ ଘଟିଛି । ସୁଚନା ଅନୁସାରେ,ତିନି ଜଣ ବାଳକ ନଦୀ ଜୋରକୁ କଇଁ ଫୁଲ ତୋଳିବାକୁ ଯାଇଥିଲେ ।ସେମାନଙ୍କ ମଧ୍ୟରୁ ଜଣକର ଗୋଡ ଖସିଯାଇଥିଲା ।ପାଖରେ ଥିବା ଦୁଇଜଣ ବାଳକ ବୁଡିଯାଇଥିବା ପିଲାଟିକୁ […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ):ହରିୟାଣାର ପ୍ରସିଦ୍ଧ ୧୯ ବର୍ଷିୟ ରଣଜିତ ସିଂ ହତ୍ୟା ମାମଲାରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଡେରା ସଚ୍ଚା ସାଉଦା ମୁଖ୍ୟ ଗୁରୁମିତ ରାମ ରହୀମଙ୍କ ସମେତ ପାଞ୍ଚଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ କୋର୍ଟ ରାମ ରହୀମଙ୍କ ଉପରେ ୩୧ ଲକ୍ଷ ଟଙ୍କା ଏବଂ ବାକି ଅଭିଯୁକ୍ତଙ୍କ ଉପରେ ୫୦,୦୦୦ ଟଙ୍କା ଜରିମାନା କରିଛନ୍ତି। ଅକ୍ଟୋବର ୮ ରେ ସିବିଆଇ କୋର୍ଟ ଏହି ମାମଲାରେ […]

ନବୀନ ସାହୁ(ଜଳେଶ୍ବର):୧୮।୧୦- ଯୁବକଙ୍କୁ ଫୋନ୍ କରି ଘରୁ ଡାକିଆଣି ଧାରୁଆ ଛୁରୀରେ ମରଣାନ୍ତକ ଆକ୍ରମଣ ।ଏହି ଦୁଖଦଃ ଘଟଣାଟି,ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଶିଖରପୁର ପଂଚାୟତର ବେଲବାରିଆ ଗ୍ରାମରେ ଘଟିଛି । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି । ଯୁବକ ଜଣଙ୍କ ହେଲେ ଶିବଶଙ୍କର ସେନାପତି । ସୂଚନା ଅନୁଯାଇ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ବେଲବାରିଆ ଗ୍ରାମର ଉମାକାନ୍ତ ସେନାପତିଙ୍କର ପୁଅ ଶିବଶଙ୍କର […]

ଦୀପକ ସାହୁ(କଳାହାଣ୍ଡି)ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥ ବନାଞ୍ଚଳ ଅଧୀନରେ ଆଜିକୁ ପ୍ରାୟ୧ ମାସ ହେଲା ୨୫ରୁ ଉର୍ଦ୍ଧ୍ବ ଜଙ୍ଗଲି ହାତୀ ରହିଥିବା ବେଳେ ପୋଖରୀବନ୍ଧ,ଲାଞ୍ଜିଗଡ଼ ରୋଡ଼, କୁମଖାଲ,ବନ୍ଧପାରି,ବିଶ୍ୱନାଥପୁର, ଚମ୍ପାଦେଇପୁର,ଲାଞ୍ଜି ଓ କାନକୁଟରୁ ଏହି ୮ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ନିୟମିତ ଭାବେ ବିଭିନ୍ନ ଲୋକଙ୍କ ଘର, ନଳକୂପ,ଶୈଚାଳୟ, ଧାନ, ମକା,ପନିପରିବା ଚାଷକୁ ନଷ୍ଟ କରି ଚାଲିଥିବା ବେଳେ ୧୬ ତାରିଖ ଶନିବାର ରାତିରେ ମୂଷାନାଳ ଫରେଷ୍ଟ ଅଧିନସ୍ଥ ଲାଞ୍ଜି […]

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୪୦ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୯୦ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୫୪୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୮୨୪ଟି ସକ୍ରିୟ ମାମଲା ରହିଥିବା ବେଳେ ୧୦୨୨୨୫୦ଜଣ ସୁସ୍ଥ ହୋଇଛନ୍ତି ।  ନୂଆପଡ଼ା ଜିଲ୍ଲାରେ […]

