ଆଜି ସକାଳୁ ଓଡ଼ିଶାର କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କୋହଲା ପାଗ ଦେଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ର ସୁଚନା ମୂତାବକ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ଏଭଳି ରହିବ ବୋଲି ଅନୁମାନ କରାଯାଉଛି । ଓଡିଶାରେ ପୁଣି କୋଭିଡ୍ ନିୟମ କଡାକଡି କରିବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି […]
ଦେଶ ଓ ବିଦେଶ
ଆଜି ବିଶ୍ୱ ଭାରତୀ ସମାରୋହରେ ଡିଜିଟାଲ୍ ମାଧ୍ୟମ ରେ ଯୋଗଦେବେ ପ୍ରଧାନମନ୍ତ୍ରୀ… ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଫେବୃଆରୀ ୧୯ରେ) ବିଶ୍ୱ ଭାରତୀ ସମାରୋହରେ ଡିଜିଟାଲ୍ ମାଧ୍ୟମରେ ଯୋଗଦେବେ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁରୁବାର ଏହି ସୂଚନା ଦେଇଛି। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଅବସ୍ଥିତ ଏହି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଧାନମନ୍ତ୍ରୀ। ଏହି ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଏବଂ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଯୋଗଦେବେ ବୋଲି […]
ହଠାତ୍ ଗୁରୁତର ଅସୁସ୍ଥ ହୋଇପଡ଼ିବାରୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଆଜିଠୁ ବର୍ଷା ସମ୍ଭାବନା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ଏବଂ ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ମାଘ ଶୁକ୍ଳ ଷଷ୍ଠୀରେ ବଡଦେଉଳରେ ଅନୁଷ୍ଠିତ ହେବାକୁ ଥିବା ଏହି ବନକଲାଗି ନୀତି […]
ଆଜି ନାସକମ୍ ଟେକ୍ନୋଲୋଜି ଏବଂ ଲିଡରସିପ୍ ଫୋରମ୍ କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ | ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏକ ଭିଡିଓ କନଫରେନ୍ସ ଜରିଆରେ ନାସକୋମ ଟେକ୍ନୋଲୋଜି ଏବଂ ଲିଡରସିପ୍ ଫୋରମ୍ (NTLF) କୁ ସମ୍ବୋଧିତ କରିବେ | ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସୋମବାର ଏହି ସୂଚନା ଦେଇଛି। PMO କହିଛି ଯେ ONTLF ର ୨୯ ତମ ସମ୍ମିଳନୀ ୧୭ ରୁ ୧୯ ଫେବୃଆରୀ ୨୦୨୧ ମଧ୍ୟରେ […]
ବାସ୍ତବବ୍ୟୁରୋ: ଆଜି ସୁନ୍ଦରଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ମାର୍ଟ ସିଟି ରାଉରକେଲାରେ ମୁଖ୍ୟମନ୍ତ୍ରୀ ବିପିୟୁଟି ପରିସରରେ ଦେଶର ସର୍ବବୃହତ୍ ଅତ୍ୟାଧୁନିକ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ଏକକାଳୀନ ୨୦ ହଜାର ଦର୍ଶକ ଏହି ଅତ୍ୟାଧୁନିକ ଷ୍ଟାଡିୟମରେ ବସି ଖେଳ ଦେଖିପାରିବେ ।ଜିଲ୍ଲାର ମୋଟ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି l ଏହି ପ୍ରକଳ୍ପ ମଧ୍ୟରେ ୧୬୨୨କୋଟିର […]
