କୋଟିଆ କୁ ନେଇ ଆନ୍ଧ୍ର ଓଡିଶା ଏହି ସୀମା ବିବାଦକୁ ନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ରାଜ୍ୟସରକାର ଦାଖଲ କରିଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଆଜି କଟକ, ଭୁବନେଶ୍ୱରରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । ଏତେ କୁହୁଡି କାରଣରୁ ରାସ୍ତାଘାଟ ଦୃଶ୍ୟମାନ ହେଉନଥିଲା । ଯାନବାହାନ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଥିଲା  । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜିଠୁ ଲାଗୁ ହେଉଛି ନୂଆ ଏସଓପି ।  ଏଣିକି ରବିବାର ବି ଶ୍ରୀଜୀଉଙ୍କ […]

ଆଜି(ଗୁରୁବାର) ସନ୍ଧ୍ୟା ୫ଟା ସମୟରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ହିଞ୍ଜିଳିରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ୩ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ହିଞ୍ଜିଳିକାଟୁର ନୂତନ ବସ ଟର୍ମିନାଲ, ବରିଷ୍ଠ ନାଗରିକଙ୍କ ପାଇଁ ଚିତୋ ବିନୋଦନ କେନ୍ଦ୍ର, ପୌର ପରିଷଦ ଅତିଥି ଭବନ, ୧୨ଲକ୍ଷ ବ୍ୟୟରେ ନିର୍ମିତ ବିଜୁ ବାବୁଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି, ଶୀତଳ ଭଣ୍ଡାର, ଆର୍.ଏମ.ସି ମାର୍କେଟ କମ୍ପ୍ଲେକ୍ସକୁ […]

ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଆଜି ରାଜ୍ୟସଭାରେ ଗୃହନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତିକି, ଓଡ଼ିଶାରେ ମେଟ୍ରୋ ଟ୍ରେନ ନେର୍ଟଓ୍ଵାର୍କ ନିମନ୍ତେ ରାଜ୍ୟ ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଏପର୍ଯ୍ୟନ୍ତ ମଳିନାହିଁ |ଓଡ଼ିଶାରେ ମେଟ୍ରୋ ଟ୍ରେନ ‌ ନେଟ୍‌ଓ୍ଵାର୍କ ନିମନ୍ତେ କୌଣସି ଯୋଜାନ ଅଛି କି, ଏବଂ ଯଦି ଅଛି ତାହା କେବେ ଆରମ୍ଭ ହେବ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଶ୍ନର ଉତ୍ତର ଦେଇ […]

ଆସନ୍ତା ୧୫ତାରିଖରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ ୭ଟାରୁ  ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ନିରଞ୍ଜନ ପଟ୍ଟନାୟକ ପ୍ରେସମିଟ୍‌ରେ କହିଛନ୍ତି ଯେ, ତୈଳ ଦର ବୃଦ୍ଧି, ଆଇନଶୃଙ୍ଖଳା ଓ କୋଟିଆ ଆଦି ପ୍ରସଙ୍ଗକୁ ନେଇ କଂଗ୍ରେସ ଏହି ବନ୍ଦ ଡାକରା ଦେଇଛି କଂଗ୍ରେସ । ଆସନ୍ତା ରବିବାର ମହାପ୍ରଭୁଙ୍କ ପଦ୍ମମୁଖ ବେଶ ଦର୍ଶନ । କରୋନା କଟକଣା ପାଇଁ ରବିବାର ଭକ୍ତଙ୍କ […]

ପଡୋଶୀ ଦେଶରେ ପେଟ୍ରୋଲ ଶସ୍ତା ହେଉଥିବାବେଳେ , ଭାରତରେ ମୂଲ୍ୟ ଆକାଶଛୁଆଁ ବାସ୍ତବବ୍ୟୁରୋ:ଦେଶରେ ପେଟ୍ରୋଲ ଏବଂ ଡିଜେଲର ବ୍ୟବହାର ଯେତେ ଅଧିକ ହେଲେବି ,ଏହାର ମୂଲ୍ୟ ମଧ୍ୟ ଅଧିକ ବଢ଼ିବାରେ ଲାଗିଛି । ଯଦିଓ ଏହା ବେଳେବେଳେ ଶସ୍ତା ହୁଏ , ତଥାପି ଆମ ପକେଟ ଉପରେ ଅଧିକ ପ୍ରଭାବ ପକା ନାହିଁ କାରଣ ଏହି ହ୍ରାସ ବହୁତ କମ୍ ଏବଂ ଟ୍ୟାକ୍ସ ମଧ୍ୟ ବହୁତ ଅଧିକ | ଆନ୍ତର୍ଜାତୀୟ […]

ବାସ୍ତବବ୍ୟୁରୋ:ଆଜିଠାରୁ ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବ।ଏପ୍ରିଲ ୩୦ ପର୍ଯ୍ୟନ୍ତ ଦୁଇ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଜାରି ରହିବ। ପ୍ରତିଦିନ ୩ଟି ପରିଅଡ୍ ରେ ସୋମବାରରୁ ଶନିବାର ପର୍ଯ୍ୟନ୍ତ ପ୍ରତିଦିନ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ପାଠପଢ଼ା ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛିକି […]

