ମନୋଜ ମହାନ୍ତି(ଭୁବନେଶ୍ବର) ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ, ଖଣ୍ଡିଗିରି ଅଂଚଳରେ ଥିବା ସତ୍ୟ ସାଇ ଏନ୍‌କ୍ଲେଭକୁ ମାଇକ୍ରୋ କନଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।ଏଠାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାକୁ ଲକ୍ଷ୍ୟକରି ଏଭଳି ନିଷ୍ପତି ନେଇଛି BMC । ବିଏମ୍‌ସି ପକ୍ଷରୁ କୁହାଯାଇଛିକି, ସେଠାରେ ରହୁଥିବା ଅଧିବାସୀଙ୍କ ବାହାରକୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି । ଅର୍ଥାତ ସେଠାରୁ ବାହାରକୁ କେହି ଆସିପାରିବେ ନାହିଁ କିମ୍ବା ବାହାରୁ କୌଣସି ବ୍ୟକ୍ତି […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଆଜି ଗୁରୁବାର ଅପରାହ୍ନ ୨.୩୦ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କରିବେ ଲକ୍‌ଡାଉନ୍‌ ସମ୍ବଧୀୟ ବଡ଼ ଘୋଷଣା । କରୋନା ସ୍ଥିତି ନେଇ ବିଶେଶଜ୍ଞ ମାନଙ୍କ ମୋଟା ପରିସ୍ତିଟି କୁ ନାଜରେ ରଖି ହୋଇପାରେ ଲକ୍‌ଡାଉନ୍‌ ରେ କିଛିଟା ପରିବର୍ତନ । ରାଜ୍ୟରେ ଲାଗୁ ହୋଇଥିବା ଆଂଶିକ ଲକଡାଉନ୍‌ ଶୁକ୍ରବାର ଶେଷ ହେଉ ଥିବାରୁ, ଆଗକୁ ଲକ୍‌ଡାଉନ୍‌ ରହିବ କି ଅନ୍‌ଲକ୍‌ ହେବ ସେନେଇ କିଛି ବଡ଼ ଘୋଷଣା […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୧୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୮୬୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୪୭୮୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୨୨୯୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୧୮୦୪୧ ଜଣ ସୁସ୍ଥ ହୋଇ […]

ନବୀନ ସାହୁ:(ଜଳେଶ୍ୱର)ସଂପର୍କରେ ଦୂରତା ଆଣିଛି କୋରନା, କୋଉଠି ପରିବାରର ସବୁଛି ଲୁଟି ନେଇଛିତ କୋଉଠି ଲୁହାଗାଡ଼ାଇବାକୁ ଛାଡି ଯାଇଛି ଶେଷ ସନ୍ତକ ।ମହାମାରୀ କୋରନା ପାଇଁ ,କେତେ ବାପା ମା ସର୍ବହରା ହେଇଛନ୍ତି ଆଉ କେତେ ପିଲା ଅନାଥ ହେଇଛନ୍ତି ତାହାର ହିସାବ ନାହିଁ ।ଏମିତି ଏକ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଆଖିରେ ଲୁହ ଆଣିଛି ।ଏହା ହେଉଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଳକ […]

ଦେବକାନ୍ତ ମହାନ୍ତି,(ଚାନ୍ଦବାଲି) ୧୪//୦୭//୨୦୨୧–ଧାମରା ମେରାଇନ ଥାନା ଅନ୍ତର୍ଗତ ଜାଗୁଳା ଫଚାୟତର ଜାଗୁଳା ଗାଁରେ ବଧୁ ହତ୍ୟା ଅଭିଯୋଗ ହୋଇଛି । ଧମରା ଫଚାୟତର କରବିର ମାଝୀ ଙ୍କ ନାବାଳିକା କନ୍ୟାସୀମା ମାଝୀ (୧୬) ଜାଗୁଳା ଫଚାୟତର ଅଜୟ ଲେଙ୍କା ଙ୍କ ପୁଅ ଦୁନିଆ ଲେଙ୍କା ଙ୍କୁ ଭଲ ପାଇ ବିବାହ କରିଥିଲେ, ୫ ମାସ ପୁର୍ବରୁ ସୀମାକୁ ଦୁନିଆ ଲେଙ୍କା ଅପହରଣ କରି ନେଇଥିବା ନେଇ ମେରାଇନ ଥାନାରେ ଅଭିଯୋଗ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)କିଛି ଦିନ ଦଳେ ରାଜ୍ୟ ବସ ମାଲିକ ସଂଘ ଜୁଲାଇରୁ ସେପ୍ଟେମ୍ବର ଯାଏ ଟିକସ ଛାଡ଼ ସହ ପ୍ରତି ବସ ପିଛା ୧ ଲକ୍ଷ ଟଙ୍କାର ସୁଧ ବିହୀନ ଋଣ ଓ ବସ କର୍ମଚାରୀଙ୍କୁ ଆର୍ଥିକ ପ୍ୟାକେଜ ପାଇଁ ଦାବି କରିଥିଲା। ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ,ରାଜ୍ୟରେ ବସ୍ ଟିକସ ଛାଡ଼ ପାଇଁ ବିଚାର ଚାଲିଛି।ଲକଡାଉନ୍ ପରବର୍ତ୍ତୀ ବସ୍ ଚଳାଚଳ ସ୍ୱାଭାବିକ ପାଇଁ ପଦକ୍ଷେପ ନିଆଯିବା […]

