ବାସ୍ତବବ୍ୟୁରୋ:ବଲାଙ୍ଗୀର କରୋନା ଯୋଦ୍ଧା ଡାକ୍ତର ଦିଲ୍ଲୀପ ଷଡ଼ଙ୍ଗୀ,କରନା ଯୁଧ୍ୟରେ ହାରିଗଲେ |ମହାମାରୀର ବିଭିଷୀକାରୁ ଲୋକମାନଙ୍କୁ ଉଦ୍ଧର କରିବା ପାଇଁ ଦିନ ରାତି ଏକ କରି ଆଗଧାଡିର ଯୋଦ୍ଧା ସାଜିଥିଲେ ଡାକ୍ତର ଷଢଙ୍ଗି । ଲୋକଙ୍କୁ ସଚେତନ ଓ ଚିକିତ୍ସା ପାଇଁ ନିଜ ଜୀବନକୁ ବାଜି ଲଗାଇଥିଲେ ।ସବୁଠାରୁ ବଡ଼କଥାହେଲା କରୋନା ଯୋଦ୍ଧା ଭାବରେ ପ୍ରଥମ ପର୍ଯ୍ୟାୟରେ ଟିକାର ଦୁଇଟିଯାକ ଡୋଜ ନେଇଥିଲେ । ହେଲେ ଦୁଇମାସ ପରେ କରୋନାର ଆକ୍ରାନ୍ତ […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ )କୋଭିଡ-୧୯ ସଂକ୍ରମଣ ବୃଦ୍ଧି କାରଣକୁ ନଜର ରେ ରଖି ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ମେନ୍‌ ୨୦୨୧କୁ ସ୍ଥଗିତ କରାଯାଇଛି ।ଏପ୍ରିଲ ୨୭, ୨୮ ଏବଂ ୩୦ ତାରିଖରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ନେସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ରବିବାର JEE ସ୍ଥଗିତ ହେବା ନେଇ ସୂଚନା ଦିଆଯାଇଛି । ହେଲେ ପୁଣି ଥରେ ପରୀକ୍ଷା […]

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୬୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୪୪କୁ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୬୮୨୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୪୩୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୪୮୨୫ଜଣ ସୁସ୍ଥ ହୋଇ ଘରକୁ […]

ବାସ୍ତବବ୍ୟୁରୋ:(ବଲାଙ୍ଗିର ) ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ୭୯ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ଗତ ୨ ବର୍ଷ ହେବ ସେ କିଡ୍ନୀ ରୋଗରେ ପୀଡିତ ହୋଇ ଚିକିତ୍ସା ହେଉ ଥିଲେ । ଶନିବାର ରାତିରେ ତାଙ୍କର ଦେହ ଅଧିକ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ କଟକ ନେବା ବାଟରେ ରେ ତାଙ୍କର ଦେହାନ୍ତ ହୋଇଥିଲା । ସ୍ୱର୍ଗତ ମେହେର ପାଟଣାଗଡ ନିର୍ବାଚନ […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲ) ଦେଶରେ କରୋନା ଟିକାର ଅଭାବ ଅଭିଯୋଗକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସନ୍ଧ୍ୟାରେ ଜରୁରୀ ବୈଠକ ଡାକିଥିଲେ । ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ଟିକାର ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ ପ୍ରଧାନମନ୍ତ୍ରୀ । ଯେକୌଣସି ଉପାୟରେ ଟିକାର ଉତ୍ପାଦନ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।ସେ ଉତ୍ପାଦନ ବୃଦ୍ଧି କରିବା ପାଇଁ ସରକାରୀ ଓ ଘରୋଇ କ୍ଷେତ୍ରରେ ଥିବା […]

ବାସ୍ତବବ୍ୟୁରୋ: (ଭୁବନେଶ୍ୱର) ସୁର ଭାଇଙ୍କ କରୋନା ଟିପ୍ସ ସବୁବେଳେ ସୁରାଭାଇଙ୍କ ଠାରୁ କିଛିନାକିଛି ଶୁଣିବା ପାଇଁ ରାଜ୍ୟବାସୀଙ୍କ ଉତ୍କଣ୍ଠା ଥାଏ |ରାଜ୍ୟରେ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ କଂଗ୍ରେସର ବରିଷ୍ଠ ନେତା ସୁରାଭାଇଙ୍କ କହିଥିଲେ କି “ସକାଳେ ଉଠି ଗୋଟିଏ ପିଆଜ ପକେଟ୍‌ରେ ରଖିବେ। ସେ ପିଆଜ ସେମିତି ପକେଟ୍‌ରେ ପଡ଼ିଥିବ। ଆଉ ଯେତେବେଳେ ଭାତ ଖାଇବେ, ସେତେବେଳେ ଦୁଇ କୋଲା ରସୁଣ ଚୋବାଇ ଖାଇଦେବେ। ରସୁଣ […]