ଆଜି ଦିନ ୨ଟା ଯାଏଁ ଗଡିବନି ମୋ ବସ୍. ବନ୍ଦ ରହିବ ‘ମୋ ବସ’ ସେବା । ଆଜି ମଧ୍ୟରାତ୍ରିରୁ ଫାସଟ୍ୟାଗ ବ୍ୟବସ୍ଥା ବାଧ୍ୟତାମୂଳକ । ଏଣିକି ଜାତୀୟ ରାଜପଥ ଟୋଲ ଗେଟରେ ଫାସଟ୍ୟାଗ ମାଧ୍ୟମରେ ଟୋଲ୍ ଫି ଆଦାୟ ହେବ । ତେବେ ଏବେ ଫାସଟ୍ୟାଗ ନଥିଲେ ୨ ଗୁଣ ଟୋଲ୍ ଫି ଲାଗିବ । ସମସ୍ତ ଗାଡି ଫାସଟ୍ୟାଗ କରିବାକୁ ବାଧ୍ୟ, ନ ହେଲେ ମାଲିକଙ୍କ ନାଁରେ କଟାଯିବ ଇ -ଚାଲାଣ । ଫାସଟ୍ୟାଗ ନ […]
ବାସ୍ତବବ୍ୟୁରୋ:ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାରେ,ସକାଳ ୭ଟାରୁ ଏହି ବନ୍ଦ ପାଳନ ଆରମ୍ଭ ହୋଇଛି | ତୈଳ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ତଥା ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏହି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି,ଏହା ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ।ବିବାହ ଗାଡ଼ି, ଆମ୍ବୁଲାନ୍ସ, ଔଷଧ ଦୋକାନ, ଜରୁରୀ ସେବା ଏହି ବନ୍ଦରୁ ବାଦ୍ ଦିଆଯିବାର ନିଷ୍ପତି […]
ଚଳିତ ମାସ ୨୩ ତାରିଖରୁ ଆରମ୍ଭ କରି ମେ ‘୨୮ ପର୍ଯ୍ୟନ୍ତ ଚାଲିବ ଜେଇଇ ମେନ୍ ପରୀକ୍ଷା । ଏହି ଜେଇଇ ମେନ୍ ପରୀକ୍ଷା ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପରୀକ୍ଷା ଫେବ୍ରୁଆରୀରେ ସରିବା ପରେ ଦ୍ୱିତୀୟ ପରୀକ୍ଷା ମାର୍ଚ୍ଚ ୧୫ରୁ ୧୮ ତାରିଖ, ତୃତୀୟ ଏପ୍ରିଲ ୨୭ରୁ ୩୦ ତାରିଖ ଏବଂ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ମେ ‘୨୪ରୁ ୨୮ତାରିଖରେ ଅନୁଷ୍ଠିତ ହେବ । ରାଜ୍ୟରେ ତାତି ବଢ଼ୁଛି […]
କରୋନାରେ ମା’ର କ୍ଷୀର ରଙ୍ଗ ସବୁଜ ହୋଇଯାଏ, ନବଜାତ ଝିଅ ମଧ୍ୟ ସଂକ୍ରମିତ , ଡାକ୍ତର ଏହା ଦେଖି ଆଶ୍ଚର୍ଯ୍ୟ | ବାସ୍ତବବ୍ୟୁରୋ:ମହିଳା ଦାବି କରିଛନ୍ତି ଯେ କରୋନା ଜୀବାଣୁ ସଂକ୍ରମିତ ହେବା ପରେ ତାଙ୍କ କ୍ଷୀର ରଙ୍ଗ ବଦଳିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ମହିଳାଙ୍କ ଦାବି ପରେ ବୈଜ୍ଞାନିକ ଏବଂ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏକ ମିଡିଆ ରିପୋର୍ଟ ଅନୁଯାୟୀ, ୨୩ ବର୍ଷୀୟ ଏନା […]
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ ଅନୁଷ୍ଟିତ ହେବ । ଆଜି ତିଥିରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅନୁଷ୍ଟିତ ହେଉଥିବାରୁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ବି ଭକ୍ତଙ୍କ ଭିଡ ଯମିବା ଆରମ୍ଭ ହୋଇଛି । ଓଡ଼ିଶାର ଜଣାଶୁଣା ସାମ୍ବାଦିକ,ଲେଖକ,ସମ୍ପାଦକ ତଥା ବିଶିଷ୍ଟ ପରିବେଶ କର୍ମୀ ଅଭୟ ସିଂହଙ୍କର ଦେହାନ୍ତ ହୋଇଯାଇଛି। ଆଜି କୋଟିଆ ପଞ୍ଚାୟତରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ବାଚନ ଆରମ୍ଭ ହୋଇଛି । ଆଜି ସକାଳ ୭ […]