ବାସ୍ତବବ୍ୟୁରୋ:(ଭଦ୍ରକ)୧୪/୦୭- ଆଶାଢ଼ ଶୁକ୍ଳ ପଞ୍ଜମୀ ତିଥିରେ,ଭଦ୍ରକର ସର୍ବପୁରାତନ ବୈଷ୍ଣବ ପୀଠ (ସନ୍ଥନଗର) ସନ୍ଥିଆ ସ୍ଥିତ ଶ୍ରୀ ଶ୍ରୀ ରାଧା ମଦନ ମୋହନ ମନ୍ଦିରରେ ୫୩୨ ବର୍ଷ ତଳର କଳିଯୁଗ ପାବନୀ ବତାରୀ ପ୍ରେମ ପୁରୁଷୋତ୍ତମ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଦିବ୍ୟ ଅଂଗଲାଗି କନ୍ଥାବସ୍ତ୍ର ପ୍ରଦର୍ଶନ ତଥା ଶ୍ରୀରାଧା ମଦନ ମୋହନ ଜୀଉଙ୍କର ପ୍ରତିଷ୍ଠାତା ସାର୍ବଭୌମ ଶ୍ରୀ ଗଂଗାନାରାୟଣ ବିଦ୍ୟା ବାରିଷ୍ଟ୍ରିଙ୍କ ତିରୋଧାନ ଉତ୍ସବ ମହାସମାରୋହରେ ପାଳିତ ହୋଇଛି । କରୋନା […]

ବାସ୍ତବବ୍ୟୁରୋ:(ପୁରୀ) ଶ୍ରୀମନ୍ଦିରରେ ଲାଗିବ ରୂପା କବାଟ, ଗତ ରାତିରୁ ଆରମ୍ଭ ହୋଇଛି କାମ । ବେହରଣ ଦ୍ଵାରକୁ କଢା ଯାଇ ମ୍ୟୁଜିଅମରେ ରଖାଯାଇଛି । ସେହି ଦ୍ୱାର ବନ୍ଧରେ ଷ୍ଟିଲ ଫ୍ରେମ ଲଗାଯାଇଥିବା ବେଳେ ସେଥିରେ ବର୍ମାଟିକ କାଠରେ ତିଆରି ଦ୍ଵାରକୁ ଲଗାଯିବ ଏବଂ ଏହା ଉପରେ ରୂପା ଛାଉଣୀ କରାଯିବ । ତେବେ ଏନେଇ ଗତକାଲି ରାତିରେ ଦକ୍ଷିଣ ଦ୍ୱାର ଦେଇ କାଠ କବାଟ ମନ୍ଦିର ଭିତରକୁ ନିଆଯାଇଛି […]

ନବୀନ ସାହୁ (ଜଳେଶ୍ୱର) ଏସଟିଏଫ ଦ୍ବାରା ଚାଲନ୍ତି ଏବଂ ଗୁଡିଖାଳରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ । ବସ୍ତା ଏବଂ ଜଳେଶ୍ଵର ଥାନା ଅଞ୍ଚଳରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି ଅଟୋ ଏବଂ ନଗଦ ଟଙ୍କା ଜବତ କରିଛନ୍ତି ଏସଟିଏଫ ଟିମ । ଖବର ଅନୁଯାଇ,ଏହି ଅଂଚଳରେ ବାହୁଡ଼ି ଧରି ବ୍ରାଉନ ସୁଗାର କାରବାର ବୃଦ୍ଧି ପାଉଥିବାରୁ, ଏସଟିଏଫ ନଜରରେ ଅହିଅଞ୍ଚଳର କିଛି ସନ୍ଦିଗ୍ଧ ଙ୍କ ଉପରେ […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଭାରତୀୟ ଆଥଲେଟ୍ମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭର୍ଚୁଆଲ୍ ବୈଠା କରିଥିଲେ। ଏହି ସମୟରେ ମୋଦୀ ଖେଳାଳିଙ୍କ ପ୍ରସ୍ତୁତି ବିଷୟରେ ଜାଣିଥିଲେ ଏବଂ ସେମାନଙ୍କ ସହ ଖେଳ ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ଭାରତୀୟ ଆଥଲେଟମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଖେଳାଳିମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା […]

Pin It on Pinterest