ବାସ୍ତବ ବ୍ୟୁରୋ-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ କରୋନାଭାଇରସ ବିରୁଦ୍ଧରେ ଭାରତର ପ୍ରଥମ ଟିକା ଚଳିତ ବର୍ଷ ଶେଷ ସୁଦ୍ଧା ଉପଲବ୍ଧ ହୋଇପାରିବ। ଉତ୍ତରପ୍ରଦେଶର ଗାଜିଆବାଦରେ ଏକ NDRF ୧୦ ଶଯ୍ୟା ବିଶିଷ୍ଟ ମେକିଫ୍ଟ ହସ୍ପିଟାଲର ଉଦଘାଟନ କରିବା ସମୟରେ ଡକ୍ଟର ହର୍ଷଭର୍ଦ୍ଦନ କହିଛନ୍ତି ଯେ,”ଆମର କୋଭିଡ଼ -୧୯ ଟିକାର କ୍ଲିନିକାଲ୍ ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ଅଛି । ଆମେ ନିଶ୍ଚିତ ଯେ ଚଳିତ ବର୍ଷ ଶେଷ ସୁଦ୍ଧା […]
ଦେଶ ଓ ବିଦେଶ
ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ୨୯୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ହଜାର ୫୩୦କୁ ବୃଦ୍ଧିପାଇଛି । ଏବେ ରାଜ୍ୟରେ ମୋଟ୍ ୫୨୨୭୬ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୭୯୨ ରହିଛି। ୨୦୨୦-୨୧ ଶିକ୍ଷାବର୍ଷ ଲାଗି ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସିଲାବସ୍ ୩୦% କମିବ ପାଠ୍ୟକ୍ରମ, ସେପ୍ଟେମ୍ବରରେ ହାଇସ୍କୁଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି । ଉଚ୍ଚ ମାଧ୍ୟମିକ […]
ଆଜି ପବିତ୍ର ଗଣେଶ ଚତୁର୍ଥୀ। ଆସୁଛି ବଡ଼ ବର୍ଷା । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ରୁ ୨୬ ତାରିଖ ଯାଏଁ ଲଗାଣ ବର୍ଷା ହେବ ଓଡ଼ିଶାରେ । ଏ ନେଇ ସତର୍କ କରାଇ ଦେଇଛି ପାଣିପାଗ ବିଭାଗ । ରବିବାର ଦିନ ରାଉରକେଲାରେ ହେବନି ସଟ୍ଡାଉନ୍, ନୂଆଖାଇ ପାଇଁ କଟକଣା କୋହଳ । ସେପ୍ଟେମ୍ବରରେ ହିଁ ଜେଇଇ ମେନ୍ ଓ ନିଟ୍, ତାରିଖରେ ପରିବର୍ତ୍ତନ ହେବନି: ଏନଟିଏ । […]
ରାତି ପାହିଲେ ଗଣେଶ ପୂଜା, କୋଭିଡ-୧୯ କଟକଣା ଲାଗି ନାହିଁ ଉତ୍ସାହ । ଆଜି ଠାରୁ +୨ ନାମଲେଖାପାଇଁ ଅନଲାଇନରେ ଆବେଦନ। www.samsodisha.gov.in ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍)ରେ ଆବେଦନ କରିପାରିବେ। ହାଇକୋର୍ଟଙ୍କ ରାୟ : ନିଶା କାରବାର ରୋକିବାକୁ ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କର । ଆଜିଠୁ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ରି-ଆଡିସନ୍/ରି-ଚେକିଂ ପାଇଁ ଆବେଦନ । ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ : ଫାଷ୍ଟେଷ୍ଟ […]
ପୁଲିସ ବିଭାଗରେ ଆଉ ରହିବେନି ଇନଚାର୍ଜ ଡିଏସପି । ସ୍ଥାୟୀ ଡିଏସପି ହେବେ ୧୫୧; ପୂରଣ ହେବ ୧୦୬ ଡିଏସପି ପଦବି । ଜଳକା ନଦୀରେ ବନ୍ୟା ପରିସ୍ଥିତି, ବିପଦ ସଂକେତ ଉର୍ଦ୍ଧ୍ବରେ ଜଳସ୍ତର । ଗୃହରକ୍ଷୀଙ୍କ ଦୈନିକ ଭତ୍ତା ଏଣିକି ୫୩୩ ଟଙ୍କା, ୨୦୨୦ ଜାନୁଆରିରୁ ପିଛିଲା ଭାବେ ଲାଗୁ ହେବ । ଆଜି ବି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ । ରାଜ୍ୟରେ […]