ବାସ୍ତବବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବାର ପ୍ରଚେଷ୍ଟାରେ ଆଜିଠାରୁ ୨୦ଟି ଜିଲ୍ଲାର ସହରାଞ୍ଚଳରେ ନାଇଟ କରଫୁ ରାତି ୯ଟାରୁ ସକାଳ ୫ଟା ଯାଏଁ । ଏହି ୨୦ ଜିଲ୍ଲା ମଧ୍ୟରେ ପୁରୀ ସହରରେ ନାଇଟ କର୍ଫ୍ୟୁକୁ କଡା଼କଡ଼ି କରିବା ପାଇଁ ପ୍ରସ୍ତୁତି |ସେଥିପାଇଁ କାଳିଆ ଦର୍ଶନ ବ୍ୟବସ୍ଥାରେ ମଧ୍ୟ ଲାଗିଛି କଟକଣା |ଆଜି ଠାରୁ ରାତି ୮ ପରେ ମନ୍ଦିର ପ୍ରବେଶ ମନା | ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ […]

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଆଜି ଠାରୁ କଟକ ଓ ଭୁବନେଶ୍ୱର ନାଇଟ୍ କର୍ଫ୍ୟୁ,କରୋନା ସଂକ୍ରମଣ ବୃଦ୍ଧିକୁ ରୋକ ଲଗାଇବାକୁ ଦୃଷ୍ଟିରେ ରଖି ଟୁଇନ ସିଟରେ ୧୪୪ ଧାରା ।ଏହା ରାତି ୯ ଟାରୁ ସକାଳ ୫ ଟା ଯାଏଁ ବଳବତ୍ତର ରହିବ।କେବଳ କଟକ ଓ ଭୁବନେଶ୍ୱର ପାଇଁ ଏହା ଲାଗୁ କରାଯିବ । ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ ଟି ଜିଲ୍ଲାରେ ନାଇଟ୍ କଫ୍ୟୁ ସହ ସପ୍ତାହାନ୍ତ ଲକଡାଉନ୍ ଘୋଷଣା କରିଥିଲେ,ଏବଂ […]

ବାସ୍ତବବ୍ୟୁରୋ :ଓଲିଉଡ ଅଭିନେତ୍ରୀ ହେଲେନ ମାକ୍ରୋରିଙ୍କ ଦେହାନ୍ତ, ‘ହ୍ୟାରି ପୋଟର୍’ ଓ ‘ଜେମ୍ସ ବଣ୍ଡ’ଭଳି ଅନେକ ଲୋକପ୍ରିୟ ସିନେମାରେ କିଣିଥିଲେ ଦର୍ଶକଙ୍କ ମନ । ଓଲିଉଡ ଅଭିନେତ୍ରୀ ହେଲେନ ମାକ୍ରୋରିଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି। ହେଲେନ ମ୍ୟାକକ୍ରୋରିଙ୍କ ଦେହାନ୍ତ ହୋଇଛି। ହେଲେନ କର୍କଟ ରୋଗ ସହ ଲଢୁଥିଲେ, ୫୨ ବର୍ଷ ବୟସରେ ସେ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ହେଲେନ ମାକ୍ରୋରିଙ୍କ ମୃତ୍ୟୁ […]

ବାସ୍ତବବ୍ୟୁରୋ :ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ ର ଅଷ୍ଟମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯାଇଥିଲା | ଏହି ମ୍ୟାଚରେ ଚେନ୍ନାଇ ପାଇଁ ୧୩ ରନ୍ ଦେଇ ଦୀପକ ଚହର ଚାରିଟି ୱିକେଟ୍ ନେଇଥିଲେ ଏବଂ ତାଙ୍କ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଚହରଙ୍କ ପ୍ରଦର୍ଶନକୁ ପ୍ରଶଂସା କରାଯାଉଛି କିନ୍ତୁ ମ୍ୟାଚ୍ ପୂର୍ବରୁ ତାଙ୍କର ଆଉ ଏକ ଚିତ୍ର ଭାଇରାଲ ହେଉଛି। […]

Pin It on Pinterest