ବାସ୍ତବ ବ୍ୟୁରୋ-କରୋନା ସମ୍ପର୍କିତ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ତାଲାବନ୍ଦ ନିୟମକୁ ସବୁ ରାଜ୍ୟର ସରକାର କଡ଼ାକଡ଼ି କରୁଛନ୍ତି । ଏହାସହ ଲୋକମାନେ କିପରି ହଇରାଣ ନହେବେ ସେନେଇ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ର ଉପଲବ୍ଧତାକୁ ନିରୀକ୍ଷଣ କରାଯାଉଛି । ଜରୁରୀ ସାମଗ୍ରୀ ଯୋଗାଇ ଦେବା ପାଇଁ ରାଜ୍ୟଗୁଡ଼ିକୁ ଗାଇଡ଼ଲାଇନ ମଧ୍ୟ ଜାରି କରାଯାଇଛି । […]
ଦେଶ ଓ ବିଦେଶ
ବାସ୍ତବ ବ୍ୟୁରୋ-ଏପ୍ରିଲ୍ ୧୬ ତାରିଖ ସକାଳ ୧୨:୩୦ଟା ସୁଦ୍ଧା ସମଗ୍ର ଦେଶରେ ୧୨,୪୫୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୪୨୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ବାସ୍ତବ ବ୍ୟୁରୋ-ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । କରୋନା ସମ୍ପର୍କିତ ସମସ୍ତ ରାଜ୍ୟ ମାନଙ୍କ ସହିତ ଆଲୋଚନା କରାଯାଇଛି । ହଟସ୍ପଟ୍ ଓ କଣ୍ଟେନମେଣ୍ଟ ଜୋନ ବିଷୟରେ ଆଲୋଚନା ମଧ୍ୟ ହୋଇଛି । ରାଜ୍ୟ ଓ କେନ୍ଦ୍ର ଉଭୟ କରୋନା ବିରୋଧରେ ମିଳିତ ଉଦ୍ୟମରେ ଲଢ଼େଇ ଜାରି ରଖିଛନ୍ତି […]
ବାସ୍ତବ ବ୍ୟୁରୋ- ନୂଆ ଗାଇଡଲାଇନର ୧୦ ଅତି ଗୁରୁତ୍ବପୂର୍ଣ୍ଣ ନିୟମ । ୧. ମାସ୍କ୍ ପିନ୍ଧନ୍ତୁ। କର୍ମସ୍ଥଳୀ ଓ ସାର୍ବଜନୀନସ୍ଥାନରେ ସରକାର ଏହାକୁ ବାଧ୍ୟତାମୂଳକ କରିଛନ୍ତି। ୨. ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ପଡ଼ିବ। ୩. ଗୁଟ୍କା, ତମାଖୁ ଏବଂ ନିଶାଦ୍ରବ୍ୟ ନିଷିଦ୍ଧ କରାଯାଇଛି। ୪. ସାର୍ବଜନୀନ ସ୍ଥାନ କିଂବା କୌଣସି ପ୍ରତିଷ୍ଠାନରେ ପାଞ୍ଚଜଣରୁ ଅଧିକ ଜନସମାବେଶ ନିଷେଧ। ସୁପରଭାଇରଜର୍ମାନେ ଏହାର ପର୍ଯ୍ୟବେକ୍ଷଣ କରିବେ। ବିବାହ ଓ ଶବ […]
ବାସ୍ତବ ବ୍ୟୁରୋ-ମେ ୩ ତାରିଖ ପର୍ଯ୍ୟନ୍ତ ଘୋଷିତ ଲକ୍ଡାଉନ୍ ପାଇଁ ଜାରି ହେଲା ନୂଆ ଗାଇଡଲାଇନ । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରିଛନ୍ତି ଏହି ଗାଇଡଲାଇନ । ସମସ୍ତ ପ୍ରକାର ପରିବହନ ଉପରେ କଟକଣା ଜାରି । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଜାରି ରହିବ। ବସ୍, ରେଳ, ମେଟ୍ରୋ, ବିମାନ ଉଡାଣ ଉପରେ କଟକଣା । ଔଷଧ ବିତରଣ କେନ୍ଦ୍ର ଖୋଲା ରହିବ । ଗ୍ରାମାଞ୍ଚଳରେ ରାସ୍ତା […]