ବାସ୍ତବ ବ୍ୟୁରୋ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତୀୟ ନିଯୁକ୍ତି ଏଜେନ୍ସି (ଏନଆରଏ) ଗଠନ କରିବାକୁ ଅନୁମୋଦନ କରିଛନ୍ତି ଯାହା ବିଭିନ୍ନ କେନ୍ଦ୍ର ସରକାରୀ ପଦବୀ ପାଇଁ କମ୍ପ୍ୟୁଟର ଆଧାରିତ କମନ୍ ଯୋଗ୍ୟତା ପରୀକ୍ଷା (CET) ପରିଚାଳନା କରିବାର ଅଧିକାର ଉପରେ ନ୍ୟସ୍ତ ହେବ । ଚାକିରି ପାଇଁ ପ୍ରାର୍ଥୀଙ୍କୁ ବହୁ ବାର ପରୀକ୍ଷା ଦେବାକୁ ପଡିଥାଏ। ଦେଶରେ ପ୍ରାୟ ୨୦ ରିକ୍ର୍ୟୁମେଣ୍ଟ ଏଜେନ୍ସି […]
ବାସ୍ତବ ବ୍ୟୁରୋ-ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଏବେ ଯାଏଁ ସଂଗ୍ରହ ହୋଇଥିବା ସମସ୍ତ ପ୍ରମାଣକୁ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପ୍ରିମ୍ କୋର୍ଟ ମୁମ୍ବାଇ ପୁଲିସକୁ କହିଛନ୍ତି । ଏଥିସହ ତଦନ୍ତରେ ସହଯୋଗ କରିବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସୁଶାନ୍ତ ସିଂଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପାଟନାରେ […]
ସେପ୍ଟେମ୍ବର ୩୦ ପୂର୍ବରୁ ମୌସୁମୀ ଅଧିବେଶନ, ଟ୍ବିଟ୍ କରି ସୂଚନା ଦେଲେ ବାଚସ୍ପତି । ଏଣିକି ଅନ୍ଲାଇନ୍ରେ ସମସ୍ତ ବିଦ୍ୟୁତ୍ ସେବା, ସବୁ ବିତରକ କମ୍ପାନିଙ୍କ ପାଇଁ ଗୋଟିଏ ପୋର୍ଟାଲ୍ । ୭ ଦିନରେ ପଜିଟିଭ୍ ହାର କମାଅ, ୪ ଜିଲ୍ଲା ପାଇଁ ସ୍ବତନ୍ତ୍ର ରଣନୀତି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ । ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ାକୁ ଗୁରୁତ୍ବ, ଲକ୍ଷଣବିହୀନ ରୋଗୀ ଗୃହ ସଂଗରୋଧରେ ରହିବେ । ବୁଡ଼ିବାକୁ […]
ଆଜି ରାଜ୍ୟରେ ୨୨୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୫୩୩ରେ ପହଞ୍ଚିଛି । ଏଥିମଧ୍ୟରୁ ୨୦୩୩୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୩୭୭୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ , ଆଜି ସାତପୁରୀ ତାଡ଼ ବିଜେ । SBI ରିପୋର୍ଟ : କରୋନା ପ୍ରହାରରେ ରାଜ୍ୟ ଅର୍ଥନୀତି ଅବସ୍ଥା ସାଂଘାତିକ, […]
ବାସ୍ତବ ବ୍ୟୁରୋ-ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଜସରାଜ ଆଉ ନାହାଁନ୍ତି । ଶାସ୍ତ୍ରୀୟ ସଙ୍ଗୀତର ପ୍ରସିଦ୍ଧ ଗାୟକ ପଣ୍ଡିତ ଜସରାଜ ଆଉ ନାହାଁନ୍ତି। ସୋମବାର ଦିନ ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ଆମେରିକାର ନିଉ ଜର୍ସିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପଣ୍ଡିତ ଜସରାଜଙ୍କ ମୃତ୍ୟୁରେ ସଙ୍ଗୀତ ଜଗତ ଶୋକର ଛାୟା ଖେଳି ଯାଇଛି । ଜସରାଜଙ୍କ ପରିବାର ଦେଇଥିବା ସୂଚନା […]