ନବୀନ ସାହୁ(ଜଳେଶ୍ୱର):୧୭/୧୦-“ଗାଁ କୁ କାମ ମାଆକୁ ସମ୍ମାନ” ସରକାରଙ୍କ ସ୍ଲୋଗାନ କେବଳ ସ୍ଲୋଗାନ ଭିତରେ ରହିଯାଇଛି ।ଆଜିବି ସବୁ ସ୍ଥାନରେ ପହଂଚି ପାରୁନି ଜନନୀ ଏକ୍ସପ୍ରେସ, ଆମେ କହୁଛୁ ଜଳେଶ୍ୱର ବ୍ଲକ ର ଏ ଅଭାବନୀୟ କଥା। ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ ,ପ୍ରାୟ ଏକ କିଲୋମିଟର ରାସ୍ତା ପର୍ଯ୍ୟନ୍ତ ଗର୍ଭବତୀ ମହିଳାଙ୍କୁ ବାଇକରେ ନେବାକୁ ପଡିଲା । ସୂଚନା ଅନୁସାରେ,ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ବର୍ତ୍ତନା […]

୧୦ଦିନ ହେଲା ନିଖୋଜ ମମିତା ମେହେର ଜୀବିତ ନା ମୃତ, ଏ ନେଇ ବିଜେପି କେଗାଁ ଥାନା ସମ୍ମୁଖରେ ଗଣ ଧାରଣା… ଦିପକ ସାହୁ (କଳାହାଣ୍ଡି)-କଳାହାଣ୍ଡି ଜିଲ୍ଲା ମହାଳିଙ୍ଗ ସନସାଇନ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜହୋଇ ଆଜକୁ ୧୦ଦିନ ହେବ ତାଙ୍କର ଖୋଜ ଖବର ନାହିଁ । ସେ ଜୀବିତ ନା ମୃତ ସନ୍ଧେହ ଘେରରେ କଳାହାଣ୍ଡି ଓ ବଲାଙ୍ଗୀର ପୋଲିସ । ଏ ଘଟଣାକୁ କେନ୍ଦ୍ର […]

ବିମଲ ଯୋଷୀ(ପାଟଣାଗଡ)-୧୭/୧୦:ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଭରତବାହାଲ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁ ଘଟିଛି। ମିଳିଥିବା ଖବର ଅନୁସାରେ,ଗତ ସନ୍ଧ୍ୟା(ଶନିବାର) ସମୟରେ ପୁରନ୍ଦର ପ୍ରଚୁର ମଦ୍ୟପାନ କରି ଘରକୁ ଫେରି,ଘରେ ପତ୍ନୀ ଅମ୍ବିକା ପୋଷି ଥିବା ଏକ ଠେକୁଆକୁ ମାରି ମାଂସ ଖାଇବାକୁ ଜିଦ୍ ଧରିଥିଲା ।ଏହାକୁ ବିରୋଧ କରିଥିଲେ ପତ୍ନୀ ଅମ୍ବିକା ।ଏଥିରେ ମଦ୍ୟପ ପୁରନ୍ଦର ଉତକ୍ଷିପ୍ତ ହୋଇ ଏକ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ମେରୁଦଣ୍ଡ ବା ମେରୁଦଣ୍ଡ ଆପଣଙ୍କ ସମଗ୍ର ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ | କିନ୍ତୁ କର୍ପୋରେଟ୍ ସଂସ୍କୃତି ଏବଂ ନିତ୍ୟ ବ୍ୟବହାର୍ଯ୍ୟର କିଛି ଅଭ୍ୟାସ ଏହାକୁ କ୍ଷତି ପହଞ୍ଚାଇପାରେ | ଏହାର କାରଣ ଏବଂ ଏହାକୁ ଏଡାଇବା ପାଇଁ ଉପାୟ ଜାଣନ୍ତୁ… ଆପଣଙ୍କ ଶରୀରର ପ୍ରତ୍ୟେକ ଅଙ୍ଗର ବିଶେଷ ଗୁଣ ଅଛି | ଏଥି ମଧ୍ୟରୁ ଗୋଟିଏ ହେଉଛି ତୁମର ମେରୁଦଣ୍ଡ ବା ମେରୁଦଣ୍ଡ | ଏହାର ସମର୍ଥନ ବିନା […]

Pin It on Pinterest