ଉତ୍ତରପ୍ରଦେଶରେ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ହାଇ ଆଲର୍ଟ, ଗଙ୍ଗା କୂଳରେ ସଚେତନତା ବୃଦ୍ଧି ପାଇଛି | ବାସ୍ତବବ୍ୟୁରୋ:ରୋଣୀ ଗ୍ରାମଠାରୁ ଏକ ହଜାର କିଲୋମିଟର ଦୂରରେ ଥିବା ଗଙ୍ଗା ଉପକୂଳବର୍ତ୍ତୀ ଅଞ୍ଚଳରେ ଚାମୋଲି ଜିଲ୍ଲାର ରୋଣୀ ଗ୍ରାମରେ ଏକ ଗ୍ଲାସର ଭୁଶୁଡ଼ି ପଡ଼ିବା ପରେ ଆହ୍ଲାବାଦକୁ ସତର୍କ କରାଯାଇଛି। ଗଙ୍ଗାର କୂଳରେ ଥିବା ଅଧିକାଂଶ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସୂଚନାନୁସାରେ, ଉତ୍ତରାଖଣ୍ଡରେ ଗ୍ଲେସିୟର ଭାଙ୍ଗିବା କାରଣରୁ ଘଟିଥିବା ଦୁଖଦଃ […]

ବାସ୍ତବବ୍ୟୁରୋ: ରାଜ୍ୟ କଂଗ୍ରେସ ନେତୃବୃନ୍ଦମାନେ କେନ୍ଦ୍ର ସରକାରଙ୍କୁ ରେଳ ବଜେଟ୍ ରେ ଓଡିଶାକୁ ଅବହେଳା କରିଥିବାନେଇ ଅଭିଯୋଗ କରିଛନ୍ତି |ଏଥିପାଇଁ ‌ରାଜ୍ୟ ସରକାରଙ୍କ ଅପାରଗତାକୁ ମଧ୍ୟ ଦାୟୀ କରିଛନ୍ତି । ଗତକାଲି ବିଜୁ ଜନତା ଦଳ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଥିଲା କି ରେଳ ବିଭାଗ ରାଜ୍ୟରୁ ବାର୍ଷିକ କୋଟି କୋଟି ରାଜସ୍ବ ପାଉଥିବା ବେଳେ ଓଡ଼ିଶାର ନ୍ୟାଯ୍ୟ ଦାବି ପ୍ରତି ବଜେଟ୍‌ରେ ବ୍ୟବସ୍ଥା କରାଯାଇନାହିଁ । ଓଡ଼ିଶାରେ […]

ଫେସବୁକରେ Friend request ର ମାନେନୁହେଁ ସେକ୍ସ ପାର୍ଟନର ଖୋଯିବା : ହାଇକୋର୍ଟ | ବାସ୍ତବବ୍ୟୁରୋ:ହିମାଚଳ ପ୍ରଦେଶ ହାଇକୋର୍ଟ ଏହାର ଏକ ନିଷ୍ପତ୍ତିରେ କହିଛନ୍ତି ଯେ ଫେସବୁକରେ ବନ୍ଧୁ ଅନୁରୋଧ ପଠାଇବା ଅର୍ଥ ନୁହେଁ ଯେ ସେ ଯୌନ ସମ୍ପର୍କ ରଖିବାକୁ ଚାହୁଁଛନ୍ତି। ଏହା ଭାବିବା ଉଚିତ ନୁହେଁ ଯେ ବନ୍ଧୁ ଅନୁରୋଧ ପଠାଇ ଝିଅଟି ତା’ର ସ୍ୱାଧୀନତା ଏବଂ ଅଧିକାରକୁ ଯୁବକଙ୍କୁ ଦେଇଦେବା । ଆଜିକାଲି ସୋସିଆଲ ନେଟୱାର୍କିଂରେ […]

ଆସନ୍ତା ବର୍ଷ ସୁଦ୍ଧା ତେଜସ୍ ମାର୍କ -୨ ପ୍ରସ୍ତୁତ ହୋଇଯିବ, ଜାଣନ୍ତୁ ନୂତନ ସ୍ୱଦେଶୀ ଯୁଦ୍ଧ ବିମାନ କେତେ ଶକ୍ତିଶାଳୀ ହେବ ବାସ୍ତବବ୍ୟୁରୋ:ସ୍ୱଦେଶୀ ବହୁମୁଖୀ ଯୁଦ୍ଧ ବିମାନ ତେଜସର ଏକ ଅଧିକ ପ୍ରଭାବଶାଳୀ ସଂସ୍କରଣ ଆସନ୍ତା ବର୍ଷ ବାହାରକୁ ଆସିବାର ସମ୍ଭାବନା ଅଛି | ଏଥିରେ ଅଧିକ ଶକ୍ତିଶାଳୀ ଇଞ୍ଜିନ୍, ଅଧିକ ଅସ୍ତ୍ରଶସ୍ତ୍ର କ୍ଷମତା, ପରବର୍ତ୍ତୀ ପିଢ଼ିର ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳୀ ଏବଂ ଅନେକ ଉନ୍ନତ ଏରୋନେଟିକାଲ୍ ସିଷ୍ଟମ୍ ରହିବ […]

Pin It on Pinterest