୧-ଭାରତରେ ଲକ୍ଡାଉନ୍ ମେ ୩ ପର୍ଯ୍ୟନ୍ତ ବୃଦ୍ଧି ସଠିକ୍ ନିଷ୍ପତ୍ତି, ପ୍ରଧାନମନ୍ତ୍ରୀଙ୍କୁ WHOର ପ୍ରଶଂସା। ୨-April 15,16 ଓ 17 ତାରିଖରେ ଚନ୍ଦ୍ର ସହ ତିନିଟି ଗ୍ରହର ମିଳନର ଦୃଶ୍ୟ ଦେଖିବାକୁ ପାଇବେ ସାଧାରଣ ଲୋକ। ପ୍ରତ୍ୟେକ ଦିନ ଭୋର ସମୟରେ ଉତ୍ତର ପୂର୍ବ ଦିଗବଳୟ ଉପରେ ବୃହସ୍ପତି,ଶନି ଓ ମଙ୍ଗଳଗ୍ରହ ଦୃଶ୍ୟମାନ ହେବ। ୩-ଚାଷୀଙ୍କୁ ସହଯୋଗ କର ,ଅଭ୍ଯାସଗତ ଅପରାଧୀ ହେବେ ସାବାଡ: ମୁଖ୍ୟମନ୍ତ୍ରୀ। ୪-ହ୍ବାଟ୍ସଆପ ଜରିଆରେ ୧୦ […]
ବାସ୍ତବ ବ୍ୟୁରୋ-ଆଜି ସକାଳ ୧୦ଟା ରେ କରୋନା ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ଭାରତରେ କରୋନା ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ସାରା ଦେଶରେ ବଢ଼ିଛି ଲକଡାଉଡ଼୍ ଅବଧି । ସେ କହିଛନ୍ତି ଯେ ରାଜ୍ୟ ସରକାର ଓ ନାଗରିକମାନଙ୍କର ପରାମର୍ଶ କ୍ରମେ ଏ ଭଳି ନିଷ୍ପତ୍ତି ନିଆଯାଇଛି। ୨୧ ଦିନିଆ ଲକ୍ଡାଉନ୍ ପରି ଆମକୁ ଏହି ସମୟରେ ମଧ୍ୟ ଶୃଙ୍ଖଳିତ ହୋଇ ଚଳିବାକୁ ପଡ଼ିବ […]
ବାସ୍ତବ ବ୍ୟୁରୋ-ମଙ୍ଗଳବାର ସକାଳ ଅର୍ଥାତ୍ ଆସନ୍ତାକାଲି ୧୦ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ଜାରି ହୋଇଥିବା ୨୧ ଦିନିଆ ଲକ୍ଡାଉନ୍ ଅବଧି ମଙ୍ଗଳବାର ସମାପ୍ତ ହେବାକୁ ଯାଉଛି । ଏହାସହ ଏହି ଲକ୍ଡାଉନ୍ ଅବଧି ବୃଦ୍ଧି ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରଖାଯାଇଛି । ତେଣୁ ଲକ୍ଡାଉନ୍ ଅବଧି ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିପାରନ୍ତି ବୋଲି […]
ବାସ୍ତବ ବ୍ୟୁରୋ-ଆଜି ହେଉଛି ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି । ଏହା ସହ ଆଜିର ଦିନକୁ ଓଡ଼ିଆ ନବବର୍ଷ ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ମହାବିଷୁବ ପଣା ସଂକ୍ରାନ୍ତିର ଅଭିନନ୍ଦନ ଜଣାଇବା ସହ ବର୍ଷସାରା ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେ ପ୍ରାର୍ଥନା କରିଛନ୍ତି ।
ବାସ୍ତବ ବ୍ୟୁରୋ-ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ସମଗ୍ର ଦେଶରେ ୯୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ପ୍ରାଣ ହରାଇଛନ୍ତି ୩୪; ଓ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୪ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି […]


